From cb637b950fda8daab3083950c3e8758dd85335e2 Mon Sep 17 00:00:00 2001 From: Gayatri-Digal Date: Wed, 30 Mar 2022 16:34:59 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 28 ++++++++++++++++++++++++++++ 1 file changed, 28 insertions(+) diff --git a/en_tn_62-2PE.tsv b/en_tn_62-2PE.tsv index 0f6c251..1dcded7 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -371,3 +371,31 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 13 x3uj figs-abstractnouns ἐντρυφῶντες ἐν ταῖς ἀπάταις αὐτῶν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ “ପ୍ରତାରଣାକାରୀ” ପରି ଏକ ବିଶେଷଣ ସହିତ ଗୁଣବାଚକ
ବିଶେଷ୍ୟ **ପ୍ରତାରଣା** ଶବ୍ଦକୁ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ସେମାନଙ୍କର ପ୍ରତାରଣାକାରୀ କାର୍ଯ୍ୟରେ ଆନନ୍ଦିତ”
(ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 2 14 xo71 ὀφθαλμοὺς ἔχοντες μεστοὺς μοιχαλίδος 1 ଏହି ବାକ୍ୟାଂଶର ଅର୍ଥ ହୋଇପାରେ:
(୧) ଭଣ୍ଡ ଶିକ୍ଷକମାନେ ଯେଉଁ ମହିଳାକୁ ଦେଖନ୍ତି ତାହା ସହ ଅନୈତିକ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା
କରନ୍ତି
,
ଯାହା ଦ୍ଵାରା ପ୍ରତ୍ୟେକ ମହିଳାକୁ ଜଣେ ବ୍ୟଭିଚାରକାରୀ ଭାବରେ
ଦେଖନ୍ତି


ବିକଳ୍ପ ଅନୁବାଦ: “ନିରନ୍ତର  ଇଚ୍ଛା କରୁଥିବା ମହିଳା ଯାହାଙ୍କ ସହ ବ୍ୟଭିଚାର କରିବେ”
(୨) ଭଣ୍ଡ ଶିକ୍ଷକମାନେ ଅନୈତିକ ମହିଳାମାନଙ୍କୁ ସର୍ବଦା ଖୋଜୁଥିଲେ ଯେଉଁମାନଙ୍କ ସହ ସେମାନେ ଅନୈତିକ
ଯୌନ ସମ୍ପର୍କ ରଖି[ପାରିବେ


ବିକଳ୍ପ ଅନୁବାଦ: “ଯୌନ ଅନୈତିକ ମହିଳାମାନଙ୍କୁ ନିରନ୍ତର ଖୋଜନ୍ତି”
2PE 2 14 xb2q figs-explicit δελεάζοντες ψυχὰς ἀστηρίκτους 1 [

:

](../
୦୨
/
୦୧
.md)
ରେ ପିତର ଉଲ୍ଲେଖ କରିଥିବା ଭଣ୍ଡ ଶିକ୍ଷକମାନଙ୍କ କାର୍ଯ୍ୟକୁ ଏହି
ବାକ୍ୟାଂଶ ବୁଝାଏ


ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅସ୍ଥିର ଆତ୍ମାକୁ ପ୍ରଲୋଭିତ
କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-explicit]]) +2PE 2 14 mn07 figs-explicit καρδίαν γεγυμνασμένην πλεονεξίας ἔχοντες 1 [

:

](../
୦୨
/
୦୧
.md)
ରେ ପିତର ଉଲ୍ଲେଖ କରିଥିବା ଭଣ୍ଡ ଶିକ୍ଷକଙ୍କ କାର୍ଯ୍ୟକୁ ଏହି
ବାକ୍ୟାଂଶ ବୁଝାଏ


ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ” (ଦେଖନ୍ତୁ
[[rc://en/ta/man/translate/figs-explicit]]) +2PE 2 14 xgkb figs-activepassive καρδίαν γεγυμνασμένην πλεονεξίας ἔχοντες 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ
,
ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ହୃଦୟକୁ ଲୋଭୀ ହେବାକୁ
ତାଲିମ ଦେଇଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]]) +2PE 2 14 sbp2 figs-abstractnouns καρδίαν γεγυμνασμένην πλεονεξίας ἔχοντες 1 ସେମାନଙ୍କର ଚିନ୍ତାଧାରା
,
ଇଚ୍ଛା
,
ଏବଂ ଭାବନାକୁ ଅନ୍ତର୍ଭୁକ୍ତ କରି
ପୁରା ବ୍ୟକ୍ତିବିଶେଷଙ୍କୁ ସୂଚାଇବା ପାଇଁ ପିତର ସାଙ୍କେତିକ ଭାବରେ **ହୃଦୟ** ଶବ୍ଦକୁ ବ୍ୟବହାର
କରନ୍ତି


ଏହି ଶବ୍ଦଟି ବିଶେ. ସର୍ବନାମ “ନିଜେ” ସହ ଏଠାରେ ଅନୁବାଦ କରାଯାଇପାରେ



ବିକଳ୍ପ ଅନୁବାଦ: “ଲୋଭ ପାଇଁ
ନିଜକୁ ତାଲିମ ଦେଇ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 2 14 sv4r figs-idiom κατάρας τέκνα 1 ପିତର ଏକ ଏବ୍ରୀ ରୂଢ଼ି  ବ୍ୟବହାର କରନ୍ତି ଯେଉଁଥିରେ ଜଣେ ବ୍ୟକ୍ତିକୁ ସେହି
ବିଷୟର “ଶିଶୁ” ବୋଲି କୁହାଯାଏ


ଏଠାରେ **ଅଭିଶାପର ସନ୍ତାନ** ଈଶ୍ଵରଙ୍କ ଦ୍ୱାରା ଅଭିଶାପିତ ଲୋକମାନଙ୍କୁ
ବୁଝାଏ  


ସେ ଅନ୍ୟମାନଙ୍କୁ ଅଭିଶାପ ଦେଉଥିବା ଲୋକମାନଙ୍କ ବିଷୟରେ କହୁ ନାହାଁନ୍ତି



ବିକଳ୍ପ ଅନୁବାଦ: “ଅଭିଶପ୍ତ ଲୋକ”
(ଦେଖନ୍ତୁ:
[[rc://en/ta/man/translate/figs-idiom]]) +2PE 2 14 c7cc figs-exclamations κατάρας τέκνα 1 ଏହି ଶବ୍ଦଗୁଡ଼ିକ ଏକ ବିସ୍ମୟବାଚକ
ଶବ୍ଦ ଅଟେ ଯାହା ଭଣ୍ଡ ଶିକ୍ଷକମାନଙ୍କ ଦୁଷ୍ଟତାକୁ ଗୁରୁତ୍ୱ ଦେଇଥାଏ


ବିକଳ୍ପ ଅନୁବାଦ: “ସେମାନେ ଏପରି ଅଭିଶାପିତ ସନ୍ତାନ!” କିମ୍ବା
“ସେମାନେ ଅଭିଶାପିତ ସନ୍ତାନମାନେ!” (ଦେଖନ୍ତୁ:
[[rc://en/ta/man/translate/figs-exclamations]]) +2PE 2 15 x3k9 figs-metaphor ἐπλανήθησαν 1 ଏଠାରେ
,
ପିତର ପୂର୍ବ ବାକ୍ୟାଂଶରୁ ମାର୍ଗ ରୂପକକୁ ଜାରି ରଖିଛନ୍ତି


ସେ ସାଙ୍କେତିକ ଭାବରେ ଭଣ୍ଡ ଶିକ୍ଷକମାନଙ୍କର ଦୁଷ୍ଟ ଜୀବନ ଶୈଳୀକୁ
ବର୍ଣ୍ଣନା କରିଛନ୍ତି ଯେପରି ସେମାନଙ୍କୁ ସିଧା ସଳଖ ପଥରୁ **ବିପଥଗାମୀ କରାଯାଇଛି**


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ



ବିକଳ୍ପ ଅନୁବାଦ: “ସେମାନେ ଦୁଷ୍ଟ
ବ୍ୟବହାର କରୁଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +2PE 2 15 b39g figs-activepassive ἐπλανήθησαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ସେମାନେ ବିପଥଗାମୀ ହେଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]]) +2PE 2 15 xkt6 figs-explicit ἐξακολουθήσαντες τῇ ὁδῷ τοῦ Βαλαὰμ τοῦ Βοσὸρ, ὃς μισθὸν ἀδικίας ἠγάπησεν 1 ଏହି ପଦରେ, ପିତର ଭଣ୍ଡ ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା

କରନ୍ତି । ପିତର ପୁରାତନ ନିୟମରେ
ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ତାହାଙ୍କ ପାଠକମାନେ
ବୁଝିବେ ବିଲି ସେ ଆଶା କରନ୍ତି । ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ
ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହେଲେ। ଯେତେବେଳେ ଈଶ୍ଵର ବିଲୀୟାମକୁ ତାହା କରିବାକୁ
ଅନୁମତି ଦେଲେ ନାହିଁ, ସେତେବେଳେ ସେ ଦୁଷ୍ଟ ମହିଳାମାନଙ୍କୁ ବ୍ୟବହାର କରି ଇସ୍ରାଏଲୀୟମାନଙ୍କୁ
ଯୌନ ଶୋଷଣ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କଲେ ଯାହା ଦ୍ଵାରା ଈଶ୍ଵର ସେମାନଙ୍କ ଅବମାନନା ପାଇଁ
ସେମାନଙ୍କୁ ଦଣ୍ଡିତ କଲେ । ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ପଇସା ପାଇବାକୁ
ଚାହୁଁଥିଲେ, କିନ୍ତୁ ଶେଷରେ କିଣାନ ଦେଶକୁ ପରାସ୍ତ କଲାବେଳେ ଇସ୍ରାଏଲୀୟମାନେ ତାକୁ ହତ୍ୟା କଲେ। ଯଦି
ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହା ସ୍ପଷ୍ଟ ଭାବରେ ସୂଚାଇ ପାରିବେ, ବିଶେଷ କରି ଯଦି ସେମାନେ
କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ:
“ବୋସୋରର ପୁତ୍ର ବିଲୀୟାମର ପଥ ଅନୁସରଣ କରି, ଯିଏ ଅଧାର୍ମିକର ବେତନକୁ ପ୍ରେମ କରିଥିଲା ଯେ ସେ ଟଙ୍କା
ପାଇବା ପାଇଁ ଇସ୍ରାଏଲୀୟମାନଙ୍କୁ ଅନୈତିକତା ଏବଂ ମୂର୍ତ୍ତିପୂଜାକୁ ନେଇ ଯାଇଥିଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]]) +2PE 2 15 xi4q figs-metaphor ἐξακολουθήσαντες τῇ ὁδῷ τοῦ Βαλαὰμ τοῦ Βοσὸρ 1 ଏଠାରେ
,
ପିତର **ଅନୁସରଣ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି
ଯାହାକି ଅନ୍ୟର କାର୍ଯ୍ୟକୁ ଅନୁକରଣ କରୁଥିବା ବ୍ୟକ୍ତିଙ୍କୁ ସୂଚାଇଥାଏ
,
ଯେପରି ସେହି ସମାନ ଦିଗରେ ଅନ୍ୟ ଜଣଙ୍କ ପଛରେ ଚାଲନ୍ତି


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ବୋସରର ବିଲୀୟାମ ମାର୍ଗକୁ ଅନୁକରଣ କରି” (ଦେଖନ୍ତୁ:
[rc://en/ta/man/translate/figs-metaphor]]) +2PE 2 15 v9lx translate-names Βαλαὰμ…Βοσὸρ 1 the right way **
ବିଲୀୟାମ ** ଏବଂ ** ବୋସୋର** ଦୁଇ ମନୁଷ୍ୟର ନାମ ଅଟେ

(
ଦେଖନ୍ତୁ:
[[rc://en/ta/man/translate/translate-names]]) +2PE 2 15 alxl figs-metaphor τῇ ὁδῷ τοῦ Βαλαὰμ τοῦ Βοσὸρ 1 ଏଠାରେ
,
ପିତର ବିଲୀୟାମ କିପରି ଜୀବନ ବିତାଥିଲା ତାହା ସୂଚାଇବା ପାଇଁ **ବିଲୀୟାମର
ପଥ** କୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ବୋସୋରର ବିଲୀୟାମର ଜୀବନଶୈଳୀ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +2PE 2 15 v3wn writing-pronouns ὃς μισθὸν ἀδικίας ἠγάπησεν 1 ଏଠାରେ
,
ସର୍ବନାମ **ଯିଏ** ବିଲୀୟାମକୁ ବୁଝାଏ  


ଏହା ବୋସୋର କିମ୍ବା ଭଣ୍ଡ ଶିକ୍ଷକମାନଙ୍କୁ ସୂଚିତ କରେ ନାହିଁ



ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏହାକୁ ସିଧାସଳଖ ଅନୁବାଦ କରିପାରିବେ  


ଯଦି ଆପଣ ଏକ ନୂତନ ବାକ୍ୟ ଆରମ୍ଭ କରନ୍ତି
,
ତେବେ ଆପଣଙ୍କୁ କମାକୁ ଏକ ଅବଧି ସହିତ ବଦଳାଇବାକୁ ପଡିବ



ବିକଳ୍ପ ଅନୁବାଦ: “ବିଲୀୟାମ ଅନ୍ୟାୟର ବେତନକୁ ପ୍ରେମ
କରିଥିଲା” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) +2PE 2 15 befr figs-possession ὃς μισθὸν ἀδικίας ἠγάπησεν 1 **
ବେତନ** କୁ ବର୍ଣ୍ଣନା କରିବା ପାଇଁ ପିତର ଏକ ସ୍ୱତ୍ୱାଧିକାରୀ
ଶବ୍ଦ ବ୍ୟବହାର କରୁଛନ୍ତି ଯାହା **ଅନ୍ୟାୟ** ଦ୍ୱାରା ବର୍ଣ୍ଣିତ


ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ
,
ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ



ବିକଳ୍ପ ଅନୁବାଦ: “ଯିଏ ଅନ୍ୟାୟ
ବେତନକୁ ପ୍ରେମ କରୁଥିଲା” (ଦେଖନ୍ତୁ:
[[rc://en/ta/man/translate/figs-possession]]) +2PE 2 15 x5gg figs-abstractnouns μισθὸν ἀδικίας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ
,
ତେବେ ଆପଣ “ଅନ୍ୟାୟ” ବିଶେଷଣ ସହ ଗୁଣବାଚକ  ବିଶେଷ୍ୟ **ଅନ୍ୟାୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ



ବିକଳ୍ପ ଅନୁବାଦ: “ଅଧାର୍ମିକ
ବେତନ” କିମ୍ବା “ଅନ୍ୟାୟ କାର୍ଯ୍ୟ ପାଇଁ ବେତନ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 2 16 gsm7 figs-explicit ἔλεγξιν…ἔσχεν 1 he had a rebuke ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଗୁଣବାଚକ  ବିଶେଷ୍ୟ **ଭର୍ତ୍ସନା** କୁ ଏକ କ୍ରିୟା ଭାବରେ ପ୍ରକାଶ
କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ଈଶ୍ଵର ତାକୁ ଭର୍ତ୍ସନା କଲେ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) +2PE 2 16 x7zu figs-explicit ἰδίας παρανομίας 1 ଏହି **ଅପରାଧ** ଇସ୍ରାଏଲୀୟମାନଙ୍କୁ
ଯୌନ ଅନୈତିକତା ଏବଂ ମୂର୍ତ୍ତିପୂଜାକୁ ଆଗେଇ ନେବା ପାଇଁ ବିଲୀୟାମର ଦୁଷ୍ଟ ମହିଳାମାନଙ୍କ ବ୍ୟବହାରକୁ
ନିର୍ଦ୍ଦିଷ୍ଟ ଭାବରେ ସୂଚିତ କରେ


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଇସ୍ରାଏଲୀୟମାନଙ୍କୁ ଅନୈତିକତାକୁ ଆଗେଇ ନେବା
ପାଇଁ ତାର ଦୁଷ୍ଟ କାର୍ଯ୍ୟ ହେତୁ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) +2PE 2 16 xspp figs-abstractnouns τὴν τοῦ προφήτου παραφρονίαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ “ଅଯୌକ୍ତିକ” କିମ୍ବା “ମୂର୍ଖ” ଭଳି ଏକ ବିଶେଷଣ ସହ
ଗୁଣବାଚକ ବିଶେଷ୍ୟ **ଅଯୌକ୍ତିକ** ର ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଭବିଷ୍ୟ‌ଦ୍‌ବକ୍ତାଙ୍କ ଅଯୌକ୍ତିକ କାର୍ଯ୍ୟ”
କିମ୍ବା “ଭବିଷ୍ୟ‌ଦ୍‌ବକ୍ତାଙ୍କ ମୂର୍ଖ କାର୍ଯ୍ୟ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 2 17 x5rj writing-pronouns οὗτοί 1 **
ଏହି ମନୁଷ୍ୟମାନେ [୨
:

] (../
୦୨
/
୦୧
.md)
ରେ ଉଲ୍ଲେଖ ଭଣ୍ଡ ଶିକ୍ଷକମାନଙ୍କୁ
ବୁଝାଏ  


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) +2PE 2 17 von6 figs-doublet οὗτοί εἰσιν πηγαὶ ἄνυδροι, καὶ ὁμίχλαι ὑπὸ λαίλαπος ἐλαυνόμεναι 1 mists driven by a storm ଏହି ଦୁଇଟି ରୂପକରର ଅର୍ଥ ସମାନ
ଅଟେ


ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର କରନ୍ତି



ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ଏହି ମନୁଷ୍ୟମାନେ ଯେଉଁମାନେ ନିଶ୍ଚିତ ଭାବରେ
ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି ନାହିଁ” କିମ୍ବା “ଏ ଲୋକମାନେ ଯେଉଁମାନେ ନିଶ୍ଚିତ ଭାବରେ
ନିରାଶ କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-doublet]]) +2PE 2 17 v90z ὁ ζόφος τοῦ σκότους 1 ଏହାର ଅର୍ଥ ହୋଇପାରେ: (୧
) **
ଘୋର** **ଅନ୍ଧକାର** ଦ୍ୱାରା ବର୍ଣ୍ଣିତ


ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” (୨
) **
ଘୋର ** **ଅନ୍ଧକାର** ସହ ସମାନ


ବିକଳ୍ପ ଅନୁବାଦ: “ଘୋର
,
ଯାହା ଅନ୍ଧକାର ଅଟେ

” +2PE 2 17 xrpf figs-metaphor ὁ ζόφος τοῦ σκότους 1 ଏଠାରେ
,
ପିତର ନର୍କକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ** ଘୋର** ଏବଂ
**ଅନ୍ଧକାର** ଶବ୍ଦ ବ୍ୟବହାର କରନ୍ତି


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ
,
ଆପଣ ଏହାକୁ ସିଧାସଳଖ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଘୋର ଅନ୍ଧକାରକୁ
ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +2PE 2 18 xgoc grammar-connect-logic-result γὰρ 1 ଏଠାରେ
, **
କାରଣ** ପୂର୍ବର ପଦରେ ଉଲ୍ଲେଖ କରାଯାଇଥିବା ପରି
,
ଘୋର ଅନ୍ଧକାରରେ ଭଣ୍ଡ ଶିକ୍ଷକମାନେ କାହିଁକି ଦଣ୍ଡ ପାଇଁ ସଂରକ୍ଷିତ
ଅଛନ୍ତି ତାହାର କାରଣ ଦର୍ଶାଏ


ବିକଳ୍ପ ଅନୁବାଦ: “ଏହି କାରଣରୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]]) +2PE 2 18 x2by figs-possession ὑπέρογκα…ματαιότητος 1 speaking arrogant things of vanity **
ଅହଂକାରୀ** ବକ୍ତବ୍ୟକୁ ବର୍ଣ୍ଣନା କରିବା ପାଇଁ ପିତର ସ୍ୱତ୍ୱାଧିକାରୀ
 ଶବ୍ଦ ବ୍ୟବହାର କରନ୍ତି ଯାହା **ଅସାରତା** ଦ୍ୱାରା
ବର୍ଣ୍ଣିତ


ବିକଳ୍ପ ଅନୁବାଦ: “ବୃଥା
,
ଅହଂକାରୀ ବିଷୟ” କିମ୍ବା “ବୃଥା ଏବଂ ଅହଂକାରୀ ବିଷୟ” (ଦେଖନ୍ତୁ:
[[rc://en/ta/man/translate/figs-possession]]) +2PE 2 18 n2pr figs-abstractnouns ματαιότητος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ
,
ତେବେ ଆପଣ “ବ୍ୟର୍ଥ” ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ **ଅସାରତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ

(
ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 2 18 t543 figs-metaphor ἐν ἐπιθυμίαις σαρκὸς 1 ଏଠାରେ
, **
ଶରୀର** ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ପ୍ରକୃତିକୁ
ସୂଚାଇବା ପାଇଁ ବ୍ୟବହୃତ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହି ଆକ୍ଷରିକ ଅର୍ଥକୁ ପ୍ରକାଶ କରିପାରିବ


ବିକଳ୍ପ ଅନୁବାଦ: “ସେମାନଙ୍କର ପାପପୂର୍ଣ୍ଣ ପ୍ରକୃତିର ଲୋଭ ଦ୍ୱାରା”
(ଦେଖନ୍ତୁ:
[[rc://en/ta/man/translate/figs-metaphor]]) +2PE 2 18 bibq ἀσελγείαις 1 ଏଠାରେ
, **
କାମୁକତା କର୍ମ** ଅନୈତିକ ଯୌନ କାର୍ଯ୍ୟକୁ ବୁଝାଏ  ଯାହା ଆତ୍ମ ନିୟନ୍ତ୍ରଣର ଅଭାବକୁ ଦର୍ଶାଏ


ଦେଖନ୍ତୁ [୨
:

] (../
୦୨
/
୦୨
.md)
ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି


ବିକଳ୍ପ ଅନୁବାଦ: “ଅନିୟନ୍ତ୍ରିତ କାମୁକତା କାର୍ଯ୍ୟ”
। +2PE 2 19 xqla ἐλευθερίαν αὐτοῖς ἐπαγγελλόμενοι 1 ଏହି ବାକ୍ୟାଂଶ ଅନ୍ୟ ଏକ ମାଧ୍ୟମକୁ
ବୁଝାଏ  ଯାହା ଦ୍ଵାରା ଭଣ୍ଡ ଶିକ୍ଷକମାନେ ସେମାନଙ୍କ
ଅନୁଗାମୀମାନଙ୍କୁ ପ୍ରଲୋଭିତ କରି ପୂର୍ବ ପଦରୁ ଜାରି ରଖିଥିଲେ


ବିକଳ୍ପ ଅନୁବାଦ: “ସେମାନେ ମଧ୍ୟ ସେମାନଙ୍କୁ ସ୍ୱାଧୀନତାର ପ୍ରତିଶୃତି
ଦେଇ ପ୍ରଲୋଭିତ କରନ୍ତି” +2PE 2 19 je1k writing-pronouns ἐλευθερίαν αὐτοῖς ἐπαγγελλόμενοι 1 ଏଠାରେ
, **
ସେମାନଙ୍କୁ** ସର୍ବନାମ ସେହି ଲୋକମାନଙ୍କୁ ବୁଝାଏ  ଯେଉଁମାନେ ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ପ୍ରତାରିତ ହୋଇଥିଲେ



ଯଦି ଏହା ଆପଣଙ୍କ ପାଠକମାନଙ୍କ
ପାଇଁ ଅଧିକ ସ୍ପଷ୍ଟ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ସେମାନେ ପ୍ରତାରଣା କରନ୍ତି ସେମାନଙ୍କୁ
ସ୍ୱାଧୀନତାର ପ୍ରତିଜ୍ଞା ଦେଇ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])