diff --git a/en_tn_43-LUK.tsv b/en_tn_43-LUK.tsv index 6a06f8b..4d82789 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -255,7 +255,7 @@ LUK 2 6 ti1x translate-versebridge 0 General Information: LUK 2 6 yj96 0 LUK 2 6 qw6j writing-newevent ἐγένετο δὲ 1 Now it came about that ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଘଟଣାର ଆରମ୍ଭକୁ ବୁଝାଏ । ଯଦି ଆପଣଙ୍କର ଭାଷାର ସମାନ ଅଭିବ୍ୟକ୍ତି ଅଛି ଯାହା ଏକ ଘଟଣାକୁ ଉପସ୍ଥାପନ କରିବାକୁ ବ୍ୟବହାର ହୁଏ, ଆପଣ ତାହା ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/writing-newevent]]) LUK 2 6 w4is ἐν τῷ εἶναι αὐτοὺς ἐκεῖ 1 while they were there **ସେମାନେ** ଶବ୍ଦ ଯୋଷେଫ ଏବଂ ମରୀୟମଙ୍କୁ ବେଥଲିହମରେ ଥିବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ , ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ  । ବିକଳ୍ପ ଅନୁବାଦ: “ଯେତେବେଳେ ମରୀୟମ ଏବଂ ଯୋଷେଫ ବେଥଲିହିହମରେ ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]]) -LUK 2 6 zr62 ἐπλήσθησαν αἱ ἡμέραι τοῦ τεκεῖν αὐτήν 1 the time came for the birth of her baby ତାଙ୍କର ସନ୍ତାନ ପ୍ରସବ କରିବା ସମୟ ଉପସ୍ଥିତ ହେଲା +LUK 2 6 zr62 ἐπλήσθησαν αἱ ἡμέραι τοῦ τεκεῖν αὐτήν 1 the time came for the birth of her baby ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ
ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ମରୀୟମଙ୍କ ପ୍ରସବ କରିବାର ସମୟ ଉପସ୍ଥିତ ହେଲା” (ଦେଖନ୍ତୁ: [[rc://en/ta/man/translate/figs-activepassive]]) LUK 2 7 qq48 figs-explicit ἐσπαργάνωσεν αὐτὸν 1 wrapped him in long strips of cloth କେତେକ ସଂସ୍କୃତିରେ ମାଆମାନେ ସେମାନଙ୍କ ଶିଶୁମାନଙ୍କୁ ଲୁଗାରେ ବା ଏକ କମ୍ବଳରେ ଦୃଢ଼ ଭାବରେ ଗୁଡାଇବା ଦ୍ୱାରା ସାନ୍ତ୍ଵନା ଦେଉଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ଚାରିପଟେ ଦୃଢ଼ ଭାବରେ ଲୁଗା ଗୁଡାଇଲେ” କିମ୍ବା : “ତାଙ୍କୁ ଏକ କମ୍ବଳରେ ଦୃଢ଼ କରି ଗୁଡାଇଲେ” (ଦେଖ: [[rc://or/ta/man/translate/figs-explicit]] ) LUK 2 7 s97r ἀνέκλινεν αὐτὸν ἐν φάτνῃ 1 laid him in a manger ଏହା ଏକ ପ୍ରକାର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ପଶୁମାନଙ୍କ ନିମନ୍ତେ ଲୋକମାନେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଏହା ସମ୍ଭବତଃ, ପରିଷ୍କାର ଥିଲା ଏବଂ ହୁଏତ ଏଥିରେ ପାଳ ଭଳି କିଛି କୋମଳ ଓ ଶୁଷ୍କ ବସ୍ତୁ ଥିଲା ଯାହା ଶିଶୁ ପାଇଁ ଏକ ଗଦି ଭଳି କାର୍ଯ୍ୟ କରିଥିଲା I ଅନେକ ସମୟରେ ପଶୁମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଓ ସହଜରେ ସେମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ଘର ପାଖରେ ରଖାଯାଉଥିଲା I ପଶୁମାନଙ୍କ ନିମନ୍ତେ ବ୍ୟବହୃତ ହେଉଥିବା ଏକ ବଖରାରେ ମରିୟମ ଓ ଯୋଷେଫ ରହିଲେ I LUK 2 7 yj6j writing-background οὐκ ἦν αὐτοῖς τόπος ἐν τῷ καταλύματι 1 there was no room for them in the inn "ସେଠାରେ ସେମାନଙ୍କ ନିମନ୍ତେ ଅତିଥିଗୃହରେ ରହିବା ପାଇଁ ସ୍ଥାନ ନ ଥିଲା I ଅନେକ ଲୋକମାନେ ବେଥଲିହିମକୁ ନାମ ପଞ୍ଜିକୃତ କରିବା ନିମନ୍ତେ ଯିବା ହେତୁ ହୁଏତ ଏଭଳି ଘଟିଥିଲା I ଲୂକ ଏହାକୁ ପୃଷ୍ଠଭୂମିଜନିତ ତଥ୍ୟ ଭାବରେ ଯୋଗ କରନ୍ତି I (ଦେଖ: [[rc://or/ta/man/translate/writing-background]] )