Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-22 17:39:04 +00:00
parent f2be6b276d
commit c923bfb236
1 changed files with 1 additions and 1 deletions

View File

@ -2640,7 +2640,7 @@ LUK 21 34 r69y figs-metonymy μήποτε βαρηθῶσιν ὑμῶν αἱ
LUK 21 34 y2qk figs-metaphor μήποτε βαρηθῶσιν 1 so that ... are not burdened ଏଠାରେ ଯୀଶୁ ଏହି ବିଷୟଗୁଡ଼ିକ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେଗୁଡ଼ିକ ତାଙ୍କ ଶିଷ୍ୟମାନଙ୍କ ମନରେ ଏକ ଉଙ୍କିମାରୁଛି । ବିକଳ୍ପ ଅନୁବାଦ: “ଯାହାଫଳରେ ଅତ୍ୟଧ‌ିକ ନିଶାଦ୍ରବ୍ୟ ପାନ ଏବଂ ଦୈନନ୍ଦିନ ଚିନ୍ତା ତୁମ୍ଭମାନଙ୍କ ମନକୁ ଦୁର୍ବଳ କରିବ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 21 34 se3c κρεπάλῃ 1 the effects of drinking ଏହି ବାକ୍ୟାଂଶ ** ଏବଂ** ଶବ୍ଦକୁ ବ୍ୟବହାର କରି ଗୋଟିଏ ଧାରଣାକୁ ପ୍ରକାଶ କରେ ।  **ମଦ୍ୟପାନ** ଶବ୍ଦ ** ଅତ୍ୟଧ‌ିକ ନିଶାଦ୍ରବ୍ୟ** ର ଉତ୍ସକୁ ବ୍ୟାଖ୍ୟା କରେ। ବିକଳ୍ପ ଅନୁବାଦ: “ଅତ୍ୟଧ‌ିକ ନିଶାଦ୍ରବ୍ୟ ପାନ କରିବା” (ଦେଖନ୍ତୁ: <br>[[rc://en/ta/man/translate/figs-hendiadys]])
LUK 21 34 unw9 μερίμναις βιωτικαῖς 1 the worries of life ଏହି ଜୀବନ ସମ୍ବନ୍ଧରେ ଅତ୍ୟଧିକ ଚିନ୍ତା କରିବା
LUK 21 34 x8jh figs-simile ἐπιστῇ ἐφ’ ὑμᾶς αἰφνίδιος ἡ ἡμέρα ἐκείν 1 that day will close on you suddenly ଠିକ ଯେପରି ଗୋଟିଏ ଫାନ୍ଦ ଏକ ପଶୁକୁ ସେ ଅପେକ୍ଷା କରି ନ ଥିବା ବେଳେ ଅବରୁଦ୍ଧ କରେ, ସେହିପରି ଲୋକମାନେ ଅପେକ୍ଷା କରୁ ନ ଥିବା ବେଳେ ସେହି ଦିନ ଆସିବ I ବିକଳ୍ପ ଅନୁବାଦ: “ସେହି ଦିନ ଆସିବ ଯେତେବେଳେ ତୁମ୍ଭେମାନେ ଏହାର ଅପେକ୍ଷା କରୁ ନ ଥିବ, ଠିକ ଯେପରି ଗୋଟିଏ ଫାନ୍ଦ ହଠାତ୍ ଗୋଟିଏ ପଶୁ ଉପରେ ପଡିଥାଏ” (ଦେଖ: [[rc://or/ta/man/translate/figs-simile]])
LUK 21 34 x8jh figs-simile ἐπιστῇ ἐφ’ ὑμᾶς αἰφνίδιος ἡ ἡμέρα ἐκείν 1 that day will close on you suddenly ଯୀଶୁ ଏହି **ଦିନ** ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଶିଷ୍ୟମାନଙ୍କ ଉପରେ ଫାନ୍ଦ ପରି ସକ୍ରିୟ ହୋଇପାରେ <br>। (ପାରମ୍ପାରିକ ପଦ ବିଭାଗଗୁଡ଼ିକ ପରବର୍ତ୍ତୀ ପଦର ପ୍ରାରମ୍ଭରେ“ଜାଲ ପରି” ବାକ୍ୟାଂଶକୁ ଉଲ୍ଲେଖ କରେ । ଏକ ଟିପ୍ପଣୀ ଏହାକୁ ସେଠାରେ ଆଲୋଚନା କରିବ।) ଏଠାରେ ଏହାର ଅର୍ଥ **ହଠାତ** ଶବ୍ଦ ଏକ ବିଶେଷଣ  ଅଟେ ।ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆଶା କରୁ ନ ଥିବା ସମୟରେ ସେହି ଦିନ ଆସିବ” କିମ୍ବା “ସେହି ଦିନ ହଠାତ ତୁମ୍ଭ ଉପରେ ଆସିବ” (ଦେଖନ୍ତୁ:<br>[[rc://en/ta/man/translate/figs-personification]])
LUK 21 34 r486 figs-explicit ἐπιστῇ ἐφ’ ὑμᾶς αἰφνίδιος ἡ ἡμέρα ἐκείν 1 that day will close on you suddenly ଯେଉଁମାନେ ପ୍ରସ୍ତୁତ ନୁହନ୍ତି ଏବଂ ଏଥିପାଇଁ ସଜାଗ ନୁହନ୍ତି ସେମାନଙ୍କ ନିମନ୍ତେ ସେହି ଦିନର ଆଗମନ ହଠାତ୍ ଏବଂ ଅନପେକ୍ଷିତ ପରି ମନେ ହେବ I ବିକଳ୍ପ ଅନୁବାଦ: “ଜୀବନ I କାରଣ ଯଦି ତୁମ୍ଭେମାନେ ଜାଗ୍ରତ ହୋଇନାହଁ, ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ଆସି ପଡିବ” (ଦେଖ: [[rc://or/ta/man/translate/figs-explicit]])
LUK 21 34 q6ph ἡ ἡμέρα ἐκείνη 1 that day ମଶୀହଙ୍କର ଆଗମନ ଦିନକୁ ଏହା ସୂଚାଏ I ବିକଳ୍ପ ଅନୁବାଦ: “ଯେଉଁ ଦିନ ମନୁଷ୍ୟପୁତ୍ର ଆସିବେ”
LUK 21 35 qh1b ἐπεισελεύσεται ... ἐπὶ πάντας 1 it will come upon everyone ଏହା ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିବ ବା “ସେହି ଦିନର ଘଟଣାଗୁଡିକ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିବ”

Can't render this file because it is too large.