From c81ff8776fba8eba01b484478cb2f2b865c717ca Mon Sep 17 00:00:00 2001 From: Gayatri-Digal Date: Thu, 27 Jan 2022 03:35:20 +0000 Subject: [PATCH] Edit 'en_tn_43-LUK.tsv' using 'tc-create-app' --- en_tn_43-LUK.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_43-LUK.tsv b/en_tn_43-LUK.tsv index f613540..37a033b 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -2844,7 +2844,7 @@ LUK 22 69 h4n3 figs-metonymy τῆς δυνάμεως τοῦ Θεοῦ 1 the po LUK 22 70 udh2 figs-explicit σὺ οὖν εἶ ὁ Υἱὸς τοῦ Θεοῦ? 1 Then you are the Son of God? ମହାସଭାକୁ ଏହି ପ୍ରଶ୍ନ ପଚାରିଥିଲେ କାରଣ ସେମାନେ ଚାହୁଁଥିଲେ ଯେ ଯୀଶୁ ସ୍ପଷ୍ଟ ଭାବରେ ସେମାନଙ୍କ ବିଶ୍ବାସ ନିଶ୍ଚିତ କରନ୍ତୁ ଯେ ସେ ଈଶ୍ଵରଙ୍କ ପୁତ୍ର ଅଟନ୍ତି । ବିକଳ୍ପ ଅନୁବାଦ: “ତେଣୁ ଯେବେ ତୁମ୍ଭେମାନେ ଏହା କହିଲ, ଏହାର ଅର୍ଥ କ’ଣ ତୁମ୍ଭେ ଈଶ୍ଵରଙ୍କ ପୁତ୍ର ଅଟ କି” (ଦେଖନ୍ତୁ:
[[rc://or/ta/man/translate/figs-explicit]]) LUK 22 70 l4j7 guidelines-sonofgodprinciples ὁ Υἱὸς τοῦ Θεοῦ 1 Son of God ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଯୀଶୁ ପାଇବାକୁ ଯୋଗ୍ୟ ଅଟନ୍ତି, ଯଦିଓ ପ୍ରାଚୀନମାନେ ସେ ଯୋଗ୍ୟ ବୋଲି ଭାବି ନଥିଲେ
।  (ଦେଖନ୍ତୁ: [[rc://or/ta/man/translate/guidelines-sonofgodprinciples]]) LUK 22 70 jtr9 ὑμεῖς λέγετε ὅτι ἐγώ εἰμι 1 You are saying that I am ଏହା ଏକ ରୂଢ଼ି ଅଟେ । ପ୍ରାଚୀନମାନେ ଯାହା ପଚାରୁଛନ୍ତି ତାହା ସତ୍ୟ ବୋଲି ସ୍ୱୀକାର କରିବାକୁ ଯୀଶୁ ଏହାକୁ ବ୍ୟବହାର କରନ୍ତି
। ବିକଳ୍ପ ଅନୁବାଦ: “ହଁ, ଯେପରି ତୁମ୍ଭେମାନେ କହୁଛ ଏହା ସେହିପରି ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-idiom]]) -LUK 22 71 u3m3 figs-rquestion τί ἔτι ἔχομεν μαρτυρίας χρείαν? 1 What further need do we have of a witness? ସେମାନେ ଗୁରୁତ୍ୱ ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଆଉ ସାକ୍ଷୀର ପ୍ରୟୋଜନ ନାହିଁ !” (ଦେଖ: [[rc://or/ta/man/translate/figs-rquestion]]) +LUK 22 71 u3m3 figs-rquestion τί ἔτι ἔχομεν μαρτυρίας χρείαν? 1 What further need do we have of a witness? ଏଠାରେ ପ୍ରାଚୀନମାନେ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ସେମାନଙ୍କ ବାକ୍ୟକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଆଉ ସାକ୍ଷ୍ୟର ଆବଶ୍ୟକତା ନାହିଁ!” (ଦେଖନ୍ତୁ: [[rc://or/ta/man/translate/figs-rquestion]]) LUK 22 71 lpm4 figs-metonymy ἠκούσαμεν ἀπὸ τοῦ στόματος αὐτοῦ 1 we have heard from his own mouth “ତାଙ୍କ ନିଜର ମୁଖରୁ“ ବ୍ୟାକ୍ୟାଂଶଟି ତାଙ୍କ ବକ୍ତବ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: “ତାକୁ କହିବା ଶୁଣିଲୁ ଯେ ସେ ବିଶ୍ୱାସ କରେ ଯେ ସେ ଈଶ୍ୱରଙ୍କ ପୁତ୍ର ଅଟେ” (ଦେଖ: [[rc://or/ta/man/translate/figs-metonymy]]) LUK 23 intro p6wq 0 # ଲୂକ 23 ସାଧାରଣ ଟିପ୍ପଣୀଗୁଡିକ
## ଗଠନ ଓ ଆକୃତି

ଏହି ଅଧ୍ୟାୟର ଶେଷ ଧାଡିକୁ ULT ପୃଥକ କରି ରଖେ କାରଣ ଏହା ଅଧ୍ୟାୟ 23 ଅପେକ୍ଷା ଅଧ୍ୟାୟ 24 ସହିତ ଅଧିକ ସଂଯୁକ୍ତ ଅଟେ I ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

### ଅଭିଯୋଗ କରିବା

ପ୍ରଧାନ ଯାଜକମାନେ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ଉପରେ ମନ୍ଦ କାର୍ଯ୍ୟ କରିବାର ଦୋଷାରୋପ କଲେ, କାରଣ ସେମାନେ ଇଚ୍ଛା କରୁଥିଲେ ଯେ ପିଲାତ ଯୀଶୁଙ୍କୁ ବଧ କରନ୍ତୁ I କିନ୍ତୁ ସେମାନେ ତାଙ୍କୁ ମିଥ୍ୟା କଥାରେ ଅଭିଯୋଗ କରୁଥିଲେ, କାରଣ ସେମାନେ ଯାହା ସବୁ ଦୋଷାରୋପ କରୁଥିଲେ ସେସବୁ ଯୀଶୁ କେବେ ବି କରି ନ ଥିଲେ I

### “ମନ୍ଦିରର ପରଦା ଦୁଇ ଭାଗ ହୋଇଗଲା”

ମନ୍ଦିରରେ ପରଦା ଏକ ମହତ୍ତ୍ଵପୂର୍ଣ୍ଣ ପ୍ରତୀକ ଥିଲା ଯାହା ଦର୍ଶାଉଥିଲା ଯେ ଲୋକମାନେ ଜଣକୁ ଆବଶ୍ୟକ କରନ୍ତି ଯିଏ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ କଥା କହିବ I ସେମାନେ ସିଧାସଳଖ ଭାବରେ ଈଶ୍ୱରଙ୍କ ନିକଟରେ କଥାବାର୍ତ୍ତା କରି ପାରୁ ନ ଥିଲେ କାରଣ ସମସ୍ତ ଲୋକମାନେ ପାପୀ ଥିଲେ ପୁଣି ଈଶ୍ୱର ପାପକୁ ଘୃଣା କରନ୍ତି I ଈଶ୍ୱର ପରଦାକୁ ଦୁଇଭାଗ କରିଦେଲେ ଏହା ଦର୍ଶାଇବା ପାଇଁ ଯେ ଯୀଶୁଙ୍କର ଲୋକମାନେ ବର୍ତ୍ତମାନ ଈଶ୍ୱରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ପାରିବେ କାରଣ ଯୀଶୁ ସେମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେଇଛନ୍ତି

### ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ ([ଲୂକ 23 : 53](../../ଲୂକ/23/53. ମଝି) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରଗୁଡିକ ସେମାନଙ୍କର ମୃତମାନଙ୍କୁ ସମାଧିସ୍ଥ କରୁଥିଲେ I ଏହା ଏକ ପ୍ରକୃତ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ବିଷୟ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ସେଠାରେ ଶରୀରକୁ ରଖାଯାଇ ପାରିବ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦେଉଥିଲେ ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

### “ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉନାହିଁ”

ପିଲାତ କହୁଥିଲେ ଯେ ସେ କୌଣସି କାରଣ ଜାଣନ୍ତି ନାହିଁ ଯାହା ପାଇଁ ସେ ଯୀଶୁଙ୍କୁ ଦଣ୍ଡ ଦେବେ କାରଣ ଯୀଶୁ କୌଣସି ନିୟମ ଉଲଂଘନ କରି ନ ଥିଲେ I ପିଲାତ କହୁନାହାନ୍ତି ଯେ ଯୀଶୁ ସିଦ୍ଧ ଥିଲେ I
LUK 23 1 pi3d 0 General Information: ଯୀଶୁ ପିଲାତଙ୍କ ସମ୍ମୁଖକୁ ଅଣାଗଲେ I