From c723c87ea347907927f54ac9b8d3d1b5a0d3d2f3 Mon Sep 17 00:00:00 2001 From: Gayatri-Digal Date: Tue, 3 May 2022 04:15:42 +0000 Subject: [PATCH] Edit 'en_tn_51-PHP.tsv' using 'tc-create-app' --- en_tn_51-PHP.tsv | 50 ++++++++++++++++++++++++------------------------ 1 file changed, 25 insertions(+), 25 deletions(-) diff --git a/en_tn_51-PHP.tsv b/en_tn_51-PHP.tsv index 112d984..e2ebf0c 100644 --- a/en_tn_51-PHP.tsv +++ b/en_tn_51-PHP.tsv @@ -24,31 +24,31 @@ PHP 1 10 siv8 figs-doublet εἰλικρινεῖς καὶ ἀπρόσκοπο PHP 1 11 lu5n figs-metaphor πεπληρωμένοι καρπὸν δικαιοσύνης τὸν διὰ Ἰησοῦ Χριστοῦ 1 filled with the fruit of righteousness that comes through Jesus Christ ଏଠାରେ, **ପରିପୂର୍ଣ୍ଣ ହେବା**  ବାକ୍ୟାଂଶ ଏକ ରୂପକ ଅଟେ ଯାହାର ଅର୍ଥ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବା ଅଟେ ।**ଧର୍ମିକତାର ଫଳ** ବାକ୍ୟାଂଶ ଏକ ରୂପକ ଅଟେ ଯାହା ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଚରିତ୍ର କିମ୍ବା କାର୍ଯ୍ୟର ପରିଣାମ ବୁଝାଏ ।  ଏହି ରୂପକ ଏକ ଭଲ ବୃକ୍ଷ  ମଧ୍ୟରେ ଏକ ତୁଳନା ଯାହା ଉତ୍ତମ ଫଳ ​​ଉତ୍ପନ କରେ ଏବଂ ଜଣେ ବ୍ୟକ୍ତି ଯିଏ ଧାର୍ମିକତାରେ ପରିପୂର୍ଣ୍ଣ ହୁଏ ଏବଂ ଫଳସ୍ୱରୂପ ଭଲ କାର୍ଯ୍ୟ ଉତ୍ପନ କରେ ।  ତେଣୁ ଏହି ଦୁଇଟି ରୂପକ ସହ, ପାଉଲ ଫିଲିପ୍ପୀୟମାନଙ୍କୁ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ କହୁଛନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜୀବନକୁ ଧାର୍ମିକ କାର୍ଯ୍ୟରେ ପୂର୍ଣ୍ଣ କର” କିମ୍ବା “ଅଭ୍ୟାସଗତ ଭାବରେ ଉତ୍ତମ କାର୍ଯ୍ୟ କରି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n PHP 1 11 hwg1 εἰς δόξαν καὶ ἔπαινον Θεοῦ 1 to the glory and praise of God PHP 1 12 uyc6 0 General Information: -PHP 1 12 yrp2 δὲ ... βούλομαι 1 Now I want ଏଠାରେ “ବର୍ତ୍ତମାନ” ଶବ୍ଦ ପତ୍ରର ଏକ ନୁତନ ଅଂଶ ଚିହ୍ନଟ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I -PHP 1 12 tu2t ἀδελφοί 1 brothers ଏଠାରେ ଏହାର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ସମ୍ପୃକ୍ତ କରି ସହ ଖ୍ରୀଷ୍ଟିୟାନମାନେ ଅଟନ୍ତି, କାରଣ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାରର ସଦସ୍ୟ ଅଟନ୍ତି, ଓ ଈଶ୍ବର ସେମାନଙ୍କର ସ୍ବର୍ଗୀୟ ପିତା ଅଟନ୍ତି I -PHP 1 12 zy4g figs-explicit ὅτι τὰ κατ’ ἐμὲ 1 that what has happened to me ପାଉଲ କାରାଗାରରେ ଆପଣା ସମୟ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏସମସ୍ତ ଦୁଃଖଭୋଗ କଲି କାରଣ ଯୀଶୁଙ୍କ ବିଷୟରେ ପ୍ରଚାର କରିଥିବା ନିମନ୍ତେ ମୋତେ କାରାଗାରରେ ନିକ୍ଷେପ କରାଗଲା” (ଦେଖ: [[rc://or/ta/man/translate/figs-explicit]]) -PHP 1 12 q288 μᾶλλον εἰς προκοπὴν τοῦ εὐαγγελίου ἐλήλυθεν 1 has really served to advance the gospel ଏଥି ସକାଶୁ ଅଧିକ ଲୋକ ସୁସମାଚାର ଶୁଣିବାକୁ ପାଇଲେ -PHP 1 13 h1ly figs-metaphor τοὺς δεσμούς μου φανεροὺς ἐν Χριστῷ 1 my chains in Christ came to light "ଏଠାରେ ଖ୍ରୀଷ୍ଟଙ୍କ ସକାଶେ ବନ୍ଦୀ ହେବା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ବନ୍ଧନରେ ଥିବା ଏକ ରୁପକ ଅଟେ I “ଆଲୋକ ଧାରଣ କରିବା” ପ୍ରକାଶିତ ହେବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ଜଣାଗଲା ଯେ ମୁଁ ଖ୍ରୀଷ୍ଟଙ୍କ ସକାଶେ କାରାଗାରରେ ଅଛି” (ଦେଖ: [[rc://or/ta/man/translate/figs-metaphor]]) -PHP 1 13 wi6n figs-activepassive τοὺς δεσμούς μου φανεροὺς ἐν Χριστῷ ... τῷ πραιτωρίῳ ... τοῖς λοιποῖς πᾶσιν 1 my chains in Christ came to light ... guard ... everyone else ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ରୋମରେ ଥିବା ରାଜପ୍ରାସାଦର କର୍ମଚାରୀ ଓ ଅନେକ ଲୋକ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ସକାଶେ କାରାବନ୍ଦୀ ହୋଇଅଛି”(ଦେଖ: [[rc://or/ta/man/translate/figs-activepassive]]) -PHP 1 13 f8az τοὺς δεσμούς μου ... ἐν Χριστῷ 1 my chains in Christ ଏଠାରେ ପାଉଲ “ତାହାଙ୍କ ନିମନ୍ତେ” ର ଅର୍ଥ କରିବା ନିମନ୍ତେ ଅବ୍ୟୟ ସୁଚକ “ଭିତରେ” ଶବ୍ଦ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସକାଶେ ମୋହର ବନ୍ଧନ” କିମ୍ବା “ମୁଁ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଉଥିବା ସକାଶେ ମୋହର ବନ୍ଧନ”" -PHP 1 13 i46j figs-metonymy τοὺς δεσμούς μου 1 my chains ଏଠାରେ “ବନ୍ଧନ” ଶବ୍ଦ ବନ୍ଦୀ ଅବସ୍ଥା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୋହର ବନ୍ଦୀ ଅବସ୍ଥା” (ଦେଖ: [[rc://or/ta/man/translate/figs-metonymy]]) -PHP 1 13 dm1m πραιτωρίῳ 1 palace guard ଏହା ସୈନ୍ୟମାନଙ୍କ ଏକ ଦଳ ଅଟେ ଯାହା ରୋମୀୟ ସମ୍ରାଟଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରୁଥିଲା I -PHP 1 14 gy47 ἀφόβως τὸν λόγον λαλεῖν 1 fearlessly speak the word ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହୁଥିଲେ -PHP 1 15 vw1s τινὲς μὲν καὶ ... τὸν Χριστὸν κηρύσσουσιν 1 Some indeed even proclaim Christ କେତେକ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର ପ୍ରଚାର କରନ୍ତି -PHP 1 15 f32h διὰ φθόνον καὶ ἔριν 1 out of envy and strife କାରଣ ଲୋକମାନେ ମୋ କଥା ଶୁଣନ୍ତୁ ବୋଲି ସେମାନେ ଚାହୁଁ ନାହାନ୍ତି, ଓ ସେମାନେ କଳହର କାରଣ ହେବା ଚାହାନ୍ତି -PHP 1 15 v1sb τινὲς δὲ καὶ δι’ εὐδοκίαν 1 and also others out of good will କିନ୍ତୁ ଅନ୍ୟ ଲୋକମାନେ ତାହା କରୁଛନ୍ତି କାରଣ ସେମାନେ ଦୟାଳୁ ଓ ସାହାଯ୍ୟ କରିବାକୁ ଚାହୁଁଛନ୍ତି -PHP 1 16 qf4p οἱ 1 The latter ଯେଉଁମାନେ ସଦ୍ଭାବ ସକାଶୁ ଖ୍ରୀଷ୍ଟଙ୍କର ପ୍ରଚାର କରୁଛନ୍ତି -PHP 1 16 ttr2 figs-activepassive εἰς ἀπολογίαν τοῦ εὐαγγελίου κεῖμαι 1 I am put here for the defense of the gospel ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ସୁସମାଚାର ପକ୍ଷ ସମର୍ଥନ କରିବା ନିମନ୍ତେ ଈଶ୍ବର ମୋତେ ମନୋନୀତ କଲେ” କିମ୍ବା ୨) “ସୁସମାଚାର ପକ୍ଷ ସମର୍ଥନ କରିବା କାରଣରୁ ମୁଁ ବନ୍ଧନରେ ଅଛି” (ଦେଖ: [[rc://or/ta/man/translate/figs-activepassive]]) -PHP 1 16 st7k εἰς ἀπολογίαν τοῦ εὐαγγελίου 1 for the defense of the gospel ସମସ୍ତଙ୍କୁ ଶିକ୍ଷା ଦେବା ନିମନ୍ତେ ଯେ ଯୀଶୁଙ୍କ ବାକ୍ୟ ସତ୍ୟ ଅଟେ -PHP 1 17 eq7s οἱ δὲ 1 But the former କିନ୍ତୁ ଅନ୍ୟମାନେ କିମ୍ବା “କିନ୍ତୁ ଈର୍ଷା ଓ ବିବାଦ ସକାଶୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଥିବା ଲୋକମାନେ” -PHP 1 17 z8ty figs-metonymy τοῖς δεσμοῖς μου 1 while I am in chains ଏଠାରେ “ବନ୍ଧନରେ” ବନ୍ଦୀ ଅବସ୍ଥା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମୟରେ ମୁଁ ବନ୍ଦୀ ହେଲି” କିମ୍ବା “ଯେଉଁ ସମୟରେ ମୁଁ ବନ୍ଧନରେ ଥିଲି” (ଦେଖ: [[rc://or/ta/man/translate/figs-metonymy]]) -PHP 1 18 z5ia figs-rquestion τί γάρ 1 What then? ପାଉଲ [ଫିଲିପ୍ପୀୟ୧୫-୧୭](./15.md)ରେ ଉଲ୍ଲେଖ କରିଥିବା ପରିସ୍ଥିତି ସମ୍ବନ୍ଧରେ ସେ କିପରି ଅନୁଭବ କରୁଛନ୍ତି, ତାହା କହିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ “ସେଥିରେ ବା କ’ଣ ଅଛି I” କିମ୍ବା ୨) “ଏ ବିଷୟରେ କି ମୁଁ ଚିନ୍ତା କରିବି ? ଶବ୍ଦସମୁହ ଏହି ପ୍ରଶ୍ନର ଅଂଶଭାବରେ ବୁଝି ହୁଏ I ଅନ୍ୟ ଏକ ଅନୁବାଦରେ: “ତେବେ ମୁଁ ଏ ବିଷୟରେ କଅଣ ଚିନ୍ତା କରିବି ?” କିମ୍ବା “ମୁଁ ଏ ବିଷୟରେ ଅପରି ଚିନ୍ତା କରେ” (ଦେଖ: [[rc://or/ta/man/translate/figs-rquestion]] ଓ [[rc://or/ta/man/translate/figs-ellipsis]]) -PHP 1 18 ah9v πλὴν ὅτι παντὶ τρόπῳ, εἴτε προφάσει εἴτε ἀληθείᾳ, Χριστὸς καταγγέλλεται 1 Only that in every way—whether from false motives or from true—Christ is proclaimed ଯେତେ ଦିନ ପର୍ଯ୍ୟନ୍ତ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରୁଛନ୍ତି, ଏଥିରେ କିଛି ଯାଏ ଆସେ ନାହିଁ ଯଦି ସେମାନେ ଏହାକୁ ଭଲ କିମ୍ବା ମନ୍ଦ ନିମନ୍ତେ ତାହା କରୁଅଛନ୍ତି -PHP 1 18 c8tr ἐν τούτῳ χαίρω 1 in this I rejoice ମୁଁ ଆନନ୍ଦିତ ଅଟେ କାରଣ ଲୋକେ ଯୀଶୁଙ୍କ ବିଷୟ ପ୍ରଚାର କରୁଛନ୍ତି -PHP 1 18 cf58 χαρήσομαι 1 I will rejoice ମୁଁ ଉଲ୍ଲାସ କରିବି କିମ୍ବା “ମୁଁ ଆନନ୍ଦ କରିବି” -PHP 1 19 qp81 τοῦτό μοι ἀποβήσεται εἰς σωτηρίαν 1 this will result in my deliverance ଯେହେତୁ ଲୋକେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛନ୍ତି, ଈଶ୍ବର ମୋତେ ଉଦ୍ଧାର କରିବେ -PHP 1 19 h9hf figs-abstractnouns μοι ... εἰς σωτηρίαν 1 in my deliverance "ଏଠାରେ ଉଦ୍ଧାର ଏକ ଗୁଣବାଚକ ବିଶେଷ୍ୟ ଅଟେ ଯାହା ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିକୁ ନିରାପଦ ସ୍ଥାନକୁ ଆଣୁଥିବା ବିଷୟକୁ ବୁଝାଏ I ତୁମକୁ ହୁଏତ ନିଶ୍ଚିତ କରିବାକୁ ପଡିପାରେ ଯେ ଈଶ୍ବର କେବଳ ଜଣେ ଅଟନ୍ତି ଯାହାଙ୍କୁ ପାଉଲ ତାହାଙ୍କୁ ଉଦ୍ଧାର କରିବା ଆଶା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏକ ନିରାପଦ ସ୍ଥାନକୁ ମୋତେ ଅଣାଯିବା ନିମନ୍ତେ” କିମ୍ବା “ଈଶ୍ବର ମୋତେ ଏକ ନିରାପଦ ସ୍ଥାନକୁ ଆଣିବାରେ” (ଦେଖ: [[rc://or/ta/man/translate/figs-abstractnouns]]) -PHP 1 19 x3fs διὰ τῆς ὑμῶν δεήσεως, καὶ ἐπιχορηγίας τοῦ Πνεύματος Ἰησοῦ Χριστοῦ 1 through your prayers and the help of the Spirit of Jesus Christ ଯେହେତୁ ତୁମ୍ଭେମାନେ ପ୍ରାର୍ଥନା କରୁଅଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛିନ୍ତି" +PHP 1 12 yrp2 δὲ ... βούλομαι 1 Now I want +PHP 1 12 tu2t ἀδελφοί 1 brothers ଯଦିଓ **ଭାଇମାନେ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ଆତ୍ମିକ ଅର୍ଥରେ ବ୍ୟବହାର କରୁଛନ୍ତି, ଯାହା ଯୀଶୁଙ୍କଠାରେ ବିଶ୍ଵାସ କରୁଥିବା ଉଭୟ ପୁରୁଷ ଏବଂ ମହିଳାଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀ” (ଦେଖନ୍ତୁ: rc://en/ta/man/translate/figs-gendernotations)\n\n\n +PHP 1 12 zy4g figs-explicit ὅτι τὰ κατ’ ἐμὲ 1 that what has happened to me **ମୋ ସମ୍ବନ୍ଧୀୟ ବିଷୟ** ବାକ୍ୟାଂଶ ପାଉଲଙ୍କ ବନ୍ଧନକୁ ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ଯେଉଁସବୁ ଦୁଃଖ  ଭୋଗିଛି କାରଣ ମୋତେ ଯୀଶୁଙ୍କ ବିଷୟରେ ପ୍ରଚାର କରିବା ହେତୁ ବନ୍ଧନରେ ରଖାଯାଇଥିଲା” (ଦେଖନ୍ତୁ: rc://en/ta/man/translate/figs-expl)\n\n\n +PHP 1 12 q288 μᾶλλον εἰς προκοπὴν τοῦ εὐαγγελίου ἐλήλυθεν 1 has really served to advance the gospel **ସୁସମାଚାରର ବୃଦ୍ଧି** ବାକ୍ୟାଂଶ ସାଙ୍କେତିକ ଭାବରେ ସୁସମାଚାର ଶୁଣୁଥିବା ଏବଂ ବିଶ୍ଵାସ କରୁଥିବା ଲୋକମାନଙ୍କ ସଂଖ୍ୟାକୁ ସୂଚାଏ ।  ବିକଳ୍ପ ଅନୁବାଦ: “ପ୍ରକୃତରେ ଅନେକ ଲୋକମାନଙ୍କୁ ସୁସମାଚାର ଶୁଣିବାକୁ ସୁଯୋଗ ଦେଇଛି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n +PHP 1 13 h1ly figs-metaphor τοὺς δεσμούς μου φανεροὺς ἐν Χριστῷ 1 my chains in Christ came to light ପାଉଲ ପୁନର୍ବାର ମୋହର ବନ୍ଧନ ବାକ୍ୟାଂଶକୁ ବ୍ୟବହାର କରି ଏକ ସାଙ୍କେତିକ ଅର୍ଥରେ ତାଙ୍କ ବନ୍ଧନକୁ ସୂଚାନ୍ତି।  ୧: ୭ ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 1 13 wi6n figs-activepassive τοὺς δεσμούς μου φανεροὺς ἐν Χριστῷ ... τῷ πραιτωρίῳ ... τοῖς λοιποῖς πᾶσιν 1 my chains in Christ came to light ... guard ... everyone else ଏଠାରେ, **ଫଳ ସ୍ଵରୁପେ** ବାକ୍ୟାଂଶ ପାଉଲଙ୍କ ପରିସ୍ଥିତିର ଫଳାଫଳକୁ ବୁଝାଏ ଯାହା ସେ ୧୨ ପଦରେ ଆଲୋଚନା କରିବା ଆରମ୍ଭ କରିଥିଲେ, ଅର୍ଥାତ୍ ତାଙ୍କ ବନ୍ଧନ।  ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ସ୍ପଷ୍ଟ ଭାବରେ ଦର୍ଶାଇବ ଯେ ଏହା ଅନୁସରଣ କରୁଥିବା ପାଉଲଙ୍କ ବନ୍ଧନର ଫଳାଫଳ ଅଟେ ।  (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n +PHP 1 13 f8az τοὺς δεσμούς μου ... ἐν Χριστῷ 1 my chains in Christ ଏଠାରେ, **ଖ୍ରୀଷ୍ଟଙ୍କଠାରେ ମୋର ବନ୍ଧନ** ବାକ୍ୟର ଅର୍ଥ ଖ୍ରୀଷ୍ଟଙ୍କ କାର୍ଯ୍ୟ ହେତୁ ପାଉଲ ବନ୍ଧନରେ ଅଛନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ମୋର ବନ୍ଧନ” କିମ୍ବା “ମୋର ବନ୍ଧନ, କାରଣ ମୁଁ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦିଏ” କିମ୍ବା “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ମୋର ବନ୍ଧନ” (ଦେଖନ୍ତୁ: rc://en/ta/man/translate/figs-explicit)\n\n\n +PHP 1 13 i46j figs-metonymy τοὺς δεσμούς μου 1 my chains +PHP 1 13 dm1m πραιτωρίῳ 1 palace guard +PHP 1 14 gy47 ἀφόβως τὸν λόγον λαλεῖν 1 fearlessly speak the word +PHP 1 15 vw1s τινὲς μὲν καὶ ... τὸν Χριστὸν κηρύσσουσιν 1 Some indeed even proclaim Christ ବିକଳ୍ପ ଅନୁବାଦ: “କିଛି ଲୋକ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରୁଛନ୍ତି”\n\n\n +PHP 1 15 f32h διὰ φθόνον καὶ ἔριν 1 out of envy and strife +PHP 1 15 v1sb τινὲς δὲ καὶ δι’ εὐδοκίαν 1 and also others out of good will +PHP 1 16 qf4p οἱ 1 The latter +PHP 1 16 ttr2 figs-activepassive εἰς ἀπολογίαν τοῦ εὐαγγελίου κεῖμαι 1 I am put here for the defense of the gospel **ମୁଁ ନିଯୁକ୍ତ** ବାକ୍ୟାଂଶକୁ ଆପଣ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ଈଶ୍ଵର ମୋତେ ନିଯୁକ୍ତ କଲେ” (ଦେଖନ୍ତୁ: rc://en/ ta/man/translate/figs-activepassive)\n\n +PHP 1 16 st7k εἰς ἀπολογίαν τοῦ εὐαγγελίου 1 for the defense of the gospel ପାଉଲ ସୁସମାଚାର ବିଷୟରେ ଏପରି କହନ୍ତି ଯେପରି ଏହା ଏକ ସ୍ଥାନ କିମ୍ବା ବ୍ୟକ୍ତି ଯାହା ଉପରେ ଆକ୍ରମଣ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଭ୍ରାନ୍ତିଜନକ ଅଟେ, ଆପଣ ସରଳ ଭାଷା ବ୍ୟବହାର କରି ଏହାକୁ ସ୍ପଷ୍ଟ କରି ପାରିବେ ।  ଆପଣ୧: ୭ ରେ “ସୁସମାଚାରର ସମର୍ଥନ ଏବଂ ପ୍ରମାଣ” ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ। ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତା ସତ୍ୟ ବୋଲି ପ୍ରମାଣ କରିବାକୁ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n +PHP 1 17 eq7s οἱ δὲ 1 But the former +PHP 1 17 z8ty figs-metonymy τοῖς δεσμοῖς μου 1 while I am in chains ପାଉଲ ଆପଣା ବନ୍ଧନ ବିଷୟରେ ଅର୍ଥାତ ତାଙ୍କ ପାଦ ଏବଂ ହାତକୁ ବାନ୍ଧିଥିବା ଶିକୁଳି ବିଷୟରେ କହନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ, ତେବେ ଆପଣ ସିଧାସଳଖ ବନ୍ଧନ ବିଷୟରେ ଉଲ୍ଲେଖ କରିପାରିବେ ।  ଆପଣ ୧: ୭ ଏବଂ ୧:୧୩ ରେ **ମୋର ବନ୍ଧନକୁ** ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 1 18 z5ia figs-rquestion τί γάρ 1 What then? ଆଳଙ୍କାରିକ ପ୍ରଶ୍ନ **ତେବେ କ’ଣ?**ରେ, ପାଉଲ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ  ଯାହା କିଛି ଭାଷାରେ ଆବଶ୍ୟକ ହୋଇପାରେ ।  ଯଦି ଆପଣ ଏଠାରେ ଏକ ଶବ୍ଦଗତ ପ୍ରଶ୍ନ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣ ଶବ୍ଦଗୁଡ଼ିକୁ ଯୋଡିବାକୁ ଚାହିଁପାରନ୍ତି କିନ୍ତୁ ଏହାକୁ ଦର୍ଶନ୍ତୁ ନାହିଁ ।  ଏହାକୁ ଦୁଇଟି ଉପାୟରେ କରାଯାଇପାରେ: (୧) ଏକ ଆଳଙ୍କାରିକ ପ୍ରଶ୍ନ ଭାବରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ ।  ବିକଳ୍ପ ଅନୁବାଦ: “ସେମାନଙ୍କର ଉଦ୍ଦେଶ୍ୟ କ’ଣ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ କି?” କିମ୍ବା “ତେବେ ଏହାର କ’ଣ ପାର୍ଥକ୍ୟ ଅଛି?” (୨) ଏକ ବାକ୍ୟାଂଶ ଭାବରେ ଯାହା ଫଳାଫଳ ଉପରେ କେନ୍ଦ୍ରିତ ।  ବିକଳ୍ପ ଅନୁବାଦ: “ତେବେ ଏହାର ଫଳାଫଳ କ’ଣ ଅଟେ?” (ଦେଖନ୍ତୁrc://en/ta/man/translate/figs-ellipsis)\n\n +PHP 1 18 ah9v πλὴν ὅτι παντὶ τρόπῳ, εἴτε προφάσει εἴτε ἀληθείᾳ, Χριστὸς καταγγέλλεται 1 Only that in every way—whether from false motives or from true—Christ is proclaimed +PHP 1 18 c8tr ἐν τούτῳ χαίρω 1 in this I rejoice +PHP 1 18 cf58 χαρήσομαι 1 I will rejoice +PHP 1 19 qp81 τοῦτό μοι ἀποβήσεται εἰς σωτηρίαν 1 this will result in my deliverance +PHP 1 19 h9hf figs-abstractnouns μοι ... εἰς σωτηρίαν 1 in my deliverance ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ  ବିଶେଷ୍ୟ **ଅନୁକୂଳ** ଅର୍ଥ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଏହାଦ୍ୱାରା ଈଶ୍ଵର  ମୋତେ ଉଦ୍ଧାର କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 19 x3fs διὰ τῆς ὑμῶν δεήσεως, καὶ ἐπιχορηγίας τοῦ Πνεύματος Ἰησοῦ Χριστοῦ 1 through your prayers and the help of the Spirit of Jesus Christ PHP 1 19 c48j Πνεύματος Ἰησοῦ Χριστοῦ 1 Spirit of Jesus Christ ପବିତ୍ର ଆତ୍ମା PHP 1 20 fh48 figs-doublet κατὰ τὴν ἀποκαραδοκίαν καὶ ἐλπίδα μου 1 It is my eager expectation and certain hope ଏଠାରେ “ଆକାଂକ୍ଷା” ଓ “ଏକାନ୍ତ ଭରସା” ବାକ୍ୟାଂଶ ସାଧାରଣଭାବରେ ସମାନ ଅର୍ଥ ଅଟନ୍ତି I ପାଉଲ ତାହାଙ୍କର ଆକାଂକ୍ଷା କେତେ ଦୃଢ଼ ଅଟେ ତାହାକୁ ଗୁରୁତ୍ବ ଦେବା ନିମନ୍ତେ ସେହି ଶବ୍ଦଗୁଡିକ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଗ୍ରହର ସହିତ ଓ ଦୃଢ଼ଭାବରେ ଭରସା କରୁଅଛି” (ଦେଖ: [[rc://or/ta/man/translate/figs-doublet]]) PHP 1 20 tk7l ἀλλ’ ἐν πάσῃ παρρησίᾳ 1 but that I will have complete boldness ଏହା ପାଉଲଙ୍କ ଆକାଂକ୍ଷା ଓ ଭରସାର ଅଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୁଁ ଅତି ସାହସିକ ହେବି”