Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 16:44:17 +00:00
parent cff013afea
commit c5dd5685cb
1 changed files with 16 additions and 16 deletions

View File

@ -218,24 +218,24 @@ EPH 4 21 gdz6 καθώς ἐστιν ἀλήθεια ἐν τῷ Ἰησοῦ 1
EPH 4 22 h1ha figs-metaphor ἀποθέσθαι ὑμᾶς κατὰ τὴν προτέραν ἀναστροφὴν 1 to put off what belongs to your former manner of life ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡଗୁଡ଼ିକ  ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 22 j7n7 figs-metaphor ἀποθέσθαι … τὸν παλαιὸν ἄνθρωπον 1 to put off the old man ପାଉଲ ଏକ ଜୀବନ ଶୈଳୀ ବିଷୟରେ କହୁଅଛନ୍ତି ସତେ ଯେପରି ଏହା ଜଣେ ବ୍ୟକ୍ତି। ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା ତାହା କରିବା ବନ୍ଦ କରିବା ଉଚିତ” କିମ୍ବା “ତୁମ୍ଭେମାନଙ୍କର ଯାହା କରିବାର ଅଭ୍ୟାସ ଥିଲା ତାହା କରିବା ବନ୍ଦ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])\n
EPH 4 22 d3j6 τὸν παλαιὸν ἄνθρωπον 1 old man **ପୁରାତନ ମନୁଷ୍ୟ** “ପୁରାତନ ସ୍ଵଭାବ” କିମ୍ବା “ପୁରାତନ ପୁରୁଷ”, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୂ ସେହି ବ୍ୟକ୍ତିଙ୍କ ଜୀବନ କିପରି ଥିଲା ତାହା ବୁଝାଏ (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 22 qw3d figs-metaphor τὸν φθειρόμενον κατὰ τὰς ἐπιθυμίας τῆς ἀπάτης 1 that is corrupt because of its deceitful desires ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ଵଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ ଯିଏ ସର୍ବଦା ପାପ କରେ I ବିକଳ୍ପ ଅନୁବାଦ: "ଯେତେବେଳେ ତୁମ୍ଭେ ଯାହା କରିବାକୁ ଚାହୁଁଛ, ତାହା କରିବା ଭଲ ବୋଲି ତୁମ୍ଭେ ମନେକର ସେତେବେଳେ ତୁମ୍ଭେ ନିଜକୁ ଧକାଦିଅ" (UST ଦେଖନ୍ତୁ) ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 23 jy7h figs-activepassive ἀνανεοῦσθαι ... τῷ πνεύματι τοῦ νοὸς ὑμῶν 1 to be renewed in the spirit of your minds ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନୋଭାବ ଏବଂ କଳ୍ପନାକୁ ପରିବର୍ତ୍ତନ କରିବା ନିମନ୍ତେ ଈଶ୍ଵରଙ୍କୁ ସୁଯୋଗ ଦେବା” କିମ୍ବା “ତୁମ୍ଭମାନଙ୍କୁ ନୂତନ ମନୋଭାବ ଏବଂ କଳ୍ପନା ଦେବା ନିମନ୍ତେ ଈଶ୍ଵରଙ୍କୁ ସୁଯୋଗ ଦେବା” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 24 x41y ἐν δικαιοσύνῃ καὶ ὁσιότητι τῆς ἀληθείας 1 in true righteousness and holiness **ଧାର୍ମିକତା**, **ପବିତ୍ରତା** ଏବଂ **ସତ୍ୟ** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: "ପ୍ରକୃତରେ ଧାର୍ମିକ ଏବଂ ପବିତ୍ର"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 25 abn8 ἀποθέμενοι τὸ ψεῦδος 1 get rid of lies ପାଉଲ ମିଛ କହିବା ବିଷୟରେ କୁହନ୍ତି ଯେପରି ବିଶ୍ଵାସୀମାନେ ସେଗୁଡ଼ିକୁ ବସ୍ତୁ ଅଟେ ଯାହା ପୃର୍ଥକ କରି ରଖିପାରିବେ I ବିକଳ୍ପ ଅନୁବାଦ: "ଆଉ ମିଛ କୁହ ନାହିଁ’" କିମ୍ବା "ମିଛ କହିବା ପରିବର୍ତ୍ତେ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 25 zh2g ἐσμὲν ἀλλήλων μέλη 1 we are members of one another ଏଠାରେ ପାଉଲ ବିଶ୍ଵାସୀମାନଙ୍କ ପରସ୍ପର ସହିତ ନିବିଡ଼ ସମ୍ପର୍କ ବିଷୟରେ କୁହନ୍ତି ଯେପରି ସେମାନେ ଏକ ଶରୀରର ପ୍ରତ୍ୟେକ ଅଙ୍ଗ ଅଟନ୍ତି I ବିକଳ୍ପ ଅନୁବାଦ: "ଆମ୍ଭେ ପରସ୍ପରର ସମ୍ପୃକ୍ତ ଅଟୁ" କିମ୍ବା "ଆମ୍ଭେ ସମସ୍ତେ ଈଶ୍ଵରଙ୍କ ପରିବାରର ସଦସ୍ୟ ଅଟୁ" [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 22 qw3d figs-metaphor τὸν φθειρόμενον κατὰ τὰς ἐπιθυμίας τῆς ἀπάτης 1 that is corrupt because of its deceitful desires ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ଵଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ ଯିଏ ସର୍ବଦା ପାପ କରେ I ବିକଳ୍ପ ଅନୁବାଦ: ଯେତେବେଳେ ତୁମ୍ଭେ ଯାହା କରିବାକୁ ଚାହୁଁଛ, ତାହା କରିବା ଭଲ ବୋଲି ତୁମ୍ଭେ ମନେକର ସେତେବେଳେ ତୁମ୍ଭେ ନିଜକୁ ଧକାଦିଅ” (UST ଦେଖନ୍ତୁ)। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 23 jy7h figs-activepassive ἀνανεοῦσθαι ... τῷ πνεύματι τοῦ νοὸς ὑμῶν 1 to be renewed in the spirit of your minds ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନୋଭାବ ଏବଂ କଳ୍ପନାକୁ ପରିବର୍ତ୍ତନ କରିବା ନିମନ୍ତେ ଈଶ୍ଵରଙ୍କୁ ସୁଯୋଗ ଦେବା” କିମ୍ବା “ତୁମ୍ଭମାନଙ୍କୁ ନୂତନ ମନୋଭାବ ଏବଂ କଳ୍ପନା ଦେବା ନିମନ୍ତେ ଈଶ୍ଵରଙ୍କୁ ସୁଯୋଗ ଦେବା” (UST ଦେଖନ୍ତୁ)। (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 24 x41y ἐν δικαιοσύνῃ καὶ ὁσιότητι τῆς ἀληθείας 1 in true righteousness and holiness **ଧାର୍ମିକତା**, **ପବିତ୍ରତା** ଏବଂ **ସତ୍ୟ** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ। ବିକଳ୍ପ ଅନୁବାଦ: “ପ୍ରକୃତରେ ଧାର୍ମିକ ଏବଂ ପବିତ୍ର” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 25 abn8 ἀποθέμενοι τὸ ψεῦδος 1 get rid of lies ପାଉଲ ମିଛ କହିବା ବିଷୟରେ କୁହନ୍ତି ଯେପରି ବିଶ୍ଵାସୀମାନେ ସେଗୁଡ଼ିକୁ ବସ୍ତୁ ଅଟେ ଯାହା ପୃର୍ଥକ କରି ରଖିପାରିବେ I ବିକଳ୍ପ ଅନୁବାଦ: “ଆଉ ମିଛ କୁହ ନାହିଁ” କିମ୍ବା “ମିଛ କହିବା ପରିବର୍ତ୍ତେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 25 zh2g ἐσμὲν ἀλλήλων μέλη 1 we are members of one another ଏଠାରେ ପାଉଲ ବିଶ୍ଵାସୀମାନଙ୍କ ପରସ୍ପର ସହିତ ନିବିଡ଼ ସମ୍ପର୍କ ବିଷୟରେ କୁହନ୍ତି ଯେପରି ସେମାନେ ଏକ ଶରୀରର ପ୍ରତ୍ୟେକ ଅଙ୍ଗ ଅଟନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେ ପରସ୍ପରର ସମ୍ପୃକ୍ତ ଅଟୁ” କିମ୍ବା “ଆମ୍ଭେ ସମସ୍ତେ ଈଶ୍ଵରଙ୍କ ପରିବାରର ସଦସ୍ୟ ଅଟୁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 26 w8rw ὀργίζεσθε, καὶ μὴ ἁμαρτάνετε 1 Be angry and do not sin “ତୁମ୍ଭେମାନେ କ୍ରୋଧ କରିପାର, କିନ୍ତୁ ପାପ କର ନାହି”, କିମ୍ବା “ଯଦି କ୍ରୋଧ କର, ପାପ କର ନାହିଁ”
EPH 4 26 ki7p figs-metonymy ὁ ἥλιος μὴ ἐπιδυέτω ἐπὶ παροργισμῷ ὑμῶν 1 Do not let the sun go down on your anger **ସୂର୍ଯ୍ୟ** **ଅସ୍ତହେବା** ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା “ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 4 27 w71s μηδὲ δίδοτε τόπον τῷ διαβόλῳ 1 Do not give an opportunity to the devil “ତୁମ୍ଭକୁ ପାପରେ ପକାଇବାକୁ ଶୟତାନକୁ ସୁଯୋଗ ଦିଅ ନାହିଁ”
EPH 4 29 f6yk λόγος σαπρὸς 1 filthy talk ଏହା ନିଷ୍ଠୁର ବା କଠୋର କଥାକୁ ବୁଝାଏ I
EPH 4 29 p9wc πρὸς οἰκοδομὴν 1 for building others up “ଅନ୍ୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ” କିମ୍ବା “ଅନ୍ୟମାନଙ୍କୁ ଦୃଢ଼ କରିବା ନିମନ୍ତେ”
EPH 4 29 bv8a τῆς χρείας, ἵνα δῷ χάριν τοῖς ἀκούουσιν 1 their needs, that your words would be helpful to those who hear you “ସେମାନଙ୍କର ପ୍ରୟୋଜନ I ଏହି ପ୍ରକାରେ ତୁମ୍ଭେମାନେ ତୁମ୍ଭମାନଙ୍କୁ ଶୁଣୁଥିବା ଲୋକମାନଙ୍କୁ ସାହାଯ୍ୟ କରିବ”
EPH 4 30 air6 μὴ λυπεῖτε 1 do not grieve “ଦୁଃଖ ଦିଅ ନାହିଁ” କିମ୍ବା “ବିଚଳିତ କର ନାହିଁ”
EPH 4 30 pgk9 figs-metaphor ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 for it is by him that you were sealed for the day of redemption ପବିତ୍ରଆତ୍ମା ବିଶ୍ଵାସୀମାନଙ୍କୁ ନିଶ୍ଚୟତା ଦିଅନ୍ତି ଯେ ଈଶ୍ଵର ସେମାନଙ୍କୁ ମୁକ୍ତ କରିବେ I ପାଉଲ ପବିତ୍ର ଆତ୍ମାଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଶ୍ଵାସୀମାନଙ୍କ ଉପରେ ଈଶ୍ଵର ପକାଉଥିବା ଗୋଟିଏ ଚିହ୍ନ ଅଟନ୍ତି, ଯଦ୍ଵାରା ସେମାନଙ୍କୁ ଈଶ୍ଵର କ୍ରୟ କରିଅଛନ୍ତି ବୋଲି ଜଣାପଡିବ I ବିକଳ୍ପ ଅନୁବାଦ: “କାରଣ ସେ ହେଉଛନ୍ତି ମୁଦ୍ରାଙ୍କନ ଯାହା ତୁମ୍ଭମାନଙ୍କୁ ନିଶ୍ଚୟତା ଦିଏ ଯେ ମୁକ୍ତି ଦିବସରେ ଈଶ୍ଵର ତୁମ୍ଭମାନଙ୍କୁ ମୁକ୍ତ କରିବେ” କିମ୍ବା “ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ମୁକ୍ତି ଦିବସରେ ଈଶ୍ଵର ତୁମ୍ଭମାନଙ୍କୁ ମୁକ୍ତ କରିବେ ବୋଲି ନିଶ୍ଚୟତା ଦିଅନ୍ତି” ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 31 b72p 0 Connecting Statement: ବିଶ୍ଵାସୀମାନେ କ’ଣ  କରିବା ଉଚିତ ନୁହଁ ଏବଂ କ’ଣ  କରିବା ଆବଶ୍ୟକ, ତାହା କହି ପାଉଲ ଆପଣା ଶିକ୍ଷା ଶେଷ କରନ୍ତି I
EPH 4 31 v576 figs-metaphor πᾶσα πικρία, καὶ θυμὸς, καὶ ὀργὴ ... ἀρθήτω 1 Put away all bitterness, rage, anger ପାଉଲ ଏଠାରେ ଏକ ନିର୍ଦ୍ଦିଷ୍ଟ ମନୋଭାବ କିମ୍ବା ଆଚରଣ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେଗୁଡ଼ିକ ଶାରୀରିକ ବସ୍ତୁ ଯାହା ଅପସାରଣ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଜୀବନର ଅଂଶ………… ତୁମ୍ଭେ ଆଦୌ ଅନୁମତି ଦେବା ଉଚିତ ନୁହେଁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 31 t1gj θυμὸς 1 rage ଏଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଯାହା ବିଶେଷଣ ଭାବରେ ପ୍ରକାଶ କରାଯାଇପାରେ I ବିକଳ୍ପ ଅନୁବାଦ: "ତିକ୍ତ, ଏବଂ ଅତ୍ୟଧିକ କ୍ରୋଧିତ, ଏବଂ କ୍ରୋଧିତ ହେବା"[[rc://en/ta/man/translate/figs-abstractnouns]])
EPH 4 26 ki7p figs-metonymy ὁ ἥλιος μὴ ἐπιδυέτω ἐπὶ παροργισμῷ ὑμῶν 1 Do not let the sun go down on your anger **ସୂର୍ଯ୍ୟ** **ଅସ୍ତହେବା** ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବାକୁ ବୁଝାଏ ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା “ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 4 27 w71s μηδὲ δίδοτε τόπον τῷ διαβόλῳ 1 Do not give an opportunity to the devil ବିକଳ୍ପ ଅନୁବାଦ: “ତୁମ୍ଭକୁ ପାପରେ ପକାଇବାକୁ ଶୟତାନକୁ ସୁଯୋଗ ଦିଅ ନାହିଁ”
EPH 4 29 f6yk λόγος σαπρὸς 1 filthy talk ଏହା ନିଷ୍ଠୁର ବା ଅଭଦ୍ର କଥାକୁ ବୁଝାଏ।
EPH 4 29 p9wc πρὸς οἰκοδομὴν 1 for building others up ବିକଳ୍ପ ଅନୁବାଦ: “ଉତ୍ସାହିତ କରିବା ନିମନ୍ତେ” କିମ୍ବା “ଦୃଢ଼ କରିବା ନିମନ୍ତେ”
EPH 4 29 bv8a τῆς χρείας, ἵνα δῷ χάριν τοῖς ἀκούουσιν 1 their needs, that your words would be helpful to those who hear you ବିକଳ୍ପ ଅନୁବାଦ: “ଦରିଦ୍ର। ଏହି ପ୍ରକାରେ ତୁମ୍ଭେମାନେ ତୁମ୍ଭମାନଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବ”
EPH 4 30 air6 μὴ λυπεῖτε 1 do not grieve ବିକଳ୍ପ ଅନୁବାଦ: “ଦୁଃଖ ଦିଅ ନାହିଁ” କିମ୍ବା “ବିଚଳିତ କର ନାହିଁ”
EPH 4 30 pgk9 figs-metaphor ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 for it is by him that you were sealed for the day of redemption ପବିତ୍ର ଆତ୍ମା ବିଶ୍ଵାସୀମାନଙ୍କୁ ନିଶ୍ଚୟତା ଦିଅନ୍ତି ଯେ ଈଶ୍ଵର ସେମାନଙ୍କୁ ମୁକ୍ତ କରିବେ ପାଉଲ ପବିତ୍ର ଆତ୍ମାଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଶ୍ଵାସୀମାନଙ୍କ ଉପରେ ଈଶ୍ଵର ପକାଉଥିବା ଗୋଟିଏ ଚିହ୍ନ ଅଟନ୍ତି, ଯଦ୍ଵାରା ସେମାନଙ୍କୁ ଈଶ୍ଵର କ୍ରୟ କରିଅଛନ୍ତି ବୋଲି ଜଣାପଡିବ ବିକଳ୍ପ ଅନୁବାଦ: “କାରଣ ସେ ହେଉଛନ୍ତି ମୁଦ୍ରାଙ୍କନ ଯାହା ତୁମ୍ଭମାନଙ୍କୁ ନିଶ୍ଚୟତା ଦିଏ ଯେ ମୁକ୍ତି ଦିବସରେ ଈଶ୍ଵର ତୁମ୍ଭମାନଙ୍କୁ ମୁକ୍ତ କରିବେ” କିମ୍ବା “ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ମୁକ୍ତି ଦିବସରେ ଈଶ୍ଵର ତୁମ୍ଭମାନଙ୍କୁ ମୁକ୍ତ କରିବେ ବୋଲି ନିଶ୍ଚୟତା ଦିଅନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 31 b72p 0 Connecting Statement: ବିଶ୍ଵାସୀମାନେ କ’ଣ  କରିବା ଉଚିତ ନୁହଁ ଏବଂ କ’ଣ  କରିବା ଆବଶ୍ୟକ, ତାହା କହି ପାଉଲ ଆପଣା ଶିକ୍ଷା ଶେଷ କରନ୍ତି
EPH 4 31 v576 figs-metaphor πᾶσα πικρία, καὶ θυμὸς, καὶ ὀργὴ ... ἀρθήτω 1 Put away all bitterness, rage, anger ପାଉଲ ଏଠାରେ ଏକ ନିର୍ଦ୍ଦିଷ୍ଟ ମନୋଭାବ କିମ୍ବା ଆଚରଣ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେଗୁଡ଼ିକ ଶାରୀରିକ ବସ୍ତୁ ଯାହା ଅପସାରଣ କରାଯାଇପାରିବ ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଜୀବନର ଅଂଶ … ହେବାକୁ ତୁମ୍ଭେ ଆଦୌ ଅନୁମତି ଦେବା ଉଚିତ ନୁହେଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 31 t1gj θυμὸς 1 rage ଏଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଯାହା ବିଶେଷଣ ଭାବରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ତିକ୍ତ, ଏବଂ ଅତ୍ୟଧିକ କ୍ରୋଧିତ, ଏବଂ କ୍ରୋଧିତ ହେବା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 32 ygw4 γίνεσθε … χρηστοί 1 Be kind
EPH 4 32 w7tk εὔσπλαγχνοι 1 tenderhearted “ଅନ୍ୟମାନଙ୍କ ପ୍ରତି ସଦୟ ଏବଂ କୋମଳ ହୃଦୟହୋଇ
EPH 4 32 w7tk εὔσπλαγχνοι 1 tenderhearted ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କ ପ୍ରତି ସଦୟ ଏବଂ କୋମଳ ହୃଦୟ ହୁଅ
EPH 5 intro tdd2 0 # ଏଫିସୀୟ 05 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT 14 ପଦରରେ ଏହିପରି ଉଲ୍ଲେଖ କରେ Iଏହି ଅଧ୍ୟାୟର ବିଶେଷ ଧାରଣା

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଖ୍ରୀଷ୍ଟଙ୍କ ରାଜ୍ୟର ଉତ୍ତରାଧିକାର

### କେତେକ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଯେଉଁମାନେ ଏହିସବୁ 5:5 ରେ ଉଲ୍ଲେଖିତ କରିଚାଲନ୍ତି, ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ I କିନ୍ତୁ ଈଶ୍ଵର ଏହି ପଦରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ପାପ କ୍ଷମା କରିବେ I ବ୍ୟଭିଚାରୀ, ଅଶୁଦ୍ଧାଚାରୀ ବା ଲୋଭୀ ଲୋକମାନେ ସୁଦ୍ଧା ଅନନ୍ତ ଜୀବନ ପ୍ରାପ୍ତ କରିବେ, ଯଦି ସେମାନେ ମନ ପରିବର୍ତ୍ତନକରି ଯୀଶୁଙ୍କଠାରେ ବିଶ୍ଵାସ କରିବେ I ଈଶ୍ଵର ହିଁ ଏହା ନିଷ୍ପତ୍ତି କରିବେ I [[rc://en/tw/dict/bible/kt/forgive]], [[rc://en/tw/dict/bible/kt/eternity]] ଓ [[rc://en/tw/dict/bible/kt/life]] ଓ [[rc://en/tw/dict/bible/kt/inherit]])

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ

### ସ୍ତ୍ରୀମାନେ, ଆପଣା ଆପଣା ସ୍ଵାମୀମାନଙ୍କର ବଶୀଭୂତା ହୁଅ

ଏହି ଶାସ୍ତ୍ରଂଶକୁ ଏହାର ଐତିହାସିକ ଏବଂ ସାଂସ୍କୃତିକ ପରିପ୍ରେକ୍ଷୀରେ ବୁଝିବା ନିମନ୍ତେ ଜ୍ଞାନୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ମୋତ ପ୍ରକାଶ କରନ୍ତି I କେତେକ ଜ୍ଞାନୀ ବ୍ୟକ୍ତି ବିଶ୍ଵାସ କରନ୍ତି ଯେ ପୁରୁଷ ଏବଂ ସ୍ତ୍ରୀମାନେ ସମସ୍ତ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଈଶ୍ଵର ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଏବଂ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କଲେ I ଅନୁବାଦକଗଣ ନିଜ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ ନକରିବାକୁ ଯତ୍ନବାନ୍ ହେବା ଉଚିତ I
EPH 5 1 wus5 0 Connecting Statement: ପାଉଲ ବିଶ୍ଵାସୀମାନଙ୍କୁ କହିଚାଲିଛନ୍ତି ଯେ ସେମାନେ ଈଶ୍ଵରଙ୍କ ସନ୍ତାନଭାବରେ କିପରି ଜୀବନ ଯାପନ କରିବା ଉଚିତ ବା କରିବା ଉଚିତ ନୁହଁ I
EPH 5 1 jx2q γίνεσθε οὖν μιμηταὶ τοῦ Θεοῦ 1 Therefore be imitators of God **ଅନୁକାରୀ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଏବଂ ଏହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ:"ଅତଏବ ଈଶ୍ଵରଙ୍କ ଅନୁକାରୀ ହୁଅ” କିମ୍ବା “ ତେଣୁ ଈଶ୍ଵର ଯାହା କରନ୍ତି, ତୁମ୍ଭେମାନେ ତାହା କରିବା ଉଚିତ”

Can't render this file because it contains an unexpected character in line 2 and column 4525.