diff --git a/en_tn_51-PHP.tsv b/en_tn_51-PHP.tsv index cd5a4a2..bbe39b6 100644 --- a/en_tn_51-PHP.tsv +++ b/en_tn_51-PHP.tsv @@ -148,7 +148,7 @@ PHP 3 4 u4f1 figs-rpronouns ἐγὼ 1 I myself PHP 3 5 yq98 figs-activepassive περιτομῇ 1 I was circumcised **ବିନ୍ୟାମୀନ ବଂଶର** ବାକ୍ୟର ଅର୍ଥ  ପାଉଲ ବିନ୍ୟାମୀନର ଇସ୍ରାଏଲୀୟ ଗୋଷ୍ଠୀର ଥିଲେ ଏବଂ ତେଣୁ ଯାକୁବଙ୍କ ପୁତ୍ର ବିନ୍ୟାମୀନଠାରୁ ଆସିଥିଲେ ।  ଆପଣଙ୍କ  ଭାଷାରେ ଏହା କହିବାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-explicit)\n\n\n PHP 3 5 am85 ὀκταήμερος 1 the eighth day PHP 3 5 p4ik Ἑβραῖος ἐξ Ἑβραίων 1 a Hebrew of Hebrews **ଏବ୍ରୀୟମାନଙ୍କର ଏକ ଏବ୍ରୀ** ବାକ୍ୟର ଅର୍ଥ ହୋଇପାରେ: (୧) ଯେ ପାଉଲ ଏବ୍ରୀ ରୀତିନୀତି ବଜାୟ ରଖିଥିଲେ ଏବଂ ଏବ୍ରୀ ଲୋକମାନଙ୍କ ଭାଷା କହିଥିଲେ, ଯାହା ଆରାମିକ ଥିଲା ।  (୨) ପାଉଲଙ୍କର କୌଣସି ଅଣଯିହୂଦୀ ପିତୃପୁରୁଷ ନଥିଲେ, ବରଂ ଜଣେ ଶୁଦ୍ଧ ଏବ୍ରୀ ଥିଲେ ।  ବିକଳ୍ପ ଅନୁବାଦ: “ଜଣେ ଏବ୍ରୀ ଯାହାର ପିତାମାତା ଏବଂ ପିତୃପୁରୁଷମାନେ ସମସ୍ତେ ସମ୍ପୂର୍ଣ୍ଣ ଯିହୁଦୀ ଥିଲେ” (୩) ଉପରୋକ୍ତ ଉଭୟର ଏକ ମିଶ୍ରଣ ଅଟେ । ବିକଳ୍ପ ଅନୁବାଦ: “ଜଣେ ପୂର୍ଣ୍ଣ ରକ୍ତଜାତ ଯିହୁଦୀ ଯିଏ ଏବ୍ରୀ ସଂସ୍କୃତି, ରୀତିନୀତି ଏବଂ ଭାଷା ବଜାୟ ରଖିଛନ୍ତି”\n\n\n -PHP 3 5 we4t κατὰ νόμον Φαρισαῖος 1 with regard to the law, a Pharisee ଫାରୂଶୀମାନେ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲେ I ଜଣେ ଫାରୂଶୀ ହୋଇ ପାଉଲ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିବା ଦର୍ଶାଇଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଫାରୂଶୀଭାବରେ, ମୁଁ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲି” +PHP 3 5 we4t κατὰ νόμον Φαρισαῖος 1 with regard to the law, a Pharisee **ନିୟମ ଅନୁଯାୟୀ** ବାକ୍ୟାଂଶ, ଜଣେ ଫାରୂଶୀ ଅର୍ଥାତ୍ ତାଙ୍କର ଧର୍ମ ପରିବର୍ତ୍ତନ ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ। ସେ ଜଣେ ଫାରୂଶୀ ଭାବରେ ମୋଶାଙ୍କ ନିୟମ ସହ  ଜଡିତ ଥିଲେ ଏବଂ ତେଣୁ ସେ ଏହାକୁ କଡାକଡି ପାଳନ କରିବା ସହ ମୋଶାଙ୍କ ନିୟମକୁ ସୁରକ୍ଷିତ ରଖିବା ପାଇଁ ଶାସ୍ତ୍ରୀୟ ଗୋଷ୍ଠୀରେ ଯୋଡିଥିଲେ । ବିକଳ୍ପ ଅନୁବାଦ: “ମୋଶାଙ୍କ ନିୟମ ସମ୍ବନ୍ଧରେ, ମୁଁ ଜଣେ ଫାରୂଶୀ ଥିଲି” କିମ୍ବା “ମୋଶାଙ୍କ ନିୟମକୁ ମୁଁ କିପରି ପାଳନ କଲି, ମୁଁ ଜଣେ ଫାରୂଶୀ ଥିଲି, ତେଣୁ, ମୁଁ ଏହାର\nପ୍ରତ୍ୟେକ ବିବରଣୀକୁ ଏବଂ ଶାସ୍ତ୍ରୀମାନଙ୍କ ଶିକ୍ଷାକୁ କଠୋର ଭାବରେ ପାଳନ କଲି ।  ”\n\n\n PHP 3 6 ksr3 κατὰ ζῆλος διώκων τὴν ἐκκλησίαν 1 As for zeal, I persecuted the church ପାଉଲଙ୍କ ଉଦଯୋଗ ଈଶ୍ବରଙ୍କୁ ଗୌରବ କରିବା ନିମନ୍ତେ ତାହାଙ୍କର ଉତ୍ସାହକୁ ବୁଝାଏ I ସେ ବିଶ୍ବାସ କରୁଥିଲେ ଯେ ମଣ୍ଡଳୀକୁ ତାଡନା କରିବା ଦ୍ବାରା ସେ ଈଶ୍ବରଙ୍କ ନିମନ୍ତେ କେତେ ଉଦଯୋଗୀ ଥିଲେ ତାହା ପ୍ରମାଣିତ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ମୁ ଈଶ୍ବରଙ୍କ ନିମନ୍ତେ ଏତେ ଉଦଯୋଗୀ ଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି” କିମ୍ବା “ଯେହେତୁ ମୁଁ ଈଶ୍ବରଙ୍କୁ ଏତେ ଗୌରବ ଦେବାକୁ ଚାହିଁଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି” PHP 3 6 n51b διώκων τὴν ἐκκλησίαν 1 I persecuted the church ମୁଁ ଖ୍ରୀଷ୍ଟିୟାନମାନଙ୍କୁ ଆକ୍ରମଣ କରିଥିଲି PHP 3 6 hln8 κατὰ δικαιοσύνην τὴν ἐν νόμῳ γενόμενος ἄμεμπτος 1 as for righteousness under the law, I was blameless ବ୍ୟବସ୍ଥା ଅଧୀନରେ ଥିବା ଧାର୍ମିକତା ବିଷୟ ବ୍ୟବସ୍ଥା ପାଳନ ଦ୍ବାରା ଧାର୍ମିକ ହେବା ବିଷୟକୁ ବୁଝାଏ I ପାଉଲ ବ୍ୟବସ୍ଥାକୁ ଏତେ ଯତ୍ନ ସହକାରେ ପାଳନ କରୁଥିଲେ ଯେ କୌଣସି ଲୋକ ବ୍ୟବସ୍ଥାର କୌଣସି ଅଂଶକୁ ସେ ପାଳନ ନ କରିବା ବିଷୟ ଖୋଜି ପାଇବା ନେଇ ସେ ବିଶ୍ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ମୁ ବ୍ୟବସ୍ଥା ପାଳନ ଦ୍ବାରା ଏତେ ଧାର୍ମିକ ଥିଲି ଯେ ମୁଁ ନିର୍ଦ୍ଦୋଷ ମନେ କରୁଥିଲି”