Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 18:14:47 +00:00
parent bfbac5e0b9
commit c52e169f0d
1 changed files with 7 additions and 7 deletions

View File

@ -271,13 +271,13 @@ EPH 5 19 g5ss ὕμνοις 1 hymns ଏସବୁ ପ୍ରଶଂସା ଏବ
EPH 5 19 v9ay figs-doublet ᾠδαῖς πνευματικαῖς 1 spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା (୧) ଏସବୁ ଏପ୍ରକାର ଗୀତ ଯାହା ଜଣେ ବ୍ୟକ୍ତିକୁ ପବିତ୍ର ଆତ୍ମା ଠିକ୍ ସେହି ମୁହୂର୍ତ୍ତରେ ଗାଇବାକୁ ପ୍ରେରଣା ଦିଅନ୍ତି କିମ୍ବା () **ଆତ୍ମିକ ଗୀତ** ଏବଂ “ସ୍ତୋତ୍ର” ଗୀତର ଦୁଇପଦିଆ ଅଂଶ ଯାହା ମୌଳିକଭାବରେ ଏକା ବିଷୟ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart ଏଠାରେ **ହୃଦୟ** ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ। “ତୁମ୍ଭମାନଙ୍କ ହୃଦୟର ସହିତ” (୧) ଆନ୍ତରିକ ଉଦ୍ଦେଶ୍ୟ ଏବଂ ଆନ୍ତରିକତା ସହିତ, ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” () ଉତ୍ସାହ ସହିତ, ବିକଳ୍ପ ଅନୁବାଦ: "ତୁମ୍ଭର ସମସ୍ତ ଅସ୍ତିତ୍ୱ ସହିତ" କିମ୍ବା "ଉତ୍ସାହ ସହିତ" UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 5 20 e6w5 ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ 1 in the name of our Lord Jesus Christ ଏଠାରେ **ନାମର** ଅର୍ଥଗୁଡ଼ିକ ହେଲା: (୧) ଏହା ସ୍ଵୟଂ ଯୀଶୁଙ୍କୁ ସୂଚାଏ ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ଆମ୍ଭ ପ୍ରଭୁଙ୍କର ଅଟ” () ଏହା ଯୀଶୁଙ୍କର ଅଧିକାରକୁ ସୂଚାଏ। ବିକଳ୍ପ ଅନୁବାଦ: “ଆମ୍ଭ ପ୍ରଭୁ ଯୀଶୁଙ୍କର ଅଧିକାରରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 22 isd7 0 Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ 5:21](https://create.translationcore.com/05/21.md)) I ସେ ସ୍ତ୍ରୀ ଏବଂ ସ୍ଵାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ I
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church **ମସ୍ତକ** ଶବ୍ଦଟି ନେତାଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 25 sx8d 0 General Information: ଏଠାରେ **ଆପଣାକୁ** ଏବଂ **ସେ** ଖ୍ରୀଷ୍ଟଙ୍କୁ ବୁଝାଏ I **ତାହା** ନିମନ୍ତେ ଶବ୍ଦଟି ମଣ୍ଡଳୀକୁ ବୁଝାଏ I
EPH 5 25 sm9e ἀγαπᾶτε τὰς γυναῖκας 1 love your wives ଏଠାରେ **ପ୍ରେମ**  ଅର୍ଥ ହେଉଛି ସ୍ୱାମୀ ନିସ୍ୱାର୍ଥପର ଭାବରେ ପତ୍ନୀ ପାଇଁ ଯାହା ଉତ୍ତମ ଅଟେ ତାହା କରିବା, ସେବା କରିବା କିମ୍ବା ନିଜ ପତ୍ନୀଙ୍କୁ ଦେବାକୁ ବୁଝାଏ
EPH 5 25 i24y ἑαυτὸν παρέδωκεν 1 gave himself up “ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ”
EPH 5 25 kp8k figs-metaphor ὑπὲρ αὐτῆς 1 for her ବିଶ୍ଵାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 26 a9p5 figs-metaphor καθαρίσας τῷ λουτρῷ τοῦ ὕδατος ἐν ῥήματι 1 having cleansed her by the washing of water with the word ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ଈଶ୍ଵରଙ୍କ **ବାକ୍ୟ** ଦ୍ଵାରା ଏବଂ ଖ୍ରୀଷ୍ଟଙ୍କଠାରେ **ଜଳରେ** ବାପ୍ତିସ୍ମ ନେବା ଦ୍ଵାରା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଈଶ୍ଵର ପରିଷ୍କାର କରୁଥିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି କିମ୍ବା (2) ଈଶ୍ଵର ବାକ୍ୟଦ୍ଵାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଆତ୍ମିକଭାବରେ ପରିଷ୍କାର କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ଵର ଆମ୍ଭମାନଙ୍କ ଶରୀରକୁ **ଜଳରେ** ଧୌତକରି ପରିଷ୍କାର କରୁଅଛନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 22 isd7 0 Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ ୫:୨୧](../05/21.md))। ସେ ସ୍ତ୍ରୀ ଏବଂ ସ୍ଵାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church **ମସ୍ତକ** ଶବ୍ଦଟି ଅଧ୍ୟକ୍ଷଙ୍କ/ନେତାଙ୍କୁ ବୁଝାଏ I (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 25 sx8d 0 General Information: ଏଠାରେ **ଆପଣାକୁ** ଏବଂ **ସେ** ଖ୍ରୀଷ୍ଟଙ୍କୁ ବୁଝାଏ। **ତାହା** ନିମନ୍ତେ ଶବ୍ଦଟି ମଣ୍ଡଳୀକୁ ବୁଝାଏ।
EPH 5 25 sm9e ἀγαπᾶτε τὰς γυναῖκας 1 love your wives ଏଠାରେ **ପ୍ରେମ**  ଅର୍ଥ ହେଉଛି ସ୍ୱାମୀ ନିସ୍ୱାର୍ଥପର ଭାବରେ ପତ୍ନୀ ପାଇଁ ଯାହା ଉତ୍ତମ ଅଟେ ତାହା କରିବା, ସେବା କରିବା କିମ୍ବା ନିଜ ପତ୍ନୀଙ୍କୁ ଦେବାକୁ ବୁଝାଏ।
EPH 5 25 i24y ἑαυτὸν παρέδωκεν 1 gave himself up ବିକଳ୍ପ ଅନୁବାଦ: “ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ”
EPH 5 25 kp8k figs-metaphor ὑπὲρ αὐτῆς 1 for her ବିଶ୍ଵାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 26 a9p5 figs-metaphor καθαρίσας τῷ λουτρῷ τοῦ ὕδατος ἐν ῥήματι 1 having cleansed her by the washing of water with the word ସମ୍ଭାବିତ ଅର୍ଥଗୁଡ଼ିକ ହେଲା () ଈଶ୍ଵରଙ୍କ **ବାକ୍ୟ** ଦ୍ଵାରା ଏବଂ ଖ୍ରୀଷ୍ଟଙ୍କଠାରେ **ଜଳରେ** ବାପ୍ତିସ୍ମ ନେବା ଦ୍ଵାରା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଈଶ୍ଵର ପରିଷ୍କାର କରୁଥିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି କିମ୍ବା () ଈଶ୍ଵର ବାକ୍ୟଦ୍ଵାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଆତ୍ମିକଭାବରେ ପରିଷ୍କାର କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ଵର ଆମ୍ଭମାନଙ୍କ ଶରୀରକୁ **ଜଳରେ** ଧୌତକରି ପରିଷ୍କାର କରୁଅଛନ୍ତି I (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 26 h6vx figs-metaphor αὐτὴν ἁγιάσῃ, καθαρίσας 1 make her holy ... cleansed her ବିଶ୍ଵାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପବିତ୍ର କରିବାକୁ …ପରିଷ୍କାର କରିଅଛନ୍ତି” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 27 d1sm figs-metaphor μὴ ἔχουσαν σπίλον, ἢ ῥυτίδα 1 without stain or wrinkle ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତ୍ର, ଯାହା ପରିଷ୍କାର ଏବଂ ଉତ୍ତମ ଅବସ୍ଥାରେ ଅଛି I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ଵ ଦେବାନିମନ୍ତେ ସେ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ବ୍ୟବହାର କରୁଛନ୍ତି I ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-doublet]]ଦେଖନ୍ତୁ)
EPH 5 27 jvi4 figs-doublet ἁγία καὶ ἄμωμος 1 holy and without fault “**ନିଷ୍କଳଙ୍କ**” ଶବ୍ଦଟିର ଅର୍ଥ ମୌଳିକ ଭାବରେ “**ପବିତ୍ର**” ସହିତ ସମାନ I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ଵ ଦେବା ନିମନ୍ତେ ପାଉଲ ଏହି ଦୁଇଟି ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଯଦି ଆପଣଙ୍କର ଭାଷାରେ ଦୁଇଟି ଅଲଗା ଶବ୍ଦ ନାହିଁ, ତେବେ ଆପଣ ଏଥିପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ([[rc://en/ta/man/translate/figs-doublet]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.