Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 10:18:45 +00:00
parent 525c346ae7
commit c26fc4ec81
1 changed files with 1 additions and 0 deletions

View File

@ -111,3 +111,4 @@ JUD 1 10 z0n7 figs-activepassive ἐν τούτοις φθείρονται 1
JUD 1 11 yg9b figs-explicit τῇ ὁδῷ τοῦ Κάϊν 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **କୟିନ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଆଦିପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ବୁଝିପାରିବେ । ସେହି କାହାଣୀରେ, କୟିନ ଈଶ୍ଵରଙ୍କୁ ଏକ ଗ୍ରହଣୀୟ ଉତ୍ସର୍ଗ କଲା, ଏବଂ ଈଶ୍ଵର ତାଙ୍କ ବଳିଦାନକୁ ପ୍ରତ୍ୟାଖ୍ୟାନ କଲେ । ଫଳସ୍ୱରୂପ, ସେ କ୍ରୋଧିତ ହେଲେ ଏବଂ ତାଙ୍କ ଭାଇ ଆବେଲଙ୍କୁ ଈର୍ଷା କଲେ, କାରଣ ଈଶ୍ଵର ଆବେଲଙ୍କ ବଳିଦାନକୁ ଗ୍ରହଣ କରିଥିଲେ । କୟିନର କ୍ରୋଧ ଏବଂ
ଈର୍ଷା ତାହାକୁ ନିଜ ଭାଇକୁ ହତ୍ୟା କରିବାରେ ସାହାଯ୍ୟ କଲା । ଈଶ୍ଵର କୟିନକୁ ଜମି ଚାଷରୁ ନିଷିଦ୍ଧ କରି ଦଣ୍ଡିତ କଲେ। ଏହା ସହ, ଯେବେ ଯିହୂଦା ଏହି ପତ୍ର ଲେଖିଥିଲେ, ଯିହୁଦୀମାନେ କୟିନଙ୍କୁ ଏପରି ଏକ ଉଦାହରଣ ଭାବରେ ବିବେଚନା କରିଥିଲେ ଯିଏ ଅନ୍ୟ ଲୋକମାନଙ୍କୁ ପାପ କରିବାକୁ ଶିଖାଇଥିଲେ, ଯାହା ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ଆପଣ ଏଥି ମଧ୍ୟରୁ
କିଛି ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୟିନଙ୍କ ପଥରେ, ଯିଏ ନିଜ ଭାଇକୁ ହତ୍ୟା କଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 11 b33e figs-idiom οὐαὶ αὐτοῖς 1 **ସେମାନଙ୍କ ପ୍ରତି ହାୟ** ବାକ୍ୟାଂଶ “ତୁମ୍ଭେମାନେ ଧନ୍ୟ” ବାକ୍ୟାଂଶର ବିପରୀତ ଅଟେ । ଏହା ସୂଚାଏ ଯେ ସମ୍ବୋଧିତ ହେଉଥିବା ଲୋକମାନଙ୍କ ସହ ମନ୍ଦ ବିଷୟ ଘଟିବାକୁ ଯାଉଛି, କାରଣ ସେମାନେ ଈଶ୍ଵରଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ବିକଳ୍ପ ଅନୁବାଦ: “ଏହା ସେମାନଙ୍କ ପାଇଁ କେତେ ଭୟଙ୍କର ଅଟେ” କିମ୍ବା “ସେମାନଙ୍କ ପାଇଁ ଅସୁବିଧା ଆସିବ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
JUD 1 11 zsdw ἐξεχύθησαν 1 ବିକଳ୍ପ ଅନୁବାଦ: “ସେମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛନ୍ତି”
JUD 1 11 tmf2 figs-explicit τῇ πλάνῃ τοῦ Βαλαὰμ μισθοῦ 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣିପାରିବେ। ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲା। ଯେବେ ଈଶ୍ଵର ବିଲୀୟାମକୁ ଏପରି କରିବାକୁ ଅନୁମତି ଦେଲେ ନାହିଁ, ସେତେବେଳେ ବିଲୀୟାମ ଦୁଷ୍ଟ ମହିଳାମାନଙ୍କୁ ଇସ୍ରାଏଲୀୟମାନଙ୍କୁ ଯୌନଗତ ପାପ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କରିବା ପାଇଁ ବ୍ୟବହାର କଲା, ଯାହାଫଳରେ ଈଶ୍ଵର ସେମାନଙ୍କ ଅବମାନନା ହେତୁ ସେମାନଙ୍କୁ ଦଣ୍ଡ
ଦେଇଥିଲେ। ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ଅର୍ଥ ପାଇବାକୁ ଚାହୁଁଥିଲା ତେଣୁ ଏହିପରି କରିଥିଲା, କିନ୍ତୁ ଶେଷରେ କିଣାନ ଦେଶକୁ ପରାସ୍ତ କଲାବେଳେ ଇସ୍ରାଏଲୀୟମାନେ ତାଙ୍କୁ ହତ୍ୟା କରିଥିଲେ। ଆପଣ ଏହା ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ। ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “ବିଲୀୟାମର ତ୍ରୁଟି ହେତୁ, ଯିଏ ଇସ୍ରାଏଲୀୟମାନଙ୍କୁ ଅର୍ଥ ପାଇଁ ଅନୈତିକତାରେ ଲିପ୍ତ
କରିଥିଲା” (ଦେଖନ୍ତୁ: [[rc://en/ta/man/translate/figs-explicit]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
111 JUD 1 11 yg9b figs-explicit τῇ ὁδῷ τοῦ Κάϊν 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **କୟିନ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଆଦିପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ବୁଝିପାରିବେ । ସେହି କାହାଣୀରେ, କୟିନ ଈଶ୍ଵରଙ୍କୁ ଏକ ଗ୍ରହଣୀୟ ଉତ୍ସର୍ଗ କଲା, ଏବଂ ଈଶ୍ଵର ତାଙ୍କ ବଳିଦାନକୁ ପ୍ରତ୍ୟାଖ୍ୟାନ କଲେ । ଫଳସ୍ୱରୂପ, ସେ କ୍ରୋଧିତ ହେଲେ ଏବଂ ତାଙ୍କ ଭାଇ ଆବେଲଙ୍କୁ ଈର୍ଷା କଲେ, କାରଣ ଈଶ୍ଵର ଆବେଲଙ୍କ ବଳିଦାନକୁ ଗ୍ରହଣ କରିଥିଲେ । କୟିନର କ୍ରୋଧ ଏବଂ
ଈର୍ଷା ତାହାକୁ ନିଜ ଭାଇକୁ ହତ୍ୟା କରିବାରେ ସାହାଯ୍ୟ କଲା । ଈଶ୍ଵର କୟିନକୁ ଜମି ଚାଷରୁ ନିଷିଦ୍ଧ କରି ଦଣ୍ଡିତ କଲେ। ଏହା ସହ, ଯେବେ ଯିହୂଦା ଏହି ପତ୍ର ଲେଖିଥିଲେ, ଯିହୁଦୀମାନେ କୟିନଙ୍କୁ ଏପରି ଏକ ଉଦାହରଣ ଭାବରେ ବିବେଚନା କରିଥିଲେ ଯିଏ ଅନ୍ୟ ଲୋକମାନଙ୍କୁ ପାପ କରିବାକୁ ଶିଖାଇଥିଲେ, ଯାହା ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ଆପଣ ଏଥି ମଧ୍ୟରୁ
କିଛି ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୟିନଙ୍କ ପଥରେ, ଯିଏ ନିଜ ଭାଇକୁ ହତ୍ୟା କଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
112 JUD 1 11 b33e figs-idiom οὐαὶ αὐτοῖς 1 **ସେମାନଙ୍କ ପ୍ରତି ହାୟ** ବାକ୍ୟାଂଶ “ତୁମ୍ଭେମାନେ ଧନ୍ୟ” ବାକ୍ୟାଂଶର ବିପରୀତ ଅଟେ । ଏହା ସୂଚାଏ ଯେ ସମ୍ବୋଧିତ ହେଉଥିବା ଲୋକମାନଙ୍କ ସହ ମନ୍ଦ ବିଷୟ ଘଟିବାକୁ ଯାଉଛି, କାରଣ ସେମାନେ ଈଶ୍ଵରଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ବିକଳ୍ପ ଅନୁବାଦ: “ଏହା ସେମାନଙ୍କ ପାଇଁ କେତେ ଭୟଙ୍କର ଅଟେ” କିମ୍ବା “ସେମାନଙ୍କ ପାଇଁ ଅସୁବିଧା ଆସିବ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
113 JUD 1 11 zsdw ἐξεχύθησαν 1 ବିକଳ୍ପ ଅନୁବାଦ: “ସେମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛନ୍ତି”
114 JUD 1 11 tmf2 figs-explicit τῇ πλάνῃ τοῦ Βαλαὰμ μισθοῦ 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣିପାରିବେ। ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲା। ଯେବେ ଈଶ୍ଵର ବିଲୀୟାମକୁ ଏପରି କରିବାକୁ ଅନୁମତି ଦେଲେ ନାହିଁ, ସେତେବେଳେ ବିଲୀୟାମ ଦୁଷ୍ଟ ମହିଳାମାନଙ୍କୁ ଇସ୍ରାଏଲୀୟମାନଙ୍କୁ ଯୌନଗତ ପାପ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କରିବା ପାଇଁ ବ୍ୟବହାର କଲା, ଯାହାଫଳରେ ଈଶ୍ଵର ସେମାନଙ୍କ ଅବମାନନା ହେତୁ ସେମାନଙ୍କୁ ଦଣ୍ଡ