Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 04:26:35 +00:00
parent 4c0771ab31
commit c2187144f5
1 changed files with 1 additions and 1 deletions

View File

@ -150,7 +150,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 8 s5cy μὴ λανθανέτω ὑμᾶς 1 It should not escape your notice ବିକଳ୍ପ ଅନୁବାଦ: “ଏହି ଗୋଟିଏ ସତ୍ୟକୁ ବୁଝିବାରେ ବିଫଳ ହୁଅ ନାହିଁ” କିମ୍ବା “ଏହି ଗୋଟିଏ ବିଷୟକୁ ଅଣଦେଖା କର ନାହିଁ”
2PE 3 8 enh9 ὅτι μία ἡμέρα παρὰ Κυρίῳ ὡς χίλια ἔτη 1 that one day with the Lord is like a thousand years ଏଠାରେ, **ପ୍ରଭୁଙ୍କ ସହ** ଅର୍ଥାତ୍ “ପ୍ରଭୁଙ୍କ ବିଚାରରେ” ଅଟେ । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଦୃଷ୍ଟିକୋଣରୁ,
ଗୋଟିଏ ଦିନ ହଜାରେ ବର୍ଷ ସମାନ ଅଟେ” ।
2PE 3 9 zv9m οὐ βραδύνει Κύριος τῆς ἐπαγγελίας 1 The Lord does not move slowly concerning his promises ଏଠାରେ, **ପ୍ରତିଜ୍ଞା**ଶବ୍ଦ **ପ୍ରତିଜ୍ଞା** ର ପୂରଣକୁ ବୁଝାଏ  ଯେ ଯୀଶୁ ଫେରି ଆସିବେ ।ଆପଣ [୩:୪] (../ ୦୩/୦୪.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରଭୁ ଆପଣା ପ୍ରତିଜ୍ଞା ପୂରଣ କରିବାରେ ବିଳମ୍ବ କରନ୍ତି ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
2PE 3 9 dzq8 ὥς τινες βραδύτητα ἡγοῦνται 1 as some consider slowness to be ଏଠାରେ

କେତେକ** [୩

୦୩

୦୩
.md)
ରେ ଉଲ୍ଲେଖ ହୋଇଥିବା “ଉପହାସକାରୀ” କୁ  ଏବଂ ଅନ୍ୟ କେହି ଯିଏ ବିଶ୍ଵାସ କରେ ଯେ ପ୍ରଭୁ ତାଙ୍କ ପ୍ରତିଜ୍ଞା
ପୂରଣ କରିବାରେ ମନ୍ଥର ଅଟନ୍ତି

କାରଣ ଯୀଶୁ ଏପର୍ଯ୍ୟନ୍ତ ଫେରିନାହାନ୍ତି
ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “କେତେକ ଏହି ଉପହାସକାରୀମାନଙ୍କ ପରି ଧୀରତାକୁ
ବିଚାର କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 9 dzq8 ὥς τινες βραδύτητα ἡγοῦνται 1 as some consider slowness to be ଏଠାରେ, **କେତେକ** [୩:୩](../ ୦୩/୦୩.md) ରେ ଉଲ୍ଲେଖ ହୋଇଥିବା “ଉପହାସକାରୀ” କୁ  ଏବଂ ଅନ୍ୟ କେହି ଯିଏ ବିଶ୍ଵାସ କରେ ଯେ ପ୍ରଭୁ ତାଙ୍କ ପ୍ରତିଜ୍ଞା ପୂରଣ କରିବାରେ ମନ୍ଥର ଅଟନ୍ତି, କାରଣ ଯୀଶୁ ଏପର୍ଯ୍ୟନ୍ତ ଫେରିନାହାନ୍ତି ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “କେତେକ ଏହି ଉପହାସକାରୀମାନଙ୍କ ପରି ଧୀରତାକୁ
ବିଚାର କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 3 10 w6ma δὲ 1 However ଏଠାରେ

କିନ୍ତୁ** ଉପହାସକାରୀମାନେ ଈଶ୍ଵରଙ୍କ ବିଷୟରେ ଯାହା ବିଶ୍ଵାସ
କରନ୍ତି ଏବଂ ଈଶ୍ଵର ପ୍ରକୃତରେ କ’ଣ କରିବେ ତାହା ମଧ୍ୟରେ ଏକ ଭିନ୍ନତାକୁ ବୁଝାଏ

ଯଦିଓ ପ୍ରଭୁ ଦୀର୍ଘସହିଷ୍ଣୁ ଅଟନ୍ତି ଏବଂ ଚାହାଁନ୍ତି ଯେ ଲୋକମାନେ
ଅନୁତାପ କରନ୍ତୁ

ସେ ପ୍ରକୃତରେ ଫେରି ଆସିବେ ଏବଂ ବିଚାର ଆଣିବେ

ଦେଖନ୍ତୁ:
[[rc://en/ta/man/translate/grammar-connect-logic-contrast]])
2PE 3 10 c5m1 figs-personification ἥξει ... ἡμέρα Κυρίου ὡς κλέπτης 1 the day of the Lord will come as a thief ପିତର **ଦିନ** ବିଷୟରେ କୁହନ୍ତି
ଯେବେ ଈଶ୍ଵର ସମସ୍ତଙ୍କୁ ବିଚାର କରିବେ ଯେପରି ଜଣେ **ଚୋର** ଯିଏ ଅପ୍ରତ୍ୟାଶିତ ଭାବରେ ଆସିବ ଏବଂ
ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଦିନ ଅପ୍ରତ୍ୟାଶିତ ଭାବରେ ଆସିବ”
(ଦେଖନ୍ତୁ:
[[rc://en/ta/man/translate/figs-simile]])
2PE 3 10 k31z οἱ οὐρανοὶ ... παρελεύσονται 1 The heavens will pass away

Can't render this file because it contains an unexpected character in line 2 and column 9170.