From c09310e14cc54bd78730fabbbe49fd8aae92fee0 Mon Sep 17 00:00:00 2001 From: Gayatri-Digal Date: Mon, 11 Dec 2023 16:30:44 +0000 Subject: [PATCH] Edit 'tn_OBA.tsv' using 'tc-create-app' --- tn_OBA.tsv | 6 +++--- 1 file changed, 3 insertions(+), 3 deletions(-) diff --git a/tn_OBA.tsv b/tn_OBA.tsv index 2e66a94..dae8055 100644 --- a/tn_OBA.tsv +++ b/tn_OBA.tsv @@ -2,9 +2,9 @@ Reference ID Tags SupportReference Quote Occurrence Note front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1: ସାଧାରଣ ପରିଚୟ\r\n\n### ଓବଦୀୟ ପୁସ୍ତକର ରୂପରେଖା \r\n1. ସଦାପ୍ରଭୁ ଇଦୋମର ବିଚାର କରିବେ (1:1-16) କ. ସଦାପ୍ରଭୁ ଇଦୋମକୁ ଧ୍ୱଂସ କରିବେ (1:1–9) । ଖ. ସଦାପ୍ରଭୁ ଇଦୋମକୁ କାହିଁକି ଧ୍ୱଂସ କରିବେ (1:10–14)\r\n2. ସଦାପ୍ରଭୁ ଗୋଷ୍ଠୀଗଣମାନଙ୍କର ବିଚାର କରିବେ (1:15–16)\r\n3. ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉଦ୍ଧାର କରିବେ (1:17–21)\r\n\n### ଓବଦୀୟ ପୁସ୍ତକ କେଉଁ ବିଷୟରେ ଅଟେ?\r\n\nବାବିଲ ଦେଶ ଯିରୂଶାଲମକୁ ଧ୍ୱଂସ କଲା ପରେ, ଇଦୋମୀୟମାନେ (ପଡୋଶୀ ଦେଶ ଇଦୋମରୁ) ପଳାୟନ କରୁଥିବା ଯିହୁଦୀମାନଙ୍କୁ ବନ୍ଦୀ କଲେ। ଏହା ପରେ ସେମାନେ ଏହି ଯିହୁଦୀମାନଙ୍କୁ ବାବିଲର ଅଧିନତାକୁ ସମର୍ପଣ କଲେ। ସଦାପ୍ରଭୁ ଇଦୋମୀୟମାନଙ୍କୁ ଆପଣା ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ହେତୁ ବିଚାର କରିବା ବିଷୟରେ ଓବଦିୟଙ୍କ ପୁସ୍ତକ ଉଲ୍ଲେଖ କରେ । ଏହି ପୁସ୍ତକ ଯିହୁଦାର ଲୋକମାନଙ୍କୁ ଯେଉଁମାନଙ୍କୁ ବାବିଲରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ କରାଯାଇଥିଲା ସାନ୍ତ୍ୱନା ପ୍ରଦନା କରେ।\r\n\n### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?\r\n\nଏହି ପୁସ୍ତକଟି ପାରମ୍ପାରିକ ଭାବରେ “ଓବଦୀୟର ପୁସ୍ତକ” ବା କେବଳ “ଓବଦୀୟ” ନାମରେ ଅନୁବାଦ କରଯାଇ ପାରିବ । ଅନୁବାଦକମାନେ ଏକ ସ୍ପଷ୍ଟ ନାମ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇପାରନ୍ତି ଯେପରିକି “ଓବଦୀୟଙ୍କ ବିବରଣୀ” । (ଦେଖନ୍ତୁ: [[rc://*/ta/man/translate/translate-names]])\r\n\n### ଓବଦୀୟ ପୁସ୍ତକକୁ କିଏ ଲେଖିଛନ୍ତି?\r\nଭବିଷ୍ୟ‌ଦ୍‌ବକ୍ତା ଓବଦୀୟ ବୋଧହୁଏ ଏହି ପୁସ୍ତକ ଲେଖିଛନ୍ତି। ଆମେ ଓବଦୀୟଙ୍କ ବିଷୟରେ ବିଶେଷ କିଛି ଜାଣି ନାହୁଁ । ଏବ୍ରୀ ଭାଷାରେ ତାଙ୍କ ନାମର ଅର୍ଥ “ସଦାପ୍ରଭୁଙ୍କର ଦାସ” ଅଟେ ।\r\n\n## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଗୁଡିକ\r\n\n### ଇସ୍ରାଏଲ ସହ ଇଦୋମର ସମ୍ପର୍କ କ’ଣ ଥିଲା?\r\nଓବଦିୟ ଇଦୋମକୁ ଇସ୍ରାଏଲର ଭାଇ ବୋଲି ସୂଚାନ୍ତି। କାରଣ ଇଦୋମୀୟମାନେ ଏଷୌର ବଂଶ ଏବଂ ଇସ୍ରାଏଲୀୟମାନେ ଯାକୁବଙ୍କର ବଂଶ ଥିଲେ । ଯାକୁବ ଏବଂ ଏଷୌ ଯାଆଁଳା ଭାଇ ଥିଲେ। ଏହା ଇଦୋମର ଇସ୍ରାଏଲ ପ୍ରତି ବିଶ୍ୱାସଘାତକତାକୁ ଅଧିକ ସାଂଘାତିକ କଲା । ଏହି ଟିପ୍ପଣୀଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଯିହୁଦାର ଲୋକ ବୋଲି ମଧ୍ୟ ଦର୍ଶାଏ । ଯିହୁଦା ଇସ୍ରାଏଲର ଏକ ଅଂଶ ଯାହାକି ଅଶୂର ଦେଶ ଦ୍ୱାରା ପୂର୍ବ ବିନାଶରୁ ଉଦ୍ଧାର ପାଇଥିଲା ଏବଂ ପରେ ବାବିଲ ଦେଶ ଦ୍ୱାରା ଆକ୍ରମଣ କରାଯାଇଥିଲା ଯେତେବେଳେ ଇଦୋମ ଦେଶ ସେମାନଙ୍କୁ ସାହାଯ୍ୟ କରି ନ ଥିଲା।\r\n\n## ଭାଗ 3: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ\r\n\n### ମୁଁ “ଗର୍ବ” ଶବ୍ଦକୁ କିପରି ଅନୁବାଦ କରି ପାରିବି?\r\nଓବଦିୟ ପୁସ୍ତକ ଇଦୋମର ଗର୍ବ ବିଷୟରେ ଉଲ୍ଲେଖ କରେ। ଏହାର ଅର୍ଥ ଇଦୋମୀୟମାନେ ବିଚାର କଲେ ଯେ ସେମାନଙ୍କର ଶତ୍ରୁ କିମ୍ବା ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିପାରିବେ ନାହିଁ। (ଦେଖନ୍ତୁ: [[rc://*/tw/dict/bible/other/proud]])\r\n\n### ଯେତେବେଳେ ଓବଦୀୟ ଇଦୋମକୁ ସମ୍ବୋଧିତ କରୁଛନ୍ତି, ସେତେବେଳେ ମୁଁ “ତୁମ୍ଭେ” ଶବ୍ଦକୁ ଏକବଚନରେ ନା ବହୁବଚନରେ ଅନୁବାଦ କରିବା ଉଚିତ?\r\n\nଯେହେତୁ ଓବଦୀୟ ଇଦୋମର ଲୋକମାନଙ୍କୁ ସାଙ୍କେତିକ ଅର୍ଥରେ ଇଦୋମର ଗୋଷ୍ଠୀଗଣ ଭାବରେ ସମ୍ବୋଧିତ କରିଥିଲେ, ତେଣୁ ସେ ମୂଳ ଭାଷାରେ ଏକବଚନ ଶବ୍ଦକୁ ବ୍ୟବହାର କରିଥିଲେ । କିନ୍ତୁ ଯଦି ଆପଣ ଅଧିକ ସରଳ ଭାଷା ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କର ଅନୁବାଦ ସ୍ପଷ୍ଟ କରେ ଯେ ଏହା ଇଦୋମର ଲୋକମାନଙ୍କୁ ବୁଝାଏ, ତେବେ ଆପଣ ଏକ ବହୁବଚନ ଶବ୍ଦ ବ୍ୟବହାର କରିପାରିବେ ।\r\n 1:1 xm1w rc://*/ta/man/translate/figs-metaphor חֲז֖וֹן עֹֽבַדְיָ֑ה 1 ଏହା ପୁସ୍ତକର ନାମ ଅଟେ । ଓବଦୀୟ କିପରି ଯିହୋବାଙ୍କଠାରୁ ବାର୍ତ୍ତା ଗ୍ରହଣ କଲେ ତାହା ସୂଚାଇବା ପରିବର୍ତ୍ତେ ଏଠାରେ **ଦର୍ଶନ** ଯିହୋବାଙ୍କଠାରୁ ଏକ ସନ୍ଦେଶର ସାଧାରଣ ଅର୍ଥରେ ବ୍ୟବହୃତ ହୋଇଅଛି । ଈଶ୍ବର ଲୋକମାନଙ୍କୁ ଜ୍ଞାନ ପ୍ରଦାନ କରୁଥିବା ଉପାୟ ପାଇଁ ଏଠାରେ **ଦର୍ଶନ** ଏକ ରୂପକ ଅଳଙ୍କାର ଅଟେ। ବିକଳ୍ପ ଅନୁବାଦ: “ଈଶ୍ବର ଓବଦୀୟଙ୍କୁ ଦେଇଥିବା ବାର୍ତ୍ତା” କିମ୍ବା “ଓବଦୀୟର ଭବିଷ୍ୟବାଣୀ” (ଦେଖନ୍ତୁ: [[rc://*/ta/man/translate/figs-metaphor]]) 1:1 jdr1 rc://*/ta/man/translate/translate-names עֹֽבַדְיָ֑ה 1 କେତେକ ଇଂରାଜୀ ଅନୁବାଦ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଅବଦିଆସ ବୋଲି କହନ୍ତି, କିନ୍ତୁ ସାଧାରଣତ ଇଂରାଜୀରେ ଓବଦୀୟ ଭାବରେ ବ୍ୟବହୃତ ହୁଏ । ଆପଣଙ୍କର ଉତ୍ସ ଭାଷାରେ ବ୍ୟବହୃତ ଶବ୍ଦ କିମ୍ବା ଆପଣଙ୍କ ଭାଷାର ନାମ ପରି ଏହି ଶବ୍ଦକୁ ଅନୁବାଦ କରନ୍ତୁ । (ଦେଖନ୍ତୁ: [[rc://*/ta/man/translate/translate-names]]) -1:1 sv9x rc://*/ta/man/translate/writing-quotations כֹּֽה־אָמַר֩ אֲדֹנָ֨⁠י יְהוִ֜ה 1 -1:1 s7if rc://*/ta/man/translate/translate-names יְהוִ֜ה 1 This is the name of God that he revealed to his people in the Old Testament. (See: [[rc://*/ta/man/translate/translate-names]]) -1:1 jdr3 rc://*/ta/man/translate/figs-metonymy לֶ⁠אֱד֗וֹם 1 People are being described here by the name of something closely associated with them, **Edom**, the land that they live in. If this is not clear in your language, you could say clearly that this message is about the people. Alternate translation: “concerning the people of Edom.” (See: [[rc://*/ta/man/translate/figs-metonymy]]) +1:1 sv9x rc://*/ta/man/translate/writing-quotations כֹּֽה־אָמַר֩ אֲדֹנָ֨⁠י יְהוִ֜ה 1 ଏହା ପୁସ୍ତକକୁ ଈଶ୍ଵରଙ୍କ ବାର୍ତ୍ତା ଭାବରେ ପରିଚିତ କରେ । ଏଠାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଭାଷାରେ ପରିଚିତ କରିବା ପାଇଁ ସ୍ୱାଭାବିକ ଅଟେ । (ଦେଖନ୍ତୁ: [[rc://*/ta/man/translate/writing-quotations]]) +1:1 s7if rc://*/ta/man/translate/translate-names יְהוִ֜ה 1 ଏହା ଶ୍ବରଙ୍କ ନାମ ଅଟେ ଯାହାକି ସେ ଆପଣା ଲୋକମାନଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ । (ଦେଖନ୍ତୁ: [[rc://*/ta/man/translate/translate-names]]) +1:1 jdr3 rc://*/ta/man/translate/figs-metonymy לֶ⁠אֱד֗וֹם 1 1:1 jdr5 rc://*/ta/man/translate/figs-exclusive שָׁמַ֜עְנוּ 1 Obadiah is speaking as one person among the many in the nations around Edom who have heard Yahweh’s message, including the people of Israel. If your language has an inclusive form for **We**, use that here. (See: [[rc://*/ta/man/translate/figs-exclusive]]) 1:1 c8w8 rc://*/ta/man/translate/figs-exclusive שָׁמַ֜עְנוּ 1 Obadiah is speaking to the people of Judah about the people of Edom. So **We** here is inclusive; others in Judah have also heard or are now hearing the message calling the nations to war against Edom. (See: [[rc://*/ta/man/translate/figs-exclusive]]) 1:1 jdr7 rc://*/ta/man/translate/figs-activepassive וְ⁠צִיר֙ & שֻׁלָּ֔ח 1 If it is more natural in your language, you could use the active form of the verb. Alternate translation: “I, Yahweh, have sent a messenger” (See: [[rc://*/ta/man/translate/figs-activepassive]])