Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 17:30:34 +00:00
parent e33f53f25c
commit bfeb9f79e8
1 changed files with 1 additions and 1 deletions

View File

@ -89,7 +89,7 @@ LUK 1 30 a3eb figs-idiom εὗρες ... χάριν παρὰ τῷ Θεῷ 1 yo
LUK 1 31 fi5q συνλήμψῃ ἐν γαστρὶ, καὶ τέξῃ υἱόν ... Ἰησοῦν 1 you will conceive in your womb and bear a son ... Jesus **ତୁମ୍ଭ ଗର୍ଭରେ** ଥିବା ବାକ୍ୟାଂଶ ଅନାବଶ୍ୟକ ଅତିରିକ୍ତ ସୂଚନା ପ୍ରକାଶ କରୁଥିବା ପରି ମନେହୁଏ, ଏବଂ ଯଦି ଆପଣ ଏହାକୁ ଆପଣଙ୍କ ଭାଷାରେ ଉପସ୍ଥାପନ କରନ୍ତି, ତାହା ଅସୌାଭାବିକ<br>ମନେହୁଏ ହେଇପାରେ । କିନ୍ତୁ, ସବିଶେଷ ବିବରଣୀ ଏଠାରେ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଅଭିବ୍ୟକ୍ତି ପ୍ରକାଶ କରେ ଯେ ଯୀଶୁ ଜଣେ ମନୁଷ୍ୟ ମାତାଙ୍କଠାରୁ ଜନ୍ମ ହୋଇଥିବା ଏକ ମନୁଷ୍ୟ ପୁତ୍ର ଅଟନ୍ତି । ତେଣୁ ଏହି ଅଭିବ୍ୟକ୍ତିକୁ ଏକ ଉପାୟରେ ଅନୁବାଦ କରିବାକୁ ନିଶ୍ଚିତ କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-explicitinfo]])
LUK 1 32 z74z Υἱὸς Ὑψίστου 1 the Son of the Most High ଈଶ୍ଵରଙ୍କୁ ସୂଚୀତ କରିବାର ଏହା ଏକ ରୂଢ଼ାତ୍ମକ ଉପାୟ ଅଟେ, ଯେପରି [୮:୩୮](../୦୮/୩୮) ରେ “ସର୍ବୋପରିସ୍ଥ ଈଶ୍ଵର” ବାକ୍ୟାଂଶ ପ୍ରକାଶ କରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଏହାର ଅର୍ଥ ବ୍ୟାଖ୍ୟା କରିବା ପାଇଁ ଆପଣ ବାକ୍ୟାଂଶକୁ ସେହି ଉପାୟରେ ଅନୁବାଦ କରିପାରିବେ । କିମ୍ୱା, ଆପଣ କେବଳ ସରଳ ରୂପରେ ବାକ୍ୟାଂଶକୁ ପୁନଃପ୍ରକାଶ କରିପାରିବେ ଯେଉଁଠାରେ ଏହା ଆପଣଙ୍କର ପାଠକମାନଙ୍କୁ ଦେଖାଇବ ଯେ ଏହି ସମୟର ଲୋକମାନେ ଈଶ୍ଵରଙ୍କ ଏହି ଉପାୟରେ ସୂଚାଉଥିଲେ । ବିକଳ୍ପ ଅନୁବାଦ: “ସର୍ବୋପରିସ୍ଥ ଈଶ୍ୱର” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 32 ip26 figs-activepassive κληθήσεται 1 will be called ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ଆପଣ<br>ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ । ବିକଳ୍ପ<br>ଅନୁବାଦ: “ସେ ସର୍ବୋପରିସ୍ଥଙ୍କ ପୁତ୍ର ହେବେ ।” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 32 hl55 guidelines-sonofgodprinciples Υἱὸς Ὑψίστου 1 the Son of the Most High ‘ଈଶ୍ୱରଙ୍କ ପୁତ୍ର’ ପଦବୀ ଯୀଶୁଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: [[rc://or/ta/man/translate/guidelines-sonofgodprinciples]])
LUK 1 32 hl55 guidelines-sonofgodprinciples Υἱὸς Ὑψίστου 1 the Son of the Most High ଏହା କେବଳ ସର୍ବୋପରିସ୍ଥ ପୁତ୍ରଙ୍କ ଏକ ଆଖ୍ୟା ଅଟେ ଯାହା ଦ୍ଵାରା ଯୀଶୁ ଖ୍ୟାତ ହେବେ ବୋଲି ଗାବ୍ରୀଏଲ କହୁ ନାହାନ୍ତି। ଏହା ପରିବର୍ତ୍ତେ, ଯେପରି ପୂର୍ବ ପଦଟି ବର୍ଣ୍ଣନା କରେ ଯେ ଯୀଶୁ ଜଣେ ମନୁଷ୍ୟ ମାତାଙ୍କଠାରୁ ଜନ୍ମିତ ମନୁଷ୍ୟ ପୁତ୍ର, ଏଠାରେ ତାଙ୍କର ବିବୃତ୍ତି ସୂଚାଏ ଯେ ଯୀଶୁ ମଧ୍ୟ ଜଣେ ଈଶ୍ୱରୀୟ ପିତାଙ୍କ  ଈଶ୍ୱରୀୟ ପୁତ୍ର ଥିଲେ । ଆପଣ ଆପଣଙ୍କ ଭାଷାନୁଯାୟୀ ଈଶ୍ୱରୀୟତାକୁ ସୂଚାଇ ପାରିବେ। ବିକଳ୍ପ<br>ଅନୁବାଦ: “ସେ ସର୍ବୋପରିସ୍ଥଙ୍କ ପୁତ୍ର ହେବେ” (ଦେଖନ୍ତୁ: [[rc://en/ta/man/translate/guidelines-sonofgodprinciples]])
LUK 1 32 lwd9 figs-metonymy δώσει αὐτῷ ... τὸν θρόνον Δαυεὶδ, τοῦ πατρὸς αὐτοῦ 1 give him the throne of his ancestor David ସିଂହାସନର ଅର୍ଥ ରାଜାଙ୍କ କ୍ଷମତା ଓ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ସଦୃଶ୍ୟ ରାଜତ୍ଵ କରିବା ନିମନ୍ତେ ତାଙ୍କୁ କ୍ଷମତା ପ୍ରଦାନ କରିବା” (ଦେଖ: [[rc://or/ta/man/translate/figs-metonymy]])
LUK 1 33 q516 figs-litotes τῆς βασιλείας αὐτοῦ, οὐκ ἔσται τέλος 1 there will be no end to his kingdom ନାସ୍ତିବାଚକ ପଦ “ଶେଷ ହେବ ନାହିଁ” ଗୁରୁତ୍ଵ ଆରୋପ କରେ ଯେ, ଏହା ଚିରକାଳ ନିମନ୍ତେ ସ୍ଥାୟୀ ହୋଇ ରହିବ I ଏହାକୁ ଆସ୍ତିବାଚକ ପଦରେ ମଧ୍ୟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କ ରାଜ୍ୟର କଦାପି ଶେଷ ହେବ ନାହିଁ” ( ଦେଖ: [[rc://or/ta/man/translate/figs-litotes]] )
LUK 1 34 cf3b πῶς ἔσται τοῦτο 1 How will this happen ଏହା କିପରି ହେବ, ତାହା ଯଦିଓ ମରିୟମ ବୁଝିପାରିଲେ ନାହିଁ, କିନ୍ତୁ ଏହା ଯେ ସମ୍ଭବପର ହେବ ସେ ବିଷୟରେ ସେ ସନ୍ଦେହ କଲେ ନାହିଁ I

Can't render this file because it is too large.