From bf84fcc077b971c4a1e709d8e8acaff1fb3d4e51 Mon Sep 17 00:00:00 2001 From: Gayatri-Digal Date: Sat, 6 Nov 2021 07:30:04 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 1 + 1 file changed, 1 insertion(+) diff --git a/en_tn_63-1JN.tsv b/en_tn_63-1JN.tsv index d82fce6..24a710a 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -537,3 +537,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 3 24 j226 writing-pronouns ὁ τηρῶν τὰς ἐντολὰς αὐτοῦ, ἐν αὐτῷ μένει 1 the one who keeps his commandments remains in him, and he in him  “ଯିଏ ଈଶ୍ଵରଙ୍କ ଆଜ୍ଞା ପାଳନ କରେ ସେ ଈଶ୍ଵରଙ୍କଠାରେ ଥାଏ, ଏବଂ ଈଶ୍ଵର  ସେହି ବ୍ୟକ୍ତିଠାରେ ଥା’ନ୍ତି” ତାହାକୁ **ତାହାଙ୍କ**  ଏବଂ **ତାହାଙ୍କୁ**  ସର୍ବନାମ ସୂଚାଏ । ( [[rc://en/ta/man/translate/writing-pronouns]]ଦେଖନ୍ତୁ) 1JN 3 24 j227 figs-idiom ὁ τηρῶν τὰς ἐντολὰς αὐτοῦ 1 the one who keeps his commandments **ପାଳନ କରିବା** ଶବ୍ଦ ଏକ ରୂଢ଼ି ଅଟେ ଯାହାର ଅର୍ଥ “ମାନିବା” ଅଟେ । ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ଆଜ୍ଞା ପାଳନ କରେ” ( [[rc://en/ta/man/translate/figs-idiom]]ଦେଖନ୍ତୁ) 1JN 3 24 j228 figs-metaphor ἐν αὐτῷ μένει 1 remains in him ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ ମଧ୍ୟରେ ରହିପାରନ୍ତି ତାହା ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 3 24 j229 figs-ellipsis καὶ αὐτὸς ἐν αὐτῷ 1 and he in him ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର  ତାହାଠାରେ ବାସ କରନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)