Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:08:28 +00:00
parent f8fe2bcfdb
commit bf6c6552bc
1 changed files with 1 additions and 1 deletions

View File

@ -288,6 +288,6 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 20 ge7c figs-metaphor ἐσμὲν ἐν τῷ Ἀληθινῷ 1 we are in him who is true [2:5](https://create.translationcore.com/02/05.md) ଯେପରି, ବିଶ୍ଵାସୀମାନେ ଈଶ୍ଵର  ଏବଂ ଯୀଶୁଙ୍କ ଭିତରେ ରହିପାରନ୍ତି ବୋଲି ଯୋହନ ଆଳଙ୍କାରିକ ଭାବରେ କହନ୍ତି । ଏହି ଅଭିବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ଦର୍ଶାଏ  । ବିକଳ୍ପ ଅନୁବାଦ: “ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କ ଅଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 20 hvr7 τὸν Ἀληθινόν 1 him who is true ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ଯୋହନ  ବିଶେଷଣ ଭାବରେ **ସତ୍ୟ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବା ପାଇଁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ସତ୍ୟ… ଯିଏ ସତ୍ୟ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 5 20 w5yl οὗτός ἐστιν ὁ ἀληθινὸς Θεὸς 1 This one is the true God ସମ୍ଭାବିତ ଅର୍ଥଗୁଡିକ ୧) “ଏହି ବ୍ୟକ୍ତି” ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଏ, କିମ୍ବା ) “ଏହି ବ୍ୟକ୍ତି” ଏକମାତ୍ର ସତ୍ୟ ଈଶ୍ବରଙ୍କୁ ଦର୍ଶାଏ ।
1JN 5 20 dz3s figs-metonymy καὶ ... ζωὴ αἰώνιος 1 and eternal life ସେ “ଅନନ୍ତ ଜୀବନ” ଅଟନ୍ତି କାରଣ ସେ ଆମ୍ଭମାନଙ୍କୁ ଅନନ୍ତ ଜବାନ ପ୍ରଦାନ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏବଂ ଏକମାତ୍ର ଯେ ଅମ୍ଭମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 5 20 dz3s figs-metonymy καὶ ... ζωὴ αἰώνιος 1 and eternal life ଯୋହନ **ଏବଂ**  ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବାକ୍ୟାଂଶ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରନ୍ତି  । ଅନନ୍ତ ଜୀବନ ବାକ୍ୟାଂଶ **ସତ୍ୟ ଈଶ୍ଵରଙ୍କ** ଗୁଣକୁ ଦର୍ଶାଏ, ଯେ ଅନନ୍ତ ଜୀବନ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ସତ୍ୟ ଈଶ୍ଵର, ଯିଏ ଅନନ୍ତ ଜୀବନ ଦିଅନ୍ତି” ( [[rc://en/ta/man/translate/figs-hendiadys]]ଦେଖନ୍ତୁ)
1JN 5 21 i3rw figs-metaphor τεκνία 1 Children ଯୋହନ ଜଣେ ପ୍ରଚୀନ ଏବଂ ସେମାନଙ୍କର ଅଧକ୍ଷ ଥିଲେ । ସେ ସେମାନଙ୍କ ପ୍ରତି ଆପଣା ପ୍ରେମକୁ ପ୍ରକାଶିତ କରିବା ନିମନ୍ତେ ଏହି ଅଭିବ୍ୟକ୍ତକୁ ବ୍ୟବହାର କରିଛନ୍ତି । ଦେଖ [୧ଯୋହନ :୧] (..//୦୧.md)ରେ ତୁମେମାନେ ଏହାକୁ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମ୍ଭେମାନେ ମୋହର ନିଜର ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: [[rc://en/ta/man/translate/figs-metaphor]])
1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ପ୍ରତିମାଠାରୁ ଦୂରରେ ରୁହ ବା “ପ୍ରତିମା ପୁଜା କର ନାହିଁ”

Can't render this file because it contains an unexpected character in line 2 and column 3772.