Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-06-19 00:51:53 +00:00
parent 6e6de946ee
commit bf2730802a
1 changed files with 1 additions and 1 deletions

View File

@ -16,7 +16,7 @@ EPH 1 4 ibv6 figs-doublet ἁγίους καὶ ἀμώμους 1 holy and blame
EPH 1 5 fp7l 0 General Information: “ତାହାଙ୍କ”, “ସେ” ଏବଂ “ସେ” (ପୁରୁଷ) ଶବ୍ଦଗୁଡ଼ିକ ଈଶ୍ଵରଙ୍କୁ ବୁଝାଏ।
EPH 1 5 h7pn figs-inclusive προορίσας ἡμᾶς εἰς υἱοθεσίαν 1 God chose us beforehand for adoption **ଆମ୍ଭମାନଙ୍କୁ** ଶବ୍ଦ ପାଉଲ, ଏଫିସୀୟ ମଣ୍ଡଳୀ ଏବଂ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପୁତ୍ର ସ୍ଵରୂପେ ଗ୍ରହଣ କରିବାପାଇଁ ଈଶ୍ଵର ବହୁ ପୂର୍ବରୁ ଯୋଜନା କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 5 pq1x προορίσας ἡμᾶς 1 God chose us beforehand “ସମୟର ପୂର୍ବେ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ” କିମ୍ବା “ବହୁ ପୂର୍ବରୁ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ"
EPH 1 5 e6f6 figs-gendernotations εἰς υἱοθεσίαν 1 for adoption as sons ଏଠାରେ, **ପୋଷ୍ୟ** ଈଶ୍ଵରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କର ସନ୍ତାନସନ୍ତତି ହେବାକୁ” [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 1 5 e6f6 figs-gendernotations εἰς υἱοθεσίαν 1 for adoption as sons ଏଠାରେ, **ପୋଷ୍ୟପୁତ୍ର / ଗ୍ରହଣ** ଈଶ୍ଵରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ ବିକଳ୍ପ ଅନୁବାଦ: “ତାହାଙ୍କର ସନ୍ତାନସନ୍ତତି ହେବାକୁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 5 ciu3 διὰ Ἰησοῦ Χριστοῦ 1 through Jesus Christ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟ ଦ୍ଵାରା ଈଶ୍ଵର ବିଶ୍ଵାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ
EPH 1 6 s9qk ἐχαρίτωσεν ἡμᾶς ἐν τῷ ἠγαπημένῳ 1 he has freely given us in the One he loves. ସେ ତାହା ଆମ୍ଭମାନଙ୍କୁ ଅନୁଗ୍ରହକରି ତାହାଙ୍କ ପ୍ରିୟତମଙ୍କ  ଦ୍ଵାରା ପ୍ରଦାନ କରିଛନ୍ତି
EPH 1 6 x7jp τῷ ἠγαπημένῳ 1 the One he loves ପ୍ରିୟତମ, ଯୀଶୁଖ୍ରୀଷ୍ଟ କିମ୍ବା “ତାହାଙ୍କର ପ୍ରିୟତମ ପୁତ୍ର”

Can't render this file because it contains an unexpected character in line 2 and column 4525.