Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 04:28:32 +00:00
parent 8b33cb5281
commit bca16f5d06
1 changed files with 2 additions and 2 deletions

View File

@ -152,9 +152,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 9 zv9m οὐ βραδύνει Κύριος τῆς ἐπαγγελίας 1 The Lord does not move slowly concerning his promises ଏଠାରେ, **ପ୍ରତିଜ୍ଞା**ଶବ୍ଦ **ପ୍ରତିଜ୍ଞା** ର ପୂରଣକୁ ବୁଝାଏ  ଯେ ଯୀଶୁ ଫେରି ଆସିବେ ।ଆପଣ [୩:୪] (../ ୦୩/୦୪.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରଭୁ ଆପଣା ପ୍ରତିଜ୍ଞା ପୂରଣ କରିବାରେ ବିଳମ୍ବ କରନ୍ତି ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
2PE 3 9 dzq8 ὥς τινες βραδύτητα ἡγοῦνται 1 as some consider slowness to be ଏଠାରେ, **କେତେକ** [୩:୩](../ ୦୩/୦୩.md) ରେ ଉଲ୍ଲେଖ ହୋଇଥିବା “ଉପହାସକାରୀ” କୁ  ଏବଂ ଅନ୍ୟ କେହି ଯିଏ ବିଶ୍ଵାସ କରେ ଯେ ପ୍ରଭୁ ତାଙ୍କ ପ୍ରତିଜ୍ଞା ପୂରଣ କରିବାରେ ମନ୍ଥର ଅଟନ୍ତି, କାରଣ ଯୀଶୁ ଏପର୍ଯ୍ୟନ୍ତ ଫେରିନାହାନ୍ତି ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “କେତେକ ଏହି ଉପହାସକାରୀମାନଙ୍କ ପରି ଧୀରତାକୁ
ବିଚାର କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 3 10 w6ma δὲ 1 However ଏଠାରେ, **କିନ୍ତୁ** ଉପହାସକାରୀମାନେ ଈଶ୍ଵରଙ୍କ ବିଷୟରେ ଯାହା ବିଶ୍ଵାସ କରନ୍ତି ଏବଂ ଈଶ୍ଵର ପ୍ରକୃତରେ କ’ଣ କରିବେ ତାହା ମଧ୍ୟରେ ଏକ ଭିନ୍ନତାକୁ ବୁଝାଏ । ଯଦିଓ ପ୍ରଭୁ ଦୀର୍ଘସହିଷ୍ଣୁ ଅଟନ୍ତି ଏବଂ ଚାହାଁନ୍ତି ଯେ ଲୋକମାନେ
ଅନୁତାପ କରନ୍ତୁ, ସେ ପ୍ରକୃତରେ ଫେରି ଆସିବେ ଏବଂ ବିଚାର ଆଣିବେ । (ଦେଖନ୍ତୁ:[[rc://en/ta/man/translate/grammar-connect-logic-contrast]])
2PE 3 10 c5m1 figs-personification ἥξει ... ἡμέρα Κυρίου ὡς κλέπτης 1 the day of the Lord will come as a thief ପିତର **ଦିନ** ବିଷୟରେ କୁହନ୍ତି
ଯେବେ ଈଶ୍ଵର ସମସ୍ତଙ୍କୁ ବିଚାର କରିବେ ଯେପରି ଜଣେ **ଚୋର** ଯିଏ ଅପ୍ରତ୍ୟାଶିତ ଭାବରେ ଆସିବ ଏବଂ
ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଦିନ ଅପ୍ରତ୍ୟାଶିତ ଭାବରେ ଆସିବ”
(ଦେଖନ୍ତୁ:
[[rc://en/ta/man/translate/figs-simile]])
2PE 3 10 c5m1 figs-personification ἥξει ... ἡμέρα Κυρίου ὡς κλέπτης 1 the day of the Lord will come as a thief ପିତର **ଦିନ** ବିଷୟରେ କୁହନ୍ତି ଯେବେ ଈଶ୍ଵର ସମସ୍ତଙ୍କୁ ବିଚାର କରିବେ ଯେପରି ଜଣେ **ଚୋର** ଯିଏ ଅପ୍ରତ୍ୟାଶିତ ଭାବରେ ଆସିବ ଏବଂ ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଦିନ ଅପ୍ରତ୍ୟାଶିତ ଭାବରେ ଆସିବ” (ଦେଖନ୍ତୁ:
[[rc://en/ta/man/translate/figs-simile]])
2PE 3 10 k31z οἱ οὐρανοὶ ... παρελεύσονται 1 The heavens will pass away
2PE 3 10 z32k figs-activepassive στοιχεῖα ... καυσούμενα λυθήσεται 1 The elements will be burned with fire ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ଏବଂ କିଏ କାର୍ଯ୍ୟ କରେ ତାହା ସୂଚାଇ ପାରିବେ

ବିକଳ୍ପ ଅନୁବାଦ: “ଈଶ୍ଵର ମୌଳିକ ବସ୍ତୁସବୁ ନଷ୍ଟ କରିବେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 10 z32k figs-activepassive στοιχεῖα ... καυσούμενα λυθήσεται 1 The elements will be burned with fire ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ଏବଂ କିଏ କାର୍ଯ୍ୟ କରେ ତାହା ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ମୌଳିକ ବସ୍ତୁସବୁ ନଷ୍ଟ କରିବେ” (ଦେଖନ୍ତୁ:[[rc://en/ta/man/translate/figs-activepassive]])
2PE 3 10 zgd3 στοιχεῖα 1 The elements ଏଠାରେ

ମୌଳିକ ବସ୍ତୁସବୁ** ସୂଚାଇପାରେ: (୧

ମୌଳିକ ବସ୍ତୁସବୁ ଯାହା ସ୍ୱାଭାବିକ ବ୍ରହ୍ମାଣ୍ଡ ସୃଷ୍ଟି କରେ

ବିକଳ୍ପ ଅନୁବାଦ: “ପ୍ରକୃତିର
ଉପାଦାନଗୁଡ଼ିକ ନଷ୍ଟ ହୋଇଯିବ” () ସ୍ୱର୍ଗୀୟ ଶରୀର ଯେପରିକି ସୂର୍ଯ୍ୟ

ଚନ୍ଦ୍ର ଏବଂ ତାରା

ବିକଳ୍ପ ଅନୁବାଦ: “ସ୍ୱର୍ଗୀୟ ଶରୀରଗୁଡ଼ିକ ନଷ୍ଟ ହୋଇଯିବ”
2PE 3 10 j1gj figs-activepassive γῆ καὶ τὰ ἐν αὐτῇ ἔργα εὑρεθήσεται 1 the earth and the deeds in it will be revealed ଈଶ୍ଵର ସମସ୍ତ **ପୃଥିବୀ** ଏବଂ
ସମସ୍ତ **କାର୍ଯ୍ୟ** ଦେଖିବେ

ଏବଂ ତା’ପରେ ସେ ସବୁକିଛି ବିଚାର
କରିବେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଈଶ୍ଵର ପୃଥିବୀ ଏବଂ ସେଥିରେ କାର୍ଯ୍ୟ ପାଇବେ”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 11 buq4 0 Connecting Statement: ଏହି ବାକ୍ୟାଂଶଟି ଆଶା କରାଯାଉଥିବା
ପରିଣାମର କାରଣ ଦର୍ଶାଏ ଯାହା ଅନ୍ୟ ପଦରେ ଅନୁସରଣ କରେ

ପିତର ତାଙ୍କ ପାଠକମାନଙ୍କୁ କହିଛନ୍ତି ଯେ ସ୍ୱର୍ଗ ଏବଂ ପୃଥିବୀର
ଈଶ୍ଵରଙ୍କ ଭବିଷ୍ୟତରେ ବିନାଶ ହେବା ଦ୍ୱାରା ସେମାନଙ୍କୁ ପବିତ୍ର ଏବଂ ଧାର୍ମିକଜୀବନଯାପନ କରିବା
ଉଚିତ

ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଏହିପରି ନଷ୍ଟ ହୋଇଯାଉଛି”
(ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])

Can't render this file because it contains an unexpected character in line 2 and column 9170.