Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 07:31:36 +00:00
parent 58f08cc83a
commit bbfe9f4774
1 changed files with 1 additions and 0 deletions

View File

@ -539,3 +539,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 24 j228 figs-metaphor ἐν αὐτῷ μένει 1 remains in him ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ ମଧ୍ୟରେ ରହିପାରନ୍ତି ତାହା ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 24 j229 figs-ellipsis καὶ αὐτὸς ἐν αὐτῷ 1 and he in him ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର  ତାହାଠାରେ ବାସ କରନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 24 j230 figs-metaphor καὶ αὐτὸς ἐν αὐτῷ 1 and he in him ଯେପରି ଈଶ୍ଵର  ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରନ୍ତି ତାହା ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ସେହି ବ୍ୟକ୍ତି ସହ ଘନିଷ୍ଠ ସମ୍ପର୍କ ରଖନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 24 j231 figs-idiom ἐν τούτῳ γινώσκομεν ὅτι 1 in this we know that ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣୁ ଯେ” ( [[rc://en/ta/man/translate/figs-idiom]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.