Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:43:20 +00:00
parent 188d027e2b
commit bbdcfa4a65
1 changed files with 1 additions and 1 deletions

View File

@ -492,7 +492,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 12 j186 figs-nominaladj τοῦ πονηροῦ 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ଶବ୍ଦକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 3 12 j187 figs-metonymy τοῦ πονηροῦ 1 the evil one ଯୋହନ ମନ୍ଦ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଦୁଷ୍ଟ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 14 j190 figs-metaphor τοὺς ἀδελφούς 1 the brothers ଆପଣ [2:9](https://create.translationcore.com/02/09.md)ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଅନ୍ୟ ବିଶ୍ଵାସୀଗଣ" ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 gc6e ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 Be sure that your translation does not communicate that loving the brothers is what causes people to pass from death to life. Alternate translation: “The way that we know that we have relocated from death into life is because we love the brothers”
1JN 3 14 gc6e ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଅନୁବାଦ ଭାଇକୁ ପ୍ରେମ କଲେ ଲୋକମାନଙ୍କୁ ମୃତ୍ୟୁରୁ ଜୀବନରେ ପ୍ରବେଶ କରାଏ ବୋଲି ପ୍ରକାଶ ଯେପରି ନ କରେ । ବିକଳ୍ପ ଅନୁବାଦ: "ଯେପରି ଆମ୍ଭେମାନେ ଜାଣୁ ଯେ ମୃତ୍ୟୁରୁ ଜୀବନକୁ ସ୍ଥାନାନ୍ତରିତ ହୋଇଅଛୁ, କାରଣ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମକରୁ ।"
1JN 3 14 j189 grammar-connect-logic-result ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 We know that we have relocated from death into life, because we love the brothers ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ  । ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ  ଭାଇମାନଙ୍କୁ ପ୍ରେମ କରୁ, ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ମୃତ୍ୟୁରୁ ଜୀବନକୁ ଅଣାଯାଇଇଛୁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 3 13 j188 grammar-connect-logic-result μὴ θαυμάζετε 1 Do not wonder ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହି ବାକ୍ୟ ଏବଂ ପୂର୍ବ ଶବ୍ଦ ମଧ୍ୟରେ ସଂଯୋଗକୁ “ତେଣୁ” କିମ୍ବା “ତେଣୁକରି” ଶବ୍ଦ ବ୍ୟବହାର କରି ପ୍ରକାଶ କରିପାରିବେ । କୟିନଙ୍କ ଉଦାହରଣ ବ୍ୟବହାର କରି, ଯୋହନ ଦର୍ଶାନ୍ତି ଯେ ଦୁଷ୍ଟ ଲୋକମାନେ ଧାର୍ମିକମାନଙ୍କୁ ସ୍ୱାଭାବିକ ଘୃଣା କରନ୍ତି । ବିକଳ୍ପ ଅନୁବାଦ: "ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ" ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 3 14 j191 figs-ellipsis ὁ μὴ ἀγαπῶν 1 The one who does not love ଏହିପରି ବ୍ୟକ୍ତି କାହାକୁ ପ୍ରେମ କରନ୍ତି  ନାହିଁ ତାହା ଯୋହନ ନିର୍ଦ୍ଦିଷ୍ଟ ଭାବରେ କୁହନ୍ତି ନାହିଁ । ଏଠାରେ, ସେ ଅନ୍ୟ ବିଶ୍ଵାସୀମାନଙ୍କୁ ବୁଝାନ୍ତି । UST ମଧ୍ୟ ଏହିପରି ପ୍ରକାଶ କରେ । କିନ୍ତୁ ଯୋହନ  ଏହା ସାଧାରଣତ ଭାବେ  ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିଥାଇପାରନ୍ତି । ବିକଳ୍ପ ଅନୁବାଦ: “ଯିଏ ନିଜ ସହ ବିଶ୍ଵାସୀକୁ ପ୍ରେମ କରେ ନାହିଁ” କିମ୍ବା “ଯିଏ ଅନ୍ୟ ଲୋକମାନଙ୍କୁ  ପ୍ରେମକରେ  ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)

Can't render this file because it is too large.