Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 03:54:52 +00:00
parent bc96a44454
commit bbb4d52e8c
1 changed files with 1 additions and 0 deletions

View File

@ -454,3 +454,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 29 j147 writing-pronouns ἐστιν…αὐτοῦ 1 he is … him **ସେ** ଏବଂ **ତାହାଙ୍କୁ** ସର୍ବନାମ  ହୁଏତ  ପିତା ଈଶ୍ଵରଙ୍କୁ ସୂଚାଏ, କାରଣ ପରବର୍ତ୍ତୀ ଦୁଇଟି ପଦରେ ଯୋହନ କହନ୍ତି ଯେ ବିଶ୍ଵାସୀମାନେ “ଈଶ୍ଵରଙ୍କ ସନ୍ତାନ”, ଏବଂ ସେ ତାହାଙ୍କଠାରୁ ଜାତ ହୋଇଥିବା ଲୋକମାନଙ୍କ ବିଷୟରେ ଏହି ପଦରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର  ଅଟନ୍ତି… ଈଶ୍ଵର  ।” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 29 j148 figs-abstractnouns πᾶς ὁ ποιῶν τὴν δικαιοσύνην 1 everyone who does righteousness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ  “ଉଚିତ” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ **ଧାର୍ମିକତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଉଚିତ ତାହା କରୁଥିବା ସମସ୍ତ ଲୋକ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 29 j149 figs-metaphor πᾶς ὁ ποιῶν τὴν δικαιοσύνην ἐξ αὐτοῦ γεγέννηται 1 everyone who does righteousness has been begotten from him ଯେହେତୁ ବିଶ୍ଵାସୀମାନେ ପ୍ରକୃତରେ ଈଶ୍ଵରଙ୍କ ଦ୍ୱାରା ଜାତ ହୋଇ ନାହାଁନ୍ତି, ଯୋହନ ଏହା ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି । ଯୀଶୁ ଈଶ୍ଵରଙ୍କ “ଏକମାତ୍ର ପୁତ୍ର” ଅଟନ୍ତି ବୋଲି ସେ  [4:9](https://create.translationcore.com/04/09.md) ରେ କହନ୍ତି, ସେହିପରି ଈଶ୍ଵର  ଯୀଶୁଙ୍କ ପ୍ରକୃତ ପିତା ଅଟନ୍ତି କିନ୍ତୁ ଏହପରି ସେ ବିଶ୍ଵାସୀମାନଙ୍କ ପ୍ରକୃତ ପିତା ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରତ୍ୟେକ ବ୍ୟକ୍ତିଙ୍କ ଆତ୍ମିକ  ପିତା ଅଟନ୍ତି  ଯିଏ ସତ୍କର୍ମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 1 j150 ποταπὴν ἀγάπην δέδωκεν ἡμῖν ὁ Πατὴρ 1 what kind of love the Father has given to us ବିକଳ୍ପ ଅନୁବାଦ: “ପିତା ଆମ୍ଭମାନଙ୍କୁ କେତେ ପ୍ରେମ କଲେ”

Can't render this file because it contains an unexpected character in line 2 and column 3771.