From b9b2926086036793a8b5bf4a8891c99c9e8d2666 Mon Sep 17 00:00:00 2001 From: Gayatri-Digal Date: Fri, 13 Aug 2021 15:06:06 +0000 Subject: [PATCH] Edit 'en_tn_56-2TI.tsv' using 'tc-create-app' --- en_tn_56-2TI.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_56-2TI.tsv b/en_tn_56-2TI.tsv index 8a26438..90bda45 100644 --- a/en_tn_56-2TI.tsv +++ b/en_tn_56-2TI.tsv @@ -197,7 +197,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2TI 4 6 fb7l figs-euphemism ὁ καιρὸς τῆς ἀναλύσεώς μου ἐφέστηκεν 1 The time of my departure has come ଏଠାରେ “ମହାପ୍ରୟାଣ” ଶିଷ୍ଟାଚାର ଭାବରେ ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମୃତ୍ୟୁଭୋଗ କରି ଏହି ଜଗତ ପରିତ୍ୟାଗ କରିବି” (ଦେଖ: [[rc://en/ta/man/translate/figs-euphemism]]) 2TI 4 7 d9ts figs-metaphor τὸν καλὸν ἀγῶνα ἠγώνισμαι 1 I have competed in the good contest ପାଉଲ ଆପଣା କଠିନ ପରିଶ୍ରମ ବିଷୟରେ କହନ୍ତି ଯେ ସତେ ଯେପରି ସେ ପୁରସ୍କାର ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ କ୍ରୀଡାବିତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ମୋହର ସର୍ବୋତ୍ତମ କାର୍ଯ୍ୟ କରିଅଛି” (ଦେଖ: [[rc://en/ta/man/translate/figs-metaphor]]) 2TI 4 7 kq83 figs-metaphor τὸν δρόμον τετέλεκα 1 I have finished the race ଈଶ୍ବରଙ୍କ ପ୍ରତି ଆପଣା ସେବାର ଜୀବନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଦୌଡ ପ୍ରତିଯୋଗିତାରେ ଆପଣା ପାଦରେ ଦୌଡୁଛନ୍ତି I ବିକଳ୍ପ ଅନୁବାଦ: “ମୋହର ଯାହା କରିବାର ଆବଶ୍ୟକ ଥିଲା, ତାହା ମୁଁ ସମ୍ପୂର୍ଣ୍ଣ କରିଅଛି” (ଦେଖ: [[rc://en/ta/man/translate/figs-metaphor]]) -2TI 4 7 vk2p figs-metaphor τὴν πίστιν τετήρηκα 1 I have kept the faith ଖ୍ରୀଷ୍ଟଙ୍କଠାରେ ଆପଣା ଭରସା ଓ ଈଶ୍ବରଙ୍କ ପ୍ରତି ଆପଣା ବାଧ୍ୟତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ଆପଣା ଅକ୍ତିଆରରେ ରଖିଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା ୨) ଯେଉଁ ଶିକ୍ଷା ତୃଟିଶୂନ୍ୟ ବୋଲି ଆମ୍ଭେମାନେ ବିଶ୍ବାସ କରୁଛୁ, ମୁଁ ତାହା ରକ୍ଷା କରିଅଛି” (ଦେଖ: [[rc://en/ta/man/translate/figs-metaphor]]) +2TI 4 7 vk2p figs-metaphor τὴν πίστιν τετήρηκα 1 I have kept the faith ଖ୍ରୀଷ୍ଟଙ୍କଠାରେ ଆପଣା **ଭରସା** ଓ ଈଶ୍ବରଙ୍କ ପ୍ରତି ଆପଣା ବାଧ୍ୟତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ଆପଣା ଅକ୍ତିଆରରେ ରଖିଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା 2) ଯେଉଁ ଶିକ୍ଷା ତୃଟିଶୂନ୍ୟ ବୋଲି ଆମ୍ଭେମାନେ ବିଶ୍ବାସ କରୁଛୁ, ମୁଁ ତାହା ରକ୍ଷା କରିଅଛି” (ଦେଖ: [[rc://en/ta/man/translate/figs-metaphor]]) 2TI 4 8 ujg5 figs-activepassive ἀπόκειταί μοι ὁ τῆς δικαιοσύνης στέφανος 1 The crown of righteousness has been reserved for me ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିମନ୍ତେ ଧାର୍ମିକତାର ମୁକୁଟ ସଂରକ୍ଷିତ କରି ରଖିଛନ୍ତି” (ଦେଖ: [[rc://en/ta/man/translate/figs-activepassive]]) 2TI 4 8 hg8i figs-metaphor τῆς δικαιοσύνης στέφανος 1 crown of righteousness ସମ୍ଭାବିତ ଅର୍ଥଗୁଡିକ ହେଲା ୧) ମୁକୁଟ ହେଉଛି ପୁରସ୍କାର, ଯାହା ଈଶ୍ବର ଯଥାର୍ଥଭାବରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଦିଅନ୍ତି କିମ୍ବା ୨) ମୁକୁଟ ଧାର୍ମିକତାର ଗୋଟିଏ ରୂପକ I ଗୋଟିଏ ପ୍ରତିଯୋଗିତାର ବିଚାରକର୍ତ୍ତା ଯେପରି ବିଜେତାଙ୍କୁ ମୁକୁଟ ଦିଅନ୍ତି, ଯେତେବେଳେ ପାଉଲ ଆପଣା ଜୀବନ ଶେଷ କରିବେ, ଈଶ୍ବର ପାଉଲଙ୍କୁ ଧାର୍ମିକ ବୋଲି ଘୋଷଣା କରିବେ I (ଦେଖ: [[rc://en/ta/man/translate/figs-metaphor]]) 2TI 4 8 dwn6 στέφανος 1 crown ଲରେଲ୍ ବୃକ୍ଷର ପତ୍ରରୁ ନିର୍ମିତ ଗୋଟିଏ ମାଳା, ଯାହା କ୍ରୀଡା ପ୍ରତିଯୋଗିତାରେ ବିଜେତାମାନଙ୍କୁ ଦିଆଯାଉଥିଲା