From b8f7ece3420d97184a58086731fc2d2d05bfed58 Mon Sep 17 00:00:00 2001 From: Gayatri-Digal Date: Tue, 3 May 2022 04:07:34 +0000 Subject: [PATCH] Edit 'en_tn_51-PHP.tsv' using 'tc-create-app' --- en_tn_51-PHP.tsv | 16 ++++++++-------- 1 file changed, 8 insertions(+), 8 deletions(-) diff --git a/en_tn_51-PHP.tsv b/en_tn_51-PHP.tsv index 4db6c39..112d984 100644 --- a/en_tn_51-PHP.tsv +++ b/en_tn_51-PHP.tsv @@ -16,14 +16,14 @@ PHP 1 7 jn2s συνκοινωνούς μου τῆς χάριτος ... ὄντ PHP 1 8 sf3a μάρτυς ... μου ὁ Θεός 1 God is my witness PHP 1 8 xun1 figs-abstractnouns ἐν σπλάγχνοις Χριστοῦ Ἰησοῦ 1 with the compassion of Christ Jesus ଆଭ୍ୟନ୍ତରୀଣ ଅଂଶ ଭାବରେ ଅନୁବାଦ ହୋଇଥିବା ଗ୍ରୀକ୍ ଶବ୍ଦ ଶରୀରର ଅଙ୍ଗକୁ, ବିଶେଷ କରି ଅନ୍ତନଳୀ, ଯକୃତ, ଫୁସଫୁସ ଏବଂ ହୃଦୟକୁ ବୁଝାଏ ।  ପ୍ରେମ ବା ସ୍ନେହକୁ ସୂଚାଇବା ପାଇଁ ପାଉଲ ଆଭ୍ୟନ୍ତରୀଣ ଅଂଶଗୁଡ଼ିକୁ ସାଙ୍କେତିକ ଭାବରେ ବ୍ୟବହାର କରୁଛନ୍ତି । ଆପଣ ଶରୀରର ଅଂଶକୁ ବ୍ୟବହାର କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ନେହର ଆସନକୁ ପ୍ରତିପାଦିତ କରେ, କିମ୍ବା ସରଳ ଅର୍ଥ ପ୍ରକାଶ କରେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ହୃଦୟ ସହ” କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହ ସହ” (ଦେଖନ୍ତୁ: rc://en/ta/man/translate/figs-idiom)\n\n PHP 1 9 v2rw 0 Connecting Statement: -PHP 1 9 l2jl figs-metaphor ἔτι ... περισσεύῃ 1 may abound ପାଉଲ ପ୍ରେମ ବିଷୟରେ କହୁଛନ୍ତି ଯେପରି ଏହା କିଛି ବସ୍ତୁ ଅଟେ ଯାହା ଲୋକମାନେ ଅଧିକରୁ ଅଧିକ ହାସଲ କରିପାରିବେ I ଅନ୍ୟ ଏକ ଅନୁବାଦରେ: “ବୃଦ୍ଧି ହୁଏ” (ଦେଖ: [[rc://or/ta/man/translate/figs-metaphor]]) -PHP 1 9 l1cy figs-explicit ἐν ἐπιγνώσει καὶ πάσῃ αἰσθήσει 1 in knowledge and all understanding ଏଠାରେ “ଜ୍ଞାନ” ଈଶ୍ବରଙ୍କ ବିଷୟକ ଜ୍ଞାନକୁ ବୁଝାଏ I ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଯେପରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ବିଷୟରେ ଅଧିକ ଶିକ୍ଷା କରିବ ଓ ଜ୍ଞାତ ହେବ” (ଦେଖ: [[rc://or/ta/man/translate/figs-explicit]]) -PHP 1 10 e17g δοκιμάζειν 1 approve ଏହା ବିଷୟବସ୍ତୁକୁ ପରୀକ୍ଷା କରିବା ଓ କେବଳ ଉତ୍ତମ ବିଷୟକୁ ଗ୍ରହଣ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆସ୍ବାଦନ କରି ମନୋନୀତ କର” -PHP 1 10 s4ec τὰ διαφέροντα 1 what is excellent ଯାହା ଈଶ୍ବରଙ୍କ ଅଧିକ ସନ୍ତୋଷଭାଜନ ଅଟେ -PHP 1 10 siv8 figs-doublet εἰλικρινεῖς καὶ ἀπρόσκοποι 1 sincere and blameless “ନିଷ୍କପଟ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକ ସାଧାରଣଭାବରେ ସମାନ ବିଷୟକୁ ବୁଝାଏ I ପାଉଲ ନୈତିକ ପବିତ୍ରତାକୁ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ସଂପୃକ୍ତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସମ୍ପୂର୍ଣ୍ଣରୁପେ ଅନିନ୍ଦନୀୟ” (ଦେଖ: [[rc://or/ta/man/translate/figs-doublet]]) -PHP 1 11 lu5n figs-metaphor πεπληρωμένοι καρπὸν δικαιοσύνης τὸν διὰ Ἰησοῦ Χριστοῦ 1 filled with the fruit of righteousness that comes through Jesus Christ ଯେକୌଣସି ବିଷୟ ଦ୍ବାରା ପୂର୍ଣ୍ଣ ହେବା ଏକ ରୂପକ ଅଟେ, ଯାହା ଏହା ଦ୍ବାରା ଚରିତ୍ର ଚିତ୍ରଣ କରିବା ଅବା ଏହାକୁ ଅଭ୍ୟାସଗତ ଭାବରେ କରିବାକୁ ବୁଝାଏ I “ଧାର୍ମିକତାର ଫଳ”ର ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂପକ ଅଟେ ଯାହା ଧାର୍ମିକ ଆଚରଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯାହା ଧାର୍ମିକତାର ବିଷୟ, ତାହା ଅଭ୍ୟାସ କରିବା, କାରଣ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସକ୍ଷମ କରାନ୍ତି” କିମ୍ବା ୨) ଏହା ଏକ ରୂପକ ଅଟେ ଯାହା ଧାର୍ମିକ ହେବା ନିମନ୍ତେ ପରିଣାମ ସ୍ବରୂପ ସତ୍କର୍ମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଭ୍ୟାସଗତଭାବରେ ସତ୍କର୍ମ କରିବା, କାରଣ ଯୀଶୁ ତୁମ୍ଭମାନଙ୍କୁ ଧାର୍ମିକ ଗଣନା କରିବେ” (ଦେଖ: [[rc://or/ta/man/translate/figs-metaphor]]) -PHP 1 11 hwg1 εἰς δόξαν καὶ ἔπαινον Θεοῦ 1 to the glory and praise of God ସମ୍ଭାବିତ ଅର୍ଥଗୁଡିକ ୧) “ଅତଏବ ଅନ୍ୟଲୋକମାନେ ଦେଖିବେ ଯେ ତୁମ୍ଭେମାନେ କିପରି ଈଶ୍ବରଙ୍କ ସମ୍ଭ୍ରମ କରୁଅଛ” କିମ୍ବା ୨) “ଅତଏବ ତୁମ୍ଭମାନେ କରୁଥିବା ସତ୍କର୍ମ ଦେଖି ଲୋକମାନେ ଈଶ୍ବରଙ୍କ ପ୍ରଶଂସା ଓ ସମ୍ଭ୍ରମ କରିବେ I” ଏହି ଅନ୍ୟ ସମସ୍ତ ଅନୁବାଦ ଏକ ନୁତନ ବାକ୍ୟ ଆବଶ୍ୟକ କରିବେ I -PHP 1 12 uyc6 0 General Information: ପାଉଲ କହୁଛନ୍ତି ଯେ “ସୁସମାଚାରର ବୃଦ୍ଧି” ସକାଶୁ ଦୁଇଟି ବିଷୟ ହୋଇଅଛି: ଭିତରେ ଓ ବାହାରେ ଥିବା ଅନେକ ଲୋକ ସେ କାହିଁକି ବନ୍ଦୀ ହୋଇଛନ୍ତି ଜାଣିପାରିଲେ, ଓ ଅନ୍ୟ ଖ୍ରୀଷ୍ଟିୟାନମାନେ ସୁସମାଚାର ପ୍ରଚାର କରିବାକୁ ଆଉ ଭୟଭୀତ ହେବେନାହି I +PHP 1 9 l2jl figs-metaphor ἔτι ... περισσεύῃ 1 may abound +PHP 1 9 l1cy figs-explicit ἐν ἐπιγνώσει καὶ πάσῃ αἰσθήσει 1 in knowledge and all understanding +PHP 1 10 e17g δοκιμάζειν 1 approve ଏଠାରେ **ଯାହା** ଶବ୍ଦ ଯାହା ଜଣେ ବ୍ୟକ୍ତି କରେ ତାହା ବୁଝାଏ ଏବଂ ଏଠାରେ **ଉତ୍କୃଷ୍ଟ** ଶବ୍ଦ ଈଶ୍ଵରଙ୍କ ଅନୁଯାୟୀ ଯାହା ସର୍ବୋତ୍ତମ ଅଟେ ତାହା ବୁଝାଏ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବିଷୟଗୁଡ଼ିକୁ ସ୍ପଷ୍ଟ ଭାବରେ\nପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ ଈଶ୍ଵରଙ୍କୁ ଅଧିକ ସନ୍ତୁଷ୍ଟ କରୁଥିବା କାର୍ଯ୍ୟ କରିବାକୁ ସମର୍ଥନ କରି ପାରିବ ଏବଂ ମନୋନିତ କରି ପାରିବ” (ଦେଖନ୍ତୁ:rc://en/ta/man/translate/figs-expl)\n\n\n +PHP 1 10 s4ec τὰ διαφέροντα 1 what is excellent +PHP 1 10 siv8 figs-doublet εἰλικρινεῖς καὶ ἀπρόσκοποι 1 sincere and blameless **ଶୁଦ୍ଧ** ଓ **ଅନିନ୍ଦନୀୟ** ଶବ୍ଦର ଅର୍ଥ ସମାନ ଅଟେ ।  ନୈତିକ ଶୁଦ୍ଧତାର ଧାରଣାକୁ ଗୁରୁତ୍ୱ ଦେବା ପାଇଁ ପାଉଲ ଏହି ଦୁଇଟି ଶବ୍ଦକୁ ଏକାଠି ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଦୁଇଟି ଶବ୍ଦକୁ ଏକତ୍ର କରି ଗୋଟିଏ ଧାରଣା ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ: “ସଂପୂର୍ଣ୍ଣ ନିର୍ଦ୍ଦୋଷ” (ଦେଖନ୍ତୁ: rc://en/ta/man/translate/figs-doublet)\n\n +PHP 1 11 lu5n figs-metaphor πεπληρωμένοι καρπὸν δικαιοσύνης τὸν διὰ Ἰησοῦ Χριστοῦ 1 filled with the fruit of righteousness that comes through Jesus Christ ଏଠାରେ, **ପରିପୂର୍ଣ୍ଣ ହେବା**  ବାକ୍ୟାଂଶ ଏକ ରୂପକ ଅଟେ ଯାହାର ଅର୍ଥ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବା ଅଟେ ।**ଧର୍ମିକତାର ଫଳ** ବାକ୍ୟାଂଶ ଏକ ରୂପକ ଅଟେ ଯାହା ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଚରିତ୍ର କିମ୍ବା କାର୍ଯ୍ୟର ପରିଣାମ ବୁଝାଏ ।  ଏହି ରୂପକ ଏକ ଭଲ ବୃକ୍ଷ  ମଧ୍ୟରେ ଏକ ତୁଳନା ଯାହା ଉତ୍ତମ ଫଳ ​​ଉତ୍ପନ କରେ ଏବଂ ଜଣେ ବ୍ୟକ୍ତି ଯିଏ ଧାର୍ମିକତାରେ ପରିପୂର୍ଣ୍ଣ ହୁଏ ଏବଂ ଫଳସ୍ୱରୂପ ଭଲ କାର୍ଯ୍ୟ ଉତ୍ପନ କରେ ।  ତେଣୁ ଏହି ଦୁଇଟି ରୂପକ ସହ, ପାଉଲ ଫିଲିପ୍ପୀୟମାନଙ୍କୁ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ କହୁଛନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜୀବନକୁ ଧାର୍ମିକ କାର୍ଯ୍ୟରେ ପୂର୍ଣ୍ଣ କର” କିମ୍ବା “ଅଭ୍ୟାସଗତ ଭାବରେ ଉତ୍ତମ କାର୍ଯ୍ୟ କରି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n +PHP 1 11 hwg1 εἰς δόξαν καὶ ἔπαινον Θεοῦ 1 to the glory and praise of God +PHP 1 12 uyc6 0 General Information: PHP 1 12 yrp2 δὲ ... βούλομαι 1 Now I want ଏଠାରେ “ବର୍ତ୍ତମାନ” ଶବ୍ଦ ପତ୍ରର ଏକ ନୁତନ ଅଂଶ ଚିହ୍ନଟ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I PHP 1 12 tu2t ἀδελφοί 1 brothers ଏଠାରେ ଏହାର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ସମ୍ପୃକ୍ତ କରି ସହ ଖ୍ରୀଷ୍ଟିୟାନମାନେ ଅଟନ୍ତି, କାରଣ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାରର ସଦସ୍ୟ ଅଟନ୍ତି, ଓ ଈଶ୍ବର ସେମାନଙ୍କର ସ୍ବର୍ଗୀୟ ପିତା ଅଟନ୍ତି I PHP 1 12 zy4g figs-explicit ὅτι τὰ κατ’ ἐμὲ 1 that what has happened to me ପାଉଲ କାରାଗାରରେ ଆପଣା ସମୟ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏସମସ୍ତ ଦୁଃଖଭୋଗ କଲି କାରଣ ଯୀଶୁଙ୍କ ବିଷୟରେ ପ୍ରଚାର କରିଥିବା ନିମନ୍ତେ ମୋତେ କାରାଗାରରେ ନିକ୍ଷେପ କରାଗଲା” (ଦେଖ: [[rc://or/ta/man/translate/figs-explicit]])