Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-08 12:09:33 +00:00
parent ef46dc8355
commit b883faf0ab
1 changed files with 1 additions and 1 deletions

View File

@ -265,6 +265,6 @@ RUT 4 17 ab50 וַ⁠תִּקְרֶאנָה֩ ל֨⁠וֹ הַ⁠שְּׁכֵנ
RUT 4 17 fkf2 יֻלַּד־בֵּ֖ן לְ⁠נָעֳמִ֑י 1 A son has been born to Naomi **ସତେ ଯେପରି ନୟମୀର ପୁଣିଥରେ ପୁତ୍ର ଜନ୍ମି କରିଛି** । ଏହା ବୁଝାପଡୁଥିଲା ଯେ ପୁତ୍ରଟି ନୟମୀଙ୍କର ନାତି ଥିଲେ, ତାଙ୍କ ପ୍ରାକୃତିକ ପୁତ୍ର ନୁହେଁ, କିନ୍ତୁ ସେ ଉଭୟ ନୟମୀ ଏବଂ ରୂତଙ୍କ ପରିବାରବର୍ଗକୁ ବହନ କରିବେ।
RUT 4 17 ab51 ה֥וּא אֲבִי־יִשַׁ֖י 1 He was the father of Jesse **ପରେ, ସେ ଯିଶୀର ପିତାମହ ହେଲେ** ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ ଓବେଦ୍, ଯିଶୀ ଓ ଦାଉଦଙ୍କ ଜନ୍ମ ମଧ୍ୟରେ ବହୁ ସମୟର ଅନ୍ତର ଅଛି ।
RUT 4 17 f9ha figs-explicit אֲבִ֥י דָוִֽד 1 the father of David **ରାଜା ଦାଉଦଙ୍କ ପିତାଙ୍କୁ।** ଯଦିଓ **ରାଜା** ଉଲ୍ଲେଖ କରାଯାଇ ନାହିଁ, ମୌଳିକ ଦର୍ଶକଙ୍କୁ ଏହା ସ୍ପଷ୍ଟ ଯେ ଦାଉଦ ରାଜା ଦାଉଦ ଥିଲେ |  [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 4 18 mzm1 תּוֹלְד֣וֹת פָּ֔רֶץ 1 the generations of Perez
RUT 4 18 mzm1 תּוֹלְד֣וֹת פָּ֔רֶץ 1 the generations of Perez **​ପେରସଠାରୁ ଆରମ୍ଭ କରି ଆମ ପୂର୍ବପୁରୁଷ ପର୍ଯ୍ୟନ୍ତ କ୍ରମବଦ୍ଧ ବଂଶଧର** । କାରଣ ଏହା ପୂର୍ବରୁ ଉଲ୍ଲେଖ କରାଯାଇଥିଲା ଯେ ପେରସ ଯିହୁଦାର ପୁତ୍ର ଥିଲେ, ଲେଖକ ପେରସଠାରୁ ଆସିଥିବା ପରିବାରବର୍ଗର ତାଲିକା ଚାଲୁ ରଖିଛନ୍ତି। ପଦ 17 ନୟମୀ ଓ ରୂତଙ୍କ ବିଷୟରେ କାହାଣୀର ଶେଷ ଥିଲା, ଏବଂ ପଦ 18 ଏକ ଅନ୍ତିମ ବିଭାଗ ଆରମ୍ଭ କରେ ଯାହା ଇଫ୍ରାଥା ବଂଶର ପାରିବାରିକ ରେଖା ତାଲିକାଭୁକ୍ତ କରେ, ଓବେଦ ରାଜା ଦାଉଦଙ୍କ ଜେଜେବାପାଙ୍କ ଭାବରେ କେତେ ମହତ୍ଵପୂର୍ଣ୍ଣ ଥିଲେ ତାହା ଦର୍ଶାଏ । ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏକ ନୂତନ ବିଭାଗକୁ ସୂଚାଏ । ଏହି ପଦଟି କାହାଣୀର ସମୟ ଅବଧି ଅପେକ୍ଷା ବହୁ ପୂର୍ବ ସମୟକୁ ସୂଚିତ କରେ ତାହା ଆପଣ ସ୍ପଷ୍ଟ କରି ପାରିବେ ।
RUT 4 19 rl3k translate-names וְ⁠חֶצְרוֹן֙…עַמִּֽינָדָֽב׃ 1 Hezron … Amminadab ଏହି ନାମଗୁଡିକର ଆକୃତିକୁ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ପ୍ରାକୃତିକ ଥାଏ**।**  [[rc://en/ta/man/translate/translate-names]])ଦେଖନ୍ତୁ)
RUT 4 22 abcd figs-explicit דָּוִֽד 1 David **ରାଜା ଦାଉଦ।** 4:17 ରେ **ଦାଉଦଙ୍କ** ବିଷୟରେ ଟିପ୍ପଣୀରେ ଦେଖନ୍ତୁ |  [[rc://en/ta/man/translate/figs-explicit]])ଦେଖନ୍ତୁ)
Can't render this file because it contains an unexpected character in line 36 and column 901.