diff --git a/en_tn_51-PHP.tsv b/en_tn_51-PHP.tsv index 08057c0..cd5a4a2 100644 --- a/en_tn_51-PHP.tsv +++ b/en_tn_51-PHP.tsv @@ -128,26 +128,26 @@ PHP 2 29 y95x Προσδέχεσθε ... αὐτὸν 1 Welcome Epaphroditus ** PHP 2 29 qx14 ἐν Κυρίῳ μετὰ πάσης χαρᾶς 1 in the Lord with all joy ଯଦି ଆପଣଙ୍କ ଭାଷା ଆନନ୍ଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେ UST ପରି “ଆନନ୍ଦରେ” ଭଳି ଏକ କ୍ରିୟା ବିଶେଷଣ ସହି  ଗୁଣବାଚକ  ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ, କିମ୍ବା ଆପଣ ଏହି ଶବ୍ଦର ଏକ ମୁଖଗତ ବାକ୍ୟାଂଶ ବ୍ୟବହାର କରିପାରିବ ।  ବିକଳ୍ପ ଅନୁବାଦ: “ତେଣୁ, ତାଙ୍କୁ ଆନନ୍ଦରେ\nପ୍ରଭୁଙ୍କଠାରେ ସ୍ୱାଗତ କର” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n PHP 2 30 ns1y figs-metaphor μέχρι θανάτου ἤγγισεν 1 he came near death ଏଠାରେ, **ସେ** ଏବଂ **ତାହାଙ୍କୁ** ସର୍ବନାମଗୁଡ଼ିକ ଏପାଫ୍ରାଦିତକୁ ସୂଚାଏ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ଏକ ଉପାୟରେ ସ୍ପଷ୍ଟ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ଯେହେତୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ପାଇଁ, ଏପାଫ୍ରାଦିତ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆସିଲେ, ତାଙ୍କ ଜୀବନକୁ ବିପଦରେ ପକାଇଲେ ଯାହା ଦ୍ଵାରା ସେ\nମୋର ସେବାର ଅଭାବକୁ ପୂରଣ କରିବେ” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n PHP 2 30 g98z figs-metaphor ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας 1 fill up what you could not do in service to me ପାଉଲ ଏଠାରେ **ସେବା ଅଭାବରୁ** ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ବନ୍ଧନରେ ଉପସ୍ଥିତ ରହିବାକୁ ଅକ୍ଷମତାକୁ ବୁଝାନ୍ତି । ଏପାଫ୍ରାଦିତ ପାଉଲଙ୍କ ନିକଟକୁ ପଠାଇ ଫିଲିପ୍ପୀୟ ବିଶ୍ଵାସୀମାନେ ଏପାଫ୍ରାଦିତ ଦ୍ଵାରା  ପାଉଲଙ୍କ ଆବଶ୍ୟକତାକୁ ସେବା କଲେ, ଏବଂ ଏପାଫ୍ରାଦିତ  ଯାହା ଯୋଗାଇ ପାରିଲେ ନାହିଁ ତାହା ଯୋଗାଇଦେଲେ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ଯୋଗାଇ ପାରିବ” କିମ୍ବା “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ତାହା ପୂରଣ କରିପାରିବ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n -PHP 3 intro btx3 0 # ଫିଲିପ୍ପୀୟ ୩ ସାଧାରଣ ଟିପ୍ପଣୀଗୁଡ଼ିକ\n \n## ଗଠନ ଏବଂ ଆକାର \n\nପଦ ୪:୮ ରେ, ପାଉଲ ଜଣେ ଧାର୍ମିକ ଯିହୁଦୀ ଭାବରେ ବିବେଚିତ ହେବା ପାଇଁ ଯୋଗ୍ୟତା ଉଲ୍ଲେଖ କରନ୍ତି ।  ପ୍ରତ୍ୟେକ ଉପାୟରେ, ପାଉଲ ଜଣେ ଆଦର୍ଶ ଯିହୁଦୀ ଥିଲେ, କିନ୍ତୁ ସେ ଯୀଶୁଙ୍କୁ ଜାଣିବାର ମହାନତା ସହ ଏହାକୁ ଭିନ୍ନ କରିଥିଲେ ।  (ଦେଖନ୍ତୁrc://en/tw/dict/bible/kt/righteous)\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### କୁକୁରଗୁଡ଼ିକ\n\nପ୍ରାଚୀନ ନିକଟ ପୂର୍ବର ଲୋକମାନେ କୁକୁରମାନଙ୍କୁ ଏକ ନକାରାତ୍ମକ ବିଷୟକୁ ସୂଚାଇବା ପାଇଁ ଏକ ପ୍ରତିଛବି ଭାବରେ ବ୍ୟବହାର କରିଥିଲେ ।  ସମସ୍ତ ସଂସ୍କୃତି ଏହିପରି ଭାବରେ “କୁକୁର” ଶବ୍ଦକୁ ବ୍ୟବହାର କରନ୍ତି ନାହିଁ । \n\n\n## ପୁନରୁତ୍ଥିତ ଶରୀରଗୁଡ଼ିକ\n\nଲୋକମାନେ ସ୍ୱର୍ଗରେ କିପରି ରହିବେ ସେହି ବିଷୟରେ ଆମ୍ଭେମାନେ  ଖୁବ୍ ବେଶୀ ଜାଣି ନାହୁଁ ।  ପାଉଲ ଏଠାରେ ଶିକ୍ଷା ପ୍ରଦାନ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାରର ଗୌରବମୟ ଶରୀର ପାଇବେ ଏବଂ ପାପରୁ ମୁକ୍ତ ହେବେ ।  (ଦେଖନ୍ତୁ: c://en/tw/dict/bible/kt/heaven and rc://en/tw/dict/bible/kt/sin)\n\n\n## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ \n\n### ପୁରସ୍କାର\n\nଖ୍ରୀଷ୍ଟିୟାନ  ଜୀବନକୁ ବର୍ଣ୍ଣନା କରିବା ପାଇଁ ପାଉଲ ଏକ ବିସ୍ତାରିତ ଦୃଷ୍ଟାନ୍ତ ବ୍ୟବହାର କରନ୍ତି ।  ଖ୍ରୀଷ୍ଟିୟାନ  ଜୀବନର ଲକ୍ଷ୍ୟ ହେଉଛି ଯେତେବେଳେ ଆମ୍ଭେମାନେ  ପୃଥିବୀରେ ବାସ କରୁ ଖ୍ରୀଷ୍ଟଙ୍କ ପରି ହେବା ।  ଆମ୍ଭେମାନେ  ଏହି ଲକ୍ଷ୍ୟକୁ ସଂପୂର୍ଣ୍ଣ ରୂପେ ହାସଲ କରିପାରିବା ନାହିଁ, କିନ୍ତୁ ଏଥିପାଇଁ ଆମ୍ଭମାନଙ୍କୁ ପ୍ରୟାସ କରିବାକୁ ପଡିବ । \n\n\n -PHP 3 1 e79h 0 Connecting Statement: ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I -PHP 3 1 s3bx τὸ λοιπόν, ἀδελφοί μου 1 Finally, my brothers ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ” -PHP 3 1 zu9l ἀδελφοί 1 brothers ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I -PHP 3 1 ymm2 χαίρετε ἐν Κυρίῳ 1 rejoice in the Lord ପ୍ରଭୁ ତୁମ୍ଭମାନଙ୍କ ସକାଶେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ଆନନ୍ଦ କର -PHP 3 1 q4pt τὰ αὐτὰ γράφειν ὑμῖν, ἐμοὶ μὲν οὐκ ὀκνηρόν 1 For me to write these same things again to you is no trouble for me ପୁନର୍ବାର ଏହା ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋ ନିମନ୍ତେ କ୍ଲାନ୍ତିଜନକ ବିଷୟ ନୁହେଁ -PHP 3 1 qb78 figs-explicit ὑμῖν δὲ ἀσφαλές 1 and it keeps you safe ଏଠାରେ “ଏହି ବିଷୟ” ପାଉଲଙ୍କ ଶିକ୍ଷାକୁ ବୁଝାଏ I ତୁମେ ପୂର୍ବ ବାକ୍ୟର ଶେଷରେ ଏହି ବିକଳ୍ପ ଅନୁବାଦକୁ ସଂଯୁକ୍ତ କରି ପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ଶିକ୍ଷାଗୁଡିକ ତୁମ୍ଭମାନଙ୍କୁ ସତ୍ୟ ଶିକ୍ଷା ଦେଉ ନଥିବା ଲୋକମାନଙ୍କଠାରୁ ସୁରକ୍ଷା କରିବ” (ଦେଖ: [[rc://or/ta/man/translate/figs-explicit]]) -PHP 3 2 ny6y βλέπετε 1 Watch out for ସାବଧାନ କିମ୍ବା “ଜାଗି ରୁହ” -PHP 3 2 zin8 τοὺς κύνας ... τοὺς κακοὺς ἐργάτας ... τὴν κατατομήν 1 the dogs ... those evil workers ... those who mutilate the flesh ଏସବୁ ସମାନଭାବେ ଭଣ୍ଡ ଶିକ୍ଷକମାନଙ୍କୁ ତିନି ପ୍ରକାରେ ବୁଝାଉ ଅଛି I ପାଉଲ ଏହି ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଆପଣାର ଅନୁଭବକୁ ପ୍ରକାଶ କରିବା ନିମନ୍ତେ କଠୋର ଭାବ ବ୍ୟବହାର କରୁଛନ୍ତି I -PHP 3 2 yr9n figs-metaphor τοὺς κύνας 1 dogs ଯେଉଁମାନେ ଯିହୂଦୀ ନଥିଲେ ସେମାନଙ୍କ ନିମନ୍ତେ ଉଲ୍ଲେଖ କରି ଯିହୂଦୀମାନଙ୍କ ଦ୍ବାରା “କୁକୁର” ଶବ୍ଦ ବ୍ୟବହାର କରାଯାଉଥିଲା I ସେମାନେ ଅଶୁଚି ବିବେଚନା କରା ଯାଉଥିଲେ I ପାଉଲ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ଲଜ୍ଜା ଦେବା ନିମନ୍ତେ କହୁଛନ୍ତି ଯେପରି ସେମାନେ କୁକୁରମାନେ ଥିଲେ I ଯଦି ତୁମ ସଂସ୍କୃତିରେ ଅଶୁଚି ବିବେଚନା କରା ଯାଉଥିବା ଭିନ୍ନ ଏକ ପଶୁ ଥାଏ କିମ୍ବା ଲଜ୍ଜା ଦେବା ନିମନ୍ତେ କୌଣସି ନାମ ନିଆ ଯାଏ, ତୁମେ ଏହା ପରିବର୍ତ୍ତେ, ସେହି ପଶୁର ନାମକୁ ବ୍ୟବହାର କରି ପାରିବ I (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-irony]]) -PHP 3 2 cka6 figs-hyperbole τὴν κατατομήν 1 mutilate ପାଉଲ ଭଣ୍ଡ ଶିକ୍ଷକମାନଙ୍କୁ ଲଜ୍ଜା ଦେବାନିମନ୍ତେ ସୁନ୍ନତ କାର୍ଯ୍ୟ ବିଷୟରେ ଅତିରଞ୍ଜିତ କରି କହୁଛନ୍ତି I ଭଣ୍ଡ ଶିକ୍ଷକମାନେ କହୁଥିଲେ ଯେ ଈଶ୍ବର କେବଳ ସୁନ୍ନତପ୍ରାପ୍ତ ଲୋକମାନଙ୍କୁ ଉଦ୍ଧାର କରିବେ, ଯେଉଁମାନେ ଅଗ୍ର ଚର୍ମ ଛେଦନ କରିଥିଲେ I ଏହି କାର୍ଯ୍ୟ ମୋଶାଙ୍କ ବ୍ୟବସ୍ଥା ଦ୍ବାରା ସମସ୍ତ ପୁରୁଷମାନଙ୍କ ନିମନ୍ତେ ଆବଶ୍ୟକ ହେଉଥିଲା I (ଦେଖ: [[rc://or/ta/man/translate/figs-hyperbole]] ଓ [[rc://or/ta/man/translate/figs-metonymy]]) -PHP 3 3 y8yt figs-inclusive ἡμεῖς γάρ ἐσμεν 1 For it is we who are ପାଉଲ ଖ୍ରୀଷ୍ଟଙ୍କଠାରେ ଆପଣାକୁ ଓ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ସମ୍ପୃକ୍ତକରି ସମସ୍ତ ବିଶ୍ବାସୀମାନଙ୍କୁ ଉଲ୍ଲେଖ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I (ଦେଖ: [[rc://or/ta/man/translate/figs-inclusive]]) -PHP 3 3 xt5r ἡ περιτομή 1 the circumcision ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସୀମାନଙ୍କୁ ସୁଚିତ କରିବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି ଯେଉଁମାନେ ଶାରୀରିକଭାବରେ ସୁନ୍ନତପ୍ରାପ୍ତ ନୁହନ୍ତି, କିନ୍ତୁ ଆତ୍ମିକଭାବରେ ସୁନ୍ନତପ୍ରାପ୍ତ ହୋଇଛନ୍ତି, ଅର୍ଥାତ୍, ସେମାନେ ବିଶ୍ବାସ ଦ୍ବାରା ପବିତ୍ରଆତ୍ମା ପ୍ରାପ୍ତ ହୋଇ ଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସୁନ୍ନତପ୍ରାପ୍ତ ଲୋକମାନେ” କିମ୍ବା “ପ୍ରକୃତରେ ଈଶ୍ବରଙ୍କ ଲୋକମାନେ” -PHP 3 3 k8ph οὐκ ἐν σαρκὶ πεποιθότες 1 have no confidence in the flesh ଭରସା କର ନାହିଁ ଯେ କେବଳ ଅଗ୍ର ଚର୍ମ ଛେଦନ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବ -PHP 3 4 e346 figs-hypo καίπερ 1 Even so "ଯଦିଓ ମୁଁ ତାହା କରିବାକୁ ଇଚ୍ଛା କରିଥାନ୍ତି I ପାଉଲ ଏକ ପରିକଳ୍ପିତ ଅବସ୍ଥାକୁ କହୁଛନ୍ତି ଯାହା ହେବା ଅସମ୍ଭବ ଦେଖାଯାଏ I -PHP 3 4 upw5 figs-hypo ἐγὼ ἔχων πεποίθησιν καὶ ἐν σαρκί. εἴ τις δοκεῖ ἄλλος πεποιθέναι ἐν σαρκί, ἐγὼ μᾶλλον 1 I myself could have confidence in the flesh. If anyone thinks he has confidence in the flesh, I could have even more ଏହା ଏକ ପରିକଳ୍ପିତ କାହାଣୀ ଯାହା ପାଉଲ ସମ୍ଭବ ହେବା ବିଶ୍ବାସ କରୁନାହାନ୍ତି I ପାଉଲ କହୁଛନ୍ତି ଯେ ଯଦି ଏହା ସମ୍ଭବ ହୋଇଥାନ୍ତା ଯେ ଈଶ୍ବର ମନୁଷ୍ୟର କର୍ମ ଉପରେ ଆଧାର କରି ପରିତ୍ରାଣ ଦେଇଥାନ୍ତେ, ତବେ ଈଶ୍ବର ନିଶ୍ଚୟ ତାହାଙ୍କୁ ପରିତ୍ରାଣ କରିଥାନ୍ତେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଯେକେହି ଯଥେଷ୍ଟ କର୍ମ କରି ପାରିବ ନାହିଁ, କିନ୍ତୁ ଯଦି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା କରିବା ନିମନ୍ତେ ଯେକେହି ସତ୍କର୍ମ କରିଥାନ୍ତେ, ତେବେ ମୁଁ ଅଧିକ ସତ୍କର୍ମ କରି ପାରିଥାନ୍ତି ଓ ଅନ୍ୟ ସମସ୍ତଙ୍କଠାରୁ ଈଶ୍ବରଙ୍କୁ ଅଧିକ ସନ୍ତୁଷ୍ଟ କରି ପାରିଥାନ୍ତି”(ଦେଖ: [[rc://or/ta/man/translate/figs-hypo]]) -PHP 3 4 u4f1 figs-rpronouns ἐγὼ 1 I myself ପାଉଲ ଗୁରୁତ୍ବ ଦେବା ନିମନ୍ତେ “ମୁଁ ତ” ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତଭାବରେ ମୁଁ”(ଦେଖ: [[rc://or/ta/man/translate/figs-hypo]]) -PHP 3 5 yq98 figs-activepassive περιτομῇ 1 I was circumcised ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଯାଜକ ମୋତେ ସୁନ୍ନତ କରିଥିଲେ”(ଦେଖ: [[rc://or/ta/man/translate/figs-rpronouns]]) -PHP 3 5 am85 ὀκταήμερος 1 the eighth day ମୁଁ ଜନ୍ମ ହେବାର ସାତଦିନ ପରେ" -PHP 3 5 p4ik Ἑβραῖος ἐξ Ἑβραίων 1 a Hebrew of Hebrews ସମ୍ଭାବିତ ଅର୍ଥଗୁଡିକ ୧) “ଏବ୍ରୀୟ ପିତାମାତାଙ୍କ ଜଣେ ଏବ୍ରୀୟ ସନ୍ତାନ” କିମ୍ବା ୨) “ଅତି ପବିତ୍ର ଏବ୍ରୀୟ I” +PHP 3 intro btx3 0 # ଫିଲିପ୍ପୀୟ ୩ ସାଧାରଣ ଟିପ୍ପଣୀଗୁଡ଼ିକ\n \n## ଗଠନ ଏବଂ ଆକାର \n\nପଦ ୪:୮ ରେ, ପାଉଲ ଜଣେ ଧାର୍ମିକ ଯିହୁଦୀ ଭାବରେ ବିବେଚିତ ହେବା ପାଇଁ ଯୋଗ୍ୟତା ଉଲ୍ଲେଖ କରନ୍ତି ।  ପ୍ରତ୍ୟେକ ଉପାୟରେ, ପାଉଲ ଜଣେ ଆଦର୍ଶ ଯିହୁଦୀ ଥିଲେ, କିନ୍ତୁ ସେ ଯୀଶୁଙ୍କୁ ଜାଣିବାର ମହାନତା ସହ ଏହାକୁ ଭିନ୍ନ କରିଥିଲେ ।  (ଦେଖନ୍ତୁrc://en/tw/dict/bible/kt/righteous)\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### କୁକୁରଗୁଡ଼ିକ\n\nପ୍ରାଚୀନ ନିକଟ ପୂର୍ବର ଲୋକମାନେ କୁକୁରମାନଙ୍କୁ ଏକ ନକାରାତ୍ମକ ବିଷୟକୁ ସୂଚାଇବା ପାଇଁ ଏକ ପ୍ରତିଛବି ଭାବରେ ବ୍ୟବହାର କରିଥିଲେ ।  ସମସ୍ତ ସଂସ୍କୃତି ଏହିପରି ଭାବରେ “କୁକୁର” ଶବ୍ଦକୁ ବ୍ୟବହାର କରନ୍ତି ନାହିଁ । \n\n## ପୁନରୁତ୍ଥିତ ଶରୀରଗୁଡ଼ିକ\n\nଲୋକମାନେ ସ୍ୱର୍ଗରେ କିପରି ରହିବେ ସେହି ବିଷୟରେ ଆମ୍ଭେମାନେ  ଖୁବ୍ ବେଶୀ ଜାଣି ନାହୁଁ ।  ପାଉଲ ଏଠାରେ ଶିକ୍ଷା ପ୍ରଦାନ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାରର ଗୌରବମୟ ଶରୀର ପାଇବେ ଏବଂ ପାପରୁ ମୁକ୍ତ ହେବେ ।  (ଦେଖନ୍ତୁ: c://en/tw/dict/bible/kt/heaven and rc://en/tw/dict/bible/kt/sin)\n\n## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ \n\n### ପୁରସ୍କାର\n\nଖ୍ରୀଷ୍ଟିୟାନ  ଜୀବନକୁ ବର୍ଣ୍ଣନା କରିବା ପାଇଁ ପାଉଲ ଏକ ବିସ୍ତାରିତ ଦୃଷ୍ଟାନ୍ତ ବ୍ୟବହାର କରନ୍ତି ।  ଖ୍ରୀଷ୍ଟିୟାନ  ଜୀବନର ଲକ୍ଷ୍ୟ ହେଉଛି ଯେତେବେଳେ ଆମ୍ଭେମାନେ  ପୃଥିବୀରେ ବାସ କରୁ ଖ୍ରୀଷ୍ଟଙ୍କ ପରି ହେବା ।  ଆମ୍ଭେମାନେ  ଏହି ଲକ୍ଷ୍ୟକୁ ସଂପୂର୍ଣ୍ଣ ରୂପେ ହାସଲ କରିପାରିବା ନାହିଁ, କିନ୍ତୁ ଏଥିପାଇଁ ଆମ୍ଭମାନଙ୍କୁ ପ୍ରୟାସ କରିବାକୁ ପଡିବ । \n\n\n +PHP 3 1 e79h 0 Connecting Statement: +PHP 3 1 s3bx τὸ λοιπόν, ἀδελφοί μου 1 Finally, my brothers +PHP 3 1 zu9l ἀδελφοί 1 brothers ପାଉଲ **ଭାଇମାଣେ** ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରୁଛନ୍ତି ଯିଏ ଯୀଶୁଙ୍କଠାରେ ସହ ବିଶ୍ଵାସୀ ଅଟନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ଫିଲିପ୍ପୀୟ ୧: ୧୨ ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-gendernotations)\n\n +PHP 3 1 ymm2 χαίρετε ἐν Κυρίῳ 1 rejoice in the Lord **ଆନନ୍ଦ** ଶବ୍ଦ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ ।  ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ପ୍ରଭୁଙ୍କଠାରେ ଆନନ୍ଦ କରିବାକୁ ଅନୁରୋଧ କରେ” କିମ୍ବା “ତୁମ୍ଭେମାନେ ପ୍ରଭୁଙ୍କଠାରେ ଆନନ୍ଦ କର” କିମ୍ବା “ତୁମ୍ଭେ ସମସ୍ତେ ପ୍ରଭୁଙ୍କଠାରେ ଆନନ୍ଦ କର” (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n +PHP 3 1 q4pt τὰ αὐτὰ γράφειν ὑμῖν, ἐμοὶ μὲν οὐκ ὀκνηρόν 1 For me to write these same things again to you is no trouble for me +PHP 3 1 qb78 figs-explicit ὑμῖν δὲ ἀσφαλές 1 and it keeps you safe ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଫିଲିପ୍ପୀୟମାନଙ୍କ ପାଇଁ ଏହି ବିଷୟଗୁଡ଼ିକ କିପରି ରକ୍ଷାକାରୀ ଅଟେ । ବିକଳ୍ପ ଅନୁବାଦ: “ଏବଂ ମିଥ୍ୟା ଶିକ୍ଷା ଦେଉଥିବାଥିବା ଲୋକମାନଙ୍କଠାରୁ ଏହି ଶିକ୍ଷାଗୁଡ଼ିକ ତୁମ୍ଭମାନଙ୍କୁ ସୁରକ୍ଷା ଦେବ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n +PHP 3 2 ny6y βλέπετε 1 Watch out for ବିକଳ୍ପ ଅନୁବାଦ: “ସାବଧାନ ଥାଅ” କିମ୍ବା “ସତର୍କ ରୁହ” କିମ୍ବା “ସାବଧାନ ରୁହ”\n\n\n +PHP 3 2 zin8 τοὺς κύνας ... τοὺς κακοὺς ἐργάτας ... τὴν κατατομήν 1 the dogs ... those evil workers ... those who mutilate the flesh **କୁକୁର**, **ମନ୍ଦ କାର୍ଯ୍ୟକାରୀ**, ଏବଂ **ସୁନ୍ନତବାଦୀ**  ସମାନ ଗୋଷ୍ଠୀକୁ ବୁଝାଏ ଯାହା ଯିହୁଦୀ ଶିକ୍ଷକମାନଙ୍କୁ ସୁସମାଚାରକୁ ଭ୍ରଷ୍ଟ କରୁଥିବା ବର୍ଣ୍ଣନା କରିବାର ତିନୋଟି ଭିନ୍ନ ଉପାୟ ଅଟେ।  ପାଉଲ ଏହି ଯିହୁଦୀ ଶିକ୍ଷକମାନଙ୍କ ବିଷୟରେ ତାଙ୍କ ଭାବନାକୁ ଜଣାଇବା ପାଇଁ ଦୃଢ଼ ଅଭିବ୍ୟକ୍ତି ବ୍ୟବହାର କରନ୍ତି । \n\n\n +PHP 3 2 yr9n figs-metaphor τοὺς κύνας 1 dogs +PHP 3 2 cka6 figs-hyperbole τὴν κατατομήν 1 mutilate +PHP 3 3 y8yt figs-inclusive ἡμεῖς γάρ ἐσμεν 1 For it is we who are ଏଠାରେ ପାଉଲ **ଆମ୍ଭେ** ଶବ୍ଦକୁ ନିଜକୁ ବୁଝାଇବା ପାଇଁ ବ୍ୟବହାର କରନ୍ତି ଏବଂ ଫିଲିପ୍ପୀୟ ବିଶ୍ଵାସୀ ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରୁଥିବା ଅନ୍ୟ କାହାକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି, ତେଣୁ **ଆମ୍ଭେମାନେ**  ଅନ୍ତର୍ଭୂକ୍ତ ଅଟେ ।  ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟ ଗଠନ ଚିହ୍ନଟ କରିବାକୁ ଆବଶ୍ୟକ କରିପାରେ ।  (ଦେଖନ୍ତୁ: rc://en/ta/man/translate/figs-exclusive)\n\n\n +PHP 3 3 xt5r ἡ περιτομή 1 the circumcision ବାଇବେଲରେ ଏହାର ସାଧାରଣ ବ୍ୟବହାରର ବିପରୀତରେ, ଏଠାରେ ପାଉଲ ସମସ୍ତ ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସୂଚାଇବା ପାଇଁ **ସୁନ୍ନତ** ଶବ୍ଦର ବ୍ୟବହାର କରନ୍ତି । ଏଠାରେ **ସୁନ୍ନତ** ଶବ୍ଦଟି ଯିହୁଦୀ ଲୋକମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ, ସମସ୍ତେ ସୁନ୍ନତ ହୋଇଥିଲେ ମଧ୍ୟ ଏଠାରେ ପାଉଲ ଉଦ୍ଦେଶ୍ୟମୂଳକ ଭାବରେ ଏହି ଶବ୍ଦକୁ ଆତ୍ମିକ ଅର୍ଥରେ  ସମସ୍ତ ଖ୍ରୀଷ୍ଟିୟାନ , ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀମାନଙ୍କୁ ସୂଚାଇବା ପାଇଁ ବ୍ୟବହାର କରିଛନ୍ତି ।  ଏହା ତାଙ୍କ ପାଠକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଥାଇପାରେ।  ଏଠାରେ **ସୁନ୍ନତ** ଆତ୍ମିକ ସୁନ୍ନତକୁ ସୂଚାଏ ଯାହା ପବିତ୍ର ଆତ୍ମା ​​ସମସ୍ତ ପ୍ରକୃତ ଖ୍ରୀଷ୍ଟିୟାନଙ୍କ ହୃଦୟରେ କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦକୁ ବୁଝି ନ ପାରନ୍ତି , ତେବେ ଆପଣ ଏହାକୁ ସରଳ  ଭାଷାବ୍ୟବହାର କରି\nପ୍ରକାଶ କରିପାରିବେ  ।  (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 3 3 k8ph οὐκ ἐν σαρκὶ πεποιθότες 1 have no confidence in the flesh ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ **ଶରୀରର** “କାର୍ଯ୍ୟ” ଉପରେ ପାଉଲଙ୍କର କୌଣସି **ବିଶ୍ୱାସ** ନଥିଲା । ବିକଳ୍ପ ଅନୁବାଦ: “ଶରୀରର କାର୍ଯ୍ୟରେ ବିଶ୍ୱାସ ନ କରି” କିମ୍ବା “ସୁନ୍ନତ ହେବା ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବ ନାହିଁ ଭାବି” କିମ୍ବା “ସୁନ୍ନତ ହେବା ଈଶ୍ଵରଙ୍କ କୃପା ଲାଭ କରିବ ନାହିଁ” (ଦେଖନ୍ତୁ: rc://en/ta/man/translate/figs-explicit)\n\n\n +PHP 3 4 e346 figs-hypo καίπερ 1 Even so +PHP 3 4 upw5 figs-hypo ἐγὼ ἔχων πεποίθησιν καὶ ἐν σαρκί. εἴ τις δοκεῖ ἄλλος πεποιθέναι ἐν σαρκί, ἐγὼ μᾶλλον 1 I myself could have confidence in the flesh. If anyone thinks he has confidence in the flesh, I could have even more ଏକ ପ୍ରକାର ଆନୁମାନିକ ପରିସ୍ଥିତି ବ୍ୟବହାର କରି, ପାଉଲ ନିଜର ପ୍ରମାଣକୁ ବର୍ଣ୍ଣନା କରିଛନ୍ତି ଯେ ଯଦି ନିୟମ ପାଳନ କରିବା ଈଶ୍ଵରଙ୍କ କୃପା ଲାଭ କରିପାରିବ, ତା’ହେଲେ ଅନ୍ୟମାନଙ୍କ ଅପେକ୍ଷା ଗର୍ବ କରିବାର ଅଧିକ କାରଣ ଅଛି । ତାଙ୍କର ଉଦ୍ଦେଶ୍ୟ ଏହା ଯେ ଫିଲିପ୍ପୀୟ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେବା ଯେ ସେମାନେ କେବଳ ଖ୍ରୀଷ୍ଟଙ୍କ ଉପରେ ଭରସା କରିବା ଉଚିତ ଏବଂ ଈଶ୍ଵରଙ୍କ କୃପା\nପାଇବା ପାଇଁ ଅନ୍ୟ ବିଷୟ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ । ପାଉଲ ୩: ୭–୧୧ ରେ ବ୍ୟାଖ୍ୟା କରନ୍ତି ଯେ ତାଙ୍କର ଭରସା\nଖ୍ରୀଷ୍ଟଙ୍କଠାରେ ଅଛି ଏବଂ ପରବର୍ତ୍ତୀ ଦୁଇଟି ପଦରେ ସେ ତାଲିକାଭୁକ୍ତ କରିଥିବା ବିଷୟଗୁଡ଼ିକରେ ନୁହେଁ ।  ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ  ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ କରିବା ପାଇଁ ଆମ୍ଭେମାନେ ସେହି ରୀତିନୀତି ଉପରେ ବିଶ୍ଵାସ କରୁନାହୁଁ, ଯଦିଓ ଏହା ମୋ ପାଇଁ ଉପଯୋଗୀ ହୋଇଥାନ୍ତା ମୁଁ ତାହା ଉତ୍ତମ ଭାବରେ କରିଥାନ୍ତି” (ଦେଖନ୍ତୁ: rc://en/ta/man/translate/figs-hypo)\n\n\n +PHP 3 4 u4f1 figs-rpronouns ἐγὼ 1 I myself +PHP 3 5 yq98 figs-activepassive περιτομῇ 1 I was circumcised **ବିନ୍ୟାମୀନ ବଂଶର** ବାକ୍ୟର ଅର୍ଥ  ପାଉଲ ବିନ୍ୟାମୀନର ଇସ୍ରାଏଲୀୟ ଗୋଷ୍ଠୀର ଥିଲେ ଏବଂ ତେଣୁ ଯାକୁବଙ୍କ ପୁତ୍ର ବିନ୍ୟାମୀନଠାରୁ ଆସିଥିଲେ ।  ଆପଣଙ୍କ  ଭାଷାରେ ଏହା କହିବାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-explicit)\n\n\n +PHP 3 5 am85 ὀκταήμερος 1 the eighth day +PHP 3 5 p4ik Ἑβραῖος ἐξ Ἑβραίων 1 a Hebrew of Hebrews **ଏବ୍ରୀୟମାନଙ୍କର ଏକ ଏବ୍ରୀ** ବାକ୍ୟର ଅର୍ଥ ହୋଇପାରେ: (୧) ଯେ ପାଉଲ ଏବ୍ରୀ ରୀତିନୀତି ବଜାୟ ରଖିଥିଲେ ଏବଂ ଏବ୍ରୀ ଲୋକମାନଙ୍କ ଭାଷା କହିଥିଲେ, ଯାହା ଆରାମିକ ଥିଲା ।  (୨) ପାଉଲଙ୍କର କୌଣସି ଅଣଯିହୂଦୀ ପିତୃପୁରୁଷ ନଥିଲେ, ବରଂ ଜଣେ ଶୁଦ୍ଧ ଏବ୍ରୀ ଥିଲେ ।  ବିକଳ୍ପ ଅନୁବାଦ: “ଜଣେ ଏବ୍ରୀ ଯାହାର ପିତାମାତା ଏବଂ ପିତୃପୁରୁଷମାନେ ସମସ୍ତେ ସମ୍ପୂର୍ଣ୍ଣ ଯିହୁଦୀ ଥିଲେ” (୩) ଉପରୋକ୍ତ ଉଭୟର ଏକ ମିଶ୍ରଣ ଅଟେ । ବିକଳ୍ପ ଅନୁବାଦ: “ଜଣେ ପୂର୍ଣ୍ଣ ରକ୍ତଜାତ ଯିହୁଦୀ ଯିଏ ଏବ୍ରୀ ସଂସ୍କୃତି, ରୀତିନୀତି ଏବଂ ଭାଷା ବଜାୟ ରଖିଛନ୍ତି”\n\n\n PHP 3 5 we4t κατὰ νόμον Φαρισαῖος 1 with regard to the law, a Pharisee ଫାରୂଶୀମାନେ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲେ I ଜଣେ ଫାରୂଶୀ ହୋଇ ପାଉଲ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିବା ଦର୍ଶାଇଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଫାରୂଶୀଭାବରେ, ମୁଁ ସମସ୍ତ ଶାସ୍ତ୍ରକୁ ପାଳନ କରିବା ନିମନ୍ତେ ସମର୍ପିତ ଥିଲି” PHP 3 6 ksr3 κατὰ ζῆλος διώκων τὴν ἐκκλησίαν 1 As for zeal, I persecuted the church ପାଉଲଙ୍କ ଉଦଯୋଗ ଈଶ୍ବରଙ୍କୁ ଗୌରବ କରିବା ନିମନ୍ତେ ତାହାଙ୍କର ଉତ୍ସାହକୁ ବୁଝାଏ I ସେ ବିଶ୍ବାସ କରୁଥିଲେ ଯେ ମଣ୍ଡଳୀକୁ ତାଡନା କରିବା ଦ୍ବାରା ସେ ଈଶ୍ବରଙ୍କ ନିମନ୍ତେ କେତେ ଉଦଯୋଗୀ ଥିଲେ ତାହା ପ୍ରମାଣିତ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ମୁ ଈଶ୍ବରଙ୍କ ନିମନ୍ତେ ଏତେ ଉଦଯୋଗୀ ଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି” କିମ୍ବା “ଯେହେତୁ ମୁଁ ଈଶ୍ବରଙ୍କୁ ଏତେ ଗୌରବ ଦେବାକୁ ଚାହିଁଥିଲି ଯେ ମୁଁ ମଣ୍ଡଳୀକୁ ତାଡନା କରୁଥିଲି” PHP 3 6 n51b διώκων τὴν ἐκκλησίαν 1 I persecuted the church ମୁଁ ଖ୍ରୀଷ୍ଟିୟାନମାନଙ୍କୁ ଆକ୍ରମଣ କରିଥିଲି