diff --git a/en_tn_63-1JN.tsv b/en_tn_63-1JN.tsv index c72f1d8..dcd8485 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -124,10 +124,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 27 tb5k figs-hyperbole ὡς τὸ αὐτοῦ χρῖσμα διδάσκει ὑμᾶς περὶ πάντων 1 as his anointing teaches you everything ଗୁରୁତ୍ୱ ଦେବା ପାଇଁ ଏହା ଏକ ସାଧାରଣକରଣ ଶବ୍ଦ ଅଟେ । ବିକଳ୍ପ  ଅନୁବାଦ: “ସେସମସ୍ତ ବିଷୟ ଯାହା ତୁମ୍ଭେମାନେ  ଜାଣିବା ଆବଶ୍ୟକ ଅଟେ” [[rc://en/ta/man/translate/figs-hyperbole]]ଦେଖନ୍ତୁ) 1JN 2 27 wr63 figs-metaphor μένετε ἐν αὐτῷ 1 remain in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ନିରନ୍ତର ଏକ ଘନିଷ୍ଠ ସମ୍ପର୍କ ରଖ” [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 2 28 tii1 νῦν 1 Now ଯୋହନ ଏହି ଅଭିବ୍ୟକ୍ତିକୁ ପତ୍ରର ଏକ ନୂତନ ଭାଗକୁ ପରିଚୟ ଦେବା ପାଇଁ ବ୍ୟବହାର କରନ୍ତି, ଯେଉଁଥିରେ ସେ ଈଶ୍ଵରଙ୍କ  ସନ୍ତାନ ହେବା ଏବଂ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଉଲ୍ଲେଖ କରନ୍ତି । ଆପଣ ଆପଣଙ୍କ  ଅନୁବାଦରେ,  ଏକ ଶବ୍ଦ, ବାକ୍ୟାଂଶ କିମ୍ବା ଅନ୍ୟାନ୍ୟ ପଦ୍ଧତି ବ୍ୟବହାର କରିପାରିବେ ଯାହା ଏକ ନୂତନ ବିଷୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ  ଭାବରେ ବ୍ୟବହୃତ ହୁଏ । -1JN 2 28 kjn9 figs-metaphor 0 dear children ଯୋହନ ପତ୍ରର  ଏକ ନୂତନ ଭାଗକୁ ଆରମ୍ଭ କରନ୍ତି। [2:1](https://create.translationcore.com/02/01.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋ ଅଧୀନରେ ଥିବା ପ୍ରିୟ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]) -1JN 2 28 zz4x φανερωθῇ 1 he appears 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ ହେବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦର ଏକ କର୍ତ୍ତୁବାଚ୍ୟ କ୍ରିୟା କିମ୍ବା କର୍ମବାଚ୍ୟ କ୍ରିୟା  ଅର୍ଥ ଥାଇପାରେ । (1) ଯଦି ଅର୍ଥ କର୍ତ୍ତୁବାଚ୍ୟ କ୍ରିୟା ଅଟେ, ଯୀଶୁ ପ୍ରକୃତରେ ପୃଥିବୀକୁ କିପରି ଫେରିବେ ସେବିଷୟରେ ଯୋହନ କହନ୍ତି । ଯୀଶୁ କେବଳ ଫେରି ଆସିବେ ବୋଲି ଯୋହନ କହୁ ନାହାଁନ୍ତି । ବିକଳ୍ପ  ଅନୁବାଦ: “ଯେବେ ଯୀଶୁ ଫେରି ଆସନ୍ତି” (2 ) ଯଦି ଅର୍ଥ କର୍ମବାଚ୍ୟ କ୍ରିୟା ଅଟେ, ଯୋହନ କହନ୍ତି  ଯେ ଈଶ୍ଵର କିପରି ଯୀଶୁଙ୍କୁ ପ୍ରକୃତ ରାଜା ଭାବରେ ଜଗତରେ ପ୍ରକାଶ କରିବେ । ସେହି ଅର୍ଥକୁ ପ୍ରକାଶ କରିବା ପାଇଁ, ଆପଣ ଏହାକୁ ଏକ କର୍ମବାଚ୍ୟ କ୍ରିୟା ସହ ଅନୁବାଦ କରିପାରିବେ କିମ୍ବା ଯଦି ଆପଣଙ୍କର ଭାଷା କର୍ମବାଚ୍ୟ କ୍ରିୟା  ବ୍ୟବହାର ନକରେ, ତେବେ ଆପଣ ଏକ କର୍ମବାଚ୍ୟ ବ୍ୟବହାର କରି କିଏ କାର୍ଯ୍ୟ କରେ ତାହା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଯୀଶୁ ପ୍ରକାଶିତ ହେବେ” କିମ୍ବା “ଯେବେ ଈଶ୍ଵର  ଯୀଶୁଙ୍କୁ ପ୍ରକାଶ କରନ୍ତି” [[rc://en/ta/man/translate/figs-activepassive]]) -1JN 2 28 lnk2 παρρησίαν 1 boldness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ **ସାହସିକତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ  ସାହସୀ ହୋଇପାରିବା” [[rc://en/ta/man/translate/figs-abstractnouns]]) -1JN 2 28 d4ql μὴ αἰσχυνθῶμεν ἀπ’ αὐτοῦ 1 not be ashamed before him ଯୋହନ ଯୀଶୁଙ୍କ ଉପସ୍ଥିତିକୁ ସୂଚାଇବା ନିମନ୍ତେ **ତାହାଙ୍କ**  ଶବ୍ଦକୁ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ତାହାଙ୍କ   ଉପସ୍ଥିତିରେ ଲଜ୍ଜିତ ନହେବାକୁ” [[rc://en/ta/man/translate/figs-synecdoche]]) +1JN 2 28 kjn9 figs-metaphor 0 dear children ଯୋହନ ପତ୍ରର  ଏକ ନୂତନ ଭାଗକୁ ଆରମ୍ଭ କରନ୍ତି। [2:1](https://create.translationcore.com/02/01.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋ ଅଧୀନରେ ଥିବା ପ୍ରିୟ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 2 28 zz4x φανερωθῇ 1 he appears 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ ହେବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦର ଏକ କର୍ତ୍ତୁବାଚ୍ୟ କ୍ରିୟା କିମ୍ବା କର୍ମବାଚ୍ୟ କ୍ରିୟା  ଅର୍ଥ ଥାଇପାରେ । (1) ଯଦି ଅର୍ଥ କର୍ତ୍ତୁବାଚ୍ୟ କ୍ରିୟା ଅଟେ, ଯୀଶୁ ପ୍ରକୃତରେ ପୃଥିବୀକୁ କିପରି ଫେରିବେ ସେବିଷୟରେ ଯୋହନ କହନ୍ତି । ଯୀଶୁ କେବଳ ଫେରି ଆସିବେ ବୋଲି ଯୋହନ କହୁ ନାହାଁନ୍ତି । ବିକଳ୍ପ  ଅନୁବାଦ: “ଯେବେ ଯୀଶୁ ଫେରି ଆସନ୍ତି” (2 ) ଯଦି ଅର୍ଥ କର୍ମବାଚ୍ୟ କ୍ରିୟା ଅଟେ, ଯୋହନ କହନ୍ତି  ଯେ ଈଶ୍ଵର କିପରି ଯୀଶୁଙ୍କୁ ପ୍ରକୃତ ରାଜା ଭାବରେ ଜଗତରେ ପ୍ରକାଶ କରିବେ । ସେହି ଅର୍ଥକୁ ପ୍ରକାଶ କରିବା ପାଇଁ, ଆପଣ ଏହାକୁ ଏକ କର୍ମବାଚ୍ୟ କ୍ରିୟା ସହ ଅନୁବାଦ କରିପାରିବେ କିମ୍ବା ଯଦି ଆପଣଙ୍କର ଭାଷା କର୍ମବାଚ୍ୟ କ୍ରିୟା  ବ୍ୟବହାର ନକରେ, ତେବେ ଆପଣ ଏକ କର୍ମବାଚ୍ୟ ବ୍ୟବହାର କରି କିଏ କାର୍ଯ୍ୟ କରେ ତାହା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଯୀଶୁ ପ୍ରକାଶିତ ହେବେ” କିମ୍ବା “ଯେବେ ଈଶ୍ଵର  ଯୀଶୁଙ୍କୁ ପ୍ରକାଶ କରନ୍ତି” [[rc://en/ta/man/translate/figs-activepassive]]ଦେଖନ୍ତୁ) +1JN 2 28 lnk2 παρρησίαν 1 boldness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ **ସାହସିକତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ  ସାହସୀ ହୋଇପାରିବା” [[rc://en/ta/man/translate/figs-abstractnouns]]ଦେଖନ୍ତୁ) +1JN 2 28 d4ql μὴ αἰσχυνθῶμεν ἀπ’ αὐτοῦ 1 not be ashamed before him ଯୋହନ ଯୀଶୁଙ୍କ ଉପସ୍ଥିତିକୁ ସୂଚାଇବା ନିମନ୍ତେ **ତାହାଙ୍କ**  ଶବ୍ଦକୁ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ତାହାଙ୍କ   ଉପସ୍ଥିତିରେ ଲଜ୍ଜିତ ନହେବାକୁ” [[rc://en/ta/man/translate/figs-synecdoche]]ଦେଖନ୍ତୁ) 1JN 2 28 x7ic ἐν ... τῇ παρουσίᾳ αὐτοῦ 1 at his coming ବିକଳ୍ପ ଅନୁବାଦ: “ଯେତେବେଳେ ସେ ପୃଥିବୀକୁ ଫେରିଆସିବେ” 1JN 2 29 u6er ἐξ αὐτοῦ γεγέννηται 1 has been born from him ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ  ଅନୁବାଦ: “ଯେ କେହି ଉତ୍ତମ କର୍ମ କରେ ଈଶ୍ଵର ତାହାର ପିତା ଅଟନ୍ତି” 1JN 3 intro d8r2 0 #  1 ଯୋହନ 3 ସାଧାରଣ ଟିପ୍ପଣୀ ।

## ଗଠନ ଏବଂ ଆକାର

1.      ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-3:10)

2.      ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ସାହାଯ୍ୟ କରନ୍ତି (3:11-18)

3.      ପ୍ରକୃତ ବିଶ୍ଵାସୀମାନେ ପ୍ରାର୍ଥନାରେ ବିଶ୍ୱାସ କରନ୍ତି (3:19-24)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### “ଈଶ୍ବରଙ୍କ ସନ୍ତାନ”

ବେଳେବେଳେ ଲୋକମାନଙ୍କୁ “ଈଶ୍ଵରଙ୍କ ସନ୍ତାନ” ବୋଲି ଦର୍ଶାଯାଏ କାରଣ ଈଶ୍ଵର ସେମାନଙ୍କୁ ସୃଷ୍ଟି କରିଥିଲେ | କିନ୍ତୁ, ଯୋହନ ଏହି ଅଧ୍ୟାୟରେ ଏକ ଭିନ୍ନ ଅର୍ଥରେ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତି | ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ୱାସ ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସଂପର୍କରେ ପ୍ରବେଶ କରିଥିବା ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ସେ ଏହି ଶବ୍ଦକୁ ବ୍ୟବହାର କରନ୍ତି | ଈଶ୍ଵର ପ୍ରକୃତରେ ସମସ୍ତ ମାନବ ଜାତିକୁ ସୃଷ୍ଟି କରିଛନ୍ତି, କିନ୍ତୁ ଲୋକମାନେ କେବଳ ଯୀଶୁଙ୍କଠାରେ ବିଶ୍ୱାସ କରି ଏହି ଅର୍ଥରେ ଈଶ୍ଵରଙ୍କ ସନ୍ତାନ ହୋଇପାରିବେ | (: [[rc://en/tw/dict/bible/kt/believe]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### “ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି” (3:24)

ଏହାର ଅର୍ଥ ନୁହେଁ ଯେ ଆମ୍ଭମାନଙ୍କର ପରିତ୍ରାଣ କର୍ମ କରିବା ପାଇଁ ସର୍ତ୍ତମୂଳକ ଅଟେ | ବରଂ, ଯୋହନ [3:32](https://create.translationcore.com/03/32.md) ରେ ବର୍ଣ୍ଣନା କରିଥିବା ଆଦେଶଗୁଡ଼ିକ ପାଳନ କରିବାର ପରିଣାମକୁ ବର୍ଣ୍ଣନା କରୁଛନ୍ତି | ସେହି ଆଦେଶଗୁଡ଼ିକ ହେଉଛି ଯୀଶୁଙ୍କଠାରେ ବିଶ୍ୱାସ କରିବା ଏବଂ ପରସ୍ପରକୁ ପ୍ରେମ କରିବା | ଯୋହନ କହନ୍ତି ଯେ, ଯିଏ ଯୀଶୁଙ୍କ ଉପରେ ବିଶ୍ୱାସ କରେ ଏବଂ ଅନ୍ୟମାନଙ୍କୁ ପ୍ରେମ କରେ ତାହା ଦର୍ଶାଏ ଯେ ସେହି ବ୍ୟକ୍ତିର ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଅଛି ଏବଂ ଏହି ଆଜ୍ଞାକାରୀ ହେତୁ ସେ ସେହି ଘନିଷ୍ଠ ସମ୍ପର୍କ ସର୍ବଦା ରହିବ | ଉଦ୍ଧାର ହୋଇଥିବା ଲୋକମାନେ ସେମାନଙ୍କର ପରିତ୍ରାଣ ହରାଇ ପାରିବେ କି ନାହିଁ ଏହି ବିଷୟରେ ପୃଥିବୀରେ ଖ୍ରୀଷ୍ଟିୟାନମାନେ ଭିନ୍ନଭିନ୍ନ ମତାମତ ପ୍ରକାଶ କରନ୍ତି | ଯୋହନ ଏଠାରେ ସେହି ବିଷୟରେ ଉଲ୍ଲେଖ କରନ୍ତି ନାହିଁ, ଏବଂ ଅନୁବାଦକମାନେ ଏଠାରେ ସାବଧାନ ହୋଇ ନିଜର ମତାମତକୁ ଅନୁବାଦ ନ କରି ପୃଷ୍ଠଭୂମିକୁ ବୁଝି ଅନୁବାଦ କରିବା ଅଚିତ ଅଟେ | (: [[rc://en/tw/dict/bible/kt/eternity]] and [[rc://en/tw/dict/bible/kt/save]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

[3:1](https://create.translationcore.com/03/01.md) ରେ, ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକରେ “ଏବଂ ଆମ୍ଭେମାନେ ” ଶବ୍ଦ ଅନ୍ତର୍ଭୁକ୍ତ ଅଟେ । ULT ଏହାକୁ ଏହିପରି ଅନୁବାଦ କରେ । କିନ୍ତୁ, ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହି ଶବ୍ଦଗୁଡ଼ିକ ଉଲ୍ଲେଖ ହୋଇ ନାହିଁ ତେଣୁକେତେକ ବାଇବେଲରେ ସେଗୁଡ଼ିକ ଉଲ୍ଲେଖ କରାଯାଇ ନାହିଁ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣର ଶବ୍ଦସମୂହକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ,  ଆପଣ ULT ପଠନକୁ ଅନୁସରଣ କରନ୍ତୁ ।

[[rc://en/ta/man/translate/translate-textvariants]])