Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 19:23:06 +00:00
parent 8792f012d7
commit b5e574d986
1 changed files with 1 additions and 1 deletions

View File

@ -388,7 +388,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 16 gsm7 figs-explicit ἔλεγξιν…ἔσχεν 1 he had a rebuke ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ  ବିଶେଷ୍ୟ **ଭର୍ତ୍ସନା** କୁ ଏକ କ୍ରିୟା ଭାବରେ ପ୍ରକାଶ କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାକୁ ଭର୍ତ୍ସନା କଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 2 16 x7zu figs-explicit ἰδίας παρανομίας 1 ଏହି **ଅପରାଧ** ଇସ୍ରାଏଲୀୟମାନଙ୍କୁ
ଯୌନ ଅନୈତିକତା ଏବଂ ମୂର୍ତ୍ତିପୂଜାକୁ ଆଗେଇ ନେବା ପାଇଁ ବିଲୀୟାମର ଦୁଷ୍ଟ ମହିଳାମାନଙ୍କ ବ୍ୟବହାରକୁ
ନିର୍ଦ୍ଦିଷ୍ଟ ଭାବରେ ସୂଚିତ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଇସ୍ରାଏଲୀୟମାନଙ୍କୁ ଅନୈତିକତାକୁ ଆଗେଇ ନେବା
ପାଇଁ ତାର ଦୁଷ୍ଟ କାର୍ଯ୍ୟ ହେତୁ” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 2 16 xspp figs-abstractnouns τὴν τοῦ προφήτου παραφρονίαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ଅଯୌକ୍ତିକ” କିମ୍ବା “ମୂର୍ଖ” ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ **ଅଯୌକ୍ତିକ** ର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଭବିଷ୍ୟ‌ଦ୍‌ବକ୍ତାଙ୍କ ଅଯୌକ୍ତିକ କାର୍ଯ୍ୟ” କିମ୍ବା “ଭବିଷ୍ୟ‌ଦ୍‌ବକ୍ତାଙ୍କ ମୂର୍ଖ କାର୍ଯ୍ୟ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 17 x5rj writing-pronouns οὗτοί 1 **
ଏହି ମନୁଷ୍ୟମାନେ [

୦୧
.md)
ରେ ଉଲ୍ଲେଖ ଭଣ୍ଡ ଶିକ୍ଷକମାନଙ୍କୁ
ବୁଝାଏ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 17 x5rj writing-pronouns οὗτοί 1 **ଏହି ମନୁଷ୍ୟମାନେ [:୧] (..//୦୧.md) ରେ ଉଲ୍ଲେଖ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 2 17 von6 figs-doublet οὗτοί εἰσιν πηγαὶ ἄνυδροι, καὶ ὁμίχλαι ὑπὸ λαίλαπος ἐλαυνόμεναι 1 mists driven by a storm ଏହି ଦୁଇଟି ରୂପକରର ଅର୍ଥ ସମାନ
ଅଟେ

ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର କରନ୍ତି

ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଏହି ମନୁଷ୍ୟମାନେ ଯେଉଁମାନେ ନିଶ୍ଚିତ ଭାବରେ
ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି ନାହିଁ” କିମ୍ବା “ଏ ଲୋକମାନେ ଯେଉଁମାନେ ନିଶ୍ଚିତ ଭାବରେ
ନିରାଶ କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-doublet]])
2PE 2 17 v90z ὁ ζόφος τοῦ σκότους 1 ଏହାର ଅର୍ଥ ହୋଇପାରେ: (୧

ଘୋର** **ଅନ୍ଧକାର** ଦ୍ୱାରା ବର୍ଣ୍ଣିତ

ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” (

ଘୋର ** **ଅନ୍ଧକାର** ସହ ସମାନ

ବିକଳ୍ପ ଅନୁବାଦ: “ଘୋର

ଯାହା ଅନ୍ଧକାର ଅଟେ

2PE 2 17 xrpf figs-metaphor ὁ ζόφος τοῦ σκότους 1 ଏଠାରେ

ପିତର ନର୍କକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ** ଘୋର** ଏବଂ
**ଅନ୍ଧକାର** ଶବ୍ଦ ବ୍ୟବହାର କରନ୍ତି

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସିଧାସଳଖ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଘୋର ଅନ୍ଧକାରକୁ
ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 9170.