Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 08:38:54 +00:00
parent 8364c77e24
commit b4b83e0221
1 changed files with 3 additions and 1 deletions

View File

@ -577,4 +577,6 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 7 j264 καὶ γινώσκει τὸν Θεόν 1 and knows God ଯୋହନ 2:4 ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”
1JN 4 8 j265 grammar-connect-logic-result ὁ μὴ ἀγαπῶν, οὐκ ἔγνω τὸν Θεόν, ὅτι ὁ Θεὸς ἀγάπη ἐστίν 1 The one who does not love does not know God, for God is love ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ପରିଣାମରର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର  ପ୍ରେମ ଅଟନ୍ତି, ଯିଏ ପ୍ରେମ କରେ ନାହିଁ ସେ ଈଶ୍ଵରଙ୍କୁ  ଜାଣେ ନାହିଁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 4 8 j266 οὐκ ἔγνω τὸν Θεόν 1 does not know God ଯୋହନ [2:4](https://create.translationcore.com/02/04.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”
1JN 4 8 j267 figs-abstractnouns ὁ Θεὸς ἀγάπη ἐστίν 1 God is love ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ପ୍ରେମ” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେପ୍ରେମ କରନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 8 j267 figs-abstractnouns ὁ Θεὸς ἀγάπη ἐστίν 1 God is love ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ପ୍ରେମ**” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେପ୍ରେମ କରନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 9 j268 figs-activepassive ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God appeared among us an active meaning, so it could be translated **appeared** or “was revealed.” If your language does not use passive forms, you could use an active form and say who did the action. Alternate translation: “God showed us how much he loves us” (See: [[rc://en/ta/man/translate/figs-activepassive]])
1JN 4 9 j269 figs-exclusive ἡμῖν 1 us ଆମ୍ଭମାନଙ୍କ  ମଧ୍ୟରେ ଅଭିବ୍ୟକ୍ତି ହୁଏତ ସମସ୍ତ ମାନବିକତାକୁ ବୁଝାଏ, ଏହା କେବଳ ସେହି ଲୋକମାନଙ୍କୁ ଯେଉଁମାନେ ଯୀଶୁଙ୍କୁ ଜୀବିତ ଥିବା ସମୟରେ ଦେଖିଥିଲେ ଏବଂ ଶୁଣିଥିଲେ ବୁଝାଏ ନାହିଁ, ତେଣୁ ଆମ୍ଭମାନଙ୍କ  ଶବ୍ଦ ଯୋହନ ଲେଖୁଥିବା ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଏ । ଯୋହନ ପରେ ଏହି ପର୍ବରେ ଯୀଶୁ ଆସିଲେ ଯେପରି ଆମ୍ଭେମାନେ ତାହାଙ୍କ ମାଧ୍ୟମରେ ଜୀବିତ ହେବା ବୋଲି କହିଲେ, ଏବଂ ଏଠାରେ “ଆମ୍ଭେମାନେ” ଶବ୍ଦ ଏହି ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ । ତେଣୁ ଏହା ହୁଏତ ସେହି ଆମ୍ଭମାନଙ୍କ ଶବ୍ଦ ଅଟେ ଯାହା ପୂର୍ବରୁ ମଧ୍ୟ ସେମାନଙ୍କୁ ଅନ୍ତର୍ଭୁକ୍ତ କରେ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.