Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 17:55:40 +00:00
parent 7d2e658cca
commit b46fe5f853
1 changed files with 1 additions and 1 deletions

View File

@ -335,7 +335,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 8 xdlw ἐνκατοικῶν ἐν αὐτοῖς 1 ଯେତେବେଳେ ଲୋଟ ସଦୋମରେ ବାସ
କରିବା ସମୟକୁ ବୁଝାଏ

ବିକଳ୍ପ ଅନୁବାଦ: “ଯେତେବେଳେ ସେ ସେମାନଙ୍କ ମଧ୍ୟରେ ବାସ କରୁଥିଲେ”
2PE 2 8 xa7g writing-pronouns αὐτοῖς 1 ଏଠାରେ, ସର୍ବନାମ **ସେମାନେ** ସଦୋମର ବାସିନ୍ଦାମାନଙ୍କୁ ବୁଝାଏ ।ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ **ସେମାନେ** କାହାକୁ  ବୁଝାଏ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ସଦୋମର ଲୋକ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 2 8 ujf1 figs-idiom ἐνκατοικῶν ἐν αὐτοῖς ἡμέραν ἐξ ἡμέρας 1 ଏହି ବାକ୍ୟାଂଶ, **ପ୍ରତିଦିନ**, ଏକ ରୂଢ଼ି ଅଟେ ଯାହାର ଅର୍ଥ “ଦିନପ୍ରତି ଦିନ” କିମ୍ବା “ପ୍ରତ୍ୟେକ ଦିନ” । ଆପଣ ଏହାକୁ ନିଜ ଭାଷାରେ ଆକ୍ଷରିକ ଭାବରେ ପ୍ରକାଶ କରିପାରନ୍ତି । ବିକଳ୍ପ ଅନୁବାଦ: “ଦିନକୁ ଦିନ
ସେମାନଙ୍କ ମଧ୍ୟରେ ବାସ କରି” କିମ୍ବା “ପ୍ରତିଦିନ ସେମାନଙ୍କ ମଧ୍ୟରେ ରହି” (ଦେଖନ୍ତୁ:[[rc://en/ta/man/translate/figs-idiom]])
2PE 2 8 co5v ἀνόμοις ἔργοις 1 ଏହି ବାକ୍ୟର ଅର୍ଥ ହୋଇପାରେ:
(୧) ଅନୈତିକ କର୍ମଗୁଡ଼ିକ ଯାହା ଦ୍ୱାରା ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ହେଉଥିଲେ

ବିକଳ୍ପ ଅନୁବାଦ: “ଅନୈତିକ କର୍ମରେ” () ଅନୈତିକ କର୍ମ ଯାହା
ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ଦେବାର କାରଣ ଥିଲା

ବିକଳ୍ପ ଅନୁବାଦ: “ଅନୈତିକ କର୍ମ ହେତୁ”
2PE 2 8 co5v ἀνόμοις ἔργοις 1 ଏହି ବାକ୍ୟର ଅର୍ଥ ହୋଇପାରେ: (୧) ଅନୈତିକ କର୍ମଗୁଡ଼ିକ ଯାହା ଦ୍ୱାରା ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ହେଉଥିଲେ ।
ବିକଳ୍ପ ଅନୁବାଦ: “ଅନୈତିକ କର୍ମରେ” () ଅନୈତିକ କର୍ମ ଯାହା ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ଦେବାର କାରଣ ଥିଲା । ବିକଳ୍ପ ଅନୁବାଦ: “ଅନୈତିକ କର୍ମ ହେତୁ”
2PE 2 9 j0m1 grammar-connect-condition-fact οἶδεν Κύριος 1 ଏହି ପଦ ଏବଂ ପରବର୍ତ୍ତୀ ପଦଟି
ଏକ ସର୍ତ୍ତମୂଳକ ବାକ୍ୟର ସମାପ୍ତି ଯାହା [

୪

୦୪
.md)
ରୁ [

୧୦

୧୦
.md)
ମଧ୍ୟରେ ଉଲ୍ଲେଖ ଅଛି

ପୂର୍ବ ସର୍ତ୍ତଗୁଡ଼ିକର ସତ୍ୟତା ପିତର ଦେଉଛନ୍ତି

ଯଦି ଆପଣ [

୪

୧୦

୦୪
.md)
କୁ ପୃଥକ ବାକ୍ୟରେ ପରିଣତ କରିଛନ୍ତି

ତେବେ ଆପଣ ଏହା ଉଲ୍ଲେଖ କରନ୍ତୁ ଯେ [

୯

୦୯
.md)
ର ପରିଣାମ ପୂର୍ବ ସର୍ତ୍ତଗୁଡ଼ିକର
ସତ୍ୟ ଅଟେ

ବିକଳ୍ପ ଅନୁବାଦ: “ତେଣୁ

ଏହା ସତ୍ୟ ଯେ ପ୍ରଭୁ ଜାଣନ୍ତି ଏହା କିପରି ଅଟେ” କିମ୍ବା “ଯେହେତୁ
ଏହିସବୁ ସତ୍ୟ

ଏହା ମଧ୍ୟ ସତ୍ୟ ଯେ ପ୍ରଭୁ ଜାଣନ୍ତି ଏହା କିପରି ଅଟେ” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
2PE 2 9 xk2a grammar-connect-words-phrases ἀδίκους δὲ εἰς ἡμέραν κρίσεως κολαζομένους τηρεῖν 1 ଏଠାରେ

କିନ୍ତୁ** ବୁଝାଇପାରେ: (୧
) ULT
ଏବଂ
UST
ପରି ପୂର୍ବ ବାକ୍ୟାଂଶ ଏବଂ ଯାହା
ଅନୁସରଣ କରେ ତାହା ମଧ୍ୟରେ ଏକ ଭିନ୍ନତାକୁ

) ପୂର୍ବ ବାକ୍ୟାଂଶ ଯାହା ଅନୁସରଣ କରେ ତାହା ମଧ୍ୟରେ ଏକ ସରଳ
ସଂଯୋଗକୁ

ବିକଳ୍ପ ଅନୁବାଦ: “ଏବଂ ବିଚାରଦିନରେ ଅଧର୍ମୀମାନଙ୍କୁ ବିଚାର
କରିବାକୁ ରଖିବା ପାଇଁ” (ଦେଖନ୍ତୁ:
[[rc://en/ta/man/translate/grammar-connect-words-phrases]])
2PE 2 9 bcf3 figs-ellipsis πειρασμοῦ…ἀδίκους δὲ εἰς ἡμέραν κρίσεως κολαζομένους τηρεῖν 1 ଏହି ବାକ୍ୟାଂଶରେ

ପିତର କେତେକ ଶବ୍ଦ ଉଲ୍ଲେଖ କରି ନାହାନ୍ତି ଯାହା ସମ୍ପୂର୍ଣ୍ଣ
ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହେଇପାରେ

ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ

ବିକଳ୍ପ ଅନୁବାଦ: “ଏକ ପରୀକ୍ଷା ଏବଂ ପ୍ରଭୁ ଜାଣନ୍ତି କିପରି ଅଧାର୍ମିକମାନଙ୍କୁ
ବିଚାର ଦିନରେ ଦଣ୍ଡିତ କରାଯିବ” (ଦେଖନ୍ତୁ:
[[rc://en/ta/man/translate/figs-ellipsis]])

Can't render this file because it contains an unexpected character in line 2 and column 9170.