diff --git a/en_tn_63-1JN.tsv b/en_tn_63-1JN.tsv index 2723126..7607ca6 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -264,7 +264,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 5 10 j255 ψεύστην πεποίηκεν αὐτόν 1 has made him out to be a liar [1:10](https://create.translationcore.com/01/10.md) ପରି, ଆପଣଙ୍କ  ଅନୁବାଦରେ ଈଶ୍ଵର  ପ୍ରକୃତରେ ଏଠାରେ ମିଥ୍ୟାବାଦୀ ନୁହନ୍ତି ବୋଲି ସ୍ପଷ୍ଟ କରନ୍ତୁ । ବରଂ, ଯେହେତୁ ଈଶ୍ଵର  କହିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି, ତେଣୁ ଜଣେ ବ୍ୟକ୍ତି ଯିଏ ବିଶ୍ଵାସ କରେ ନାହି ସେ  ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି କହିବ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହିବା” ( [[rc://en/ta/man/translate/figs-explicit]]ଦେଖନ୍ତୁ) 1JN 5 10 sii2 ὅτι οὐ πεπίστευκεν ... τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ 1 because he has not believed the witness that God has given concerning his Son କାରଣ ସେ ବିଶ୍ବାସ କରେ ନାହିଁ ଯେ ଈଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ବିଷୟ କହିଅଛନ୍ତି 1JN 5 11 bi7k καὶ αὕτη ἐστὶν ἡ μαρτυρία 1 And the witness is this ଏହା ଈଶ୍ବର କହନ୍ତି -1JN 5 11 k2qn figs-abstractnouns ζωὴν 1 life ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ଦର୍ଶାଏ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକ ଭାବରେ ଜୀବିତ ହେବା ବିଷୟକୁ ସୂଚିତ କରେ । ଦେଖ [୧ଯୋହନ ୨:୧] (../୦୨/୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: [[rc://en/ta/man/translate/figs-abstractnouns]]) +1JN 5 11 k2qn figs-abstractnouns ζωὴν 1 life ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ଦର୍ଶାଏ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକ ଭାବରେ ଜୀବିତ ହେବା ବିଷୟକୁ ସୂଚିତ କରେ । ଦେଖ 1[ଯୋହନ ୨:୧](../୦୨/୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: [[rc://en/ta/man/translate/figs-abstractnouns]]) 1JN 5 11 u1w5 αὕτη ... ἡ ... ζωὴ ἐν τῷ Υἱῷ αὐτοῦ ἐστιν 1 this life is in his Son ଏହି ଜୀବନ ତାହାଙ୍କ ପୁତ୍ରଙ୍କ ଦ୍ବାରା ଅଟେ କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ର ହେବା” କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ରିତ ହେବା” 1JN 5 11 sz21 guidelines-sonofgodprinciples τῷ Υἱῷ 1 Son ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ, ଈଶ୍ବରଙ୍କ ପୁତ୍ର । (ଦେଖ: [[rc://en/ta/man/translate/guidelines-sonofgodprinciples]]) 1JN 5 12 st2z figs-metaphor ὁ ἔχων τὸν Υἱὸν, ἔχει τὴν ζωήν; ὁ μὴ ἔχων τὸν Υἱὸν τοῦ Θεοῦ, τὴν ζωὴν οὐκ ἔχει 1 The one who has the Son has life. The one who does not have the Son of God does not have life ପୁତ୍ରଙ୍କଠାରେ ଘନିଷ୍ଟଭାବେ ମିଳିତ ହୋଇ ରହିବା ବିଷୟରେ ଏପରି କୁହାଯାଇଛି ଯେପରି ତାହଙ୍କ ପୁତ୍ରଙ୍କୁ ଧାରଣ କରିବା । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କଠାରେ ଅନନ୍ତ ଜୀବନ ରହିଛି । ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ନାହିଁ ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])