Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 19:23:38 +00:00
parent 4b2fbf4f14
commit b3b5643055
1 changed files with 1 additions and 1 deletions

View File

@ -2883,7 +2883,7 @@ LUK 23 11 qt1c περιβαλὼν ἐσθῆτα λαμπρὰν 1 Dressing hi
LUK 23 12 b6f1 figs-explicit ἐγένοντο ... φίλοι ὅ τε Ἡρῴδης καὶ ὁ Πειλᾶτος ἐν αὐτῇ τῇ ἡμέρᾳ μετ’ ἀλλήλων 1 both Herod and Pilate had become friends with each other that day ଏଠାରେ ଲୂକ  ନିର୍ଦ୍ଦିଷ୍ଟ ଭାବରେ ପ୍ରକାଶ କରନ୍ତି ନାହିଁ,  କାହିଁକି ଏହି ଦୁଇ ଜଣ ବ୍ୟକ୍ତି **ବନ୍ଧୁ ହେଲେ** ।  ଏହାର ଅର୍ଥ: (୧) ପୀଲାତ ଯୀଶୁଙ୍କ ଉପରେ ନିଜର ଅଧିକାରକୁ ସମ୍ମାନ ଦେଇ ହେରୋଦଙ୍କୁ ଶିଷ୍ଟତା ପ୍ରଦର୍ଶନ କରିଥିଲେ ।  ବିକଳ୍ପ ଅନୁବାଦ: “ହେରୋଦ ଏବଂ ପୀଲାତ ସେହି ଦିନ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କଲେ କାରଣ ପୀଲାତ ସମ୍ମାନର ସହ ଯୀଶୁଙ୍କୁ ହେରୋଦଙ୍କ ନିକଟକୁ ପଠାଇଥିଲେ” () ସେମାନେ ଉଭୟ ଜାଣିଲେ ଯେ ସେମାନେ ଯୀଶୁଙ୍କ ବିଷୟରେ ଏକମତ ଥିଲେ। ସେମାନେ ଦୁହେଁ ଅନୁଭବ କଲେ ଯେ ସେ ଦୋଷୀ ନୁହଁନ୍ତି, କିନ୍ତୁ ସେମାନେ ମଧ୍ୟ ଅନୁଭବ କଲେ ଯେ ସେମାନେ ଜଣେ ନେତା ଭାବରେ ବିବେଚିତ ହୋଇଥିବା ବ୍ୟକ୍ତି ଉପରେ ସେମାନଙ୍କର ଶକ୍ତି ଏବଂ ଅଧିକାରକୁ ଦୃଢ଼ କରିବାକୁ ତାଙ୍କୁ ଅସଦାଚରଣ କରିପାରିବେ ।  ବିକଳ୍ପ ଅନୁବାଦ: “ହେରୋଦ ଏବଂ ପୀଲାତ ସେହି ଦିନ ନିଜ ମଧ୍ୟରେ ବନ୍ଧୁତା ସ୍ଥାପନ କଲେ କାରଣ ସେମାନେ ଉଭୟ ଯୀଶୁଙ୍କୁ ସମାନ ଭାବରେ ପ୍ରତିକ୍ରିୟା କରିଥିଲେ” (ଦେଖନ୍ତୁ: @)
LUK 23 12 x7r8 writing-background προϋπῆρχον γὰρ ἐν ἔχθρᾳ ὄντες πρὸς αὑτούς 1 for previously there had been hostility between them ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ UST ପରି ଏହାକୁ ପ୍ରଥମ ପଦରେ ଉଲ୍ଲେଖ
କରି ପାରିବେ, ଯେହେତୁ ଏହା ଫଳାଫଳର କାରଣ ପ୍ରଦାନ କରେ ଯାହାକି ଅବଶିଷ୍ଟ ପଦଗୁଡ଼ିକ ବର୍ଣ୍ଣନା କଏ ।
ଏହି ଦୁଇ ବ୍ୟକ୍ତିଙ୍କୁ **ବନ୍ଧୁ** ହେବାକୁ ପଡୁଥିଲା କାରଣ ସେମାନେ ପୂର୍ବରୁ **ବନ୍ଧୁ** ନଥିଲେ। ବିକଳ୍ପ ଅନୁବାଦ, ଯେପରି ଏହି ପଦ “ତାପରେ” ଶବ୍ଦକୁ ପୁନଃସ୍ଥାପିତ କରେ: “ଏହି ପୂର୍ବରୁ ହେରୋଦ ଏବଂ ପୀଲାତ ଶତ୍ରୁ ଥିଲେ, କିନ୍ତୁ ବର୍ତ୍ତମାନ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])
LUK 23 13 h89l συνκαλεσάμενος τοὺς ἀρχιερεῖς, καὶ τοὺς ἄρχοντας, καὶ τὸν λαὸν 1 called together the chief priests and the rulers and the crowd of people
LUK 23 13 d7gn figs-explicit τὸν λαὸν 1 the people
LUK 23 13 d7gn figs-explicit τὸν λαὸν 1 the people ଏହି ଅଂଶଗ୍ରହଣକାରୀମାନଙ୍କୁ ପୁନଃପରିଚୟ କରିବା ପାଇଁ ଲୂକ ପ୍ରଥମେ ୨୩:୪ ରେ ଅସ୍ପଷ୍ଟ ଭାବରେ ପରିଚିତ
କରନ୍ତି । ପୀଲାତ ଲୋକସମୂହକୁ ଏକତ୍ର କରିବାକୁ କହିନଥିଲେ । ଏହା ପରିବର୍ତ୍ତେ, ଯୀଶୁଙ୍କ ସହ କ’ଣ ହେବ
ଦେଖିବା ପାଇଁ ଲୋକସମୂହ ବୋଧହୁଏ ସେଠାରେ ଅପେକ୍ଷା କରିଥିଲେ । ବିକଳ୍ପ ଅନୁବାଦ: “ସେଠାରେ ଥିବା
ଲୋକମାନଙ୍କ ଭିଡ଼” (ଦେଖନ୍ତୁ:
[[rc://en/ta/man/translate/writing-participants]])
LUK 23 14 dh77 τὸν ἄνθρωπον τοῦτον 1 this man ଏହା ଯୀଶୁଙ୍କୁ ସୂଚାଏ
LUK 23 14 wsw6 ὡς ἀποστρέφοντα 1 as perverting କହୁଛ ଯେ ସେ
LUK 23 14 ee53 figs-explicit ἐνώπιον ὑμῶν ἀνακρίνας 1 having questioned him before you "ମୁଁ ତୁମ୍ଭମାନଙ୍କର ଉପସ୍ଥିତିରେ ଯୀଶୁଙ୍କୁ ପ୍ରଶ୍ନ କରିଛି, ଏବଂ I ଏହା ସୂଚାଏ ଯେ ସେମାନେ ସମସ୍ତ ଆଇନଗତ ପ୍ରକ୍ରିୟାର ସାକ୍ଷୀ ଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ସ୍ଥାନରେ ଥିବାବେଳେ ତୁମ୍ଭମାନଙ୍କୁ ସାକ୍ଷୀ ଭାବରେ ରଖି ମୁଁ ଯୀଶୁଙ୍କୁ ପ୍ରଶ୍ନ କରିଛି, ଏବଂ” (ଦେଖ: [[rc://or/ta/man/translate/figs-explicit]])

Can't render this file because it is too large.