From b20f74d38fe882aeb27c06bc1f8dac98252a7cb5 Mon Sep 17 00:00:00 2001 From: Gayatri-Digal Date: Fri, 11 Mar 2022 09:35:27 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_66-JUD.tsv b/en_tn_66-JUD.tsv index d8379ac..b785a75 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -42,8 +42,8 @@ JUD 1 12 t28p figs-metaphor ἐκριζωθέντα 1 torn up by the roots ଯ JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରି ସେମାନଙ୍କର ଅନିୟନ୍ତ୍ରିତ ଆଚରଣକୁ ବର୍ଣ୍ଣନା କରନ୍ତି । ସେ ସେମାନଙ୍କୁ **ସମୁଦ୍ରର ଉତ୍ତାଳ** ଭାବରେ ବର୍ଣ୍ଣନା କରନ୍ତି ଯାହା ଏକ ଅନିୟନ୍ତ୍ରିତ ଉପାୟରେ ଧକ୍କା ଦିଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏକ ଅବୁଝା ଉପାୟରେ ଆଚରଣ କରନ୍ତି” କିମ୍ବା “ସେମାନେ ସମୁଦ୍ରର ତରଙ୍ଗ ପରି ଅନିୟନ୍ତ୍ରିତ ଅଟନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]]) JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଏଠାରେ ଯିହୂଦା ମିଥ୍ୟା ଶିକ୍ଷକଙ୍କ **ଲଜ୍ଜାଜନକ ଆଚରଣ** ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରି ପୂର୍ବ ବାକ୍ୟର ତରଙ୍ଗ ରୂପକକୁ ବିସ୍ତାର କରନ୍ତି ।ଯେହେତୁ ତରଙ୍ଗ କୂଳରେ ମଇଳା ଫେଣ ଛାଡିଥାଏ ଯାହାକୁ ସମସ୍ତେ ଦେଖିପାରନ୍ତି, ତେଣୁ ମିଥ୍ୟା ଶିକ୍ଷକମାନେ ଅନ୍ୟମାନଙ୍କ ଦୃଷ୍ଟିରେ ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ ।ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ଲଜ୍ଜାଜନକ ଆଚରଣକୁ ସମସ୍ତଙ୍କ ନିକଟରେ ପ୍ରକାଶ କରନ୍ତି” କିମ୍ବା “ସେମାନେ ଲଜ୍ଜାଜନକ ଆଚରଣକୁ ତରଙ୍ଗ ଫେଣ ପରି ଦେଖାନ୍ତି” (ଦେଖନ୍ତୁ:[[rc://or/ta/man/translate/figs-metaphor]]) JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଏଠାରେ, ବାକ୍ୟ **ଭ୍ରମଣକାରୀ ତାରା** **ତାରା**ଗୁଡ଼ିକୁ ବର୍ଣ୍ଣନା କରେ ଯାହା ସେମାନଙ୍କର ସାଧାରଣ ଗତିପଥରୁ ଦୂରେଇ ଯାଇଥାଏ । ମିଥ୍ୟା ଶିକ୍ଷକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଯିହୂଦା ଏହି ଅଭିବ୍ୟକ୍ତିକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେଉଁମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା କାର୍ଯ୍ୟ ପରିତ୍ୟାଗ କରି ଦେଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ,
ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ କିମ୍ବା ଏକ ସରଳ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଉ ଧାର୍ମିକ ଭାବରେ ଜୀବନଯାପନ କରନ୍ତି ନାହିଁ” କିମ୍ବା “ତାରକା ପରି, ଯେଉଁମାନେ ସେମାନଙ୍କର ଉଚିତ ପଥରୁ ଦୂରେଇ ଯାଆନ୍ତି” (ଦେଖନ୍ତୁ[[rc://en/ta/man/translate/figs-metaphor]])

: -JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]]) -JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I +JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରି ପାରିବେ, ଏବଂ ଆପଣ କିଏ କାର୍ଯ୍ୟ କରେ ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯାହା ପାଇଁ ଈଶ୍ଵର ଅନ୍ଧକାରକୁ ଅନନ୍ତକାଳ ପର୍ଯ୍ୟନ୍ତ ରଖିଛନ୍ତି” (ଦେଖନ୍ତୁ: [[rc://or/ta/man/translate/figs-activepassive]]) +JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯେହେତୁ **ଆଦମ** ମାନବଜାତିର ପ୍ରଥମ ପିଢି ଭାବରେ ବିବେଚନା କରାଯାଆନ୍ତି, ହନୋକ ସପ୍ତମ ପିଢି ଅଟନ୍ତି ।
JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”" JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ” JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I