diff --git a/tn_GAL.tsv b/tn_GAL.tsv index 1c1c087..d034b3b 100644 --- a/tn_GAL.tsv +++ b/tn_GAL.tsv @@ -90,8 +90,8 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 3:1 dc2j ὑμᾶς ἐβάσκανεν 1 3:1 gwv2 rc://*/ta/man/translate/figs-metaphor οἷς κατ’ ὀφθαλμοὺς Ἰησοῦς Χριστὸς προεγράφη ἐσταυρωμένος 1 ଏଠାରେ **ଚିତ୍ର ସର୍ବସାଧାରଣରେ ଅଙ୍କିତ ହୋଇଥିଲା** ବାକ୍ୟାଂଶ ଏକ ରୂପକ ଅଟେ ଯେଉଁଥିରେ ପାଉଲ ସେହି ସମୟରେ ଅଭ୍ୟାସ ବିଷୟରେ କହୁଛନ୍ତି ଯେ କେହି ଜଣେ ସର୍ବସାଧାରଣରେ ଚିତ୍ର ଆଙ୍କିବା ପାଇଁ କିମ୍ବା ଲୋକମାନଙ୍କ ପାଇଁ ସର୍ବସାଧାରଣ ଘୋଷଣା କରିବାକୁ ବ୍ୟବହାର କରୁଥିଲେ । ଯଦି ପ୍ରଥମ ବିକଳ୍ପ ପାଉଲ ଯାହା ଚାହୁଁଛନ୍ତି ତାହାହେଲେ ସେ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରିବାକୁ ଯାଉଛନ୍ତି ଯେପରି ଏହା ଏକ ସ୍ପଷ୍ଟ ଚିତ୍ର ଯାହା ଗାଲାତୀୟମାନେ ସେମାନଙ୍କ ଆଖିରେ ଦେଖିଛନ୍ତି ଏବଂ ଯଦି ସେ ଦ୍ୱିତୀୟ ବିକଳ୍ପ ଚାହୁଁଛନ୍ତି ତେବେ ସେ ଉତ୍ତମ ପ୍ରଚାର ବିଷୟରେ କହୁଛନ୍ତି । ଯୀଶୁଙ୍କ ବିଷୟରେ ବାର୍ତ୍ତା ଯେପରି ଏହା ଏକ ସର୍ବସାଧାରଣ ଘୋଷଣା କରାଯିବ ଯାହା ସେ ଉଲ୍ଲେଖ କରିଥିଲେ ଏବଂ ଗାଲାତୀୟମାନେ ପାଠ କରିଥିଲେ । ଉଭୟ ବିକଳ୍ପଗୁଡ଼ିକର ଅର୍ଥ ସମାନ ଅଟେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଜେ ଯୀଶୁଙ୍କୁ କ୍ରୁଶରେ ହତ ହେବା ବିଷୟରେ ସ୍ପଷ୍ଟ ଶିକ୍ଷା ଶୁଣିଛ” 3:2 m1zd rc://*/ta/man/translate/figs-irony τοῦτο μόνον θέλω μαθεῖν ἀφ’ ὑμῶν 1 -3:2 wq9g rc://*/ta/man/translate/figs-rquestion ἐξ ἔργων νόμου τὸ Πνεῦμα ἐλάβετε, ἢ ἐξ ἀκοῆς πίστεως 1 ଯଦି ତୁମେ ପାରିବ ତେବେ ଏକ ପ୍ରଶ୍ନ ରୂପରେ ଏହି ଅଳଙ୍କାରିକ ପ୍ରଶ୍ନର ଅନୁବାଦ କର, କାରଣ ପାଠକମାନେ ଏଠାରେ ଏକ ପ୍ରଶ୍ନର ଆଶା କରିପାରନ୍ତି । ଆହୁରି ମଧ୍ୟ, ନିଶ୍ଚିତ କର ଯେ ପାଠକମାନେ ପ୍ରଶ୍ନର ଉତ୍ତର ଜାଣନ୍ତି “ଯାହା ତୁମେମାନେ ଶୁଣିଅଛ ସେଥିରେ ବିଶ୍ବାସ କରିବା ଦ୍ବାରା,” “ଯାହା ବ୍ୟବସ୍ଥା କହେ ତାହା ବିଶ୍ବାସ କରିବା ଦ୍ବାରା” ନୁହେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ପବିତ୍ର ଆତ୍ମା ଗ୍ରହଣ କରିଅଛ, ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ଦ୍ବାରା ନୁହେଁ, କିନ୍ତୁ ବିଶ୍ବାସ ଦ୍ବାରା ତୁମ୍ଭେମାନେ ଯାହା ଶୁଣିଅଛ ।” (ଦେଖ: [[rc://or/ta/man/translate/figs-rquestion]]) -3:3 f96u rc://*/ta/man/translate/figs-rquestion οὕτως ἀνόητοί ἐστε 1 ଏହି ଅଳଙ୍କାରିକ ପ୍ରଶ୍ନ ପ୍ରକାଶ କରେ ଯେ ପାଉଲ ଆର୍ଶ୍ଚଯ୍ୟ ହେଲେ ଏବଂ ଏପରିକି କ୍ରୋଧିତ ହୋଇଥିଲେ ଯେ ଗାଲାତୀୟମାନେ ନିର୍ବୋଧ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅତି ନିର୍ବୋଧ ଅଟ !” (ଦେଖ: [[rc://or/ta/man/translate/figs-rquestion]]) +3:2 wq9g rc://*/ta/man/translate/figs-rquestion ἐξ ἔργων νόμου τὸ Πνεῦμα ἐλάβετε, ἢ ἐξ ἀκοῆς πίστεως 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଗାଲାତୀୟ ବିଶ୍ଵାସୀମାନଙ୍କୁ ଭର୍ତ୍ସନା କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ।ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବ୍ୟବସ୍ଥା ଅନୁସାରେ ଆତ୍ମା ଗ୍ରହଣ କରି ନାହଁ, ବରଂ ତୁମ୍ଭେମାନେ ଯାହା ଶୁଣିଛ ତାହା ଉପରେ ବିଶ୍ୱାସ କରି ଗ୍ରହଣ କରିଛ।” +3:3 f96u rc://*/ta/man/translate/figs-rquestion οὕτως ἀνόητοί ἐστε 1 3:3 xu4d rc://*/ta/man/translate/figs-metonymy σαρκὶ 1 “ଶରୀର” ଶବ୍ଦ ପ୍ରୟାସ ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ ନିଜର ପ୍ରୟାସ ଦ୍ବାରା” କିମ୍ବା “ତୁମ ନିଜର କାର୍ଯ୍ୟ ଦ୍ବାରା” (ଦେଖ: [[rc://or/ta/man/translate/figs-metonymy]]) 3:4 iyj1 rc://*/ta/man/translate/figs-rquestion τοσαῦτα ἐπάθετε εἰκῇ 1 "ପାଉଲ ଗାଲାତୀୟ ଲୋକମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଯେତେବେଳେ ସେମାନେ ତାଡନା ଭୋଗ କରୁଥିବା ସମୟରେ ସେମାନେ ବିଶ୍ବାସ କରୁଥିଲେ ଯେ ସେମାନେ ସମାନ ଲାଭ ପ୍ରାପ୍ତ କରିବେ । ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୂପେ ତୁମେ ଭାବି ନଥିବ ଯେ ତୁମେମାନେ କିଛି ନଥିବା ବିଷୟରେ ବହୁତ କିଛି ବିଷୟରେ ତାଡନା ସହ୍ୟ କରିଅଚ୍ଛ ... !"" କିମ୍ବା “ନିଶ୍ଚିତରୂପେ ତୁମେ ଜାଣିଥିଲ ଯେ ଅନେକ ବିଷୟରେ ପିଡିତ ହେବାରେ କିଛି ଭଲ ଉଦ୍ଦେଶ୍ୟ ଥିଲା ... !"" (ଦେଖ: [[rc://or/ta/man/translate/figs-rquestion]])" 3:4 qn1a rc://*/ta/man/translate/figs-explicit τοσαῦτα ἐπάθετε εἰκῇ 1 ଏହା ସ୍ପଷ୍ଟରୁପେ କୁହାଯାଇପାରିବ ଯେ ସେମାନଙ୍କୁ ଏହି ବିଷୟଗୁଡିକ ସହ୍ୟ କଲେ କାରଣ ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ନିମନ୍ତେ ସେମାନଙ୍କୁ ବିରୋଧ କରିଥିଲେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ କି ସେହି ଲୋକମାନଙ୍କ ଦ୍ବାରା ଅନେକ ବିଷୟ ନିମନ୍ତେ କ୍ଲେଶ ସହ୍ୟ କରିଛ ଯେଉଁମାନେ କୌଣସି ବିଷୟ ନିମନ୍ତେ ଖ୍ରୀଷ୍ଟଙ୍କଠାରେ ତୁମର ବିଶ୍ବାସ ଦେଖି ବିରୋଧ କରିଛନ୍ତି” କିମ୍ବା “ତୁମେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଅଛ, ଏବଂ ତୁମେମାନେ ଅନେକ ବିଷୟରେ କ୍ଲେଶ ସହ୍ୟ କରିଅଛ ଯେଉଁମାନେ ଖ୍ରୀଷ୍ଟଙ୍କ ବିରୋଧ କରନ୍ତି । ତୁମର କି ବିଶ୍ବାସ ଏବଂ ତାଡ଼ନା କୌଣସି ଲାଭ ଦାୟକ ନଥିଲା” (ଦେଖ: [[rc://or/ta/man/translate/figs-explicit]])