From afcb4e04f6fd7852da5e9c2847d5f8ea800873e6 Mon Sep 17 00:00:00 2001 From: Gayatri-Digal Date: Thu, 12 Aug 2021 00:40:47 +0000 Subject: [PATCH] Edit 'en_tn_56-2TI.tsv' using 'tc-create-app' --- en_tn_56-2TI.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_56-2TI.tsv b/en_tn_56-2TI.tsv index 4dfa153..41314fa 100644 --- a/en_tn_56-2TI.tsv +++ b/en_tn_56-2TI.tsv @@ -1,5 +1,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -2TI front intro s7fk 0 # **2** **ତୀମଥି ପୁସ୍ତକର ପରିଚୟ**

## ଭାଗ 1: ସାଧାରଣ ପରିଚୟ

### 2 ତୀମଥି ପୁସ୍ତକର ରୂପରେଖ 

### 1\. ପାଉଲ ତୀମଥିଙ୍କୁ ନମସ୍କାର ଜଣାଇ ଈଶ୍ଵରଙ୍କ ସେବା କରୁଥିବା ସମୟରେ ଦୁଃଖ ସହ୍ୟ କରିବାକୁ ଉତ୍ସାହ ଦିଅନ୍ତି (1:1-2:13) I

1. ପାଉଲ ତୀମଥିଙ୍କୁ ସାଧାରଣ ଉପଦେଶ ଦେଉଛନ୍ତି (୨:୧୪-୨୬).
2. ପାଉଲ ତୀମଥିଙ୍କୁ ଭବିଷ୍ୟତର ଘଟଣା ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି ଓ କିପରି ଈଶ୍ବରଙ୍କ ସେବା କରିବାକୁ ହେବ, ସେ ବିଷୟରେ ଉପଦେଶ ଦେଉଛନ୍ତି (୩:୧-୪:୮) .
3. ପାଉଲ ବ୍ୟକ୍ତିଗତ ମନ୍ତବ୍ୟ ଦେଉଛନ୍ତି (୪:୯-୨୪)I

### ୨ ତୀମଥି ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ୨ ତୀମଥି ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ, ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

ଏହା ପାଉଲ ତୀମଥିଙ୍କୁ ଲେଖିଥିବା ଦ୍ବିତୀୟ ପତ୍ର I ତୀମଥି ତାହାଙ୍କର ଶିଷ୍ୟ ଓ ଘନିଷ୍ଠ ବନ୍ଧୁ ଥିଲେ I ପାଉଲ ରୋମ୍ ରେ ବନ୍ଦୀଥିବା ସମୟରେ ଏହି ପତ୍ର ଲେଖିଥିଲେ I ପାଉଲ ଏହି ପତ୍ର ଲେଖିବା ପରେ ଖୁବ୍ ଶୀଘ୍ର ମୃତ୍ୟୁଭୋଗ କରିବାକୁ ଯାଉଛନ୍ତି I

### ୨ ତୀମଥି ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ତୀମଥିଙ୍କୁ ଏଫିସ ନଗରରେ ସେଠାକାର ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଛାଡ଼ି ଆସିଥିଲେ I ପାଉଲ ବିଭିନ୍ନ ବିଷୟରେ ତୀମଥିଙ୍କୁ ଶିକ୍ଷା ଦେବାପାଇଁ ଏହି ପତ୍ର ଲେଖିଥିଲେ I ସେ କହିଥିବା ପ୍ରସଙ୍ଗ ଗୁଡିକ ମଧ୍ୟରେ ଭ୍ରାନ୍ତ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ ଓ କଷ୍ଟକର ପରିସ୍ଥିତିକୁ ସହ୍ୟ କରିବା ଅନ୍ତର୍ଭୁକ୍ତ I ଏହି ପତ୍ର ମଧ୍ୟ ପ୍ରଦର୍ଶୀତ କରେ ଯେ ପାଉଲ କିପରି ତୀମଥିଙ୍କୁ ମଣ୍ଡଳୀଗୁଡିକ ମଧ୍ୟରେ ଜଣେ ନେତା ହେବାପାଇଁ ତାଲିମ ଦେଉଥିଲେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “୨ ତୀମଥି” କିମ୍ବା “ଦ୍ବିତୀୟ ତୀମଥି” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀମଥିଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବା ତୀମଥିଙ୍କ ନିକଟକୁ ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ୨ ତୀମଥି ପୁସ୍ତକରେ ସୈନିକର ପ୍ରତିଛବି କଅଣ?

ସେ ଶୀଘ୍ର ମରିବାକୁ ଯାଉଛନ୍ତି ବୋଲି ଜାଣି ବନ୍ଦୀଗୃହରେ ଅପେକ୍ଷା କରିଥିବା ସମୟରେ, ସେ ଆପଣାକୁ ପ୍ରାୟତଃ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସୈନିକଭାବରେ କହୁଛନ୍ତି I ସୈନିକମାନେ ସେମାନଙ୍କ ନେତାମାନଙ୍କୁ ଉତ୍ତର ଦେଇଥାନ୍ତି I ସେହି ପ୍ରକାରେ, ଖ୍ରୀଷ୍ଟିୟାନମାନେ ଯୀଶୁଙ୍କୁ ଉତ୍ତର ଦିଅନ୍ତି I ଖ୍ରୀଷ୍ଟଙ୍କର “ସୈନିକ” ଭାବରେ ବିଶ୍ବାସୀମାନେ ତାହାଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ, ଯଦିଓ ସେମାନଙ୍କୁ ତା’ର ଫଳସ୍ବରୂପ ମରିବାକୁ ପଡିପାରେ I

### ଈଶ୍ବର ଶାସ୍ତ୍ରକୁ ନିଶ୍ବସିତ କଲେ ବୋଲି କହିବାର ଅର୍ଥ କଅଣ?

ଈଶ୍ବର ଶାସ୍ତ୍ରର ପ୍ରକୃତ ଲେଖକ ଅଟନ୍ତି I ସେ ମନୁଷ୍ୟ ଲେଖକମାନଙ୍କୁ ପ୍ରେରଣା ଦେଲେ, ଯେଉଁମାନେ ପୁସ୍ତକସବୁ ଲେଖିଥିଲେ I ତାହାର ଅର୍ଥ ହେଉଛି ଯେ ଈଶ୍ବର କୌଣସି ନା କୌଣସି ପ୍ରକାରେ ସେମାନେ ଯାହା ଲେଖିଲେ, ତାହା ଲେଖିବାକୁ ଚାଳନା ଦେଲେ I ସେଥିପାଇଁ ମଧ୍ୟ ଏହାକୁ ଈଶ୍ବରଙ୍କ ବାକ୍ୟ ବୋଲି କୁହାଯାଏ I ଏହା ବାଇବଲ ବିଷୟରେ ଅନେକ ବିଷୟର ସୂଚନା ଦିଏ I ପ୍ରଥମତଃ, ବାଇବଲ ତୃଟିଶୁନ୍ୟ ଓ ଭରସା ଯୋଗ୍ୟ ଅଟେ I ଦ୍ବିତୀୟରେ, ଯେଉଁମାନେ ଏହାକୁ ବିକୃତ ବା ନଷ୍ଟ କରିବାକୁ ଚାହିଁବେ, ସେମାନଙ୍କଠାରୁ ଶାସ୍ତ୍ରକୁ ସୁରକ୍ଷା କରିବାକୁ ଆମ୍ଭେମାନେ ଈଶ୍ବରଙ୍କଠାରେ ଭରସା କରିପାରିବା I ତୃତୀୟରେ, ଈଶ୍ବରଙ୍କ ବାକ୍ୟ ଜଗତର ସବୁ ଭାଷାରେ ଅନୁବାଦ ହେବା ଉଚିତ

## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଅଟେ ଓ ତୀମଥିଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୪:୨୨ I (ଦେଖ: [[rc://en/ta/man/translate/figs-exclusive]] ଓ [[rc://en/ta/man/translate/figs-you]])

### “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

### ୨ତୀମଥି ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ଶାସ୍ତ୍ରାଂଶଗତ ସମସ୍ୟା ଅଛି?

ନିମ୍ନ ପଦଗୁଡିକରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ରହିଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

* “ଏହି କାରଣରୁ ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି” (୧:୧୧)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ଏଥିପାଇଁ, ମୁଁ ବିଜାତିମାନଙ୍କ ପ୍ରତି ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି I”
* ""ଈଶ୍ବରଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ” (୨:୧୪)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ”

(ଦେଖ: [[rc://en/ta/man/translate/translate-textvariants]]) " +2TI front intro s7fk 0 # **2** **ତୀମଥି ପୁସ୍ତକର ପରିଚୟ**

## ଭାଗ 1: ସାଧାରଣ ପରିଚୟ

### 2 ତୀମଥି ପୁସ୍ତକର ରୂପରେଖ 

### 1\. ପାଉଲ ତୀମଥିଙ୍କୁ ନମସ୍କାର ଜଣାଇ ଈଶ୍ଵରଙ୍କ ସେବା କରୁଥିବା ସମୟରେ ଦୁଃଖ ସହ୍ୟ କରିବାକୁ ଉତ୍ସାହ ଦିଅନ୍ତି (1:1-2:13) I

###

2. ପାଉଲ ତୀମଥିଙ୍କୁ ସାଧାରଣ ଉପଦେଶ ଦେଅନ୍ତି (2:14-26). I

1. ପାଉଲ ତୀମଥିଙ୍କୁ ଭବିଷ୍ୟତର ଘଟଣା ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି ଓ କିପରି ଈଶ୍ବରଙ୍କ ସେବା କରିବାକୁ ହେବ, ସେ ବିଷୟରେ ଉପଦେଶ ଦେଉଛନ୍ତି (୩:୧-୪:୮) .
2. ପାଉଲ ବ୍ୟକ୍ତିଗତ ମନ୍ତବ୍ୟ ଦେଉଛନ୍ତି (୪:୯-୨୪)I

### ୨ ତୀମଥି ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ୨ ତୀମଥି ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ, ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

ଏହା ପାଉଲ ତୀମଥିଙ୍କୁ ଲେଖିଥିବା ଦ୍ବିତୀୟ ପତ୍ର I ତୀମଥି ତାହାଙ୍କର ଶିଷ୍ୟ ଓ ଘନିଷ୍ଠ ବନ୍ଧୁ ଥିଲେ I ପାଉଲ ରୋମ୍ ରେ ବନ୍ଦୀଥିବା ସମୟରେ ଏହି ପତ୍ର ଲେଖିଥିଲେ I ପାଉଲ ଏହି ପତ୍ର ଲେଖିବା ପରେ ଖୁବ୍ ଶୀଘ୍ର ମୃତ୍ୟୁଭୋଗ କରିବାକୁ ଯାଉଛନ୍ତି I

### ୨ ତୀମଥି ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ତୀମଥିଙ୍କୁ ଏଫିସ ନଗରରେ ସେଠାକାର ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଛାଡ଼ି ଆସିଥିଲେ I ପାଉଲ ବିଭିନ୍ନ ବିଷୟରେ ତୀମଥିଙ୍କୁ ଶିକ୍ଷା ଦେବାପାଇଁ ଏହି ପତ୍ର ଲେଖିଥିଲେ I ସେ କହିଥିବା ପ୍ରସଙ୍ଗ ଗୁଡିକ ମଧ୍ୟରେ ଭ୍ରାନ୍ତ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ ଓ କଷ୍ଟକର ପରିସ୍ଥିତିକୁ ସହ୍ୟ କରିବା ଅନ୍ତର୍ଭୁକ୍ତ I ଏହି ପତ୍ର ମଧ୍ୟ ପ୍ରଦର୍ଶୀତ କରେ ଯେ ପାଉଲ କିପରି ତୀମଥିଙ୍କୁ ମଣ୍ଡଳୀଗୁଡିକ ମଧ୍ୟରେ ଜଣେ ନେତା ହେବାପାଇଁ ତାଲିମ ଦେଉଥିଲେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “୨ ତୀମଥି” କିମ୍ବା “ଦ୍ବିତୀୟ ତୀମଥି” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀମଥିଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବା ତୀମଥିଙ୍କ ନିକଟକୁ ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ୨ ତୀମଥି ପୁସ୍ତକରେ ସୈନିକର ପ୍ରତିଛବି କଅଣ?

ସେ ଶୀଘ୍ର ମରିବାକୁ ଯାଉଛନ୍ତି ବୋଲି ଜାଣି ବନ୍ଦୀଗୃହରେ ଅପେକ୍ଷା କରିଥିବା ସମୟରେ, ସେ ଆପଣାକୁ ପ୍ରାୟତଃ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସୈନିକଭାବରେ କହୁଛନ୍ତି I ସୈନିକମାନେ ସେମାନଙ୍କ ନେତାମାନଙ୍କୁ ଉତ୍ତର ଦେଇଥାନ୍ତି I ସେହି ପ୍ରକାରେ, ଖ୍ରୀଷ୍ଟିୟାନମାନେ ଯୀଶୁଙ୍କୁ ଉତ୍ତର ଦିଅନ୍ତି I ଖ୍ରୀଷ୍ଟଙ୍କର “ସୈନିକ” ଭାବରେ ବିଶ୍ବାସୀମାନେ ତାହାଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ, ଯଦିଓ ସେମାନଙ୍କୁ ତା’ର ଫଳସ୍ବରୂପ ମରିବାକୁ ପଡିପାରେ I

### ଈଶ୍ବର ଶାସ୍ତ୍ରକୁ ନିଶ୍ବସିତ କଲେ ବୋଲି କହିବାର ଅର୍ଥ କଅଣ?

ଈଶ୍ବର ଶାସ୍ତ୍ରର ପ୍ରକୃତ ଲେଖକ ଅଟନ୍ତି I ସେ ମନୁଷ୍ୟ ଲେଖକମାନଙ୍କୁ ପ୍ରେରଣା ଦେଲେ, ଯେଉଁମାନେ ପୁସ୍ତକସବୁ ଲେଖିଥିଲେ I ତାହାର ଅର୍ଥ ହେଉଛି ଯେ ଈଶ୍ବର କୌଣସି ନା କୌଣସି ପ୍ରକାରେ ସେମାନେ ଯାହା ଲେଖିଲେ, ତାହା ଲେଖିବାକୁ ଚାଳନା ଦେଲେ I ସେଥିପାଇଁ ମଧ୍ୟ ଏହାକୁ ଈଶ୍ବରଙ୍କ ବାକ୍ୟ ବୋଲି କୁହାଯାଏ I ଏହା ବାଇବଲ ବିଷୟରେ ଅନେକ ବିଷୟର ସୂଚନା ଦିଏ I ପ୍ରଥମତଃ, ବାଇବଲ ତୃଟିଶୁନ୍ୟ ଓ ଭରସା ଯୋଗ୍ୟ ଅଟେ I ଦ୍ବିତୀୟରେ, ଯେଉଁମାନେ ଏହାକୁ ବିକୃତ ବା ନଷ୍ଟ କରିବାକୁ ଚାହିଁବେ, ସେମାନଙ୍କଠାରୁ ଶାସ୍ତ୍ରକୁ ସୁରକ୍ଷା କରିବାକୁ ଆମ୍ଭେମାନେ ଈଶ୍ବରଙ୍କଠାରେ ଭରସା କରିପାରିବା I ତୃତୀୟରେ, ଈଶ୍ବରଙ୍କ ବାକ୍ୟ ଜଗତର ସବୁ ଭାଷାରେ ଅନୁବାଦ ହେବା ଉଚିତ

## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଅଟେ ଓ ତୀମଥିଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୪:୨୨ I (ଦେଖ: [[rc://en/ta/man/translate/figs-exclusive]] ଓ [[rc://en/ta/man/translate/figs-you]])

### “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

### ୨ତୀମଥି ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ଶାସ୍ତ୍ରାଂଶଗତ ସମସ୍ୟା ଅଛି?

ନିମ୍ନ ପଦଗୁଡିକରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ରହିଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

* “ଏହି କାରଣରୁ ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି” (୧:୧୧)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ଏଥିପାଇଁ, ମୁଁ ବିଜାତିମାନଙ୍କ ପ୍ରତି ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକସ୍ବରୂପେ ନିଯୁକ୍ତ ହୋଇଅଛି I”
* ""ଈଶ୍ବରଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ” (୨:୧୪)I କେତେକ ପୁରାତନ ସଂସ୍କରଣରେ ଲେଖାଅଛି, “ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ”

(ଦେଖ: [[rc://en/ta/man/translate/translate-textvariants]]) " 2TI 1 intro p5lf 0 # ୨ ତୀମଥି ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧-୨ ପଦରେ ପାଉଲ ଔପଚାରିକ ଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାରେ ଆରମ୍ଭ କରୁଥିଲେ I

## ଏହି ଅଧ୍ୟାୟର ବିଶେଷ ଧାରଣା

## ଆତ୍ମିକ ସନ୍ତାନ

ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଭାବରେ ଓ ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ହୁଏତ ତାହାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ କଢାଇ ନେଇଥିବେ I ସେଥିପାଇଁ, ପାଉଲ ତୀମଥିଙ୍କୁ “ପ୍ରିୟ ପୁତ୍ର” ବୋଲି କହୁଛନ୍ତି I (ଦେଖ: [[rc://en/tw/dict/bible/kt/disciple]] ଓ [[rc://en/tw/dict/bible/kt/spirit]])

### ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ତାଡନା
ଏହି ପତ୍ର ଲେଖୁଥିବା ସମୟରେ ପାଉଲ ବନ୍ଦୀଗୃହରେ ଥିଲେ I ପାଉଲ ତୀମଥିଙ୍କୁ ସୁସମାଚାର ନିମନ୍ତେ ଦୁଃଖଭୋଗ କରିବାକୁ ଉତ୍ସାହ ଦେଉଛନ୍ତି I (ଦେଖ: [[rc://en/ta/man/translate/figs-explicit]])
2TI 1 1 ha4l Παῦλος 1 Paul ତୁମ ଭାଷାରେ ହୁଏତ ପତ୍ରର ଲେଖକଙ୍କ ପରିଚୟ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ମଧ୍ୟ, ଲେଖକଙ୍କ ପରିଚୟ ଦେବା ପରେ ପରେ, ଯେପରି USTରେ ଲେଖାଅଛି, କାହା ନିକଟକୁ ପତ୍ରଟି ଲେଖାଯାଇଛି, ତୁମେ ତା’ର ସୂଚନା ଦେବାକୁ ଇଚ୍ଛା କରିପାର I 2TI 1 1 vl2g διὰ θελήματος Θεοῦ 1 through the will of God "ଈଶ୍ବରଙ୍କ ଇଚ୍ଛା ସକାଶୁ କିମ୍ବା “ଯେହେତୁ ଈଶ୍ବର ସେ ପ୍ରକାର ହେବାକୁ ଚାହିଁଥିଲେ I” ପାଉଲ ଜଣେ ପ୍ରେରିତ ହୋଇଥିଲେ, କାରଣ ଈଶ୍ବର ତାହାଙ୍କୁ ଜଣେ ପ୍ରେରିତ ହେବାକୁ ଚାହିଁଥିଲେ ଓ କୌଣସି ମନୁଷ୍ୟ ତାହାଙ୍କୁ ମନୋନୀତ କରି ନ ଥିଲେ I