diff --git a/en_tn_51-PHP.tsv b/en_tn_51-PHP.tsv index e2ebf0c..5abfdc4 100644 --- a/en_tn_51-PHP.tsv +++ b/en_tn_51-PHP.tsv @@ -49,31 +49,31 @@ PHP 1 18 cf58 χαρήσομαι 1 I will rejoice PHP 1 19 qp81 τοῦτό μοι ἀποβήσεται εἰς σωτηρίαν 1 this will result in my deliverance PHP 1 19 h9hf figs-abstractnouns μοι ... εἰς σωτηρίαν 1 in my deliverance ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ  ବିଶେଷ୍ୟ **ଅନୁକୂଳ** ଅର୍ଥ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଏହାଦ୍ୱାରା ଈଶ୍ଵର  ମୋତେ ଉଦ୍ଧାର କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n PHP 1 19 x3fs διὰ τῆς ὑμῶν δεήσεως, καὶ ἐπιχορηγίας τοῦ Πνεύματος Ἰησοῦ Χριστοῦ 1 through your prayers and the help of the Spirit of Jesus Christ -PHP 1 19 c48j Πνεύματος Ἰησοῦ Χριστοῦ 1 Spirit of Jesus Christ ପବିତ୍ର ଆତ୍ମା -PHP 1 20 fh48 figs-doublet κατὰ τὴν ἀποκαραδοκίαν καὶ ἐλπίδα μου 1 It is my eager expectation and certain hope ଏଠାରେ “ଆକାଂକ୍ଷା” ଓ “ଏକାନ୍ତ ଭରସା” ବାକ୍ୟାଂଶ ସାଧାରଣଭାବରେ ସମାନ ଅର୍ଥ ଅଟନ୍ତି I ପାଉଲ ତାହାଙ୍କର ଆକାଂକ୍ଷା କେତେ ଦୃଢ଼ ଅଟେ ତାହାକୁ ଗୁରୁତ୍ବ ଦେବା ନିମନ୍ତେ ସେହି ଶବ୍ଦଗୁଡିକ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଗ୍ରହର ସହିତ ଓ ଦୃଢ଼ଭାବରେ ଭରସା କରୁଅଛି” (ଦେଖ: [[rc://or/ta/man/translate/figs-doublet]]) -PHP 1 20 tk7l ἀλλ’ ἐν πάσῃ παρρησίᾳ 1 but that I will have complete boldness ଏହା ପାଉଲଙ୍କ ଆକାଂକ୍ଷା ଓ ଭରସାର ଅଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୁଁ ଅତି ସାହସିକ ହେବି” -PHP 1 20 jz1z figs-metonymy μεγαλυνθήσεται Χριστὸς ἐν τῷ σώματί μου 1 Christ will be exalted in my body “ମୋହର ଶରୀର” ଏକ ରୂପକ ଅଟେ ଯାହା ପାଉଲ ଆପଣା ଶରୀର ସହିତ କରନ୍ତି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ମୁଁ ଯାହା କରେ, ତଦ୍ଦ୍ବାରା ଖ୍ରୀଷ୍ଟଙ୍କର ମହିମାନ୍ବିତ କରୁଅଛି” କିମ୍ବା ୨) “ମୁଁ ଯାହା କରୁଅଛି, ତଦ୍ଦ୍ବାରା ଲୋକମାନେ ଖ୍ରୀଷ୍ଟଙ୍କ ପ୍ରଶଂସା କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-activepassive]]) -PHP 1 20 y78k εἴτε διὰ ζωῆς εἴτε διὰ θανάτου 1 whether by life or by death ମୁଁ ଜୀବିତ କିମ୍ବା ମୃତ ହେଲେ ହେଁ କିମ୍ବା “ଯଦି ମୁଁ ଜୀବିତ ରହିଥିବି ବା ମୃତ୍ୟୁଭୋଗ କରିବି” -PHP 1 21 p9b7 ἐμοὶ γὰρ 1 For to me ଏହି ଶବ୍ଦଗୁଡିକ ଗୁରୁତ୍ବ ବହନକାରୀ ଅଟନ୍ତି I ସେଗୁଡିକ ସୂଚାଉ ଅଛନ୍ତି ଯେ ଏହା ପାଉଲଙ୍କର ବ୍ୟକ୍ତିଗତ ଅନୁଭୂତି ଅଟେ I -PHP 1 21 sxt5 figs-metaphor τὸ ζῆν Χριστὸς 1 to live is Christ ଏଠାରେ ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଓ ତାହାଙ୍କର ସେବା କରିବା ବିଷୟରେ କୁହାଯାଏ ଯେପରି ପାଉଲଙ୍କ ଜୀବନଧାରଣର ଏକମାତ୍ର ଉଦ୍ଦେଶ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଜୀବନ ଧାରଣ କରି ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଏକ ସୁଯୋଗ ଅଟେ” (ଦେଖ: [[rc://or/ta/man/translate/figs-metaphor]]) -PHP 1 21 n3jd figs-metaphor τὸ ἀποθανεῖν κέρδος 1 to die is gain ଏଠାରେ ମୃତ୍ୟୁକୁ “ଲାଭଜନକ” ଭାବେ କୁହାଯାଉଛି I “ଲାଭଜନକ” ନିମନ୍ତେ ସମ୍ଭାବିତ ଅର୍ଥଗୁଡିକ ୧) ପାଉଲଙ୍କ ମୃତ୍ୟୁ ସୁସମାଚାରର ବାକ୍ୟ ପ୍ରସାର କରିବାରେ ସାହାଯ୍ୟ କରିବ କିମ୍ବା ୨) ପାଉଲ ଏକ ଭଲ ପରିସ୍ଥିତିରେ ରହିବେ I (ଦେଖ: [[rc://or/ta/man/translate/figs-metaphor]]) -PHP 1 22 a21c figs-metonymy εἰ δὲ τὸ ζῆν ἐν σαρκί 1 But if I am to live in the flesh “ଶରୀର” ଶବ୍ଦ ଏଠାରେ ସମଗ୍ର ଶରୀର ନିମନ୍ତେ ଏକ ରୁପକ ଅଟେ, ଓ ଜୀବିତ ରହିବା ନିମନ୍ତେ “ଶରୀର ଧାରଣ କରିବା” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ମୋତେ ଶରୀରରେ ଜୀବିତ ରହିବାକୁ ପଡେ” କିମ୍ବା “କିନ୍ତୁ ଯଦି ମୁଁ ଜୀବିତ ରହେ” (ଦେଖ: [[rc://or/ta/man/translate/figs-metonymy]]) -PHP 1 22 y9fv καὶ τί αἱρήσομαι 1 Yet which to choose? କିନ୍ତୁ ମୁଁ କଅଣ ପସନ୍ଦ କରିବା ଉଚିତ୍ ? -PHP 1 22 mwl6 figs-metaphor τοῦτό μοι καρπὸς ἔργου 1 that means fruitful labor for me “ପରିଣାମ” ଶବ୍ଦ ଏଠାରେ ପାଉଲଙ୍କ କାର୍ଯ୍ୟର ଉତ୍ତମ ଫଳାଫଳକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାର ଅର୍ଥ ଯେ ମୁଁ କାର୍ଯ୍ୟ କରିବାକୁ ସକ୍ଷମ ହେବି ଓ ମୋହର କାର୍ଯ୍ୟ ଉତ୍ତମ ଫଳାଫଳ ଉତ୍ପନ୍ନ କରିବ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-explicit]]) -PHP 1 23 tq29 figs-metaphor συνέχομαι δὲ ἐκ τῶν δύο 1 For I am hard pressed between the two ତାହାଙ୍କ ନିମନ୍ତେ ଜୀବନ ଧାରଣ କରିବା ଓ ମୃତ୍ୟୁଭୋଗ କରିବା ମଧ୍ୟରେ ମନୋନୀତ କରିବା ଯେ କେତେ କଷ୍ଟକର, ସେ ବିଷୟରେ ପାଉଲ କହନ୍ତି ଯେପରି ଏହା କାଠଗଣ୍ଡି ବା ପଥର ସଦୃଶ ଦୁଇଟି ଓଜନିଆ ବସ୍ତୁ ଅଟନ୍ତି, ଯାହା ତାହାଙ୍କୁ ଏକା ସମୟରେ ବିପରୀତ ଦିଗକୁ ଟାଣୁଅଛି I ତୁମମାନଙ୍କ ଭାଷା ହୁଏତ ପଦାର୍ଥଗୁଡିକ ଟାଣିବା ବଦଳରେ ଠେଲିବା ବିଷୟକୁ ପସନ୍ଦ କରିପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ ଚାପରେ ଅଛି I ମୁଁ ଜାଣେ ନାହିଁ ଯେ ମୁଁ ଜୀବିତ ରହିବାକୁ ନା ମୃତ୍ୟୁଭୋଗ କରିବାକୁ ପସନ୍ଦ କରିବି” (ଦେଖ: [[rc://or/ta/man/translate/figs-metaphor]]) -PHP 1 23 f7qg figs-euphemism τὴν ἐπιθυμίαν ἔχων εἰς τὸ ἀναλῦσαι καὶ σὺν Χριστῷ εἶναι 1 My desire is to depart and be with Christ ସେ ମୃତ୍ୟୁଭୋଗ କରିବାକୁ ଭୟଭୀତ ନୁହନ୍ତି ବୋଲି ଦେଖାଇବାକୁ ଯାଇ ପାଉଲ ଏଠାରେ ଏକ ଶିଷ୍ଟୋକ୍ତି ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ମୃତ୍ୟୁଭୋଗ କରିବା ନିମନ୍ତେ ଶ୍ରେୟସ୍କର ମନେ କରେ, କାରଣ ମୁଁ ଖ୍ରୀଷ୍ଟଙ୍କ ସହିତ ରହିବାକୁ ଯିବି” (ଦେଖ: [[rc://or/ta/man/translate/figs-euphemism]]) -PHP 1 25 bu8d τοῦτο πεποιθὼς 1 Being convinced of this ଯେହେତୁ ମୁଁ ନିଶ୍ଚିତ ଯେ ମୁଁ ଜୀବିତ ରହିବା ତୁମ୍ଭମାନଙ୍କ ପକ୍ଷରେ ଶ୍ରେୟସ୍କର ଅଟେ -PHP 1 25 kmp4 οἶδα ὅτι μενῶ 1 I know that I will remain ମୁଁ ଜାଣେ ଯେ ମୁଁ ଜୀବିତ ରହିଥିବି କିମ୍ବା “ମୁଁ ଜାଣେ ଯେ “ମୁଁ ଜୀବିତ ରହିବା ଶ୍ରେୟସ୍କର ମନେ କରିବି” -PHP 1 26 i9cl ἵνα ... ἐν ἐμοὶ 1 so that in me ଯେପରି ମୋ ସକାଶୁ କିମ୍ବା “ଯେପରି ମୁଁ ଯାହା କରୁଅଛି, ତାହା ସକାଶୁ” -PHP 1 27 cd3b figs-parallelism ὅτι στήκετε ἐν ἑνὶ πνεύματι, μιᾷ ψυχῇ συναθλοῦντες τῇ πίστει τοῦ εὐαγγελίου 1 that you are standing firm in one spirit, with one mind striving together for the faith of the gospel “ଏକ ଆତ୍ମାରେ ସ୍ଥିର ରହିବା” ଓ “ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରିବା” ବାକ୍ୟାଂଶଗୁଡିକ ଏକାପରି ଅର୍ଥ ପ୍ରକାଶ କରନ୍ତି ଓ ଏକତାର ଗୁରୁତ୍ବକୁ ଜୋର୍ ଦିଅନ୍ତି I (ଦେଖ: [[rc://or/ta/man/translate/figs-parallelism]]) -PHP 1 27 jey6 figs-metaphor μιᾷ ψυχῇ συναθλοῦντες 1 with one mind striving together "ଏକ ଚିତ୍ତରେ ଏକତ୍ର ଉଦ୍ୟମ କରିବା I ପରସ୍ପର ସହିତ ଏକମତ ହେବା ବିଷୟକୁ ଏକମନା ହେବା ସଦୃଶ କୁହାଯାଏ I ଅନ୍ୟ ଏକ ଅନୁବାଦରେ: “ପରସ୍ପର ଏକମତ ହୋଇ ଏବଂ ଏକତ୍ର ଉଦ୍ୟମ କରିବା” (ଦେଖ: [[rc://or/ta/man/translate/figs-metaphor]]) -PHP 1 27 ej2s συναθλοῦντες 1 striving together ଏକତ୍ର କଠିନ ପରିଶ୍ରମ କରିବା" -PHP 1 27 ya3h τῇ πίστει τοῦ εὐαγγελίου 1 for the faith of the gospel ସମ୍ଭାବିତ ଅର୍ଥଗୁଡିକ ୧) “ସୁସମାଚାର ଉପରେ ଆଧାରିତ ବିଶ୍ବାସକୁ ପ୍ରସାର କରିବା” କିମ୍ବା ୨) “ସୁସମାଚାର ଶିକ୍ଷା ଦେଉଥିବା ପ୍ରକାରେ ବିଶ୍ବାସକରି ଜୀବନଯାପନ କରିବା” -PHP 1 28 i9yt figs-you μὴ πτυρόμενοι ἐν μηδενὶ 1 Do not be frightened in any respect ଏହା ଫିଲିପ୍ପୀୟ ବିଶ୍ବାସୀମାନଙ୍କ ପ୍ରତି ଏକ ଆଜ୍ଞା ଅଟେ I ଯଦି ତୁମ ଭାଷାରେ ବହୁବାଚକ ଶୈଳୀର ଆଜ୍ଞା ଥାଏ ଏଠାରେ ତାହା ବ୍ୟବହାର କର I (ଦେଖ: [[rc://or/ta/man/translate/figs-you]]) -PHP 1 28 l495 ἥτις ἐστὶν αὐτοῖς ἔνδειξις ἀπωλείας, ὑμῶν δὲ σωτηρίας, καὶ τοῦτο ἀπὸ Θεοῦ 1 This is a sign to them of their destruction, but of your salvation—and this from God ତୁମ୍ଭମାନଙ୍କ ସାହସ ସେମାନଙ୍କୁ ଦେଖାଇବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଏହା ମଧ୍ୟ ତୁମ୍ଭମାନଙ୍କୁ ଦେଖାଇବ ଯେ ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ -PHP 1 28 nb4b καὶ τοῦτο ἀπὸ Θεοῦ 1 and this from God "ଅତଏବ ଏହା ଈଶ୍ବରଙ୍କଠାରୁ ଅଟେ I “ଏହା” ଶବ୍ଦ ଉଲ୍ଲେଖ କରୁଥିବା ସମ୍ଭାବିତ ଅର୍ଥଗୁଡିକ ୧) ବିଶ୍ବାସୀମାନଙ୍କ ସାହସ କିମ୍ବା ୨) ଲକ୍ଷଣ କିଅବା ୩) ବିନାଶ ଓ ପରିତ୍ରାଣ I -PHP 1 30 x4z3 τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 having the same conflict which you saw in me, and now you hear in me ତୁମ୍ଭେମାନେ ମୋତେ ଯେପରି ଦୁଃଖଭୋଗ କରୁଥିବା ଦେଖିଥିଲ ଓ ମୁଁ ବର୍ତ୍ତମାନ ସୁଦ୍ଧା ଯେପରି ଦୁଃଖଭୋଗ କରୁଅଛି, ସେହି ପରି ଦୁଃଖଭୋଗ କରିବା" -PHP 2 intro ixw8 0 # ଫିଲିପ୍ପୀୟ ୦୨ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ, ୟୁ ଏଲ୍ ଟି ସଦୃଶ, ୬-୧୧ ପଦକୁ ପୃଥକ୍ କରନ୍ତି I ଏହି ପଦଗୁଡିକ ଖ୍ରୀଷ୍ଟଙ୍କ ଆଦର୍ଶ ବର୍ଣ୍ଣନା କରି ଥାଆନ୍ତି I ସେଗୁଡିକ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବ ବିଷୟରେ ଗୁରୁତ୍ବପୂର୍ଣ୍ଣ ସତ୍ୟ ଶିକ୍ଷା ଦିଅନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣା

### ବ୍ୟବହାରିକ ଉପଦେଶ
ଏହି ଅଧ୍ୟାୟରେ ପାଉଲ ଫିଲିପ୍ପୀୟ ମଣ୍ଡଳୀକୁ ଅନେକ ବ୍ୟବହାରିକ ଉପଦେଶ ଦେଉଛନ୍ତି I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

### “ଯଦି କୌଣସି ବିଷୟ ଥାଏ”
ଏହା ଏକ ପ୍ରକାର ପରିକଳ୍ପିତ ଉକ୍ତି ସଦୃଶ ମନେ ହୁଏ I ଯାହାହେଉ, ବାସ୍ତବରେ ଏହା ଏକ ପରିକଳ୍ପିତ ଉକ୍ତି ନୁହେଁ, କାରଣ ଏହା ଏପରି କିଛି ବିଷୟ ପ୍ରକାଶ କରେ ଯାହା ସତ୍ୟ ଅଟେ I ଅନୁବାଦକ ମଧ୍ୟ ଏହି ବାକ୍ୟାଂଶକୁ “ଯେହେତୁ ଅଛି” ବୋଲି ଅନୁବାଦ କରିପାରିବେ I”
+PHP 1 19 c48j Πνεύματος Ἰησοῦ Χριστοῦ 1 Spirit of Jesus Christ +PHP 1 20 fh48 figs-doublet κατὰ τὴν ἀποκαραδοκίαν καὶ ἐλπίδα μου 1 It is my eager expectation and certain hope ଉଭୟ **ଏକାନ୍ତ ଆକାଂକ୍ଷା** ଓ **ଭରସା** ସମାନ ଅର୍ଥକୁ ବୁଝାଏ ଏବଂ ଏକତ୍ର ଏକ ଧାରଣା ପ୍ରକାଶ କରେ ।  ପାଉଲ  ତାଙ୍କର ଆଶାର ଶକ୍ତି ଉପରେ ଗୁରୁତ୍ୱ ଦେବା ପାଇଁ ଏହି ଦୁଇଟି ଶବ୍ଦକୁ ଏକାଠି ବ୍ୟବହାର କରନ୍ତି ।  ଯଦି ଆପଣଙ୍କ ଭାଷାରେ ଗୋଟିଏ ଶବ୍ଦ ବା ବାକ୍ୟାଂଶ ଅଛି ଯାହା ଏହି ଦୁଇଟି ଶବ୍ଦର ଅର୍ଥ ପ୍ରକାଶ କରେ, ଆଶାର ଶକ୍ତିକୁ ଅନ୍ୟ ଉପାୟରେ ପ୍ରକାଶ କରିବାକୁ ଏହାକୁ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆନ୍ତରିକ ଆଶା” କିମ୍ବା “ନିଶ୍ଚିତ ଆଶା” (ଦେଖନ୍ତୁ: rc://en/ta/man/translate/figs-doublet)\n\n +PHP 1 20 tk7l ἀλλ’ ἐν πάσῃ παρρησίᾳ 1 but that I will have complete boldness ଉଭୟ **ଆଶା** ଏବଂ **ଭରସା** ଗୁଣବାଚକ ବିଶେଷ୍ୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ସେଗୁଡ଼ିକୁ\nଏକ କ୍ରିୟା ବାକ୍ୟାଂଶରେ ଏକତ୍ର ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ମୁଁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 20 jz1z figs-metonymy μεγαλυνθήσεται Χριστὸς ἐν τῷ σώματί μου 1 Christ will be exalted in my body ଏଠାରେ, **ମୋ ଶରୀରରେ** ବାକ୍ୟାଂଶ ସାଙ୍କେତିକ ଭାବରେ ବ୍ୟବହୃତ ଯାହା ପାଉଲ ତାଙ୍କ ଶରୀରରେ କରନ୍ତି \n। ପାଉଲ ତାଙ୍କ ଶରୀର ବିଷୟରେ କୁହନ୍ତି କାରଣ ତାଙ୍କ ପାର୍ଥିବ ଶରୀରରେ ସେ ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ଵରଙ୍କ ସେବା କରିବେ, ଯେପରି ସେ ୧: ୨୨-୨୪ ରେ ଅଧିକ ବିବରଣୀ ଦେଇଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହାକିଛି କରେ” (ଦେଖନ୍ତୁ: \nrc://en/ta/man/translate/figs-metonymy) +PHP 1 20 y78k εἴτε διὰ ζωῆς εἴτε διὰ θανάτου 1 whether by life or by death ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେମାନଙ୍କ ମୁଖଗତ ଗଠନ ସହ ଗୁଣବାଚକ ବିଶେଷ୍ୟ **ଜୀବନ** ଏବଂ **ମୃତ୍ୟୁ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଜୀବିତ କିମ୍ବା ମୁଁ ମୃତ”\n(ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 21 p9b7 ἐμοὶ γὰρ 1 For to me +PHP 1 21 sxt5 figs-metaphor τὸ ζῆν Χριστὸς 1 to live is Christ +PHP 1 21 n3jd figs-metaphor τὸ ἀποθανεῖν κέρδος 1 to die is gain ଯଦି ଆପଣଙ୍କ ଭାଷାରେ ଗୁଣବାଚକ ବିଶେଷ୍ୟ **ଲାଭ** ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦ ବାକ୍ୟାଂଶ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୃତ୍ୟୁ ଅର୍ଥ ଖ୍ରୀଷ୍ଟଙ୍କ ନିକଟକୁ ଯିବା” କିମ୍ବା “ମୃତ୍ୟୁ ମୋତେ ଅଧିକ ଆଶୀର୍ବାଦ ଦେବ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 22 a21c figs-metonymy εἰ δὲ τὸ ζῆν ἐν σαρκί 1 But if I am to live in the flesh ଏଠାରେ ପାଉଲ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ **ଶରୀର** ଶବ୍ଦ ବ୍ୟବହାର କରନ୍ତି । ଶରୀରରେ ଥିବା ବାକ୍ୟାଂଶ ଶାରୀରିକ ଜୀବ ଭାବରେ ବଞ୍ଚିବାକୁ ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏକ ଭିନ୍ନ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ସାମ୍ପ୍ରତିକ ଶାରୀରିକ ଜୀବନକୁ ସୂଚାଏ ।  ବିକଳ୍ପ ଅନୁବାଦ: “ଏହି ପୃଥିବୀରେ” କିମ୍ବା “ଏହି ଜଗତରେ” (ଦେଖନ୍ତୁ: rc://en/ta/man/translate/figs-synecdoche)\n\n\n +PHP 1 22 y9fv καὶ τί αἱρήσομαι 1 Yet which to choose? +PHP 1 22 mwl6 figs-metaphor τοῦτό μοι καρπὸς ἔργου 1 that means fruitful labor for me ଏଠାରେ, **ଫଳପ୍ରଦ** ଶବ୍ଦ ଉତ୍ତମ ଫଳାଫଳ ଉତ୍ପନ କରୁଥିବା ପାଉଲଙ୍କ କାର୍ଯ୍ୟକୁ ସୂଚାଏ ।  ଏହା ହେଉଛି ଏକ ରୂପକ ଯେଉଁଥିରେ ପାଉଲଙ୍କ ପ୍ରତୀକ୍ଷିତ ଉତ୍ପନ କାର୍ଯ୍ୟକୁ ଏକ ଉଦ୍ଭିଦ କିମ୍ବା ବୃକ୍ଷ  ସହ ତୁଳନା କରାଯାଏ ଯାହା ଉତ୍ତମ ଫଳ ​​ଉତ୍ପନ କରିଥାଏ । ବିକଳ୍ପ ଅନୁବାଦ: “ଏହାର ଅର୍ଥ ପ୍ରଭାବଶାଳୀ ଭାବରେ ଈଶ୍ଵରଙ୍କ ସେବା କରିବା” କିମ୍ବା “ଏହାର ଅର୍ଥ ସୁସମାଚାରର\nଅଗ୍ରଗତି ପାଇଁ ଫଳପ୍ରଦ ଭାବରେ କାର୍ଯ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n +PHP 1 23 tq29 figs-metaphor συνέχομαι δὲ ἐκ τῶν δύο 1 For I am hard pressed between the two **ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି**  ଏକ ରୂପକ ଅଟେ । ପାଉଲ ଏପରି କହନ୍ତି ଯେପରି ସେ ଏକ ସମୟରେ ଦୁଇଟି ବିପରୀତ ପାର୍ଶ୍ୱରୁ ଆକ୍ଷରିକ ଭାବେ ଚାପ ଅନୁଭବ କରୁଛନ୍ତି ।  ବଞ୍ଚିବା କିମ୍ବା ମରିବା ମଧ୍ୟରେ ବିକଳ୍ପ ଦିଆଗଲେ କେଉଁ ନିଷ୍ପତ୍ତି ସର୍ବୋତ୍ତମ ତାହା ସ୍ଥିର କରିବାରେ ତାଙ୍କର ଅସୁବିଧା ଦେଖାଇବା ପାଇଁ ପାଉଲ ଏହି ସାଙ୍କେତିକ ଅଭିବ୍ୟକ୍ତି ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶକୁ ଏକ ରୂପକ  ବ୍ୟବହାର କରି ଅନୁବାଦ କରିପାରିବେ ଯାହାକି ଆପଣଙ୍କ ଭାଷାରେ ଅର୍ଥପୂର୍ଣ୍ଣ ହେବ, କିମ୍ବା ଆପଣ ଏହାକୁ ପ୍ରକାଶ କରିବା ପାଇଁ ସରଳ ଭାଷା ବ୍ୟବହାର କରି ପାରିବେ ।  ବିକଳ୍ପ ଅନୁବାଦ: “ଉଭୟ ବିକଳ୍ପଗୁଡ଼ିକର ଲାଭ ଅଛି, ତେଣୁ ନିଷ୍ପତ୍ତି ମୋ ପାଇଁ ସହଜ ନୁହେଁ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n +PHP 1 23 f7qg figs-euphemism τὴν ἐπιθυμίαν ἔχων εἰς τὸ ἀναλῦσαι καὶ σὺν Χριστῷ εἶναι 1 My desire is to depart and be with Christ +PHP 1 25 bu8d τοῦτο πεποιθὼς 1 Being convinced of this **ଏହି** ଶବ୍ଦ ୧:୨୪ କୁ ସୂଚାଏ ଯେଉଁଠାରେ ପାଉଲ କହିଥିଲେ ଯେ ସେ ପୃଥିବୀରେ ଜୀବିତ ରହିବା ଆବଶ୍ୟକ ଅଟେ ଯାହା ଦ୍ଵାରା ସେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କ ବିଶ୍ୱାସରେ ପରିପକ୍ୱ କରିବାରେ ସାହାଯ୍ୟ କରିପାରିବେ ବୋଲି ବିଶ୍ଵାସ କରିଥିଲେ ।\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଅନୁବାଦରେ **ଏହି** ଶବ୍ଦକୁ ଅଧିକ ବ୍ୟାଖ୍ୟା କରନ୍ତୁ ।  ବିକଳ୍ପ ଅନୁବାଦ: “ଏବଂ ମୋହର ଜୀବିତ ରହିବା ତୁମ୍ଭମାନଙ୍କ ପାଇଁ ଉତ୍ତମ ବିଷୟ ଅଟେ” କିମ୍ବା “ଏବଂ ମୁଁ ଏଠାରେ ପୃଥିବୀରେ ରହିବା ଉଚିତ ବୋଲି ନିଶ୍ଚିତ ହୋଇ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n +PHP 1 25 kmp4 οἶδα ὅτι μενῶ 1 I know that I will remain ଏଠାରେ, **ରହିବା** ଶବ୍ଦଟି ମୃତ ଶରୀରକୁ ଖ୍ରୀଷ୍ଟଙ୍କ ସହ  ରହିବାକୁ ଛାଡ଼ିଦେବା ପରିବର୍ତ୍ତେ ପୃଥିବୀରେ ଜୀବିତ ରହିବାକୁ ସୂଚାଏ ।  ଆପଣ ୧:୨୪ ରେ ଅହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏବଂ ଏହାର ଅର୍ଥ ଏଠାରେ ସେହିପରି ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ଏହି ପୃଥିବୀରେ ଜୀବିତ ରହିବି” (ଦେଖନ୍ତୁ: rc://en/ta/man/translate/figs-explicit)\n\n\n +PHP 1 26 i9cl ἵνα ... ἐν ἐμοὶ 1 so that in me +PHP 1 27 cd3b figs-parallelism ὅτι στήκετε ἐν ἑνὶ πνεύματι, μιᾷ ψυχῇ συναθλοῦντες τῇ πίστει τοῦ εὐαγγελίου 1 that you are standing firm in one spirit, with one mind striving together for the faith of the gospel +PHP 1 27 jey6 figs-metaphor μιᾷ ψυχῇ συναθλοῦντες 1 with one mind striving together +PHP 1 27 ej2s συναθλοῦντες 1 striving together ବିକଳ୍ପ ଅନୁବାଦ: “କାର୍ଯ୍ୟରେ ଏକାଠି ସହଯୋଗ କରିବା”\n\n\n +PHP 1 27 ya3h τῇ πίστει τοῦ εὐαγγελίου 1 for the faith of the gospel ଏଠାରେ, ସୁସମାଚାରର **ବିଶ୍ୱାସ** ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ ବିଶ୍ଵାସକୁ ସୂଚାଏ ଯାହା ବିଶ୍ଵାସୀମାନେ ସୁସମାଚାରକୁ ବିଶ୍ଵାସ କରିବା ପରି ବୁଝାଏ, ଯାହା ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ବାର୍ତ୍ତା ଅଟେ ।  (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 28 i9yt figs-you μὴ πτυρόμενοι ἐν μηδενὶ 1 Do not be frightened in any respect +PHP 1 28 l495 ἥτις ἐστὶν αὐτοῖς ἔνδειξις ἀπωλείας, ὑμῶν δὲ σωτηρίας, καὶ τοῦτο ἀπὸ Θεοῦ 1 This is a sign to them of their destruction, but of your salvation—and this from God ବାକ୍ୟାଂଶରେ **ଏହି** ଶବ୍ଦ **ଏହା ସେମାନଙ୍କ ପକ୍ଷରେ ଏକ ଲକ୍ଷଣ**, ଭୟର ଅଭାବକୁ ସୂଚାଇଥାଏ କାରଣ ଫିଲିପ୍ପୀୟ ବିଶ୍ଵାସୀମାନେ ଯେତେବେଳେ ବିରୋଧ କରାଯିବେ ସେତେବେଳେ ସେମାନେ ଭୟ କାରିବେ ।(ଦେଖନ୍ତୁ: rc://en/ta/man/translate/writing-pronouns)\n\n\n +PHP 1 28 nb4b καὶ τοῦτο ἀπὸ Θεοῦ 1 and this from God **ଈଶ୍ୱରଙ୍କଠାରୁ** ଏହି ବାକ୍ୟରେ ଏହି ଶବ୍ଦଟି ସୂଚିତ କରିପାରେ: (୧) ଏହି ପଦରେ ଏହା ପୂର୍ବରୁ ଯାହା ଆସେ, ଉଭୟ ସାହସ ଈଶ୍ଵର ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ପ୍ରଦାନ କରନ୍ତି ଏବଂ ସେମାନଙ୍କର ସାହସ ସେମାନଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ଦେଇଥାଏ ।  ବିକଳ୍ପ ଅନୁବାଦ: “ତୁମ୍ଭର ଭୟର ଅଭାବ ଏବଂ ଏହା ପ୍ରମାଣ ସବୁ ଈଶ୍ଵରଙ୍କଠାରୁ ଆସିଛି” (୨) ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରନ୍ତି ସେମାନଙ୍କୁ ଦିଆଯାଇଥିବା ଚିହ୍ନ ।  ବିକଳ୍ପ ଅନୁବାଦ: “ଏହି ଚିହ୍ନ ଈଶ୍ଵରଙ୍କଠାରୁ ଆସିଛି” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n +PHP 1 30 x4z3 τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 having the same conflict which you saw in me, and now you hear in me ଯଦି ଗୁଣବାଚକ ବିଶେଷ୍ୟ **ଯୁଦ୍ଧ** ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି  UST ପରି ପ୍ରକାଶ କରିପାରିବେ, କିମ୍ବା ଏହି ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା” କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 2 intro ixw8 0 # ଫିଲିପ୍ପୀୟ ୨ ସାଧାରଣ ଟିପ୍ପଣୀଗୁଡ଼ିକ \n\n## ଗଠନ ଏବଂ ଆକାର \n\nକେତେକ ଅନୁବାଦଗୁଡ଼ିକ, ULT ପରି, ୬-୧୧ ପଦଗୁଡ଼ିକର ଧାଡିଗୁଡ଼ିକୁ ପୃଥକ କରେ । ଏହି ପଦଗୁଡ଼ିକ ଖ୍ରୀଷ୍ଟଙ୍କ ଉଦାହରଣ ବର୍ଣ୍ଣନା କରେ । ସେଗୁଡ଼ିକ ଯୀଶୁଙ୍କ ବ୍ୟକ୍ତିତ୍ୱ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଶିକ୍ଷା ପ୍ରଦାନ କରେ। \n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n## ବ୍ୟବହାରିକ ନିର୍ଦ୍ଦେଶାବଳୀ \n\nଏହି ଅଧ୍ୟାୟରେ ପାଉଲ ଫିଲିପ୍ପୀ ମଣ୍ଡଳୀକୁ ଅନେକ ବ୍ୟବହାରିକ ନିର୍ଦ୍ଦେଶ ପ୍ରଦାନ କରନ୍ତି । \n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ \n\n## “ଯଦି ସେଠାରେ ଅଛି” \n\nଏହା ଦେଖାଯାଏ ଯେପରି ଏହା ଏକ ପ୍ରକାରର ଆନୁମାନିକ  ବାକ୍ୟ ।  ଅବଶ୍ୟ, ଏହା ଏକ ଆନୁମାନିକ ବାକ୍ୟ ନୁହେଁ, କାରଣ ଏହା କିଛି ସତ୍ୟକୁ ପ୍ରକାଶ କରିଥାଏ ।  ଅନୁବାଦକ ଏହି ବାକ୍ୟାଂଶକୁ “ଯେହେତୁ ସେଠାରେ ଅଛି” ଭାବରେ ଅନୁବାଦ କରିପାରନ୍ତି । \n\n PHP 2 1 xye5 0 Connecting Statement: ପାଉଲ ବିଶ୍ବାସୀମାନଙ୍କୁଏକତା ଓ ନମ୍ରତାକୁ ଧରି ରଖିବାକୁ ପରାମର୍ଶ ଦେଉଛନ୍ତି ଓ ସେମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ସ୍ମରଣ କରାଉଛନ୍ତି I PHP 2 1 b1q7 εἴ τις ... παράκλησις ἐν Χριστῷ 1 If there is any encouragement in Christ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି କିମ୍ବା “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସକାଶୁ ଉତ୍ସାହିତ ହୋଇଅଛ” PHP 2 1 k1b2 εἴ τι παραμύθιον ἀγάπης 1 if there is any comfort provided by love “ପ୍ରେମରେ” ବାକ୍ୟାଂଶ ସମ୍ଭବତଃ ଫିଲିପ୍ପୀୟ ମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରେମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ”