Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:55:14 +00:00
parent 04bbd8487c
commit ae609d5bfb
1 changed files with 1 additions and 0 deletions

View File

@ -387,3 +387,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 13 j084 figs-nominaladj τὸν πονηρόν 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ପ୍ରକାଶକରିବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 13 j085 figs-metonymy τὸν πονηρόν 1 the evil one ଯୋହନ **ମନ୍ଦ** ବିଷୟରେ ତାହାର ଆଚରଣକୁ ଦୃଷ୍ଟିରେ ରଖି ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଶୟତାନ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 14 j086 figs-parallelism ἔγραψα ὑμῖν, παιδία, ὅτι ἐγνώκατε τὸν Πατέρα 1 I have written to you, young children, because you know the Father ଏହି ବାକ୍ୟର ଅର୍ଥ [2:12](https://create.translationcore.com/02/12.md)ର ବାକ୍ୟ ସହ ସମାନଅର୍ଥକୁ ବୁଝାଏ । ଏହି ପଦରେ ପରବର୍ତ୍ତୀ ଦୁଇଟି ବାକ୍ୟର ଅର୍ଥ [2:13](https://create.translationcore.com/02/13.md) ର ଦୁଇଟି ବାକ୍ୟ ସହ ସମାନ ବିଷୟକୁ ବୁଝାଏ । ଯୋହନ ଗୁରୁତ୍ୱ ଏବଂ କବିତା ପ୍ରଭାବ ପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତେଣୁ, ଏହି ସମସ୍ତ ବାକ୍ୟକୁ ପୃଥକ ଭାବରେ ଅନୁବାଦ କରିବା ଏବଂ ପୂର୍ବ ଦୁଇଟି ପଦରେ ଥିବା ଶବ୍ଦଗୁଡ଼ିକ ସହିତ ମିଶ୍ରଣ ନକରିବା ଉପଯୁକ୍ତ ହେବ, ଯଦିଓ ଆପଣ ସମାନ୍ତରାଳ ବାକ୍ୟଗୁଡ଼ିକୁ ପୁସ୍ତକର ଅନ୍ୟ ସ୍ଥାନରେ ସମାନ ଅର୍ଥ ସହିତ ମିଶ୍ରଣ କରନ୍ତି । ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 14 j087 translate-textvariants ἔγραψα ὑμῖν, παιδία, ὅτι ἐγνώκατε τὸν Πατέρα 1 I have written to you, young children, because you know the Father କେତେକ ବାଇବଲରେ, ଏହି ବାକ୍ୟଟି ଏହି ପଦର ଆରମ୍ଭ ପରିବର୍ତ୍ତେ [2:13](https://create.translationcore.com/02/13.md)ର ଶେଷରେ ଆସିଥାଏ । ଏହାର ପୁସ୍ତକଗୁଡ଼ିକ ଲେଖିବାର ବହୁ ଶତାବ୍ଦୀ ପରେ ବାଇବେଲରେ ପଦ ବିଭାଜନଗୁଡ଼ିକ  ପରିଚିତ ହୋଇଥିଲା ଏବଂ ସେଗୁଡ଼ିକ ଉଦ୍ଦେଶ୍ୟ କେବଳ ପାଠକମାନଙ୍କୁ ସହଜରେ ବିଷୟଗୁଡ଼ିକୁ ବୁଝିବାକୁ ସାହାଯ୍ୟ କରିବା ଥିଲା । ତେଣୁ ଏହି ବାକ୍ୟର ସ୍ଥାନ, ଏହି ପଦର ଆରମ୍ଭରେ କିମ୍ବା ଶେଷରେ ହେଲେ ମଧ୍ୟ ଏହା ଅର୍ଥର ବିଶେଷ ପାର୍ଥକ୍ୟ ସୃଷ୍ଟି କରେ ନାହିଁ । ଯଦି ଆପଣଙ୍କ ଅଞ୍ଚଳରେ ବାଇବବେଲର ଏକ ଅନୁବାଦ ଅଛି, ସେହି ସଂସ୍କରଣର ଗଠନକୁ ବ୍ୟବହାର କରନ୍ତୁ । ଯଦି ନୁହେଁ, ଆପଣ ULT ଅନୁସରଣ କରନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.