Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 13:04:20 +00:00
parent 7308c71e61
commit ae1b220a38
1 changed files with 2 additions and 2 deletions

View File

@ -587,9 +587,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 9 j273 δι’ αὐτοῦ 1 through him ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ପାଇଁ ଯାହା କରିଛନ୍ତି ତାହାର ଫଳସ୍ଵରୂପ”
1JN 4 10 bnve figs-abstractnouns ἐν τούτῳ ἐστὶν ἡ ἀγάπη 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ପ୍ରେମ**” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେ ପ୍ରେମ କରନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 10 j274 guidelines-sonofgodprinciples τὸν Υἱὸν αὐτοῦ 1 his Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 4 11 dy86 grammar-connect-condition-fact οὕτως 1
1JN 4 11 dy86 grammar-connect-condition-fact οὕτως 1 ଈଶ୍ଵର ଆମ୍ଭମାନଙ୍କୁ କିପରି ଆପଣା ପ୍ରେମ ପ୍ରକାଶ କଲେ ଏଠାରେ **ଏହିପରି** ଶବ୍ଦ ଏହାର ପ୍ରକାରକୁ ଦର୍ଶାଏ ଯେପରି ଏହା ପର୍ବ 9 ଏବଂ 10 ରେ ବର୍ଣ୍ଣନା କରାଯାଇଛି । ବିକଳ୍ପ ଅନୁବାଦ: “ସେହିପରି” (See: [[rc://en/ta/man/translate/grammar-connect-condition-fact]])
1JN 4 13 j276 figs-idiom ἐν τούτῳ γινώσκομεν ὅτι 1 In this we know that ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 12 j275 grammar-connect-condition-fact ἐὰν ἀγαπῶμεν ἀλλήλους, ὁ Θεὸς ἐν ἡμῖν μένει, καὶ ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν 1 If we love one another, God remains in us, and his love is perfected in us
1JN 4 12 j275 grammar-connect-condition-fact ἐὰν ἀγαπῶμεν ἀλλήλους, ὁ Θεὸς ἐν ἡμῖν μένει, καὶ ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν 1 If we love one another, God remains in us, and his love is perfected in us ଯୋହନ ଏକ ବାସ୍ତବ ପରିସ୍ଥିତି ବିଷୟରେ ଏହା ଯେପରି ଏକ ଆନୁମାନିକ ସର୍ତ୍ତ ପରି କହନ୍ତି | ଯଦି ଆପଣଙ୍କ ଭାଷା କୌଣସି ବିଷୟକୁ ସର୍ତ୍ତ ଭାବରେ ପ୍ରକାଶ କରେ ନାହିଁ ଯଦି ଏହା ପ୍ରକୃତ ଅଟେ, ଏବଂ ଯଦି ଆପଣଙ୍କ ପାଠକମାନେ ଯାହା ଯୋହନ କହନ୍ତି ତାହା ବାସ୍ତବ ନୁହେଁ ବୋଲି ଏହାକୁ ଭୁଲ ବୁଝିପାରନ୍ତି, ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ଦୃଢ଼ ବାକ୍ୟା ଭାବରେ ଅନୁବାଦ କରିପାରିବେ | ବିକଳ୍ପ ଅନୁବାଦ: “କିନ୍ତୁ ଯେପରି ଆମ୍ଭେମାନେ ପରସ୍ପରକୁ ପ୍ରେମକରୁ, ଈଶ୍ଵର ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି, ଏବଂ ତାହାଙ୍କ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୁଏ” କିମ୍ବା “କିନ୍ତୁ ଆମ୍ଭେମାନେ ପରସ୍ପରକୁ ପ୍ରେମକରୁ, ତେଣୁ ଏହାର ଅର୍ଥ ଈଶ୍ଵର ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି, ଏବଂ ତାଙ୍କର ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି” (See: [[rc://en/ta/man/translate/grammar-connect-condition-fact]])
1JN 4 14 j277 figs-metonymy Σωτῆρα τοῦ κόσμου 1 as the Savior of the world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 15 j278 figs-hypo ὃς ἐὰν ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 Whoever confesses that Jesus is the Son of God, God remains in him, and he in God ଏଠାରେ ଯୋହନ  ପ୍ରକୃତରେ ଏକ ସର୍ତ୍ତମୂଳକ ବାକ୍ୟ ଉପସ୍ଥାପନ କରନ୍ତି। ଯଦି ସେ ପ୍ରଥମ ବାକ୍ୟରେ ଯାହା ବର୍ଣ୍ଣନା କରନ୍ତି ତାହା ଘଟେ ତେବେ ସେ କହନ୍ତି  ଯେ ଦ୍ୱିତୀୟ ବାକ୍ୟରେ ସେ ଯାହା ବର୍ଣ୍ଣନା କରିଛନ୍ତି ତାହା କେବଳ ଘଟିବ, ଯଦିଓ ଏହା ନିଶ୍ଚିତ ଭାବରେ ଘଟିବ । ବିକଳ୍ପ ଅନୁବାଦ: “ଯଦି କେହି ସ୍ୱୀକାର କରେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି, ତେବେ ଈଶ୍ଵର  ତାହାଙ୍କଠାରେ ବାସ କରିବେ ଏବଂ ସେ ଈଶ୍ଵରଙ୍କଠାରେ ରହିବେ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 4 16 j279 figs-exclusive ἡμεῖς…ἡμῖν 1 we … us ଏଠାରେ ଏବଂ ଏହି ପତ୍ରରେ , ଯୋହନ ନିଜ ବିଷୟରେ ଏବଂ ବିଶ୍ଵାସୀମାନଙ୍କ ବିଷୟରେ ଥରେ ଉଲ୍ଲେଖ କରନ୍ତି ଯାହାଙ୍କୁ ସେ ଏହି ପତ୍ର  ଲେଖୁଛନ୍ତି, ତେଣୁ ଆମ୍ଭେମାନେ  ଏବଂ ଆମ୍ଭମାନଙ୍କର  ଶବ୍ଦ ସମଷ୍ଟିବାଚକ ବିଶେଷ୍ୟ ଅଟେ, ଏବଂ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସମଷ୍ଟିବାଚକ ଶବ୍ଦକୁ ବ୍ୟବହାର କରନ୍ତୁ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.