Update 'en_tn_55-1TI.tsv'

This commit is contained in:
shojo john 2021-08-20 07:04:57 +00:00
parent d3ae5db258
commit ad995c243e
1 changed files with 1 additions and 1 deletions

View File

@ -197,7 +197,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 11 lg9h παράγγελλε ταῦτα καὶ δίδασκε 1 Proclaim and teach these things
1TI 4 12 qi8l μηδείς σου τῆς νεότητος καταφρονείτω 1 Let no one despise your youth ଏଠାରେ **ଘୃଣା କରିବା** ଶବ୍ଦର ଅର୍ଥ "ଘୃଣା" ନୁହେଁ, କିନ୍ତୁ "ଅଳ୍ପ ଭାବିବା" କିମ୍ବା " ଅନାଦର କରିବା" ଅଟେ । ବିକଳ୍ପ ଅନୁବାଦ: "ତୁମ୍ଭେ ଯୁବକ ଥିବାରୁ କାହାକୁ ତୁମ୍ଭକୁ ଅସମ୍ମାନ କରିବାକୁ ଦିଅ ନାହିଁ"
1TI 4 13 kky7 figs-abstractnouns πρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ 1 attend to the reading, to the exhortation, and to the teaching ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ତେବେ ଆପଣ **ପଢିବା****,** **ଅନୁରୋଧ କରିବା** ଏବଂ **ଶିକ୍ଷା ଦେବା** ପାଇଁ ଶବ୍ଦଗତ ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟଗୁଡ଼ିକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ତୁମ୍ଭର ସଭାରେ ଥିବା ଲୋକମାନଙ୍କ ପାଇଁ ଶାସ୍ତ୍ର ପାଠ କରି ବ୍ୟାଖ୍ୟା କର ଏବଂ ଶିକ୍ଷା ଦିଅ ।" [[rc://en/ta/man/translate/figs-abstractnouns]] ଓ [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 14 t221 figs-metaphor μὴ ἀμέλει τοῦ ἐν σοὶ χαρίσματος 1 Do not neglect the gift that is in you
1TI 4 14 t22x figs-metaphor μὴ ἀμέλει τοῦ ἐν σοὶ χαρίσματος 1 Do not neglect the gift that is in you
1TI 4 14 hdd9 figs-activepassive μὴ ἀμέλει 1 Do not neglect ଏହାର ଅର୍ଥ ଏହା ଯେ **ଉପହାର** ହେଉଛି ଈଶ୍ଵର ତୀମଥିଙ୍କୁ ସେବା କରିବାକୁ ଦେଇଥିବା କ୍ଷମତା । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭକୁ ଦେଇଥିବା କ୍ଷମତାକୁ ଅବହେଳା କର ନାହିଁ ।"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 14 xp1k figs-activepassive ὃ ἐδόθη σοι διὰ προφητείας 1 which was given to you through prophecy ଯଦି ଏହା ଆପଣଙ୍କ ଭାଷାରେ ଏହା ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହ ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ମଣ୍ଡଳୀର ନେତାମାନେ ତୁମ୍ଭ ବିଷୟରେ ଭବିଷ୍ୟବାଣୀ କଲେ ଏବଂ ତୁମ୍ଭେ ଯାହା ପାଇଲ?" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 14 rr8f ἐπιθέσεως τῶν χειρῶν τοῦ πρεσβυτερίου 1 laying on of the hands of the elders ପାଉଲ ଏକ ସମାରୋହ ବିଷୟରେ କହୁଛନ୍ତି ଯେଉଁଥିରେ ମଣ୍ଡଳୀର ନେତାମାନେ ତୀମଥିଙ୍କ ଉପରେ ହାତ ରଖିଥିଲେ ଏବଂ ପ୍ରାର୍ଥନା କରିଥିଲେ ଯେ ଈଶ୍ଵର ତାଙ୍କୁ ଯାହା କରିବାକୁ ଆଦେଶ ଦେଇଛନ୍ତି ତାହା କରିବାକୁ ତାଙ୍କୁ ସକ୍ଷମ କରନ୍ତୁ । ବିକଳ୍ପ ଅନୁବାଦ: "ଯେତେବେଳେ ପ୍ରାଚୀନମାନେ ତୁମ୍ଭ ଉପରେ ହାତ ରଖିଥିଲେ"[[rc://en/ta/man/translate/translate-symaction]])ଦେଖନ୍ତୁ)

Can't render this file because it contains an unexpected character in line 2 and column 7882.