Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 10:37:28 +00:00
parent 1acecd40fc
commit ad65ea0948
1 changed files with 2 additions and 0 deletions

View File

@ -114,3 +114,5 @@ JUD 1 11 zsdw ἐξεχύθησαν 1 ବିକଳ୍ପ ଅନୁବାଦ:
JUD 1 11 tmf2 figs-explicit τῇ πλάνῃ τοῦ Βαλαὰμ μισθοῦ 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣିପାରିବେ। ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲା। ଯେବେ ଈଶ୍ଵର ବିଲୀୟାମକୁ ଏପରି କରିବାକୁ ଅନୁମତି ଦେଲେ ନାହିଁ, ସେତେବେଳେ ବିଲୀୟାମ ଦୁଷ୍ଟ ମହିଳାମାନଙ୍କୁ ଇସ୍ରାଏଲୀୟମାନଙ୍କୁ ଯୌନଗତ ପାପ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କରିବା ପାଇଁ ବ୍ୟବହାର କଲା, ଯାହାଫଳରେ ଈଶ୍ଵର ସେମାନଙ୍କ ଅବମାନନା ହେତୁ ସେମାନଙ୍କୁ ଦଣ୍ଡ
ଦେଇଥିଲେ। ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ଅର୍ଥ ପାଇବାକୁ ଚାହୁଁଥିଲା ତେଣୁ ଏହିପରି କରିଥିଲା, କିନ୍ତୁ ଶେଷରେ କିଣାନ ଦେଶକୁ ପରାସ୍ତ କଲାବେଳେ ଇସ୍ରାଏଲୀୟମାନେ ତାଙ୍କୁ ହତ୍ୟା କରିଥିଲେ। ଆପଣ ଏହା ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ। ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “ବିଲୀୟାମର ତ୍ରୁଟି ହେତୁ, ଯିଏ ଇସ୍ରାଏଲୀୟମାନଙ୍କୁ ଅର୍ଥ ପାଇଁ ଅନୈତିକତାରେ ଲିପ୍ତ
କରିଥିଲା” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 11 qlof figs-explicit τῇ ἀντιλογίᾳ τοῦ Κόρε 1 ଏଠାରେ ଯିହୂଦା  ମିଥ୍ୟା ଶିକ୍ଷକମାନଙ୍କୁ **କୋରହ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣି ପାରିବେ । ସେହି କାହାଣୀରେ, କୋରାହ ଇସ୍ରାଏଲର ଜଣେ ବ୍ୟକ୍ତି ଯିଏ ମୋଶା ଏବଂ ହାରୋଣଙ୍କ ନେତୃତ୍ୱରେ ବିଦ୍ରୋହର ନେତୃତ୍ୱ ନେଇଥିଲେ, ଯାହାଙ୍କୁ ଈଶ୍ଵର ନିଯୁକ୍ତ କରିଥିଲେ । ଈଶ୍ଵର କୋରାହ ଏବଂ ତାଙ୍କ ସହିତ ବିଦ୍ରୋହ କରୁଥିବା ସମସ୍ତଙ୍କୁ ହତ୍ୟା କଲେ ଏବଂ ଅନ୍ୟମାନଙ୍କୁ ଗ୍ରାସ କରିବା ପାଇଁ ଭୂମିକୁ ଉନ୍ମୁକ୍ତ କଲେ । ଆପଣ ଏଥିମଧ୍ୟରୁ କେତକ ବିଷୟ ସ୍ପଷ୍ଟ ଭାବରେ ସୂଚାଇ ପାରିବେ
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୋରହର ବିଦ୍ରୋହରେ, ଯିଏ ଈଶ୍ଵରଙ୍କ ନିଯୁକ୍ତ ନେତାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 11 tspu figs-pastforfuture ἀπώλοντο 1 ଭବିଷ୍ୟତରେ ଘଟିବାକୁ ଥିବା କିଛି ବିଷୟ ବିଷୟରେରେ ସୂଚାଇବା ପାଇଁ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି । ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ବିନଷ୍ଟ ହେବେ” (ଦେଖନ୍ତୁ:
[[rc://en/ta/man/translate/figs-pastforfuture]])
JUD 1 12 aq79 translate-unknown ταῖς ἀγάπαις 1 ଏଠାରେ, **ପ୍ରେମଭୋଜି** ଖ୍ରୀଷ୍ଟିୟାନମାନଙ୍କର ସମାବେଶକୁ ବୁଝାଏ ଯେଉଁଠାରେ ସେମାନେ ଏକତ୍ର ଭୋଜନ କରନ୍ତି । ଏହି **ଭୋଜି** ଆଦି ମଣ୍ଡଳୀରେ ହୋଇଥିଲା ଏବଂ ସମ୍ଭବତଃ ଯୀଶୁଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ରୂଟି ଏବଂ ଦ୍ରାକ୍ଷାରସ ପାନକରୁଥିଲେ, ଯାହାକୁ ପାଉଲ ୧ କରିନ୍ଥୀୟ ୧: ରେ “ପ୍ରଭୁ ଭୋଜ” ବୋଲି କହନ୍ତି’। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ସୂଚନା ମଧ୍ୟରୁ କେତେକ ବିଷୟକୁ ସ୍ପଷ୍ଟ ଭାବରେ  ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀମାନଙ୍କ ସହ ସାମ୍ପ୍ରଦାୟିକ ଭୋଜନ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
JUD 1 12 emua figs-metaphor ἑαυτοὺς ποιμαίνοντες 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କବିଷୟରେ ସାଙ୍କେତିକ ଭାବରେ କହନ୍ତି ଯିଏ ସ୍ୱାର୍ଥପର ଭାବରେ ସେମାନଙ୍କର ଆବଶ୍ୟକତାର ଧ୍ୟାନ ରଖନ୍ତି ଯେପରି ସେମାନେ ମେଷପାଳକ ଅଟନ୍ତି ଯେଉଁମାନେ ନିଜ ପଲ ବଦଳରେ ନିଜକୁ ଖାଇବାକୁ ଦିଅନ୍ତି ଏବଂ
ଯତ୍ନ ନିଅନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ମେଷପାଳକମାନଙ୍କ ପରି ଯେଉଁମାନେ ନିଜ ପଲ ବଦଳରେ
ନିଜକୁ ଖାଇବାକୁ ଦିଅନ୍ତି” କିମ୍ବା “କେବଳ ନିଜର ଯତ୍ନ ନିଅନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
114 JUD 1 11 tmf2 figs-explicit τῇ πλάνῃ τοῦ Βαλαὰμ μισθοῦ 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣିପାରିବେ। ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲା। ଯେବେ ଈଶ୍ଵର ବିଲୀୟାମକୁ ଏପରି କରିବାକୁ ଅନୁମତି ଦେଲେ ନାହିଁ, ସେତେବେଳେ ବିଲୀୟାମ ଦୁଷ୍ଟ ମହିଳାମାନଙ୍କୁ ଇସ୍ରାଏଲୀୟମାନଙ୍କୁ ଯୌନଗତ ପାପ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କରିବା ପାଇଁ ବ୍ୟବହାର କଲା, ଯାହାଫଳରେ ଈଶ୍ଵର ସେମାନଙ୍କ ଅବମାନନା ହେତୁ ସେମାନଙ୍କୁ ଦଣ୍ଡ
ଦେଇଥିଲେ। ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ଅର୍ଥ ପାଇବାକୁ ଚାହୁଁଥିଲା ତେଣୁ ଏହିପରି କରିଥିଲା, କିନ୍ତୁ ଶେଷରେ କିଣାନ ଦେଶକୁ ପରାସ୍ତ କଲାବେଳେ ଇସ୍ରାଏଲୀୟମାନେ ତାଙ୍କୁ ହତ୍ୟା କରିଥିଲେ। ଆପଣ ଏହା ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ। ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “ବିଲୀୟାମର ତ୍ରୁଟି ହେତୁ, ଯିଏ ଇସ୍ରାଏଲୀୟମାନଙ୍କୁ ଅର୍ଥ ପାଇଁ ଅନୈତିକତାରେ ଲିପ୍ତ
କରିଥିଲା” (ଦେଖନ୍ତୁ: [[rc://en/ta/man/translate/figs-explicit]])
115 JUD 1 11 qlof figs-explicit τῇ ἀντιλογίᾳ τοῦ Κόρε 1 ଏଠାରେ ଯିହୂଦା  ମିଥ୍ୟା ଶିକ୍ଷକମାନଙ୍କୁ **କୋରହ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣି ପାରିବେ । ସେହି କାହାଣୀରେ, କୋରାହ ଇସ୍ରାଏଲର ଜଣେ ବ୍ୟକ୍ତି ଯିଏ ମୋଶା ଏବଂ ହାରୋଣଙ୍କ ନେତୃତ୍ୱରେ ବିଦ୍ରୋହର ନେତୃତ୍ୱ ନେଇଥିଲେ, ଯାହାଙ୍କୁ ଈଶ୍ଵର ନିଯୁକ୍ତ କରିଥିଲେ । ଈଶ୍ଵର କୋରାହ ଏବଂ ତାଙ୍କ ସହିତ ବିଦ୍ରୋହ କରୁଥିବା ସମସ୍ତଙ୍କୁ ହତ୍ୟା କଲେ ଏବଂ ଅନ୍ୟମାନଙ୍କୁ ଗ୍ରାସ କରିବା ପାଇଁ ଭୂମିକୁ ଉନ୍ମୁକ୍ତ କଲେ । ଆପଣ ଏଥିମଧ୍ୟରୁ କେତକ ବିଷୟ ସ୍ପଷ୍ଟ ଭାବରେ ସୂଚାଇ ପାରିବେ
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୋରହର ବିଦ୍ରୋହରେ, ଯିଏ ଈଶ୍ଵରଙ୍କ ନିଯୁକ୍ତ ନେତାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
116 JUD 1 11 tspu figs-pastforfuture ἀπώλοντο 1 ଭବିଷ୍ୟତରେ ଘଟିବାକୁ ଥିବା କିଛି ବିଷୟ ବିଷୟରେରେ ସୂଚାଇବା ପାଇଁ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି । ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ବିନଷ୍ଟ ହେବେ” (ଦେଖନ୍ତୁ:
[[rc://en/ta/man/translate/figs-pastforfuture]])
117 JUD 1 12 aq79 translate-unknown ταῖς ἀγάπαις 1 ଏଠାରେ, **ପ୍ରେମଭୋଜି** ଖ୍ରୀଷ୍ଟିୟାନମାନଙ୍କର ସମାବେଶକୁ ବୁଝାଏ ଯେଉଁଠାରେ ସେମାନେ ଏକତ୍ର ଭୋଜନ କରନ୍ତି । ଏହି **ଭୋଜି** ଆଦି ମଣ୍ଡଳୀରେ ହୋଇଥିଲା ଏବଂ ସମ୍ଭବତଃ ଯୀଶୁଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ରୂଟି ଏବଂ ଦ୍ରାକ୍ଷାରସ ପାନକରୁଥିଲେ, ଯାହାକୁ ପାଉଲ ୧ କରିନ୍ଥୀୟ ୧:୨୦ ରେ “ପ୍ରଭୁ ଭୋଜ” ବୋଲି କହନ୍ତି’। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ସୂଚନା ମଧ୍ୟରୁ କେତେକ ବିଷୟକୁ ସ୍ପଷ୍ଟ ଭାବରେ  ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀମାନଙ୍କ ସହ ସାମ୍ପ୍ରଦାୟିକ ଭୋଜନ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
118 JUD 1 12 emua figs-metaphor ἑαυτοὺς ποιμαίνοντες 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କବିଷୟରେ ସାଙ୍କେତିକ ଭାବରେ କହନ୍ତି ଯିଏ ସ୍ୱାର୍ଥପର ଭାବରେ ସେମାନଙ୍କର ଆବଶ୍ୟକତାର ଧ୍ୟାନ ରଖନ୍ତି ଯେପରି ସେମାନେ ମେଷପାଳକ ଅଟନ୍ତି ଯେଉଁମାନେ ନିଜ ପଲ ବଦଳରେ ନିଜକୁ ଖାଇବାକୁ ଦିଅନ୍ତି ଏବଂ