From acf39961c024357993d3bd48852d1df8288306d1 Mon Sep 17 00:00:00 2001 From: Gayatri-Digal Date: Thu, 17 Mar 2022 16:31:09 +0000 Subject: [PATCH] Edit 'en_tn_58-PHM.tsv' using 'tc-create-app' --- en_tn_58-PHM.tsv | 12 ++++++++++++ 1 file changed, 12 insertions(+) diff --git a/en_tn_58-PHM.tsv b/en_tn_58-PHM.tsv index 1aa9893..36f534e 100644 --- a/en_tn_58-PHM.tsv +++ b/en_tn_58-PHM.tsv @@ -62,3 +62,15 @@ PHM 1 24 gf6e οἱ συνεργοί μου 1 my fellow workers ଯେଉଁ PHM 1 25 gq7p figs-you ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν 1 May the grace of our Lord Jesus Christ be with your spirit PHM 1 1 ne8k figs-123person Παῦλος 1 ଆପଣଙ୍କ ଭାଷାର ଏକ ପତ୍ରର  ଲେଖକଙ୍କୁ ପରିଚିତ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ



ଏହାକୁ ଏଠାରେ ବ୍ୟବହାର କରନ୍ତୁ



ବିକଳ୍ପ ଅନୁବାଦ: “ମୋ ଠାରୁ
,
ପାଉଲ” କିମ୍ବା “ମୁଁ
,
ପାଉଲ” (ଦେଖନ୍ତୁ:
rc://en/ta/man/translate/figs-123person) PHM 1 1 y9zu figs-exclusive ὁ ἀδελφὸς 1 ଏଠାରେ
, **
ଆମ୍ଭମାନଙ୍କର** ଶବ୍ଦଟି ମୂଳ ପାଣ୍ଡୁଲିପିରେ ନାହିଁ
,
କିନ୍ତୁ ଇଂରାଜୀ  ଭାଷା ପାଇଁ ଆବଶ୍ୟକ ଥିଲା
,
ଏକ ସମ୍ପର୍କ ଶବ୍ଦକୁ ସୂଚାଇଥାଏ


ଏହି ପରିପ୍ରେକ୍ଷୀରେ
, **
ଆମ୍ଭମାନଙ୍କର** ତୀମଥିଙ୍କୁ ପାଉଲ ଏବଂ ପାଠକମାନଙ୍କୁ ଖ୍ରୀଷ୍ଟଙ୍କ
ଭାଇ ଭାବରେ ପରିଚିତ କରାଏ


ଯଦି ଆପଣଙ୍କର ଭାଷା ଏହା ଆବଶ୍ୟକ କରେ
,
ଆପଣ ମଧ୍ୟ ତାହା କରିପାରିବେ


ଯଦି ନୁହେଁ
,
ଆପଣ ମୂଳ ଶବ୍ଦକୁ ଅନୁସରଣ କରିପାରିବେ
,
ଯାହା
, “
ଭାଇ” ଉଲ୍ଲେଖ କରେ

(
ଦେଖନ୍ତୁ:
[[rc://en/ta/man/translate/figs-exclusive]]) +PHM 1 1 gvmy translate-names Φιλήμονι 1 ଏହା ଜଣେ ବ୍ୟକ୍ତିର ନାମ ଅଟେ


(
ଦେଖନ୍ତୁ:
[[rc://en/ta/man/translate/translate-names]]) +PHM 1 1 q84z figs-explicit Φιλήμονι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ୱାଭାବିକ ହେବ
,
ତେବେ ଏହି ପତ୍ରରେ ପାଉଲ ସିଧାସଳଖ ପାଉଲ ଫିଲୀମୋନଙ୍କ ସହ କଥା
ହେଉଛନ୍ତି ବୋଲି ଆପଣ
UST
ପରି ସୂଚନା ଅନ୍ତର୍ଭୂକ୍ତ କରିପାରିବେ
 

(
ଦେଖନ୍ତୁ:
[[rc://en/ta/man/translate/figs-explicit]]) +PHM 1 2 b37l translate-names Ἀπφίᾳ 1 ଏହା ଜଣେ ସ୍ତ୍ରୀଲୋକଙ୍କ ନାମ ଅଟେ । (ଦେଖନ୍ତୁ:
[[rc://en/ta/man/translate/translate-names]]) +PHM 1 2 bb1s figs-exclusive τῇ ἀδελφῇ 1 ଏଠାରେ
, **
ଆମ୍ଭମାନଙ୍କର** ଶବ୍ଦଟି ମୂଳ ଭାଷାରେ ନାହିଁ
,
କିନ୍ତୁ ଇଂରାଜୀ ପାଇଁ ଆବଶ୍ୟକ ଥିଲା
,
ଯାହା ଜଣେ ବ୍ୟକ୍ତି କାହା ସହ ଜଡିତ ତାହା ସୂଚାଇଥାଏ


ଏହି ପରିପ୍ରେକ୍ଷୀରେ
, **
ଆମ୍ଭମାନଙ୍କର** ଆପ୍ପିୟାଙ୍କୁ ପାଉଲ ଏବଂ ପାଠକମାନଙ୍କ ସହ ଖ୍ରୀଷ୍ଟଙ୍କ
ଭଉଣୀ ଭାବରେ ସମ୍ବନ୍ଧିତ କରାଏ


ଯଦି ଆପଣଙ୍କର ଭାଷା ଏହା ଆବଶ୍ୟକ କରେ
,
ଆପଣ ମଧ୍ୟ ତାହା କରିପାରିବେ


ଯଦି ନୁହେଁ
,
ଆପଣ ମୂଳ ଭାଷା ପରି କରିପାରିବେ
,
ଯାହାକି “ଭଉଣୀ” ବୋଲି ଉଲ୍ଲେଖ କରେ

(
ଦେଖନ୍ତୁ:
[[rc://en/ta/man/translate/figs-exclusive]]) +PHM 1 2 hhpc figs-metaphor τῇ ἀδελφῇ 1 ଜଣେ ଖ୍ରୀଷ୍ଟିୟ ମହିଳାଙ୍କୁ ବୁଝାଇବାକୁ
ପାଉଲ ସାଙ୍କେତିକ ଭାବରେ **ଭଉଣୀ** ଶବ୍ଦ ବ୍ୟବହାର କରନ୍ତି


ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଖ୍ରୀଷ୍ଟିୟାନ ” କିମ୍ବା
“ଆମ୍ଭମାନଙ୍କର ଆତ୍ମିକ  ଭଉଣୀ” (ଦେଖନ୍ତୁ:
rc://en/ta/man/translate/figs-metaphor) +PHM 1 2 kyzo Ἀπφίᾳ…Ἀρχίππῳ…τῇ…ἐκκλησίᾳ 1 ଏହି ପତ୍ରରେ ମୁଖ୍ୟତଃ

ଫିଲୀମୋନଙ୍କୁ ସମ୍ବୋଧିତ କରାଯାଇଛି


ପାଉଲ ଫିଲୀମୋନଙ୍କୁ ଲେଖୁଥିବା ସମାନ ସ୍ତରରେ ପାଉଲଙ୍କୁ **ଆପ୍ପିୟା**
, **
ଆର୍ଖିପ୍ପ**
,
ଏବଂ **ମଣ୍ଡଳୀ ** କୁ ଲେଖିବାକୁ
ପରାମର୍ଶ ଦେବା ବିଭ୍ରାନ୍ତିକର ହୋଇପାରେ
। +PHM 1 2 uof9 καὶ τῇ κατ’ οἶκόν σου ἐκκλησίᾳ 1 ଆପ୍ପିୟା ଏବଂ ଆର୍ଖିପ୍ପ  ବୋଧହୁଏ ମଣ୍ଡଳୀର ସଦସ୍ୟ ଥିଲେ ଯିଏ  ଫିଲୀମୋନ ଘରେ ସାକ୍ଷାତ ହୋଇଥିଲା


ଯଦି ସେମାନଙ୍କୁ ପୃଥକ ଭାବରେ ଉଲ୍ଲେଖ କରିବା ସେମାନେ ମଣ୍ଡଳୀର
ଅଂଶ ନୁହଁନ୍ତି ବୋଲି ଅର୍ଥ ପ୍ରକାଶ କରେ
,
ତେବେ ଆପଣ “ଅନ୍ୟ” ପରି ଏକ ଶବ୍ଦ
ଅନ୍ତର୍ଭୁକ୍ତ କରିପାରିବେ


ବିକଳ୍ପ ଅନୁବାଦ: “ତୁମ୍ଭ ଗୃହ ମଣ୍ଡଳୀର ଅନ୍ୟ ସଦସ୍ୟମାନଙ୍କୁ” +PHM 1 3 iv7e figs-abstractnouns χάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ. 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ “ଦୟାଳୁ” ଏବଂ “ଶାନ୍ତିପୂର୍ଣ୍ଣ” ଭଳି ବିଶେଷଣ ସହ ଗୁଣବାଚକ
ବିଶେଷ୍ୟ **ଅନୁଗ୍ରହ** ଏବଂ **ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତା ଈଶ୍ଵର  ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭ ପ୍ରତି
ଦୟାଳୁ ହୁଅନ୍ତୁ ଏବଂ ତୁମ୍ଭକୁ ଶାନ୍ତି ପ୍ରଦାନ କରନ୍ତୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +PHM 1 3 qglx figs-yousingular ὑμῖν 1 ଏଠାରେ **ତୁମ୍ଭେ** ବହୁବଚନ ଅଟେ
,
୧-୨ ପଦରେ ନାମ ଉଲ୍ଲେଖ ଥିବା ସମସ୍ତ ପ୍ରାପ୍ତକର୍ତ୍ତାମାନଙ୍କୁ
ବୁଝାଏ

(
ଦେଖନ୍ତୁ:
[[rc://en/ta/man/translate/figs-yousingular]]) +PHM 1 4 puh8 figs-yousingular σου 1 ଏଠାରେ
,
ଶବ୍ଦ **ତୁମ୍ଭେମାନେ** ଏକକ ଅଟେ ଏବଂ ଫିଲୀମୋନକୁ ବୁଝାଏ

(
ଦେଖନ୍ତୁ:
[[rc://en/ta/man/translate/figs-yousingular]]) +PHM 1 5 l3i2 figs-abstractnouns ἀκούων σου τὴν ἀγάπην καὶ τὴν πίστιν, ἣν ἔχεις πρὸς τὸν Κύριον Ἰησοῦν, καὶ εἰς πάντας τοὺς ἁγίους 1 figs-abstractnouns ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏହା ବଦଳରେ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ପ୍ରେମ**
ଏବଂ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ  ଅନୁବାଦ:
“ପ୍ରଭୁ ଯୀଶୁ ଏବଂ ସମସ୍ତ ସାଧୁମାନଙ୍କୁ ତୁମ୍ଭେମାନେ କେତେ ପ୍ରେମ କର ଏବଂ ବିଶ୍ଵାସ  କରୁଅଛ ଶୁଣି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +PHM 1 5 ojcu writing-poetry ἀκούων σου τὴν ἀγάπην καὶ τὴν πίστιν, ἣν ἔχεις πρὸς τὸν Κύριον Ἰησοῦν, καὶ εἰς πάντας τοὺς ἁγίους 1 writing-poetry ପାଉଲ ଏଠାରେ ଏକ କବିତା ପରି ସଂରଚନା
ବ୍ୟବହାର କରୁଛନ୍ତି ଯେଉଁଥିରେ ପ୍ରଥମ ଏବଂ ଶେଷ ଅଂଶଗୁଡ଼ିକ ସମ୍ବନ୍ଧିତ ଏବଂ ଦ୍ୱିତୀୟ ଏବଂ ତୃତୀୟ
ଅଂଶଗୁଡ଼ିକ ସମ୍ବନ୍ଧିତ ଅଟେ


ତେଣୁ
,
ଏହାର ଅର୍ଥ: “ପ୍ରଭୁ ଯୀଶୁଙ୍କଠାରେ
ଥିବା ବିଶ୍ଵାସ ଏବଂ ସମସ୍ତ ସାଧୁମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣି


ପାଉଲ ସଠିକ ଭାବରେ କଲସୀୟ ୧:୪

ରେ କହିଥିଲେ

(
ଦେଖନ୍ତୁ:
[[rc://en/ta/man/translate/writing-poetry]])