Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 18:37:53 +00:00
parent 8c501d222c
commit ace8de826d
1 changed files with 7 additions and 1 deletions

View File

@ -448,4 +448,10 @@ JAS 2 8 j109 grammar-connect-logic-contrast εἰ μέντοι 1 If, however ଯ
JAS 2 8 j110 τελεῖτε 1 you fulfill ପୂରଣ କ୍ରିୟା “ସିଦ୍ଧ” ବିଶେଷଣ ସମାନ ମୂଳରୁ ଆସିଥାଏ ଯାହା ଯାକୁବ ଏହି ପତ୍ରରେ ପୂର୍ବରୁ ଅନେକ ଥର ବ୍ୟବହାର କରିଛନ୍ତି । ଏହାର ଅର୍ଥ କୌଣସି ବିଷୟକୁ କରିବା ଏହାର ଉଦ୍ଦେଶ୍ୟ ପୂରଣ କରିବା କିମ୍ବା ଏହାର ଲକ୍ଷ୍ୟରେ ପହଞ୍ଚିବା ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସଂପୂର୍ଣ୍ଣ ପାଳନ କର”
JAS 2 8 j111 figs-youcrowd ἀγαπήσεις τὸν πλησίον σου ὡς σεαυτόν 1 You will love your neighbor as yourself ଏହି ଉଦ୍ଧୃତିରେ ତୁମ୍ଭେ ଏବଂ ନିଜେ ଏକକ, କାରଣ ଯଦିଓ ମୋଶା ଏହି ବ୍ୟବସ୍ଥାକୁ ଇସ୍ରାଏଲୀୟମାନଙ୍କୁ ଗୋଷ୍ଠୀ ଭାବରେ ଦେଇଥିଲେ, ପ୍ରତ୍ୟେକ ବ୍ୟକ୍ତି ଏହାକୁ ପାଳନ କରିବେ ବୋଲି ଆଶା କରାଯାଇଥିଲା । ତେଣୁ ଆପଣଙ୍କ ଅନୁବାଦରେ, ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ “ତୁମ୍ଭେ” ଏବଂ “ନିଜେ” ର ଏକକ ଫର୍ମ ବ୍ୟବହାର କରନ୍ତୁ ।(: [[rc://en/ta/man/translate/figs-youcrowd]] ଦେଖନ୍ତୁ)
JAS 2 10 j112 grammar-connect-logic-result γὰρ 1 For ଯାକୁବ ପୂର୍ବ ପଦରେ ଦେଇଥିବା ବିବୃତ୍ତିର କାରଣ ଏଠାରେ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ପକ୍ଷପାତିତା ଦେଖାଇବା ଦ୍ୱାରା ଜଣେ ବ୍ୟକ୍ତି ଈଶ୍ଵରଙ୍କ ବ୍ୟବସ୍ଥାକୁ ଭାଙ୍ଗିବାରେ ଦୋଷୀ ହୁଏ, କାରଣ” (: [[rc://en/ta/man/translate/grammar-connect-logic-result]] ଦେଖନ୍ତୁ)
JAS 2 10 j113 πάντων ἔνοχος 1 guilty of all ବିକଳ୍ପ ଅନୁବାଦ: “ସମଗ୍ର ବ୍ୟବସ୍ଥାକୁ ଭାଙ୍ଗିବାରେ ଦୋଷୀ”
JAS 2 10 j113 πάντων ἔνοχος 1 guilty of all ବିକଳ୍ପ ଅନୁବାଦ: “ସମଗ୍ର ବ୍ୟବସ୍ଥାକୁ ଭାଙ୍ଗିବାରେ ଦୋଷୀ”
JAS 2 10 j114 figs-explicit πάντων ἔνοχος 1 guilty of all ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଯାକୁବ କାହିଁକି ଏହା ସତ୍ୟ ବୋଲି କହନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମଗ୍ର ବ୍ୟବସ୍ଥା ଭାଙ୍ଗିବାରେ ଦୋଷୀ, କାରଣ ଈଶ୍ଵର ଲୋକମାନଙ୍କୁ କିପରି ଜୀବନଯାପନ କରନ୍ତୁ ବୋଲି ଚାହାଁନ୍ତି ତାହା ଦେଖାଇବା ପାଇଁ ଈଶ୍ଵର ସମ୍ପୂର୍ଣ୍ଣ ବେବସ୍ଥା ଦେଇଛନ୍ତି, ଏବଂ ଯଦି ତୁମ୍ଭେମାନେ ଏହାର ଗୋଟିଏ ଅଂଶ ଭାଙ୍ଗନ୍ତି, ତେବେ ତୁମ୍ଭେମାନେ ସେପରି ଜୀବନଯାପନ କରୁ ନାହା” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 2 11 j115 grammar-connect-logic-result γὰρ 1 For ଯାକୁବ ପୂର୍ବ ପଦରେ ଦେଇଥିବା ବିବୃତ୍ତିର କାରଣ ଏଠାରେ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଗୋଟିଏ ବ୍ୟବସ୍ଥା ଭାଙ୍ଗିବା ଦ୍ୱାରା ପ୍ରତ୍ୟେକ ବ୍ୟବସ୍ଥା ଭାଙ୍ଗିବାରେ ଜଣେ ବ୍ୟକ୍ତି ଦୋଷୀ ହେବାର କାରଣ ହୁଏ”  (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 2 12 j116 figs-abstractnouns νόμου ἐλευθερίας 1 the law of freedom ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ “ମୁକ୍ତ” ପରି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସ୍ୱାଧୀନତା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଯାହା ଲୋକମାନଙ୍କୁ ମୁକ୍ତ କରେ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 12 j117 figs-explicit νόμου ἐλευθερίας 1 the law of freedom ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଆଇନ ଲୋକମାନଙ୍କୁ ସ୍ୱାଧୀନତା ଦେଇଥାଏ । ବିକଳ୍ପ ଅନୁବାଦ: “ବ୍ୟବସ୍ଥା  ଯାହା ଲୋକମାନଙ୍କୁ ଈଶ୍ଵରଙ୍କ କଥା ମାନିବାକୁ ମୁକ୍ତ କରେ”(: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 12 j118 figs-explicit νόμου ἐλευθερίας 1 the law of freedom ଏହି ପ୍ରସଙ୍ଗରେ, ଏହା ଏପରି ପ୍ରତୀତ ହୁଏ ଯେ ଯେତେବେଳେ ଯାକୁବ ସ୍ୱାଧୀନତାର ବ୍ୟବସ୍ଥା ବିଷୟରେ କହନ୍ତି, ସେତେବେଳେ ସେ ସେହି ଆଜ୍ଞା ବିଷୟରେ ଉଲ୍ଲେଖ କରନ୍ତି ଯେଉଁଥିରେ ସେ [2:8](https://create.translationcore.com/02/08.md) ରେ ଉଲ୍ଲେଖ କରନ୍ତି, “ତୁମ୍ଭେମାନେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର” ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଏବଂ ଏହି ବ୍ୟବସ୍ଥା  କିପରି ଲୋକମାନଙ୍କୁ  ମୁକ୍ତ କରେ ତାହା ବ୍ୟାଖ୍ୟା କରିପାରିବେ । ବିକଳ୍ପ ଅନୁବାଦ: “ଜଣେ ପଡ଼ୋଶୀଙ୍କୁ ପ୍ରେମ କରିବା ପାଇଁ ବ୍ୟବସ୍ଥା , ଯାହା ଲୋକମାନଙ୍କୁ ସେମାନଙ୍କର ସମସ୍ତ କାର୍ଯ୍ୟରେ ଅନୁସରଣ କରିବାକୁ ଏକ ବ୍ୟବସ୍ଥା ଦେଇ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ମୁକ୍ତ କରିଥାଏ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 2 13 j119 grammar-connect-logic-result γὰρ 1 For ପୂର୍ବ ପଦରେ ସେ ଯେପରି କହିଥିଲେ, ଅନ୍ୟମାନଙ୍କୁ ପ୍ରେମ କରିବା ବ୍ୟବସ୍ଥା ଦ୍ଵାରା ଲୋକମାନେ ନିଜ କାର୍ଯ୍ୟରେ ମାର୍ଗଦର୍ଶିତ ହେବା ଉଚିତ ବୋଲି ଯାକୁବ ଏକ କାରଣ ପ୍ରଦାନ କରନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅନ୍ୟମାନଙ୍କୁ ପ୍ରେମ କରିବା ବ୍ୟବସ୍ଥାକୁ  ଅନୁସରଣ କରିବା ଉଚିତ କାରଣ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.