Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:29:42 +00:00
parent 7655f3db0b
commit acbeeebbb5
1 changed files with 1 additions and 1 deletions

View File

@ -422,7 +422,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 1 deoa figs-abstractnouns ἐν ὑπομνήσει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶରେ ଗୁଣବାଚକ  ବିଶେଷ୍ୟ **ସ୍ମରଣ କରାଇବା** ଶବ୍ଦ ପଛରେ ଥିବା ଧାରଣାକୁ ଏକ କ୍ରିୟା ସହ ପ୍ରକାଶ କରିପାରିବେ । [୧:୧୩](../୦୧/୧୩.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମନେରଖିବାକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 3 1 qxt2 figs-metaphor ὑμῶν…τὴν εἰλικρινῆ διάνοιαν 1 ଯଦିଓ **ଶୁଚି** ଶବ୍ଦଟି ସାଧାରଣତଃ କୌଣସି ଅପରିଷ୍କାର ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷ ସହ ମିଶ୍ରିତ ନହେବାକୁ ବୁଝାଏ , ପିତର ଏହାକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରନ୍ତି ଯେ ତାଙ୍କ ପାଠକମାନଙ୍କ ମନ ଅଛି ଯାହା ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ପ୍ରତାରିତ ହୋଇନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଅଜ୍ଞାତ ମନ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 3 2 bp8r grammar-connect-logic-goal μνησθῆναι 1 ଏଠାରେ

ପିତର ଏହି ପତ୍ରର ଲେଖିବାର ଏକ ଉଦ୍ଦେଶ୍ୟ ଦର୍ଶାଉଛନ୍ତି

ବିକଳ୍ପ ଅନୁବାଦ (ପୂର୍ବରୁ କମା ବ୍ୟବହାର ନ କରି): “ଯାହା ତୁମ୍ଭମାନଙ୍କୁ
ମନେ ରଖିବା ଉଚିତ୍” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]])
2PE 3 2 p4i5 figs-metonymy τῶν προειρημένων ῥημάτων 1 ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାଙ୍କ
ଭବିଷ୍ୟବାଣୀକୁ ବର୍ଣ୍ଣନା କରିବା ପାଇଁ ପିତର ଏଠାରେ **ବାକ୍ୟ** ବ୍ୟବହାର କରୁଛନ୍ତି

ବିଶେଷକରି ଖ୍ରୀଷ୍ଟଙ୍କ ଭବିଷ୍ୟତର ପ୍ରତ୍ୟାବର୍ତ୍ତନ ବିଷୟରେ ବାକ୍ୟ
ବ୍ୟବହାର କରି ପଠାଯାଇଥିଲା

ବିକଳ୍ପ ଅନୁବାଦ: “ପୂର୍ବରୁ କରାଯାଇଥିବା ଭବିଷ୍ୟବାଣୀ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
2PE 3 2 p4i5 figs-metonymy τῶν προειρημένων ῥημάτων 1 ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାଙ୍କ ଭବିଷ୍ୟବାଣୀକୁ ବର୍ଣ୍ଣନା କରିବା ପାଇଁ ପିତର ଏଠାରେ **ବାକ୍ୟ** ବ୍ୟବହାର କରୁଛନ୍ତି, ବିଶେଷକରି ଖ୍ରୀଷ୍ଟଙ୍କ ଭବିଷ୍ୟତର ପ୍ରତ୍ୟାବର୍ତ୍ତନ ବିଷୟରେ ବାକ୍ୟ ବ୍ୟବହାର କରି ପଠାଯାଇଥିଲା ।
ବିକଳ୍ପ ଅନୁବାଦ: “ପୂର୍ବରୁ କରାଯାଇଥିବା ଭବିଷ୍ୟବାଣୀ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
2PE 3 2 ijnq figs-explicit ὑπὸ τῶν ἁγίων προφητῶν 1 ଏଠାରେ

ଭବିଷ୍ୟ‌ଦ୍‌ବକ୍ତାମାନେ** ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ
ବୁଝାଏ  ଯାହାକୁ ପିତର ମଧ୍ୟ [୧

୧୯

୨୧

୦୧

୧୯
.md)
ରେ ଉଲ୍ଲେଖ କରିଥିଲେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପବିତ୍ର ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ
ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 2 jnq2 figs-abstractnouns τῆς…ἐντολῆς τοῦ Κυρίου καὶ Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଆଜ୍ଞା**
ପଛରେ ଥିବା ଧାରଣା ପ୍ରକାଶ କରିପାରିବ

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର  ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯାହା ଆଜ୍ଞା ଦେଇଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 3 2 jx0u figs-genericnoun τῆς…ἐντολῆς τοῦ Κυρίου καὶ Σωτῆρος 1 ସାଧାରଣତଃ

ଯୀଶୁଙ୍କ ଆଜ୍ଞା ବିଷୟରେ ପିତର ଏଠାରେ **ଆଜ୍ଞା** ଶବ୍ଦ ବ୍ୟବହାର
କରନ୍ତି

ସେ ଗୋଟିଏ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକୁ ସୂଚାଉ ନାହାଁନ୍ତି

ଏହି ଆଜ୍ଞାଗୁଡ଼ିକ ପ୍ରେରିତମାନଙ୍କ ଦ୍ୱାରା ବିଶ୍ୱାସୀମାନଙ୍କୁ
ପ୍ରଦାନ କରାଯାଇଥିଲା

ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା” (ଦେଖନ୍ତୁ:
[[rc://en/ta/man/translate/figs-genericnoun]])

Can't render this file because it contains an unexpected character in line 2 and column 9170.