Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 03:36:15 +00:00
parent c81ff8776f
commit ac9816ea57
1 changed files with 1 additions and 1 deletions

View File

@ -2845,7 +2845,7 @@ LUK 22 70 udh2 figs-explicit σὺ οὖν εἶ ὁ Υἱὸς τοῦ Θεο
LUK 22 70 l4j7 guidelines-sonofgodprinciples ὁ Υἱὸς τοῦ Θεοῦ 1 Son of God ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଯୀଶୁ ପାଇବାକୁ ଯୋଗ୍ୟ ଅଟନ୍ତି, ଯଦିଓ ପ୍ରାଚୀନମାନେ ସେ ଯୋଗ୍ୟ ବୋଲି ଭାବି ନଥିଲେ
।  (ଦେଖନ୍ତୁ: [[rc://or/ta/man/translate/guidelines-sonofgodprinciples]])
LUK 22 70 jtr9 ὑμεῖς λέγετε ὅτι ἐγώ εἰμι 1 You are saying that I am ଏହା ଏକ ରୂଢ଼ି ଅଟେ । ପ୍ରାଚୀନମାନେ ଯାହା ପଚାରୁଛନ୍ତି ତାହା ସତ୍ୟ ବୋଲି ସ୍ୱୀକାର କରିବାକୁ ଯୀଶୁ ଏହାକୁ ବ୍ୟବହାର କରନ୍ତି
। ବିକଳ୍ପ ଅନୁବାଦ: “ହଁ, ଯେପରି ତୁମ୍ଭେମାନେ କହୁଛ ଏହା ସେହିପରି ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
LUK 22 71 u3m3 figs-rquestion τί ἔτι ἔχομεν μαρτυρίας χρείαν? 1 What further need do we have of a witness? ଏଠାରେ ପ୍ରାଚୀନମାନେ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ସେମାନଙ୍କ ବାକ୍ୟକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଆଉ ସାକ୍ଷ୍ୟର ଆବଶ୍ୟକତା ନାହିଁ!” (ଦେଖନ୍ତୁ: [[rc://or/ta/man/translate/figs-rquestion]])
LUK 22 71 lpm4 figs-metonymy ἠκούσαμεν ἀπὸ τοῦ στόματος αὐτοῦ 1 we have heard from his own mouth “ତାଙ୍କ ନିଜର ମୁଖରୁ“ ବ୍ୟାକ୍ୟାଂଶଟି ତାଙ୍କ ବକ୍ତବ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: “ତାକୁ କହିବା ଶୁଣିଲୁ ଯେ ସେ ବିଶ୍ୱାସ କରେ ଯେ ସେ ଈଶ୍ୱରଙ୍କ ପୁତ୍ର ଅଟେ” (ଦେଖ: [[rc://or/ta/man/translate/figs-metonymy]])
LUK 22 71 lpm4 figs-metonymy ἠκούσαμεν ἀπὸ τοῦ στόματος αὐτοῦ 1 we have heard from his own mouth ପ୍ରାଚୀନମାନେ ଯୀଶୁ ମୁଖ ବ୍ୟବହାର କରି ଯାହା କହିଛନ୍ତି ତାହା ସୂଚାଇବା ପାଇଁ ସାଙ୍କେତିକ ଭାବରେ **ତାହାର ନିଜ ମୁଖରୁ** ଅଭିବ୍ୟକ୍ତି ବ୍ୟବହାର କରନ୍ତି । ବିକଳ୍ପ  ଅନୁବାଦ: “ଆମ୍ଭେମାନେ… ସେ ଯାହା କହିଛନ୍ତି ତାହା ଶୁଣିଅଛୁ” (ଦେଖନ୍ତୁ:
[[rc://or/ta/man/translate/figs-metonymy]])
LUK 23 intro p6wq 0 # ଲୂକ 23 ସାଧାରଣ ଟିପ୍ପଣୀଗୁଡିକ
## ଗଠନ ଓ ଆକୃତି

ଏହି ଅଧ୍ୟାୟର ଶେଷ ଧାଡିକୁ ULT ପୃଥକ କରି ରଖେ କାରଣ ଏହା ଅଧ୍ୟାୟ 23 ଅପେକ୍ଷା ଅଧ୍ୟାୟ 24 ସହିତ ଅଧିକ ସଂଯୁକ୍ତ ଅଟେ I ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

### ଅଭିଯୋଗ କରିବା

ପ୍ରଧାନ ଯାଜକମାନେ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ଉପରେ ମନ୍ଦ କାର୍ଯ୍ୟ କରିବାର ଦୋଷାରୋପ କଲେ, କାରଣ ସେମାନେ ଇଚ୍ଛା କରୁଥିଲେ ଯେ ପିଲାତ ଯୀଶୁଙ୍କୁ ବଧ କରନ୍ତୁ I କିନ୍ତୁ ସେମାନେ ତାଙ୍କୁ ମିଥ୍ୟା କଥାରେ ଅଭିଯୋଗ କରୁଥିଲେ, କାରଣ ସେମାନେ ଯାହା ସବୁ ଦୋଷାରୋପ କରୁଥିଲେ ସେସବୁ ଯୀଶୁ କେବେ ବି କରି ନ ଥିଲେ I

### “ମନ୍ଦିରର ପରଦା ଦୁଇ ଭାଗ ହୋଇଗଲା”

ମନ୍ଦିରରେ ପରଦା ଏକ ମହତ୍ତ୍ଵପୂର୍ଣ୍ଣ ପ୍ରତୀକ ଥିଲା ଯାହା ଦର୍ଶାଉଥିଲା ଯେ ଲୋକମାନେ ଜଣକୁ ଆବଶ୍ୟକ କରନ୍ତି ଯିଏ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ କଥା କହିବ I ସେମାନେ ସିଧାସଳଖ ଭାବରେ ଈଶ୍ୱରଙ୍କ ନିକଟରେ କଥାବାର୍ତ୍ତା କରି ପାରୁ ନ ଥିଲେ କାରଣ ସମସ୍ତ ଲୋକମାନେ ପାପୀ ଥିଲେ ପୁଣି ଈଶ୍ୱର ପାପକୁ ଘୃଣା କରନ୍ତି I ଈଶ୍ୱର ପରଦାକୁ ଦୁଇଭାଗ କରିଦେଲେ ଏହା ଦର୍ଶାଇବା ପାଇଁ ଯେ ଯୀଶୁଙ୍କର ଲୋକମାନେ ବର୍ତ୍ତମାନ ଈଶ୍ୱରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ପାରିବେ କାରଣ ଯୀଶୁ ସେମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେଇଛନ୍ତି

### ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ ([ଲୂକ 23 : 53](../../ଲୂକ/23/53. ମଝି) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରଗୁଡିକ ସେମାନଙ୍କର ମୃତମାନଙ୍କୁ ସମାଧିସ୍ଥ କରୁଥିଲେ I ଏହା ଏକ ପ୍ରକୃତ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ବିଷୟ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ସେଠାରେ ଶରୀରକୁ ରଖାଯାଇ ପାରିବ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦେଉଥିଲେ ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

### “ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉନାହିଁ”

ପିଲାତ କହୁଥିଲେ ଯେ ସେ କୌଣସି କାରଣ ଜାଣନ୍ତି ନାହିଁ ଯାହା ପାଇଁ ସେ ଯୀଶୁଙ୍କୁ ଦଣ୍ଡ ଦେବେ କାରଣ ଯୀଶୁ କୌଣସି ନିୟମ ଉଲଂଘନ କରି ନ ଥିଲେ I ପିଲାତ କହୁନାହାନ୍ତି ଯେ ଯୀଶୁ ସିଦ୍ଧ ଥିଲେ I

LUK 23 1 pi3d 0 General Information: ଯୀଶୁ ପିଲାତଙ୍କ ସମ୍ମୁଖକୁ ଅଣାଗଲେ I
LUK 23 1 sgf1 ἅπαν τὸ πλῆθος αὐτῶν 1 The whole company of them ସମସ୍ତ ଯିହୁଦୀ ନେତାମାନେ କିମ୍ବା “ ମହାସଭାର ସମସ୍ତ ସଦସ୍ୟମାନେ”

Can't render this file because it is too large.