From aa0f29abae2aa7376d44bc81622d0d1c14ca0df9 Mon Sep 17 00:00:00 2001 From: Gayatri-Digal Date: Sat, 4 Dec 2021 13:50:56 +0000 Subject: [PATCH] Edit 'en_tn_43-LUK.tsv' using 'tc-create-app' --- en_tn_43-LUK.tsv | 8 ++++---- 1 file changed, 4 insertions(+), 4 deletions(-) diff --git a/en_tn_43-LUK.tsv b/en_tn_43-LUK.tsv index 65ac074..ae382b4 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -1,8 +1,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -LUK front intro uk55 0 "# ଲୂକ ଲିଖିତ ସୁସମାଚାର ପୁସ୍ତକର ପରିଚୟ ପ୍ରଦାନ
## ଭାଗ 1: ସାଧାରଣ ପରିଚୟ

### ଲୂକ ପୁସ୍ତକର ବାହ୍ୟିକ ରୂପରେଖ

1. ପୁସ୍ତକ ପରିଚୟ ଏବଂ ଲେଖିବାର ଉଦ୍ଦେଶ୍ୟ (1;1-4)
1. ଯୀଶୁଙ୍କ ଜନ୍ମ ଏବଂ ସେବାକାର୍ଯ୍ୟ ନିମନ୍ତେ ତାହାଙ୍କ ପ୍ରସ୍ତୁତି (1: 5-4:13)
1. ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟ(4:14-9:50)
1 I ଯିରୂଶାଲମକୁ ଯୀଶୁଙ୍କ ଯାତ୍ରା
- ଶିଷ୍ୟତ୍ଵ (9:51-11:13)
- ଦ୍ୱନ୍ଦ ଓ ଯୀଶୁଙ୍କ ଦୁଃଖ (11:14-14:35)
-ହଜି ଯାଇଥିବା ଓ ମିଳିଥିବା ବିଷୟଗୁଡିକ ସମ୍ପର୍କରେ ଦୃଷ୍ଟାନ୍ତମାଳା I ସାଧୁତା ଓ ଅସାଧୁତା ସମ୍ପର୍କରେ ଦୃଷ୍ଟାନ୍ତମାଳା (15:1-16:31)
- ଈଶ୍ୱରଙ୍କ ରାଜ୍ୟ (17:1-19:27)
-ଯିରୂଶାଲମ ମଧ୍ୟକୁ ଯୀଶୁଙ୍କ ପ୍ରବେଶ (19:28-44)
1 I ଯିରୂଶାଲମରେ ଯୀଶୁ (19: 45-21:4)
1. ଆପଣା ଦ୍ୱିତୀୟ ଆଗମନ ସମ୍ପର୍କରେ ଯୀଶୁଙ୍କ ଶିକ୍ଷା (21:5-36)
1 I ଯୀଶୁଙ୍କ ମୃତ୍ୟୁ, ସମାଧିସ୍ଥ ହେବା, ଏବଂ ପୁନରୁତ୍ଥାନ (22:1-24:53)

## ଲୂକ ଲିଖିତ ସୁସମାଚାରର ବିଷୟ କ’ଣ ଅଟେ ?

ନୂତନ ନିୟମରେ ଚାରିଗୋଟି ପୁସ୍ତକମାନଙ୍କ ମଧ୍ୟରେ ଲୂକଙ୍କ ସୁସମାଚାର ଅନ୍ୟତମ ଅଟେ, ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ସମ୍ପର୍କରେ କିଛି ବିଷୟ ବର୍ଣ୍ଣନା କରେ I ଯୀଶୁ କିଏ ଏବଂ ସେ କି କି ବିଷୟ ସାଧନ କଲେ ତହିଁର ବିଭିନ୍ନ ଦିଗ ଉପରେ ସୁସମାଚାର ପୁସ୍ତକଗୁଡିକର ଲେଖକମାନେ ଲେଖିଛନ୍ତି I ଲୂକ ଆପଣା ସୁସମାଚାର ଥୀୟଫିଲ ନାମକ ଜଣେ ବ୍ୟକ୍ତିଙ୍କ ନିମନ୍ତେ ଲେଖିଥିଲେ I ଲୂକ ଯୀଶୁଙ୍କ ଜୀବନର ଏକ ଅବିକଳ ଓ ସଠିକ୍ ବର୍ଣ୍ଣନା ଲେଖିଲେ ଯେପରି ଯାହା ସତ୍ୟ ତହିଁ ସମ୍ପର୍କରେ ଥୀୟଫିଲ ସୁନିଶ୍ଚିତ ହେବେ I ତଥାପି, ଲୂକ ଆଶା ଓ ଅପେକ୍ଷା କରୁଥିଲେ ଯେ ସୁସମାଚାରଟି କେବଳ ଥୀୟଫିଲଙ୍କୁ ନୁହେଁ, ମାତ୍ର ସମସ୍ତ ବିଶ୍ୱାସୀମାନଙ୍କୁ ଉତ୍ସାହିତ କରିବ I

### ଏହି ପୁସ୍ତକର ଶୀର୍ଷକକୁ କେଉଁ ପ୍ରକାରେ ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ଭାବରେ “ଲୂକ ଲିଖିତ ସୁସମାଚାର” କିମ୍ବା “ଲୂକଙ୍କ ଅନୁସାରେ ସୁସମାଚାର” ବୋଲି କହିପାରନ୍ତି I କିମ୍ବା ସେମାନେ ଏକ ଶୀର୍ଷକ ପସନ୍ଦ କରିପାରନ୍ତି ଯାହା ହୁଏତ ସ୍ପଷ୍ଟତର ହୋଇପାରେ, ଉଦାହରଣସ୍ୱରୂପ, “ ଯୀଶୁଙ୍କ ସମ୍ପର୍କରେ ଲୂକ ଲେଖିଥିବା ମଙ୍ଗଳ ସମାଚାର I” (ଦେଖ: [[rc://or/ta/man/translate/translate-names]])

### ଲୂକ ପୁସ୍ତକ କିଏ ଲେଖିଥିଲେ ?

ଏହି ପୁସ୍ତକ ଲେଖକଙ୍କ ନାମ ଉଲ୍ଲେଖ କରେନାହିଁ I ଏହି ପୁସ୍ତକ ଲେଖିଥିବା ସମାନ ବ୍ୟକ୍ତି ପ୍ରେରିତମାନଙ୍କର କାର୍ଯ୍ୟର ବିବରଣ ମଧ୍ୟ ଲେଖିଛନ୍ତି I ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ ପୁସ୍ତକର କେତେକ ସ୍ଥାନରେ ଲେଖକ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରିଛନ୍ତି I ଏହା ସୂଚାଏ ଯେ, ଲେଖକ ପାଉଲଙ୍କ ସହିତ ଯାତ୍ରା କରିଥିଲେ I ଅଧିକାଂଶ ବିଦ୍ୱାନମାନେ ଚିନ୍ତା କରନ୍ତି ଯେ ଲୂକ ହିଁ ସେହି ବ୍ୟକ୍ତି, ଯିଏ ପାଉଲଙ୍କ ସହିତ ଯାତ୍ରା କରିଥିଲେ I ଅତଏବ, ଆଦ୍ୟ ଖ୍ରୀଷ୍ଟିଆନମାନଙ୍କ ସମୟରୁ, ଅଧିକାଂଶ ଖ୍ରୀଷ୍ଟିଆନମାନେ ବିଚାର କରିଛନ୍ତି ଯେ ଉଭୟ ଲୂକ ପୁସ୍ତକ ଏବଂ ପ୍ରେରିତମାନଙ୍କ କାର୍ଯ୍ୟର ବିବରଣର ଲେଖକ ଲୂକ ହିଁ ଅଟନ୍ତି I

ଲୂକ ଜଣେ ଚିକିତ୍ସକ ବା ବୈଦ୍ୟ ଥିଲେ I ତାଙ୍କର ଲିଖନ ଶୈଳୀରୁ ଜଣାପଡେ ଯେ ସେ ଜଣେ ଶିକ୍ଷିତ ବ୍ୟକ୍ତି ଥିଲେ I ସମ୍ଭବତଃ ସେ ଜଣେ ବିଜାତୀୟ ଲୋକ ଥିଲେ I ଲୂକ ସମ୍ଭବତଃ ନିଜେ ଯୀଶୁଙ୍କୁ ଦେଖି ନ ଥିଲେ କି ଯୀଶୁ ଯାହା କହିଥିଲେ ଓ କରିଥିଲେ ତହିଁର ସାକ୍ଷୀ ହୋଇ ନ ଥିଲେ I କିନ୍ତୁ ସେ କହନ୍ତି ଯେ ଯେଉଁମାନେ ଯୀଶୁଙ୍କର ଚାକ୍ଷୁସ ସାକ୍ଷୀ ଥିଲେ ସେପରି ଅନେକ ଲୋକମାନଙ୍କ ସହିତ ସେ କଥାବାର୍ତ୍ତା କରିଥିଲେ I

## ଭାଗ 2: ମହତ୍ତ୍ଵପୂର୍ଣ୍ଣ ଧର୍ମନୈତିକ ଓ ସାଂସ୍କୃତିକ ଚିନ୍ତାଧାରାଗୁଡିକ

## ଲୂକ ଲିଖିତ ସୁସମାଚାରରେ ନାରୀମାନଙ୍କ ଭୂମିକା କ’ଣ ଅଟେ?

ଲୂକ ଆପଣା ସୁସମାଚାରରେ ନାରୀମାନଙ୍କୁ ଅତିଶୟ ଆସ୍ତିସୂଚକ ଭାବରେ ବର୍ଣ୍ଣନା କରିଛନ୍ତି I ଉଦାହରଣସ୍ୱରୂପ, ସେ ଅନେକ ସମୟରେ ଦର୍ଶାନ୍ତି ଯେ ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ଈଶ୍ୱରଙ୍କ ପ୍ରତି ଅଧିକ ବିଶ୍ୱସ୍ତ ଅଟନ୍ତି I (ଦେଖ: [[rc://or/tw/dict/bible/kt/faithful]])

### ଯୀଶୁଙ୍କ ଜୀବନର ଶେଷ ସପ୍ତାହ ସମ୍ପର୍କରେ ଲୂକ ଏତେ ବେଶୀ କାହିଁକି ଲେଖିଛନ୍ତି ?

ଯୀଶୁଙ୍କ ଜୀବନର ଶେଷ ସପ୍ତାହ ସମ୍ପର୍କରେ ଲୂକ ବହୁତ କିଛି ଲେଖିଛନ୍ତି I ସେ ଚାହିଁଥିଲେ ଯେ ତାଙ୍କର ପାଠକମାନେ ଯୀଶୁଙ୍କ ଜୀବନର ଶେଷ ସପ୍ତାହ ସମ୍ପର୍କରେ ଓ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ସମ୍ପର୍କରେ ଗଭୀର ଭାବରେ ଚିନ୍ତା କରନ୍ତୁ I ସେ ଚାହିଁଥିଲେ ଯେ ଲୋକମାନେ ଏହା ବୁଝିପାରନ୍ତୁ ଯେ ଯୀଶୁ କ୍ରୁଶ ଉପରେ ଇଚ୍ଛାକୃତ ଭାବରେ ମୃତ୍ୟୁବରଣ କଲେ, ଯେପରି ଈଶ୍ୱର ଆପଣା ବିରୁଦ୍ଧରେ ପାପ କରୁଥିବା ଲୋକମାନଙ୍କୁ କ୍ଷମା କରିପାରିବେ I (ଦେଖ: [[rc://or/tw/dict/bible/kt/sin]])

## ଭାଗ 3: ମହତ୍ଵପୂର୍ଣ୍ଣ ଅନୁବାଦଜନିତ ସମସ୍ୟାଗୁଡିକ

### କେଉଁଗୁଡ଼ିକ ସଂକ୍ଷିପ୍ତ ସାର ସୁସମାଚାର ପୁସ୍ତକ ଅଟେ ?

ମାଥିଉ, ମାର୍କ, ଓ ଲୂକ ଲିଖିତ ସୁସମାଚାରଗୁଡିକୁ ସଂକ୍ଷିପ୍ତସାର ସୁସମାଚାର ପୁସ୍ତକ କୁହାଯାଏ, କାରଣ ସେଗୁଡିକରେ ସାମଞ୍ଜସ୍ୟ ଥିବା ଅନେକ ଶାସ୍ତ୍ରଂଶଗୁଡିକ ରହିଛି I “ସଂକ୍ଷିପ୍ତସାର” ଶବ୍ଦର ଅର୍ଥ “ଏକତ୍ର ଦେଖିବା I”

ପାଠାଂଶଗୁଡିକ “ସମାନ୍ତର” ଭାବରେ ବିଚାର କରାଯାଏ, ଯେତେବେଳେ ସେମାନେ ଦୁଇ ବା ତିନୋଟି ସୁସମାଚାରରେ ସମାନ କିମ୍ବା ପ୍ରାୟ ସମାନ ରହିଥାଏ I ଯେତେବେଳେ ସମାନ୍ତର ଶାସ୍ତ୍ରାଂଶଗୁଡିକର ଅନୁବାଦ କରାଯାଏ, ଅନୁବାଦକମାନେ ଯଥାସମ୍ଭବ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଏବଂ ସେଗୁଡିକୁ ଯଥାସମ୍ଭବ ସମାନ ଧରଣର କରିବା ଆବଶ୍ୟକ I

### ଯୀଶୁ କାହିଁକି ନିଜକୁ “ମନୁଷ୍ୟପୁତ୍ର ” ବୋଲି ଉଲ୍ଲେଖ କରନ୍ତି ?

ସୁସମାଚାରଗୁଡିକରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର ” ବୋଲି କହନ୍ତି I ଏହା ଦାନିୟେଲ 7:13-14 ର ଏକ ଉଲ୍ଲେଖ ଅଟେ I ଏହି ଶାସ୍ତ୍ରଂଶରେ ଜଣେ ବ୍ୟକ୍ତି “ମନୁଷ୍ୟପୁତ୍ର” ଭାବରେ ବର୍ଣ୍ଣିତ ହୋଇଛନ୍ତି I ତାହାର ଅର୍ଥ, ଜଣେ ବ୍ୟକ୍ତି ଯିଏ କି ମନୁଷ୍ୟ ପରି ଦେଖାଯାଉଥିଲେ I ଈଶ୍ୱର ମନୁଷ୍ୟପୁତ୍ରଙ୍କୁ ଏହି ଅଧିକାର ଓ କ୍ଷମତା ଦେଲେ ଯେପରି ସେ ସମସ୍ତ ଜାତିଗଣ ଉପରେ ଅନନ୍ତକାଳ ନିମନ୍ତେ ଶାସନ କରିବେ I ଏବଂ ଅନନ୍ତକାଳ ନିମନ୍ତେ ସମସ୍ତ ଲୋକମାନେ ତାଙ୍କର ଉପାସନା କରିବେ I

ଯୀଶୁଙ୍କ ସମୟର ଯିହୂଦୀମାନେ କୌଣସି ବ୍ୟକ୍ତିଙ୍କ ନିମନ୍ତେ ଏହି “ମନୁଷ୍ୟପୁତ୍ର” ଶିରୋନାମା ବ୍ୟବହାର କରି ନ ଥିଲେ I ସେଥିପାଇଁ ଯୀଶୁ ଆପଣା ନିମନ୍ତେ ଏହା ବ୍ୟବହାର କଲେ ଯେପରି ସେ ପ୍ରକୃତରେ କିଏ ଅଟନ୍ତି ବୁଝିବା ନିମନ୍ତେ ତାହା ସେମାନଙ୍କୁ ସାହାଯ୍ୟ କରିବ I (ଦେଖ: [[rc://or/tw/dict/bible/kt/sonofman]])

ଅନେକ ଭାଷାରେ “ମନୁଷ୍ୟପୁତ୍ର” ଶିରୋନାମାକୁ ଅନୁବାଦ କରିବା କଷ୍ଟକର ହୋଇପାରେ I ହୁଏତ ପାଠକମାନେ ଆକ୍ଷରିକ ଅନୁବାଦକୁ ଭୁଲ ବୁଝିପାରନ୍ତି I ଅନୁବାଦକମାନେ ଅନ୍ୟ ବିକଳ୍ପ ବିଚାର କରିପାରନ୍ତି, ଯଥା “ ଏକ ମାନବ” I ଶିରୋନାମାକୁ ବ୍ୟାଖ୍ୟା କରିବା ନିମନ୍ତେ ତଳେ ଏକ ଟିପ୍ପଣୀ ଅନ୍ତର୍ଭୁକ୍ତ କରିବା ସହାୟକ ହେବ I

### ଲୂକ ପୁସ୍ତକର ପାଠ୍ୟାଂଶର ବିଶେଷ ସମସ୍ୟାଗୁଡିକ କ’ଣ ?

ନିମ୍ନୋକ୍ତ ପଦଗୁଡିକ ପ୍ରାଚୀନତମ ହସ୍ତଲିପିଗୁଡିକରେ ନାହିଁ I ଏହି ପଦଗୁଡିକୁ ULT ଓ UST ରେ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଅନ୍ୟ କେତେକ ଅନୁବାଦଗୁଡିକରେ ତାହା କରାଯାଇ ନାହିଁ I

* “ତା’ପରେ ସ୍ୱର୍ଗରୁ ଜଣେ ଦୂତ ତାହାଙ୍କୁ ଦର୍ଶନ ଦେଇ, ତାହାଙ୍କୁ ଶକ୍ତି ପ୍ରଦାନ କଲେ I ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୁଇଁରେ ପଡିଲା I” (22: 43-44)
* ଯୀଶୁ କହିଲେ, ପିତଃ,ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ I”

ଅନେକ ଆଧୁନିକ ଅନୁବାଦଗୁଡିକରେ ନିମ୍ନୋକ୍ତ ପଦ ଅନ୍ତର୍ଭୁକ୍ତ ହୋଇନାହିଁ I କେତେଗୁଡିଏ ଅନୁବାଦ ଏହାକୁ ବର୍ଗବନ୍ଧନୀରେ ରଖନ୍ତି I ଅନୁବାଦକମାନଙ୍କୁ ଏହି ପଦକୁ ଅନୁବାଦ ନ କରିବା ନିମନ୍ତେ ପରାମର୍ଶ ଦିଆଯାଏ I ତଥାପି, ଯଦି ଅନୁବାଦକଙ୍କ ଅଞ୍ଚଳରେ ବାଇବଲର ପୁରାତନ ଅନୁବାଦଗୁଡିକରେ ଏହି ପଦ ଅନ୍ତର୍ଭୁକ୍ତ ହୋଇଛି, ତେବେ ଅନୁବାଦକମାନେ ଏହାକୁ ଅନ୍ତର୍ଭୁକ୍ତ କରିପାରନ୍ତି I ଯଦି ସେଗୁଡିକ ଅନୁବାଦ କରାଯାଏ, ତେବେ ତାହାକୁ ବର୍ଗ ବନ୍ଧନୀ ମଧ୍ୟରେ ରଖାଯିବା ଉଚିତ ([])ଯେପରି ଇଙ୍ଗିତ ହେବ ଯେ ଏହା ହୁଏତ ଲୂକଙ୍କ ସୁସମାଚାରର ମୂଳ ଲେଖାରେ ନାହିଁ I

* “ତାଙ୍କୁ ପର୍ବ ସମୟରେ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା” (23:17)

(ଦେଖ:[[rc://or/ta/man/translate/translate-textvariants]] )
" -LUK 1 intro f1b5 0 # ଲୂକ 01 ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ଆକୃତି ପ୍ରଦାନ

କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ପାଠ କରିବା ନିମନ୍ତେ ସହଜ କରିବା ପାଇଁ ପାଠ୍ୟାଂଶର ବାକି ଅଂଶ ଅପେକ୍ଷା ଆହୁରି ଅଧିକ ଡାହାଣ ପାଖକୁ ରଖନ୍ତି I ULT 1:46-55, 68-79 ରେ ଥିବା କବିତାକୁ ଏହି ପ୍ରକାର କରିଥାଏ I
## ଏହି ପର୍ବରେ ବିଶେଷ ଚିନ୍ତାଧାରାଗୁଡିକ

### “ସେ ଯୋହନ ବୋଲି ଖ୍ୟାତ ହେବେ”

ପ୍ରାଚୀନ ନିକଟ-ପ୍ରାଚ୍ୟ ଦେଶରେ ଅଧିକାଂଶ ଲୋକ ଗୋଟିଏ ଶିଶୁକୁ ସେମାନଙ୍କ ପରିବାରଗୁଡିକର ଜଣକର ନାମ ସହିତ ସମାନ ନାମ ଦେଇଥାଆନ୍ତି I ଏଲିଶାବେଥ୍ ଓ ଜିଖରିୟ ସେମାନଙ୍କ ପୁଅର ନାମ ଯୋହନ ଦେବା ଦେଖି ଲୋକମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ କାରଣ ସେମାନଙ୍କ ପରିବାର ମଧ୍ୟରେ କାହାରି ସେହି ନାମ ନ ଥିଲା I

## ଏହି ଅଧ୍ୟାୟରେ ଥିବା ମହତ୍ତ୍ଵପୂର୍ଣ୍ଣ ଆଳଙ୍କାରିକ ବାକ୍ୟ

ଲୂକଙ୍କର ଭାଷା ସରଳ ଓ ସିଧାସଳଖ ଅଟେ I ସେ ବହୁତଗୁଡିଏ ଆଳଙ୍କାରିକ ବାକ୍ୟ ବ୍ୟବହାର କରନ୍ତି ନାହିଁ I
-LUK 1 1 br8r 0 General Information: ଲୂକ କାହିଁକି ଥିୟଫିଲଙ୍କ ପାଖକୁ ଲେଖିଲେ, ତାହା ସେ ବ୍ୟାଖ୍ୟା କରୁଛନ୍ତି I -LUK 1 1 qhd9 περὶ τῶν πεπληροφορημένων ἐν ἡμῖν πραγμάτων 1 concerning the things that have been fulfilled among us ଯେଉଁସବୁ ବିଷୟ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି ବା “ଯେଉଁ ଘଟଣାଗୁଡିକ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି,” ସେହିସବୁ ବିଷୟରେ +LUK front intro uk55 0 ଲୂକ ସୁସମାଚାରର ପରିଚୟ

ପ୍ରଥମ ଭାଗ: ସାଧାରଣ
ପରିଚୟ

ଲୂକ ପୁସ୍ତକର ରୂପରେଖା



ଥୀୟଫିଲଙ୍କ ନିମନ୍ତେ ଉତ୍ସର୍ଗୀକୃତ । (1:1-4)
ଭୂମିକା




ବାପ୍ତିଜକ ଯୋହନଙ୍କ ଜନ୍ମ (1:5-80)
ଯୀଶୁଙ୍କ ଜନ୍ମ ଏବଂ ଯୌବନ କାଳ  (2:1-51)
ବାପ୍ତିଜକ ଯୋହନଙ୍କ ସେବାକାର୍ଯ୍ୟ (3:1-20)
ଯୀଶୁଙ୍କ ବାପ୍ତିସ୍ମ, ବଂଶାବଳୀ ଏବଂ ପରୀକ୍ଷା (3:21-4:13)
1.ଗାଲିଲୀରେ ଯୀଶୁଙ୍କ ଶିକ୍ଷା ଏବଂ ସେବାକାର୍ଯ୍ୟ (4:14-9:50)
2.ଯିରୂଶାଲମ ଯାତ୍ରା ପଥରେ ଯୀଶୁଙ୍କ ଶିକ୍ଷା ପ୍ରଦାନ




ଈଶ୍ଵରଙ୍କ ଦ୍ୱାରା ବିଚାର, ଏବଂ ଯୀଶୁଙ୍କ ବିଷୟରେ ଲୋକମାନଙ୍କର ବିଚାର  (9:51-13:21)
ଈଶ୍ଵରଙ୍କ ରାଜ୍ୟର ଅଂଶ କିଏ ହେବ (13:22-17:10)
ଯୀଶୁଙ୍କୁ ସ୍ୱାଗତ କିମ୍ବା ପ୍ରତ୍ୟାଖ୍ୟାନ କରି ତାହାଙ୍କୁ ପ୍ରତିକ୍ରିୟା ଦେବା (17:11-19:27)




ଯିରୂଶାଲମରେ ଯୀଶୁ
ଯିରୂଶାଲମରେ ଯୀଶୁଙ୍କ ପ୍ରବେଶ (19:28-44)
ମନ୍ଦିରରେ ଯୀଶୁ ଶିକ୍ଷା ଦିଅନ୍ତି: ତାହାଙ୍କର ପରିଚୟ ଏବଂ ଅଧିକାରକୁ ନେଇ ବିବାଦ (19:45-21:38)
ଯୀଶୁଙ୍କ ମୃତ୍ୟୁ, ସମାଧି ଏବଂ ପୁନରୁତ୍ଥାନ  (22:1-24:53)



ଲୂକଙ୍କର ସୁସମାଚାର କେଉଁ ବିଷୟରେ ଅଟେ?

ନୂତନ ନିୟମର ଚାରୋଟି ପୁସ୍ତକ ମଧ୍ୟରୁ ଲୂକଙ୍କର ସୁସମାଚାର
ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ଶିକ୍ଷା ବିଷୟରେ ବର୍ଣ୍ଣନା କରେ । ଏହି ପୁସ୍ତକଗୁଡ଼ିକୁ “ସୁସମାଚାର” କୁହାଯାଏ, ଯାହାର ଅର୍ଥ “ଉତ୍ତମ ଖବର” ଅଟେ । ସେଗୁଡ଼ିକର ଲେଖକମାନେ ଯୀଶୁ କିଏ ଏବଂ ସେ କ’ଣ କରିଥିଲେ ସେହି
ବିଷୟରେ ଅନେକ ବିଷୟକୁ ଲେଖିଥିଲେ । ଥୀୟଫିଲ
ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଲୂକ ଏହି ସୁସମାଚାର ଲେଖିଥିଲେ ଏବଂ ଏହାକୁ ଉତ୍ସର୍ଗ କରିଥିଲେ । ଯୀଶୁଙ୍କ
ଜୀବନ ଏବଂ ଶିକ୍ଷାର ଏକ ସଠିକ ବର୍ଣ୍ଣନା ଲୂକ ଲେଖିଥିଲେ ଯାହା ଦ୍ଵାରା ଥୀୟଫିଲ ନିଶ୍ଚିତ ହେବେ
ଯେ ଯୀଶୁଙ୍କ ବିଷୟରେ ଲୂକ ଯାହା ଶିକ୍ଷା ଦିଆଯାଇଥିଲେ ତାହା ସତ୍ୟ ଅଟେ । ତଥାପି, ଲୂକ ଯାହା
ଲେଖିଛନ୍ତି ତାହା ଯୀଶୁଙ୍କ ସମସ୍ତ ଅନୁଗାମୀମାନଙ୍କୁ ଉତ୍ସାହିତ କରିବ ବୋଲି ସେ ଆଶା କରିଥିଲେ ।

ଏହି ପୁସ୍ତକର ନାମ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଲୂକଙ୍କର
ସୁସମାଚାର” କିମ୍ବା “ଲୂକଙ୍କ ଅନୁସାରେ ସୁସମାଚାର” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏକ ଭିନ୍ନ ନାମ ବାଛିପାରିବେ, ଯେପରି “ ଲୂକ ଲେଖିଥିବା ଯୀଶୁଙ୍କ ବିଷୟରେ ସୁସମାଚାର ।” (ଦେଖନ୍ତୁ: [[rc://en/ta/man/translate/translate-names]])

ଲୂକ ପୁସ୍ତକ କିଏ ଲେଖିଛନ୍ତି?

ଏହି ପୁସ୍ତକ ଏହାର ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । କିନ୍ତୁ, ଏହି ଏହି
ପୁସ୍ତକ ଲେଖିକ, ପ୍ରେରିତ ପୁସ୍ତକ ମଧ୍ୟ ଲେଖିଥିଲେ, ଯାହା ଥୀୟଫିଲ ପାଇଁ ମଧ୍ୟ ଉତ୍ସର୍ଗୀକୃତ ଅଟେ । ପ୍ରେରିତ ପୁସ୍ତକର କେତେକ ଅଂଶରେ ଲେଖକ “ଆମ୍ଭେମାନେ” ଶବ୍ଦ
ବ୍ୟବହାର କରନ୍ତି । ଏହା ସୂଚାଏ
ଯେ ଲେଖକ ପାଉଲଙ୍କ ସହ ସେବାକାର୍ଯ୍ୟ ପାଇଁ ଯାତ୍ରା କରିଥିଲେ । ଅଧିକାଂଶ ପଣ୍ଡିତ କହନ୍ତି ଯେ ଲୂକ ଏହି ବ୍ୟକ୍ତି ଅଟନ୍ତି ଯିଏ
ପାଉଲଙ୍କ ସହ ସେବାଯାତ୍ରା କରୁଥିଲେ । ପ୍ରାଚୀନ
କାଳରୁ ଖ୍ରୀଷ୍ଟିୟାନମାନେ, ଅଧିକାଂଶ
ଖ୍ରୀଷ୍ଟିୟାନ ଲୂକଙ୍କୁ ଉଭୟ ଲୂକ ଲିଖିତ ସୁସମାଚାର ଏବଂ ପ୍ରେରିତ ପୁସ୍ତକର ଲେଖକ ବୋଲି
ସ୍ୱୀକୃତି ଦେଇଛନ୍ତି ।

ଲୂକ ଜଣେ ଡାକ୍ତର ଥିଲେ। ତାଙ୍କର ଲେଖା ଦର୍ଶାଏ ଯେ ସେ ଜଣେ
ଶିକ୍ଷିତ ବ୍ୟକ୍ତି ଥିଲେ । ସେ ବୋଧହୁଏ
ଜଣେ ଅଣଯିହୂଦୀ ଥିଲେ। ଲୂକ ନିଜେ ବୋଧହୁଏ ଯୀଶୁ ଯାହା କହିଥିଲେ ଓ କରିଥିଲେ ସେ ସ୍ଵୟଂ ଦେଖିନ
ଥିଲେ। କିନ୍ତୁ ସେ ନିଜ ଉତ୍ସର୍ଗରେ ଥୀୟଫିଲକୁ କହନ୍ତି ଯେ ସେ ଏହା ଦେଖିଥିବା ଅନେକ ଲୋକମାନଙ୍କ
ସହ କଥା ହୋଇଥିଲେ ।

ଦ୍ବିତୀୟ ଭାଗ: ଗୁରୁତ୍ୱପୂର୍ଣ୍ଣ
ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

ଈଶ୍ଵରଙ୍କ ରାଜ୍ୟ

“ଈଶ୍ଵରଙ୍କ
ରାଜ୍ୟ” ଲୂକ ସୁସମାଚାରରେ ଏକ ପ୍ରମୁଖ ଧାରଣା ଅଟେ । ଏହା ଅଧିକ ଅର୍ଥପୂର୍ଣ୍ଣ
ଅଟେ । ଏହା ଈଶ୍ଵରଙ୍କ
ଉପସ୍ଥିତିରେ ଅନନ୍ତ ଜୀବନର ଧାରଣା ଅନ୍ତର୍ଭୁକ୍ତ କରେ,  ଭବିଷ୍ୟତରେ ଯେତେବେଳେ
ଈଶ୍ଵର ସମସ୍ତ ସୃଷ୍ଟି ଉପରେ ଶାସନ କରିବେ ସେତେବେଲେ ଏହା କିଅପରୀ ହେବ ସେବିଷୟରେ ମଧ୍ୟ ଏହା ଏକ
ଧାରଣା ପ୍ରକାଶ କରେ, ଏବଂ
ପୃଥିବୀରେ ବର୍ତ୍ତମାନ ଜୀବନର ଧାରଣା, ଈଶ୍ଵରଙ୍କ
ଇଚ୍ଛା କେଉଁଠାରେ ସାଫଲ୍ୟ ହୁଏ ତାହା ପ୍ରକାଶ କରେ । ଏହି ସମସ୍ତ
ଧାରଣା ପଛରେ ଥିବା ଏକୀକରଣକାରୀ ଧାରଣା ଈଶ୍ଵର ଲୋକମାନଙ୍କ ଉପରେ ଶାସନ କରିବା ଏବଂ ସେମାନଙ୍କ
ଜୀବନ ଉପରେ ଈଶ୍ଵରଙ୍କ ଶାସନକୁ ସେମାନେ ଗ୍ରହଣ କରିବା ଅଟେ । ଯେଉଁଠାରେ
“ଈଶ୍ଵରଙ୍କ ରାଜ୍ୟ” ଅଭିବ୍ୟକ୍ତି ଉଲ୍ଲେଖ ଅଛି, ଅନୁବାଦ ଟିପ୍ପଣୀଗୁଡ଼ିକ ଭାବ ବାଚକ ବିଶେଷ୍ୟ “ରାଜ୍ୟ” ପଛରେ ଥିବା
ଧାରଣାକୁ ଅନୁବାଦ କରିବା ନିମନ୍ତେ କେତେକ ବାକ୍ୟାଂଶଗୁଡ଼ିକୁ ପ୍ରଦାନ କରେ । UST ଏହି ପଦ୍ଧତିକୁ ନିରନ୍ତର ବ୍ୟବହାର କରେ । (ଦେଖନ୍ତୁ: [[rc://en/ta/man/translate/figs-abstractnouns]])

ଯୀଶୁଙ୍କ ଜୀବନର ଅନ୍ତିମ ସପ୍ତାହ ବିଷୟରେ ଲୂକ କାହିଁକି ଅଧିକ
ମାତ୍ରାରେ ଲେଖଛନ୍ତି?

ଯୀଶୁଙ୍କ ଅନ୍ତିମ ସପ୍ତାହ ବିଷୟରେ ଲୂକ ଅନେକ ମାତ୍ରାରେ ଲେଖିଥିଲେ । ତାଙ୍କ ପାଠକମାନେ ଯୀଶୁଙ୍କ ଅନ୍ତିମ ସପ୍ତାହ ଏବଂ କ୍ରୁଶରେ ଯୀଶୁଙ୍କ
ମୃତ୍ୟୁ ବିଷୟରେ ଗଭୀର ଭାବରେ ଚିନ୍ତା କରନ୍ତୁ ବୋଲି ସେ ଚାହୁଁଥିଲେ । ଯୀଶୁ କ୍ରୁଶରେ ସ୍ୱଇଚ୍ଛାରେ ମୃତ୍ୟୁ ବରଣ କଲେ ଯାହା ଦ୍ଵାରା ଈଶ୍ଵରଙ୍କ
ବିରୁଦ୍ଧରେ ଲୋକମାନେ କରିଥିବା ପାପକୁ ଈଶ୍ଵର କ୍ଷମା କରି ପାରିବେ ବୋଲି ଲୋକମାନେ ଜାଣନ୍ତୁ
ବୋଲି ସେ ଚାହୁଁଥିଲେ । (ଦେଖନ୍ତୁ: [[rc://en/tw/dict/bible/kt/sin]])

ଲୂକ ସୁସମାଚାରରେ ମହିଳାମାନଙ୍କର ଭୂମିକା କ’ଣ ରହିଛି?

ଲୂକ ତାଙ୍କ ସୁସମାଚାରରେ ମହିଳାମାନଙ୍କୁ ଏକ ସକରାତ୍ମକ ଅର୍ଥରେ ବର୍ଣ୍ଣନା
କରିଥିଲେ । ଉଦାହରଣ
ସ୍ୱରୂପ, ସେ ପ୍ରାୟତଃ ଅଧିକାଂଶ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ
ଈଶ୍ଵରଙ୍କ ପ୍ରତି ଅଧିକ ବିଶ୍ୱସ୍ତ ଥିବା ପ୍ରକାଶ କଲେ । (ଦେଖନ୍ତୁ: [[rc://en/tw/dict/bible/kt/faithful]])

ତୃତୀୟ ଭାଗ: ଗୁରୁତ୍ୱପୂର୍ଣ୍ଣ
ଅନୁବାଦ ସମସ୍ୟାଗୁଡ଼ିକ

ଧର୍ମତତ୍ତ୍ୱ ସୁସମାଚାରଗୁଡ଼ିକ କ’ଣ ଅଟେ?

ମାଥିଉ, ମାର୍କ ଏବଂ
ଲୂକଙ୍କର ସୁସମାଚାରକୁ ଧର୍ମତତ୍ତ୍ୱ ସୁସମାଚାର କୁହାଯାଏ କାରଣ ସେମାନେ ଅନେକ ସମାନ ଘଟଣାର ବିବରଣୀ
ପ୍ରଦାନ କରନ୍ତି । “ଧର୍ମତତ୍ତ୍ୱ”
ଶବ୍ଦର ଅର୍ଥ “ଏକାଠି ଦେଖିବା” ଅଟେ ।

ଉଦ୍ଧୃତାଂଶଗୁଡ଼ିକ “ସମାନ୍ତରାଳ” ବୋଲି ବିବେଚନା କରାଯାଏ ଯେବେ ସେଗୁଡ଼ିକ
ଦୁଇ ବା ତିନୋଟି ସୁସମାଚାର ମଧ୍ୟରେ ସମାନ କିମ୍ବା ପ୍ରାୟ ସମାନ ଅର୍ଥକୁ ପ୍ରକାଶ କରନ୍ତି । ସମାନ୍ତରାଳ ଉଦ୍ଧୃତାଂଶଗୁଡ଼ିକ ଅନୁବାଦ କରିବା  ସମୟରେ, ଅନୁବାଦକମାନେ
ସେଗୁଡ଼ିକରେ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଏବଂ ସେଗୁଡ଼ିକୁ ଯଥାସମ୍ଭବ ସମାନ କରିବା ଉଚିତ
ଅଟେ ।

ଯୀଶୁ କାହିଁକି ନିଜକୁ “ମନୁଷ୍ୟପୁତ୍ର” ବୋଲି କହିଲେ?

ସୁସମାଚାରରେ, ଯୀଶୁ
ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି । ଏହା
ଦାନିୟେଲ 7: 13-14 ରେ ମଧ୍ୟ
ଉଲ୍ଲେଖ ଅଛି । ସେହି
ଉଦ୍ଧୃତାଂଶରେ, ଏକ ମନୁଷ୍ୟ ବିଷୟରେ ଉଲ୍ଲେଖ ଯିଏ “ମନୁଷ୍ୟର ପୁତ୍ର” ଭାବରେ
ବର୍ଣ୍ଣିତ ଅଟନ୍ତି । ଏହାର ଅର୍ଥ
ଏହା ଯେ  ସେହି ବ୍ୟକ୍ତି ଜଣକ ମନୁଷ୍ୟ ପରି
ଦେଖାଯାଉଥିଲେ । ଏହି
“ମନୁଷ୍ୟପୁତ୍ର” କୁ ସବୁଦିନ ପାଇଁ ଶାସନ କରିବାକୁ ଈଶ୍ଵର ଅଧିକାର ପ୍ରଦାନ କଲେ । ସମସ୍ତ ଲୋକ ତାହାଙ୍କୁ ଚିରଦିନ ଉପାସନା କରିବେ।

ଯୀଶୁଙ୍କ ସମୟର ଯିହୁଦୀମାନେ “ମନୁଷ୍ୟପୁତ୍ର” ନାମକୁ କାହା ପାଇଁ ମଧ୍ୟ
ଭାବରେ ବ୍ୟବହାର କଲେ ନାହିଁ । କିନ୍ତୁ
ପ୍ରକୃତରେ ସେ କିଏ ତାହା ଜଣାଇବାକୁ ଯୀଶୁ ଏହି ଏହି ବାକ୍ୟାଂଶକୁ ନିଜ ପାଇଁ ବ୍ୟବହାର କରିଥିଲେ । (ଦେଖନ୍ତୁ: [[rc://en/tw/dict/bible/kt/sonofman]])

“ମନୁଷ୍ୟପୁତ୍ର” ବାକ୍ୟାଂଶକୁ ଅନୁବାଦ କରିବା ଅନେକ ଭାଷାରେ
କଷ୍ଟସାଧ୍ୟ ହୋଇପାରେ । ପାଠକମାନେ ଏହାର
ଆକ୍ଷରିକ ଅନୁବାଦକୁ ଭୁଲ ବୁଝିପାରନ୍ତି । ଅନୁବାଦକଗଣ ବିକଳ୍ପ ବାକ୍ୟକୁ ଅନିବାଦ କରିପାରିନ୍ତି, ଯେପରିକି “ମନୁଷ୍ୟ ସନ୍ତାନ” । ଏହି ନାମକୁ
ବ୍ୟାଖ୍ୟା କରିବା ପାଇଁ ଏକ ପାଦଟୀକା ଅନ୍ତର୍ଭୂକ୍ତ କରିବା ମଧ୍ୟ ସହାୟକ ହୋଇପାରେ ।

ଲୂକ ପୁସ୍ତକର ମୁଖ୍ୟ ବିଷୟଗୁଡ଼ିକ

ULT ବାଇବେଲର
ସବୁଠାରୁ ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକର ପଠନକୁ ଅନୁସରଣ କରେ । କିନ୍ତୁ, ଅନୁବାଦକମାନଙ୍କ ଅଞ୍ଚଳରେ ବାଇବେଲର ପୁରାତନ ସଂସ୍କରଣ
ଥାଇପାରେ ଯାହା ଅନ୍ୟ ପାଣ୍ଡୁଲିପିଗୁଡ଼ିକର ପଠନକୁ ଅନୁସରଣ କରେ । ସବୁଠାରୁ
ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ, ଅଧ୍ୟାୟଗୁଡ଼ିକରେ
ସାଧାରଣ ଟିପ୍ପଣୀ ପ୍ରଦାନ କରାଯାଈଛି ଯାହା ଏଗୁଡ଼ିକୁ ଅନୁବାଦ କରିବାରେ ସାହାଯ୍ୟ କରିବ। (ଦେଖନ୍ତୁ: [[rc://en/ta/man/translate/translate-textvariants]]) +LUK 1 intro f1b5 0 ଲୂକ ୧ ସାଧାରଣ ଟିପ୍ପଣୀଗୁଡ଼ିକ

ଗଠନ ଏବଂ ଆକାର



ଥୀୟଫିଲ ପାଇଁ ଉତ୍ସର୍ଗୀକୃତ (1:1-4)
ଗାବ୍ରିଏଲ ଦୂତ ଜିଖରୀୟଙ୍କୁ ଘୋଷଣା କରି କହନ୍ତି ଯେ ତାଙ୍କ ପତ୍ନୀ ଏଲିଶାବେଥ ବାପ୍ତିଜକ ଯୋହନ ନାମକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବେ (1:5-25)
ଗାବ୍ରିଏଲ ଦୂତ ମରିୟମଙ୍କୁ ଘୋଷଣା କରି କହନ୍ତି ଯେ ସେ ଯୀଶୁଙ୍କ ମାତା ହେବେ (1:26-38)
ମରୀୟମ ଏଲିଶାବେଥଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି (1:39-56)
ବାପ୍ତିଜକ ଯୋହନ ଜନ୍ମଗ୍ରହଣ କଲେ (1:57-80)



କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ପାଠ କରିବାକୁ ସହଜ
କରିବା ପାଇଁ ଅବଶିଷ୍ଟ ପାଠ୍ୟ ଅପେକ୍ଷା ଏହାକୁ ଉଲ୍ଲେଖ କରନ୍ତି । 1: 46-55 ରେ ଯୀଶୁଙ୍କ ମାତା ହେବା ବିଷୟରେ ମରୀୟମଙ୍କ ଗୀତରେ କବିତା ଏବଂ 1: 68-79 ରେ ତାଙ୍କ ପୁତ୍ର ବାପ୍ତିଜକ ଯୋହନ ବିଷୟରେ ଜିଖରୀୟଙ୍କ ଗୀତରେ ULT ଏହିପରି କରେ ।

ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

“ତାହାକୁ ଯୋହନ କୁହାଯିବ”

ପ୍ରାଚୀନ ନିକଟ ପୂର୍ବର ଅଧିକାଂଶ ଲୋକ ଏକ ଶିଶୁକୁ ସେମାନଙ୍କ
ପରିବାରର ଏକ ବ୍ୟକ୍ତିର ନାମ ଦିଅନ୍ତି । ଯେବେ ଏଲିଶାବେଥ
ଏବଂ ଜିଖରୀୟ ନିଜ ପୁତ୍ରର ନାମ ଯୋହନ ରଖିଥିଲେ ଲୋକମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେହି
ପରିବାରରେ ସେହି ନାମରେ କେହି ବ୍ୟକ୍ତି ନଥିଲେ । +LUK 1 1 br8r 0 +LUK 1 1 qhd9 περὶ τῶν πεπληροφορημένων ἐν ἡμῖν πραγμάτων 1 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଯେଉଁସବୁ ବିଷୟ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି ବା “ଯେଉଁ ଘଟଣାଗୁଡିକ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି,” ସେହିସବୁ ବିଷୟରେ LUK 1 1 hyp6 figs-inclusive ἐν ἡμῖν 1 among us କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଥିୟଫିଲ କିଏ ଥିଲେ I ଯଦି ସେ ଜଣେ ଖ୍ରୀଷ୍ଟିଆନ ଥିଲେ, ତେବେ ଏଠାରେ “ଆମର” ଶବ୍ଦ ତାହାଙ୍କୁ ଅନ୍ତର୍ଭୁକ୍ତ କରିବ ଓ ଯଦି ନୁହେଁ, ତେବେ ବାଦ ଦେଇ ଦେବ I (ଦେଖ:[[rc://or/ta/man/translate/figs-inclusive]] ଓ [[rc://or/ta/man/translate/figs-exclusive]]) LUK 1 2 hud2 figs-explicit αὐτόπται καὶ ὑπηρέται γενόμενοι τοῦ λόγου 1 who were eyewitnesses and servants of the word ଜଣେ “ଚାକ୍ଷୁଷସାକ୍ଷୀ” ଏକ ବ୍ୟକ୍ତି ଯିଏ କିଛି ଘଟିଥିବା ଦେଖିଛି, ଓ ବାକ୍ୟର ଜଣେ ସେବକ ଏଭଳି ଏକ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ଦ୍ବାରା ତାଙ୍କର ସେବା କରିଥାଏ I ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ ଯେ କିପରି ସେମାନେ ବାକ୍ୟର ସେବକଗଣ ଥିଲେ I ବିକଳ୍ପ ଅନୁବାଦ: ଯାହା ଘଟିଥିଲା ତାହା ଦେଖିଥିଲେ ଓ ଲୋକମାନଙ୍କୁ ଈଶ୍ୱରଙ୍କ ସମ୍ବାଦ କହିବା ଦ୍ବାରା ତାଙ୍କର ସେବା କଲେ” (ଦେଖ: [[rc://or/ta/man/translate/figs-explicit]]) LUK 1 2 z9dq figs-synecdoche ὑπηρέται ... τοῦ λόγου 1 servants of the word “ବାକ୍ୟ” ଶବ୍ଦ ଗୋଟିଏ ସମ୍ବାଦ ନିମନ୍ତେ ଅନେକ ବାକ୍ୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ବାକ୍ ଶୈଳୀ I ବିକଳ୍ପ ଅନୁବାଦ : “ସମ୍ବାଦର ସେବକଗଣ” ବା “ଈଶ୍ୱରଙ୍କ ସମ୍ବାଦର ସେବକଗଣ” (ଦେଖ: [[rc://or/ta/man/translate/figs-synecdoche]] )