Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:09:56 +00:00
parent 13af58f549
commit a9f152cb9d
1 changed files with 1 additions and 1 deletions

View File

@ -291,7 +291,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ଦୂରରେ ରୁହ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 1 1 j363 writing-pronouns ὃ ἦν ἀπ’ ἀρχῆς, ὃ ἀκηκόαμεν, ὃ ἑωράκαμεν τοῖς ὀφθαλμοῖς ἡμῶν, ὃ ἐθεασάμεθα, καὶ αἱ χεῖρες ἡμῶν ἐψηλάφησαν 1 What was from the beginning, which we have heard, which we have seen with our eyes, which we have looked at and our hands have touched [1:1-3](https://create.translationcore.com/01/01.md) ରେ ଲମ୍ବା ବାକ୍ୟକୁ କିପରି ଅନୁବାଦ କରାଯିବ ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆଲୋଚନା ଦେଖନ୍ତୁ । ଯଦି ଆପଣ  “ଜୀବନର ବାକ୍ୟ ସମ୍ବନ୍ଧରେ” ବାକ୍ୟକୁ ଏହି ପତ୍ରର ଏକ ପ୍ରମୁଖ ପରିଚୟ ଭାବରେ ଅନୁବାଦ କରିବାକୁ ପରାମର୍ଶକୁ ଅନୁସରଣ କରନ୍ତି, ଏହି ପଦର ଚାରୋଟି ବାକ୍ୟାଂଶ ଜଣେ ବ୍ୟକ୍ତି ଯୀଶୁଙ୍କୁ ସୂଚାଏ ବୋଲି ଆପଣ  ଆଗରୁ ସୂଚାଇ ଦେଇଛନ୍ତି । ତେଣୁ ଆପଣ  ସେଗୁଡ଼ିକୁ ବ୍ୟକ୍ତିଗତ ସର୍ବନାମ “କିଏ” ଏବଂ “ଯାହାକୁ” ସହ ପରିଚିତ କରାଇ ପାରିବେ । ବିକଳ୍ପ ଅନୁବାଦ: “ସେ ଅନନ୍ତକାଳରୁ ବିଦ୍ୟମାନ ଅଛନ୍ତି, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାକୁ ଆମ୍ଭେମାନେ ନିଜ ଚକ୍ଷୁରେ ଦେଖିଅଛୁ ଏବଂ ଯାହାକୁ ଆମ୍ଭେମାନେ ନିଜ ହାତରେ ସ୍ପର୍ଶ କରିଅଛୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 1 j364 figs-idiom ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରରେ  **ଆରମ୍ଭରୁ** ବାକ୍ୟାଂଶକୁ  ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଅନନ୍ତ କାଳରୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 1 1 jd7p figs-exclusive ἀκηκόαμεν…ἑωράκαμεν…ἡμῶν…ἐθεασάμεθα…ἡμῶν 1 we have heard … we have seen … our … we have looked at … our ଏହା ହୁଏତ (1) ଯୀଶୁଙ୍କୁ ସୂଚାଇପାରେ, ଯିଏକି ପୂର୍ବରୁ ଉଲ୍ଲେଖ କରାଯାଇଛନ୍ତି, କିମ୍ବା (2) ଈଶ୍ଵର, ଯିଏ ପୂର୍ବରୁ ଉଲ୍ଲେଖ କରାଯାଇଛନ୍ତି । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 1 jd7p figs-exclusive ἀκηκόαμεν…ἑωράκαμεν…ἡμῶν…ἐθεασάμεθα…ἡμῶν 1 we have heard … we have seen … our … we have looked at … our ଏଠାରେ ଆମ୍ଭେ ଏବଂ ଆମ୍ଭର ସର୍ବନାମଗୁଡ଼ିକ ସ୍ୱତନ୍ତ୍ର, କାରଣ ଯୋହନ ନିଜ ତଥା ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ନାମରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହୁଛନ୍ତି, କିନ୍ତୁ ସେ ପତ୍ର ଲେଖୁଥିବା ଲୋକମାନେ ଯୀଶୁଙ୍କୁ ଦେଖି ନାହାଁନ୍ତି । ତେଣୁ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ତେବେ ଏଠାରେ ନିର୍ଦ୍ଦିଷ୍ଟ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 1 1 j001 figs-extrainfo ἑωράκαμεν τοῖς ὀφθαλμοῖς ἡμῶν…αἱ χεῖρες ἡμῶν ἐψηλάφησαν 1 which we have seen with our eyes … our hands have touched ଆପଣଙ୍କ ଭାଷାରେ, ଏହି ବାକ୍ୟାଂଶଗୁଡ଼ିକ ଅନାବଶ୍ୟକ ଅତିରିକ୍ତ ସୂଚନା ପ୍ରକାଶ କଲାପରି ମନେହୁଏ ହେଇପାରେ। ଯଦି ହଁ, ଆପଣ ସେଗୁଡ଼ିକୁ ସଂକ୍ଷିପ୍ତ କରିପାରିବେ । ତଥାପି, ଆପଣଙ୍କ ଭାଷାର ଗୁରୁତ୍ୱ ଦେବା ପାଇଁ ଏହିପରି ଅତିରିକ୍ତ ସୂଚନା ବ୍ୟବହାର କରିବାର ନିଜସ୍ୱ ପଦ୍ଧତି ଥାଇପାରେ, ଏବଂ ଆପଣ ଆପଣଙ୍କ ଅନୁବାଦରେ ତାହା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଆମ୍ଭେମାନେ  ଦେଖିଲୁ… ସ୍ପର୍ଶକଲୁ” କିମ୍ବା “ଯାହାକୁ ଆମ୍ଭେମାନେ  ନିଜ ଚକ୍ଷୁରେ ଦେଖିଲୁ… ନିଜ ହାତରେ ସ୍ପର୍ଶକଲୁ” ( [[rc://en/ta/man/translate/figs-extrainfo]]ଦେଖନ୍ତୁ)
1JN 1 1 j002 figs-explicit ἑωράκαμεν τοῖς ὀφθαλμοῖς ἡμῶν…αἱ χεῖρες ἡμῶν ἐψηλάφησαν 1 which we have seen with our eyes … our hands have touched ଯୋହନଙ୍କ କହିବାର ଅର୍ଥ ଯୀଶୁ ନିଶ୍ଚିତ ଭାବରେ ଜଣେ ପ୍ରକୃତ ମନୁଷ୍ୟ ହୋଇଥିବେ, ଯଦିଓ ଭଣ୍ଡ ଶିକ୍ଷକମାନେ ଏହାକୁ ଅସ୍ୱୀକାର କରନ୍ତି  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ UST ପରି ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 1 j003 περὶ τοῦ λόγου τῆς ζωῆς 1 regarding the Word of life ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ଯେପରି ସୂଚିତ କରେ, ଆପଣ ଏହି ବାକ୍ୟର ଅନୁବାଦକୁ **ଜୀବନର ବାକ୍ୟ ସମ୍ବନ୍ଧରେ** ବାକ୍ୟାଂଶକୁ ଏହି ପଦର ପ୍ରାରମ୍ଭରେ ରଖିପାରିବ ଏବଂ UST ଭଳି ପତ୍ରର ଏକ ଉପକ୍ରମଣିକା ଭାବରେ ଉପସ୍ଥାପନ କରିପାରିବେ । । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତୁମ୍ଭମାନଙ୍କୁ  ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ଲେଖୁଅଛୁ”

Can't render this file because it is too large.