Edit 'en_tn_63-1JN.tsv' using 'tc-create-app'
This commit is contained in:
parent
3a6e8dfd12
commit
a9ef9b5195
|
@ -309,3 +309,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
|
|||
1JN 1 4 j013 translate-textvariants ἡ χαρὰ ἡμῶν 1 so that our joy may be fulfilled ULT ର ଅନୁବାଦ ପରି **ଆମ୍ଭମାନଙ୍କର ଆନନ୍ଦ** ବୋଲି ଅନୁବାଦ କରିପାରିବେ କିମ୍ବା ଅନ୍ୟ କେତେକ ସଂସ୍କରଣର ପରି“ତୁମ୍ଭମାନଙ୍କର ଆନନ୍ଦ” ଅନୁବାଦ କରିପାରିବେ, ଏଥିପାଇଁ ଏହି ଅଧ୍ୟାୟରେ ସାଧାରଣ ଟିପ୍ପଣୀ ଶେଷରେ ପାଠ୍ୟ ପ୍ରସଙ୍ଗଗୁଡ଼ିକର ଆଲୋଚନା ଦେଖନ୍ତୁ । ଯେଉଁମାନେ ଏହାକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନଙ୍କ ପାଇଁ “ତୁମ୍ଭମାନଙ୍କର ଆନନ୍ଦ” ବୋଲି ଅନୁବାଦ କରିଥିବା ସଂସ୍କରଣ ସମ୍ବନ୍ଧୀୟ ଅନୁବାଦ ପ୍ରସଙ୍ଗ ଉପରେ ନିମ୍ନରେ ଦିଆଯାଇଥିବା ଟିପ୍ପଣୀ ଆଲୋଚନା କରେ | । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
|
||||
1JN 1 4 j014 figs-you ἡ χαρὰ ἡμῶν 1 so that our joy may be fulfilled ଯଦି ଆପଣ “**ତୁମ୍ଭମାନଙ୍କର ଆନନ୍ଦ**” ବାକ୍ୟାଂଶର ଅନେକ ଅନୁବାଦକୁ ଅନୁସରଣ କରନ୍ତି, “ତୁମ୍ଭମାନଙ୍କର ” ଶବ୍ଦଟି ଏହି ପତ୍ରର ପରି ବହୁବଚନ ହେବ, ଯେହେତୁ ଏହା ଏକ ବିଶ୍ଵାସୀସମୂହ ସୂଚାଏ । ( [[rc://en/ta/man/translate/figs-you]]ଦେଖନ୍ତୁ)
|
||||
1JN 1 4 j016 figs-explicit ἵνα ἡ χαρὰ ἡμῶν ᾖ πεπληρωμένη 1 so that our joy may be fulfilled ଏହାର ଅର୍ଥ ଯୋହନ ଏବଂ ତାହାଙ୍କ ପାଠକମାନେ ଏକତ୍ର ସମ୍ପୂର୍ଣ୍ଣ ଆନନ୍ଦିତ ହେବେ ଯଦି ତାହାଙ୍କ ପାଠକମାନେ ସେ ଯାହା ଲେଖୁଛନ୍ତି ତାହାର ସତ୍ୟତାକୁ ଜାଣି ପାରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ UST ପରି ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ( [[rc://en/ta/man/translate/figs-explicit]]ଦେଖନ୍ତୁ)
|
||||
1JN 1 4 j015 figs-activepassive ἵνα ἡ χαρὰ ἡμῶν ᾖ πεπληρωμένη 1 so that our joy may be fulfilled
|
||||
1JN 1 5 j017 writing-pronouns ἀπ’ αὐτοῦ 1 from him **ତାହାଙ୍କୁ** ସର୍ବନାମ ଏହି ପଦରେ ଯୀଶୁଙ୍କୁ ସୂଚାଏ, ଯେହେତୁ ଯୋହନ ସେହି ବାର୍ତ୍ତା ବିଷୟରେ କହନ୍ତି ଯାହା ସେ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କଠାରୁ ଶୁଣିଛନ୍ତି । ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
|
||||
|
|
Can't render this file because it contains an unexpected character in line 2 and column 3771.
|
Loading…
Reference in New Issue