Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 12:47:16 +00:00
parent 6bb7bdeaba
commit a9443b0f9b
1 changed files with 24 additions and 24 deletions

View File

@ -174,31 +174,31 @@ EPH 4 2 zs6s μετὰ πάσης ταπεινοφροσύνης καὶ πρα
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ “**ଶାନ୍ତି**” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ **ବନ୍ଧନ** ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ଵାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଏବଂ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ବୋଲି କୁହାଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 y6ep ἓν Πνεῦμα 1 one Spirit “କେବଳ ଏକ ପବିତ୍ର ଆତ୍ମା”
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ବର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଓ ଈଶ୍ବର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” (ଦେଖ: [[rc://en/ta/man/translate/figs-activepassive]])
EPH 4 6 bz5i Πατὴρ πάντων ... ἐπὶ πάντων … διὰ πάντων … ἐν πᾶσιν 1 Father of all ... over all ... through all ... and in all ଏଠାରେ “ସମସ୍ତ”ର ଅର୍ଥ “ପ୍ରତ୍ୟେକ ବିଷୟ”
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ଵର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଏବଂ ଈଶ୍ଵର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 6 bz5i Πατὴρ πάντων ... ἐπὶ πάντων … διὰ πάντων … ἐν πᾶσιν 1 Father of all ... over all ... through all ... and in all ଏଠାରେ “**ସମସ୍ତ**”ର ଅର୍ଥ “ପ୍ରତ୍ୟେକ ବିଷୟ”
EPH 4 7 pp9t 0 General Information: ଦାଉଦ ଲେଖିଥିବା ଗୋଟିଏ ଗୀତରୁ ଏଠାରେ ଉଦ୍ଧୃତ କରାଯାଇଛି
EPH 4 7 i4za 0 Connecting Statement: ପାଉଲ ବିଶ୍ବାସୀମାନଙ୍କୁ ମଣ୍ଡଳୀ, ଅର୍ଥାତ୍ ବିଶ୍ବାସୀମାନଙ୍କ ସମାହାରରେ ବ୍ୟବହାର କରିବା ନିମନ୍ତେ ଖ୍ରୀଷ୍ଟ ଦେଉଥିବା ଦାନ ବିଷୟରେ ସ୍ମରଣ କରାଇ ଦେଉଛନ୍ତି I
EPH 4 7 u2bw figs-activepassive ἑνὶ ... κάστῳ ἡμῶν ἐδόθη ἡ χάρις 1 To each one of us grace has been given ଏହାକୁ କର୍ତ୍ତୃବାଚ୍ୟ ବ୍ୟବହାରକରି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ବର ପ୍ରତ୍ୟେକ ବିଶ୍ବାସୀକୁ ଦାନ ଦେଲେ” (ଦେଖ: [[rc://en/ta/man/translate/figs-activepassive]])
EPH 4 8 wj8t ἀναβὰς εἰς ὕψος 1 When he ascended to the heights ଯେତେବେଳେ ଖ୍ରୀଷ୍ଟ ସ୍ବର୍ଗକୁ ଆରୋହଣ କଲେ
EPH 4 9 e5at ἀνέβη 1 He ascended ଖ୍ରୀଷ୍ଟ ଆରୋହଣ କଲେ
EPH 4 9 zu81 καὶ κατέβη 1 he also descended ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ
EPH 4 9 eq56 εἰς τὰ κατώτερα μέρη τῆς γῆς 1 into the lower regions of the earth ସମ୍ଭାବିତ ଅର୍ଥଗୁଡିକ ହେଲା ୧) ନୀଚସ୍ଥ ଅଞ୍ଚଳସବୁ ପୃଥିବୀର ଗୋଟିଏ ଅଂଶ ଅଟେ କିମ୍ବା ) “ନୀଚସ୍ଥ ଅଞ୍ଚଳ” ବୋଲି ପୃଥିବୀକୁ ଆଉ ଗୋଟିଏ ପ୍ରକାରେ ମଧ୍ୟ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନୀଚସ୍ଥ ଅଞ୍ଚଳକୁ, ପୃଥିବୀକୁ”
EPH 4 10 w6t5 ἵνα πληρώσῃ τὰ πάντα 1 that he might fill all things ଯେପରି ସେ ଆପଣାର ଶକ୍ତିରେ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ
EPH 4 10 b5ig πληρώσῃ 1 fill ପୂର୍ଣ୍ଣ କରିବା କିମ୍ବା “ସନ୍ତୁଷ୍ଟ କରିବା
EPH 4 12 jx12 πρὸς τὸν καταρτισμὸν τῶν ἁγίων 1 to equip the saints ସେ ପୃଥକ୍ କରିଥିବା ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ କିମ୍ବା ବିଶ୍ବାସୀମାନଙ୍କୁ ସେମାନଙ୍କ ପ୍ରଯୋଜନୀୟ ବିଷୟ ଯୋଗାଇବାକୁ”
EPH 4 12 y9gd εἰς ἔργον διακονίας 1 for the work of service ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ
EPH 4 12 n33m figs-metaphor εἰς οἰκοδομὴν τοῦ σώματος τοῦ Χριστοῦ 1 for the building up of the body of Christ ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-idiom]])
EPH 4 12 pdh4 οἰκοδομὴν 1 building up ସିଦ୍ଧି ଲାଭ
EPH 4 12 x5gd σώματος τοῦ Χριστοῦ 1 body of Christ “ଖ୍ରୀଷ୍ଟଙ୍କ ଶରୀର” ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ବ୍ୟକ୍ତିଗତ ସଦସ୍ୟମାନଙ୍କୁ ବୁଝାଏ I
EPH 4 13 w1ik καταντήσωμεν ... εἰς τὴν ἑνότητα τῆς πίστεως, καὶ τῆς ἐπιγνώσεως τοῦ Υἱοῦ τοῦ Θεοῦ 1 reach the unity of faith and knowledge of the Son of God ବିଶ୍ବାସୀମାନେ ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ବାସୀଭାବରେ ବିଶ୍ବାସରେ ସମ୍ମିଳିତ ଓ ପରିପକ୍ବ ହେବାକୁ ଚାହାନ୍ତି I
EPH 4 13 er6a καταντήσωμεν ... εἰς τὴν ἑνότητα τῆς πίστεως 1 reach the unity of faith ବିଶ୍ବାସରେ ସମାନଭାବରେ ବଳବାନ୍ ହେବା କିମ୍ବା “ବିଶ୍ବାସରେ ଏକତ୍ର ସମ୍ମିଳିତ ହେବା”
EPH 4 13 x7k3 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ପୂର୍ଣ୍ଣ ଉପାଧି ଅଟେ I (ଦେଖ: [[rc://en/ta/man/translate/guidelines-sonofgodprinciples]])
EPH 4 13 m3rt εἰς ἄνδρα τέλειον 1 become mature ପରିପକ୍ବ ବିଶ୍ବାସୀ ହେବା
EPH 4 13 gv6m τέλειον 1 mature ପୂର୍ଣ୍ଣ ବିକଶିତ କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”
EPH 4 14 xgi4 figs-metaphor ὦμεν νήπιοι 1 be children ଆତ୍ମିକଭାବରେ ବୃଦ୍ଧିପ୍ରାପ୍ତ ହୋଇ ନ ଥିବା ବିଶ୍ାସୀମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ଶିଶୁଗଣ, ଯେଉଁମାନଙ୍କର ଜୀବନ ସମ୍ବନ୍ଧରେ ଅତି ଅଳ୍ପ ଅନୁଭୂତି ଅଛି I ବିକଳ୍ପ ଅନୁବାଦ: ଶିଶୁପରି ହୁଅ” (ଦେଖ: [[rc://en/ta/man/translate/figs-metaphor]])
EPH 4 14 ndj2 figs-metaphor περιφερόμενοι καὶ περιφερόμενοι παντὶ ἀνέμῳ τῆς διδασκαλίας 1 tossed back and forth ... carried away by every wind of teaching ପରିପକ୍ବ ନ ହୋଇ ଭ୍ରାନ୍ତ ଶିକ୍ଷା ପଛରେ ଯାଉଥିବା ବିଶ୍ବାସୀ ଜଣକ ବିଷୟରେ କୁହାଯାଏ ଯେ ସତେ ଯେପରି ସେହି ବିଶ୍ବାସୀ ଗୋଟିଏ ନୌକା, ଯାହାକୁ ଜଳ ଉପରେ ବାୟୁ ଇତଃସ୍ତତଃ ଚାଳିତ କରୁଛି I (ଦେଖ: [[rc://en/ta/man/translate/figs-metaphor]])
EPH 4 14 r3bj ἐν τῇ κυβίᾳ τῶν ἀνθρώπων, ἐν πανουργίᾳ πρὸς τὴν μεθοδίαν τῆς πλάνης 1 by the trickery of people in their deceitful schemes ଚାତୁରୀ ମିଥ୍ୟାସବୁ ଦ୍ବାରା ବିଶ୍ବାସୀମାନଙ୍କୁ ଭୂଲାଉଥିବା ଧୂର୍ତ୍ତ ଲୋକମାନେ
EPH 4 15 zw32 figs-metaphor εἰς αὐτὸν ... ὅς ἐστιν ἡ κεφαλή 1 into him who is the head ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର ମସ୍ତକ ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I (ଦେଖ: [[rc://en/ta/man/translate/figs-metaphor]])
EPH 4 7 i4za 0 Connecting Statement: ପାଉଲ ବିଶ୍ଵାସୀମାନଙ୍କୁ ମଣ୍ଡଳୀ, ଅର୍ଥାତ୍ ବିଶ୍ଵାସୀମାନଙ୍କ ସମାହାରରେ ବ୍ୟବହାର କରିବା ନିମନ୍ତେ ଖ୍ରୀଷ୍ଟ ଦେଉଥିବା ଦାନ ବିଷୟରେ ସ୍ମରଣ କରାଉଛନ୍ତି I
EPH 4 7 u2bw figs-activepassive ἑνὶ ... κάστῳ ἡμῶν ἐδόθη ἡ χάρις 1 To each one of us grace has been given ଏହାକୁ କର୍ତ୍ତୃବାଚ୍ୟ ବ୍ୟବହାରକରି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀକୁ ଦାନ ଦେଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 8 wj8t ἀναβὰς εἰς ὕψος 1 When he ascended to the heights ଯେତେବେଳେ ଖ୍ରୀଷ୍ଟ ସ୍ଵର୍ଗକୁ ଆରୋହଣ କଲେ”
EPH 4 9 e5at ἀνέβη 1 He ascended ଖ୍ରୀଷ୍ଟ ଆରୋହଣ କଲେ
EPH 4 9 zu81 καὶ κατέβη 1 he also descended ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ
EPH 4 9 eq56 εἰς τὰ κατώτερα μέρη τῆς γῆς 1 into the lower regions of the earth ସମ୍ଭାବିତ ଅର୍ଥଗୁଡ଼ିକ  ହେଲା (1) **ନୀଚସ୍ଥ ଅଞ୍ଚଳସବୁ** **ପୃଥିବୀର** ଗୋଟିଏ ଅଂଶ ଅଟେ କିମ୍ବା (2) **ନୀଚସ୍ଥ ଅଞ୍ଚଳ** ବୋଲି **ପୃଥିବୀକୁ** ମଧ୍ୟ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ନୀଚସ୍ଥ ଅଞ୍ଚଳ, ପୃଥିବୀକୁ”
EPH 4 10 w6t5 ἵνα πληρώσῃ τὰ πάντα 1 that he might fill all things ଯେପରି ସେ ଶକ୍ତିରେ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ
EPH 4 10 b5ig πληρώσῃ 1 fill “ସେ ପୂର୍ଣ୍ଣ କରିବେ” କିମ୍ବା “ସେ ସନ୍ତୁଷ୍ଟ କରିବେ
EPH 4 12 jx12 πρὸς τὸν καταρτισμὸν τῶν ἁγίων 1 to equip the saints ସେ ପୃଥକ୍ କରିଥିବା ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ” କିମ୍ବା “ବିଶ୍ଵାସୀମାନଙ୍କୁ ସେମାନଙ୍କ ପ୍ରଯୋଜନୀୟ ବିଷୟ ଯୋଗାଇବାକୁ”
EPH 4 12 y9gd εἰς ἔργον διακονίας 1 for the work of service ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ
EPH 4 12 n33m figs-metaphor εἰς οἰκοδομὴν τοῦ σώματος τοῦ Χριστοῦ 1 for the building up of the body of Christ ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-idiom]]ଦେଖନ୍ତୁ)
EPH 4 12 pdh4 οἰκοδομὴν 1 building up ସିଦ୍ଧି ଲାଭକରିବା”
EPH 4 12 x5gd σώματος τοῦ Χριστοῦ 1 body of Christ “**ଖ୍ରୀଷ୍ଟଙ୍କ ଶରୀର**” ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ବୁଝାଏ I
EPH 4 13 w1ik καταντήσωμεν ... εἰς τὴν ἑνότητα τῆς πίστεως, καὶ τῆς ἐπιγνώσεως τοῦ Υἱοῦ τοῦ Θεοῦ 1 reach the unity of faith and knowledge of the Son of God ବିଶ୍ଵାସୀମାନେ ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ଵାସୀଭାବରେ ବିଶ୍ଵାସରେ ସମ୍ମିଳିତ ଏବଂ ପରିପକ୍ଵ ହେବାକୁ ଚାହାନ୍ତି I
EPH 4 13 er6a καταντήσωμεν ... εἰς τὴν ἑνότητα τῆς πίστεως 1 reach the unity of faith **ଏକତା** ଏକ ଗୁଣ ବାଚକ ବିଷେଶ୍ୟ ପଦ ଅଟେ I  ବିକଳ୍ପ ଅନୁବାଦ: “ ଆମ୍ବେମାନେ ସମସ୍ତେ ବିଶ୍ଵାସରେ ସମାନଭାବରେ ବଳବାନ୍ ହେବା” କିମ୍ବା “ବିଶ୍ଵାସରେ ଆମ୍ଭେମାନେ ସମସ୍ତେ ଏକତ୍ର ସମ୍ମିଳିତ ହେବା”
EPH 4 13 x7k3 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ପୂର୍ଣ୍ଣ ଉପାଧି ଅଟେ I ([[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
EPH 4 13 m3rt εἰς ἄνδρα τέλειον 1 become mature “ପରିପକ୍ଵ ବିଶ୍ଵାସୀ ହେବା”
EPH 4 13 gv6m τέλειον 1 mature ପୂର୍ଣ୍ଣ ବିକଶିତ କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”
EPH 4 14 xgi4 figs-metaphor ὦμεν νήπιοι 1 be children ଆତ୍ମିକଭାବରେ ବୃଦ୍ଧିପ୍ରାପ୍ତ ହୋଇ ନ ଥିବା ବିଶ୍ାସୀମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ **ଶିଶୁଗଣ**, ଯେଉଁମାନଙ୍କର ଜୀବନ ସମ୍ବନ୍ଧରେ ଅତି ଅଳ୍ପ ଅନୁଭୂତି ଅଛି I ବିକଳ୍ପ ଅନୁବାଦ: ଯେପରି ଆମ୍ଭେମାନେ ଶିଶୁପରି ନ ହେଉ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 14 ndj2 figs-metaphor περιφερόμενοι καὶ περιφερόμενοι παντὶ ἀνέμῳ τῆς διδασκαλίας 1 tossed back and forth ... carried away by every wind of teaching ପରିପକ୍ଵ ନହୋଇ ଭ୍ରାନ୍ତ ଶିକ୍ଷା ପଛରେ ଯାଉଥିବା ବିଶ୍ଵାସୀ ଜଣକ ବିଷୟରେ ପାଉଲ ଉଲ୍ଲେଖ କରନ୍ତି ଯିଏ ସତେ ଯେପରି ସେହି ବିଶ୍ଵାସୀ ଯିଏ  ଗୋଟିଏ ନୌକା ଅଟେ, ଯାହାକୁ ଜଳ ଉପରେ **ବାୟୁ** ଏବଂ **ତରଙ୍ଗ** ଇତଃସ୍ତତଃ ଚାଳିତ କରି ବିଭିନ୍ନ ଦିଗକୁ ନେଇଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 14 r3bj ἐν τῇ κυβίᾳ τῶν ἀνθρώπων, ἐν πανουργίᾳ πρὸς τὴν μεθοδίαν τῆς πλάνης 1 by the trickery of people in their deceitful schemes **ଚାତୁରୀ**, **ଚତୁରତା** ଏବଂ **ଷଡଯନ୍ତ୍ର** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: "ଚତୁର ଲୋକମାନଙ୍କ ଦ୍ୱାରା ଯେଉଁମାନେ ଚତୁରତାର ସହିତ ବିଶ୍ୱାସୀମାନଙ୍କୁ ପ୍ରତାରଣା କରନ୍ତି"
EPH 4 15 zw32 figs-metaphor εἰς αὐτὸν ... ὅς ἐστιν ἡ κεφαλή 1 into him who is the head ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର **ମସ୍ତକ** ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 15 i2ff ἐν ἀγάπῃ 1 in love ଯେପରି ଅଙ୍ଗପ୍ରତ୍ୟଙ୍ଗସବୁ ପରସ୍ପରକୁ ପ୍ରେମ କରନ୍ତି
EPH 4 16 ll7f figs-metaphor ἐξ οὗ πᾶν τὸ σῶμα … τὴν αὔξησιν τοῦ σώματος ποιεῖται εἰς οἰκοδομὴν ἑαυτοῦ ἐν ἀγάπῃ 1 Christ builds the whole body ... makes the body grow so that it builds itself up in love ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର ମସ୍ତକ ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ବାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I (ଦେଖ: [[rc://en/ta/man/translate/figs-metaphor]])
EPH 4 16 l5r6 διὰ πάσης ἁφῆς τῆς ἐπιχορηγίας 1 by every supporting ligament ଗୋଟିଏ “ସନ୍ଧି” ହେଉଛି ଶରୀରର ବିଭିନ୍ନ ଅସ୍ଥି ବା ଅଙ୍ଗଗୁଡିକୁ ସୁସଂଯୁକ୍ତ କରୁଥିବା ଗୋଟିଏ ଦୃଢ଼ ଖଞ୍ଜା I

Can't render this file because it contains an unexpected character in line 2 and column 4496.