Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-22 17:22:09 +00:00
parent a76ea81365
commit a9392d4125
1 changed files with 3 additions and 3 deletions

View File

@ -58,7 +58,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 7 amu6 οὐκ ἐντολὴν καινὴν γράφω ὑμῖν, ἀλλ’ ἐντολὴν παλαιὰν 1 I am not writing a new commandment to you, but an old commandment ଏହାର ଅର୍ଥ ଏହା ଯେ ନିର୍ଦ୍ଦିଷ୍ଟ ଶବ୍ଦ ବା ବାର୍ତ୍ତା ଯାହା ଯୋହନ ବର୍ଣ୍ଣନା କରନ୍ତି  ତାହା ଯୀଶୁ ବିଶ୍ଵାସୀମାନଙ୍କୁ, ସେମାନେ ପରସ୍ପରକୁ ପ୍ରେମ କର  ଉଚିତ୍ ବୋଲି ଦେଇଥିବା ଆଜ୍ଞା ଅଟେ  । ଯୋହନ [13:34](https://create.translationcore.com/jhn/13/34.md) ଏବଂ [15:12](https://create.translationcore.com/jhn/15/12.md)ର ସୁସମାଚାର ଦେଖନ୍ତୁ । ଯୋହନ ଏହି ପତ୍ରରେ [3:23](https://create.translationcore.com/03/23.md) ଏବଂ  [4:21](https://create.translationcore.com/04/21.md)ରେ ସ୍ପଷ୍ଟ ଭାବରେ ସୂଚିତ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହା ମଧ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କରିବା ପାଇଁ ଯୀଶୁ ଆମ୍ଭେମାନଙ୍କୁ ଦେଇଥିବା ଆଜ୍ଞା” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 7 vz9w figs-explicit ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରରେ **ଆଦ୍ୟରୁ** ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେହି ସମୟକୁ ସୂଚାଏ ଯେତେବେଳେ ସେ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ । ବିକଳ୍ପ ଅନୁବାଦ: “ଯେବେଠାରୁ ତୁମ୍ଭେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 7 eia9 ἡ ἐντολὴ ἡ παλαιά ἐστιν ὁ λόγος ὃν ἠκούσατε 1 The old commandment is the word that you heard. ଯୋହନ ଆଳଙ୍କାରିକ ଭାବରେ **ବାକ୍ୟ** ଶବ୍ଦ ବ୍ୟବହାର କରନ୍ତି  ଯାହା ଏହି ବିଶ୍ଵାସୀମାନେ ଶୁଣିଛନ୍ତି, ଯାହା ବାକ୍ୟ ମାଧ୍ୟମରେ ପ୍ରକାଶ କରାଯାଇଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଥିବା ବାର୍ତ୍ତା” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 8 i1up πάλιν ἐντολὴν καινὴν γράφω ὑμῖν 1 Yet I am writing a new commandment to you ଯୋହନ [2:7](https://create.translationcore.com/02/07.md) ରେ ଥିବା ସେହି **ଆଜ୍ଞା**କୁ ସୂଚାଉଛନ୍ତି, ଯେଉଁ ଆଜ୍ଞାକୁ ଯୀଶୁ ପରସ୍ପରକୁ ପ୍ରେମ କରିବାକୁ ଦେଇଛନ୍ତି, ଯାହା ବିଶ୍ଵାସୀମାନେ ପାଳନ କରିଆସିଛନ୍ତି । ତେଣୁ ଏହାର ଅର୍ଥ ନୁହେଁ ଯେ ସେ ବର୍ତ୍ତମାନ ଏକ **ନୂତନ** ଏବଂ ଭିନ୍ନ ଆଜ୍ଞା ଲେଖୁଛନ୍ତି, ବରଂ ସେହି ଆଜ୍ଞାକୁ ସେଠାରେ “ପୁରାତନ” ବୋଲି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ନୂତନ** ଭାବରେ ବିବେଚନା କରାଯାଇପାରେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କେଉଁ **ଆଜ୍ଞାକୁ** ସୂଚାଉଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଏବଂ ଆପଣ ଏହାକୁ **ନୂତନ** ଭାବରେ ବିବେଚନା କରାଯିବାର ସମ୍ଭାବ୍ୟ କାରଣ ମଧ୍ୟ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର ବୋଲି ମୁଁ ତୁମ୍ଭମାନଙ୍କୁ ଲେଖୁଥିବା ଆଜ୍ଞା,   ଏକ ଅର୍ଥରେ ଏକ ନୂତନ ଆଜ୍ଞା ଅଟେ, କାରଣ ଏହା ଏକ ନୂତନ ଜୀବନ ଧାରାର ଗୁଣ ଅଟେ”
1JN 2 8 i1up πάλιν ἐντολὴν καινὴν γράφω ὑμῖν 1 Yet I am writing a new commandment to you ଯୋହନ [2:7](https://create.translationcore.com/02/07.md) ରେ ଥିବା ସେହି **ଆଜ୍ଞା**କୁ ସୂଚାଉଛନ୍ତି, ଯେଉଁ ଆଜ୍ଞାକୁ ଯୀଶୁ ପରସ୍ପରକୁ ପ୍ରେମ କରିବାକୁ ଦେଇଛନ୍ତି, ଯାହା ବିଶ୍ଵାସୀମାନେ ପାଳନ କରିଆସିଛନ୍ତି । ତେଣୁ ଏହାର ଅର୍ଥ ନୁହେଁ ଯେ ସେ ବର୍ତ୍ତମାନ ଏକ **ନୂତନ** ଏବଂ ଭିନ୍ନ ଆଜ୍ଞା ଲେଖୁଛନ୍ତି, ବରଂ ସେହି ଆଜ୍ଞାକୁ ସେଠାରେ “ପୁରାତନ” ବୋଲି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ନୂତନ** ଭାବରେ ବିବେଚନା କରାଯାଇପାରେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କେଉଁ **ଆଜ୍ଞାକୁ** ସୂଚାଉଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଏବଂ ଆପଣ ଏହାକୁ **ନୂତନ** ଭାବରେ ବିବେଚନା କରାଯିବାର ସମ୍ଭାବ୍ୟ କାରଣ ମଧ୍ୟ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର ବୋଲି ମୁଁ ତୁମ୍ଭମାନଙ୍କୁ ଲେଖୁଥିବା ଆଜ୍ଞା,   ଏକ ଅର୍ଥରେ ଏକ ନୂତନ ଆଜ୍ଞା ଅଟେ, କାରଣ ଏହା ଏକ ନୂତନ ଜୀବନ ଧାରାର ଗୁଣ ଅଟେ” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 8 c2fa 0 which is true in Christ and in you ଯୋହନ ଆଳଙ୍କାରିକ ଭାବରେ କହନ୍ତି  ଯେପରି ଏହି ଆଜ୍ଞା ଯୀଶୁ ଏବଂ ଏହି ବିଶ୍ଵାସୀମାନଙ୍କ ଭିତରେ **ସତ୍ୟ** ଅଟେ । ବିକଳ୍ପ ଅନୁବାଦ: “ଯୀଶୁ ଏହି ଆଜ୍ଞାକୁ ପ୍ରକୃତରେ ପାଳନ କଲେ ଏବଂ ତୁମ୍ଭେମାନେ ମଧ୍ୟ ବର୍ତ୍ତମାନ ତାହା ପାଳନ କରୁଅଛ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 8 i8gr figs-metaphor ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει 1 the darkness is passing away, and the true light is already shining [1:5](https://create.translationcore.com/01/05.md) ପରି, ଯୋହନ **ଅନ୍ଧକାର** ଶବ୍ଦକୁ ଆଳଙ୍କାରିକ ଭାବରେ ମନ୍ଦ ଅର୍ଥରେ ଏବଂ **ଆଲୋକ** ଶବ୍ଦକୁ ଆଳଙ୍କାରିକ ଭାବରେ ଯାହା ପବିତ୍ର, ସଠିକ୍ ଏବଂ ଉତ୍ତମ ଅଟେ ବ୍ୟବହାର କରନ୍ତି  । **ଜ୍ୟୋତିଃ** ପ୍ରକାଶ ଏହାର ପ୍ରଭାବକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: “ଯାହା ମନ୍ଦ  ଚାଲିଯାଉଛି ଏବଂ ପ୍ରକୃତରେ ଯାହା ଉତ୍ତମ ତାହା ପ୍ରଭାବଶାଳୀ ହେବାକୁ ଲାଗୁଛି” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 9 j4f7 0 General Information: ସହ ବିଶ୍ୱାସୀକୁ ସୂଚାଇବା ନିମନ୍ତେ ଯୋହନ **ଭାଇ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଜଣେ ସହ ବିଶ୍ୱାସୀ”[[rc://en/ta/man/translate/figs-metaphor]]ଦେଖନ୍ତୁ)
@ -72,8 +72,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 12 k1w9 0 General Information:
1JN 2 12 in8n figs-metaphor 0 you, dear children ଯୋହନ **ବତ୍ସଗଣ** ଶବ୍ଦକୁ [2:1](https://create.translationcore.com/02/01.md) ରେ ବ୍ୟବହାର କରନ୍ତି ଏବଂ ଏହି ପତ୍ରର  ଅନ୍ୟାନ୍ୟ ସ୍ଥାନରେ ସେ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । [2:1](https://create.translationcore.com/02/01.md)ରେ ଏହାର ଦୁଇଟି ଟିପ୍ପଣୀର ବ୍ୟାଖ୍ୟା ଦେଖନ୍ତୁ । UST ଏହି କ୍ଷେତ୍ରରେ ମଧ୍ୟ ବୋଲି ଉଲ୍ଲେଖ କରିବାକୁ ଶବ୍ଦର ଅର୍ଥକୁ ବ୍ୟବହାର କରେ । ହୁଏତ ଏହି କ୍ଷେତ୍ରରେ ଏହି ଶବ୍ଦର ଏକ ବିଶେଷ ଅର୍ଥ ଥାଇପାରେ ଏବଂ ଏହା କେବଳ କେତେକ ବିଶ୍ଵାସୀମାନଙ୍କୁ ବୁଝାଏ, ଯେହେତୁ ଯୋହନ [2:12-14](https://create.translationcore.com/02/12.md) ରେ ଦୁଇଥର ସମ୍ବୋଧିତ କରନ୍ତି ତେଣୁ ଏହା ବିଶ୍ଵାସୀମାନଙ୍କ ତିନି ଗୋଷ୍ଠୀ ମଧ୍ୟରୁ କେବଳ ଗୋଟିଏ ଗୋଷ୍ଠୀକୁ ସୂଚାଉଥିବା ପରି ମନେହୁଏ । କିନ୍ତି, ପରବର୍ତ୍ତୀ ସମୟରେ ଯୋହନ ଏହି ପ୍ରଥମ ଗୋଷ୍ଠୀକୁ [2:14](https://create.translationcore.com/02/14.md) ରେ ସମ୍ବୋଧିତ କରନ୍ତି, ସେ ଏକ ଭିନ୍ନ ଶବ୍ଦ ବ୍ୟବହାର କରନ୍ତି ଯାହାର ଅର୍ଥ “ଛୋଟ ପିଲାମାନେ” ଅଟେ। ତେଣୁ ଏହି ପରିପ୍ରେକ୍ଷୀରେ, ଏହି ଶବ୍ଦଟି ଆଳଙ୍କାରିକ ଭାବରେ ନୂତନ ବିଶ୍ଵାସୀମାନଙ୍କୁ ସୂଚାଇପାରେ, ଅର୍ଥାତ୍ ଯେଉଁମାନେ ନିଜ ପାପ କ୍ଷମା ପାଇଁ ଯୀଶୁଙ୍କ ଉପରେ ନୂତନ ଭାବେ ବିଶ୍ଵାସ କରିଛନ୍ତି । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 ed41 figs-activepassive ἀφέωνται ὑμῖν αἱ ἁμαρτίαι 1 your sins are forgiven ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ଏହି କାର୍ଯ୍ୟ କିଏ  ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କର ପାପ କ୍ଷମା କରିଅଛନ୍ତି”[[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ତାହାଙ୍କ ନାମ ଖ୍ରୀଷ୍ଟଙ୍କୁ ସୂଚିତ କରେ ଏବଂ ସେ କିଏ ଅଟନ୍ତି ଅନ୍ୟ ଏକ ଅନୁବାଦ: “କାରଣ ଖ୍ରୀଷ୍ଟ ଯାହା ତୁମ୍ଭମାନଙ୍କ ନିମନ୍ତେ କରିଅଛନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଏଠାରେ “ପିତା” ଶବ୍ଦ ସମ୍ଭବତଃ ଏକ ରୂପକ ଅଟେ ଯାହା ପରିପକ୍ବ ବିଶ୍ବାସୀମାନଙ୍କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ପରିପକ୍ବ ବିଶ୍ବାସୀମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି” (ଦେଖ: [[rc://en/ta/man/translate/figs-metaphor]])
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ ନାମକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି   । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଯଦି “ବତ୍ସଗଣ” ଆଳଙ୍କାରିକ ଭାବରେ [2:12](https://create.translationcore.com/02/12.md),ରେ “ନୂତନ ବିଶ୍ଵାସୀମାନଙ୍କୁ” ବୁଝାଏ, ତେବେ ପିତାଗଣ  ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 y1vm ἐγνώκατε 1 you know ତୁମ୍ଭେମାନେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଅଛ"
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯେ ସର୍ବଦା ଜୀବିତ ଅଟନ୍ତି କିମ୍ବା “ଯେ ସର୍ବଦା ବିଦ୍ୟମାନ ଅଛନ୍ତି । ”ଏହା ହୁଏତ “ଯୀଶୁ” କିମ୍ବା “ପିତା ଈଶ୍ବରଙ୍କୁ” ସୂଚିତ କରେ ।
1JN 2 13 wg4v figs-metaphor νεανίσκοι 1 young men ଏହା ସମ୍ଭବତଃ ନୂଆ ବିଶ୍ବାସୀ ନଥିବା ଲୋକମାନଙ୍କୁ ସୂଚିତ କରେ ମାତ୍ର ଆତ୍ମିକ ପରିପକ୍ବତାରେ ବୃଦ୍ଧି ପାଉଥିବା ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଯୁବା ବିଶ୍ବାସୀମାନେ” (See: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3772.