From a7db3fcc2eb59b87bd0ef0ada23c9df55895ed02 Mon Sep 17 00:00:00 2001 From: Gayatri-Digal Date: Fri, 20 Aug 2021 16:18:39 +0000 Subject: [PATCH] Edit 'en_tn_50-EPH.tsv' using 'tc-create-app' --- en_tn_50-EPH.tsv | 16 ++++++++-------- 1 file changed, 8 insertions(+), 8 deletions(-) diff --git a/en_tn_50-EPH.tsv b/en_tn_50-EPH.tsv index 4546ce5..da0348a 100644 --- a/en_tn_50-EPH.tsv +++ b/en_tn_50-EPH.tsv @@ -1,13 +1,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote EPH front intro e3di 0 # ଏଫିସୀୟ ପୁସ୍ତକର ପରିଚୟ

## ଭାଗ 1: ସାଧାରଣ ପରିଚୟ

# ଏଫିସୀୟ **ପୁସ୍ତକର ରୂପରେ**

1. ଖ୍ରୀଷ୍ଟଙ୍କଠାରେ ଅଭିବାଦନ ଏବଂ ଆତ୍ମିକ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା (1:1-23)
2. ପାପ ଏବଂ ପରିତ୍ରାଣ (2:1-10)
3. ଏକତା ଏବଂ ଶାନ୍ତି (2:11-22)
4. ବିଶ୍ୱାସୀମାନଙ୍କଠାରେ ଖ୍ରୀଷ୍ଟଙ୍କର ନିଗୂଢ଼ତତ୍ତ୍ଵର ପ୍ରକାଶନ (3:1-13)
5. ବିଶ୍ୱାସୀମାନଙ୍କୁ ଦୃଢ଼କରିବା ନିମନ୍ତେ ତାହାଙ୍କ ଗୌରବର ନିମନ୍ତେ ପ୍ରାର୍ଥନା (3:14-21)
6. ଖ୍ରୀଷ୍ଟଙ୍କ ଶରୀର ଗଢିବା ନିମନ୍ତେ, ପବିତ୍ର ଆତ୍ମାଙ୍କର ଏକତା (4:1-16)
7. ନୂତନ ଜୀବନ (4:17-32)
8. ଈଶ୍ୱରଙ୍କ ଅନୁକାରୀଗଣ (5:1-21)
9. ପ୍ରଥମ ସ୍ତ୍ରୀ ଏବଂ ସ୍ଵାମୀ; ପିତାମାତା ଏବଂ ସନ୍ତାନ, କ୍ରୀତଦାସ ଏବଂ ମୁନିବଗଣ (5:22-6:9)
10. ଈଶ୍ଵରଙ୍କ ସଜ୍ଜା (6:10-20)
11. ଶେଷ ଶୁଭେଚ୍ଛା (6:21-24)

### ଏଫିସୀୟ ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ଏଫିସୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷିସ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଅଭିବ୍ୟକ୍ତି  ରେ ପରିଚିତ ଥିଲେ I ଜଣେ ବିଶ୍ଵାସୀ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ବିଶ୍ଵାସୀ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଅନେକ ଥର ସମଗ୍ର ରୋମିୟ ସାମ୍ରାଜ୍ୟରେ ଯାତ୍ରା କରିଥିଲେ I

ପ୍ରେରିତ ପାଉଲ, ତାହାଙ୍କର ଗୋଟିଏ ପ୍ରଚାର ଯାତ୍ରା ସମୟରେ ଏଫିସରେ ଗୋଟିଏ ମଣ୍ଡଳୀ ଆରମ୍ଭ କରିବାକୁ ସାହାଯ୍ୟ କରିଥିଲେ I ସେ ମଧ୍ୟ ଏଫିସରେ ଦେଢ଼ ବର୍ଷ କାଳ ବାସକରି ବିଶ୍ଵାସୀମାନଙ୍କୁ ସାହାଯ୍ୟ କରୁଥିଲେ I ପାଉଲ ସମ୍ଭବତଃ ସେ ରୋମୀୟ କାରଗରରେ ବନ୍ଦୀ ଥିବା ସମୟରେ ଏହି ପତ୍ର ଲେଖିଥିଲେ

### ଏଫିସୀୟ ପୁସ୍ତକରେ କେଉଁ ବିଷୟ **ଉଲ୍ଲେଖ ଅଛି****?**

ପାଉଲ ଏଫିସୀୟ ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ସେମାନଙ୍କ ପ୍ରତି ଥିବା ଈଶ୍ଵରଙ୍କ ପ୍ରେମ ବିଷୟରେ ବୁଝାଇବାକୁ ଏହି ପତ୍ର ଲେଖିଛନ୍ତି I ଈଶ୍ଵର ସେମାନଙ୍କୁ ଦେଉଥିବା ଆଶୀର୍ବାଦ ବିଷୟରେ ସେ ବର୍ଣ୍ଣନା କରିଥିଲେ, କାରଣ ବର୍ତ୍ତମାନ ସେମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୋଇଅଛନ୍ତି I ସେ ବୁଝାଇଥିଲେ ଯେ ଯିହୂଦୀ କି ବିଜାତି, ସମସ୍ତ ବିଶ୍ଵାସୀମାନେ, ଏକତ୍ର ସଂଯୁକ୍ତ ହୋଇଅଛନ୍ତି I ପାଉଲ ସେମାନଙ୍କୁ ଈଶ୍ଵରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ମଧ୍ୟ ଉତ୍ସାହ ପ୍ରଦାନ କରୁଅଛନ୍ତି I

**ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ****?**

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଆଖ୍ୟା "ଏଫିସୀୟ" ବୋଲି ଅନୁବାଦ କରିପାରିବେ I କିମ୍ବା ସେମାନେ ଏକ ସ୍ପଷ୍ଟ ଆଖ୍ୟା ଚୟନ କରିପାରିବେ, ଯେପରିକି “ଏଫିସରେ ଥିବା ମଣ୍ଡଳୀ ନିକଟକୁ ପାଉଲଙ୍କ ପତ୍ର” କିମ୍ବା “ଏଫିସରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଏକ ପତ୍ର” I[[rc://en/ta/man/translate/translate-names]])ଦେଖନ୍ତୁ)

## **ଭାଗ** **2:** **ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ**

### ଏଫିସୀୟ ପୁସ୍ତକରେ “ନିଗୂଢ ସତ୍ୟ” କ'ଣ?

ULTରେ ଅନୁବାଦ ହୋଇଥିବା "ଗୁପ୍ତ" କିମ୍ବା " ନିଗୂଢ଼ତା " ଅଭିବ୍ୟକ୍ତି ଛଅଥର ଅନୁବାଦ ହୋଇଅଛି I ଏହା ଉଲ୍ଲେଖ କରି ପାଉଲ ଏହା କହିବା ପାଇଁ ଚାହୁଁଥିଲେ ଯେ ଈଶ୍ୱର ମନୁଷ୍ୟମାନଙ୍କୁ ଏହି ସମସ୍ତ ବିଷୟ ପ୍ରକାଶ କଲେ କାରଣ ସେମାନେ ନିଜ ବୁଦ୍ଧିରେ ତାହା ଜାଣିପାରି ନ ଥାନ୍ତେ I ମନୁଷ୍ୟଜାତିକୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କ ଏହି ଯୋଜନା ବିଷୟରେ ଏହା ଉଲ୍ଲେଖ କରେ I ତାହାଙ୍କ ଏବଂ ମନୁଷ୍ୟଜାତି ମଧ୍ୟରେ ଶାନ୍ତି ସ୍ଥାପନ କରିବାପାଇଁ ତାହାଙ୍କ ଏହି ଯୋଜନା ଥିଲା I ଏହା ବେଳେବେଳେ ଏହି ବିଷୟକୁ  ନିର୍ଦ୍ଦିଷ୍ଟ କରିଥାଏ ଯେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଉଭୟ ଯିହୁଦୀ ଏବଂ ଅଣଯିହୂଦୀମାନଙ୍କୁ ଉଦ୍ଧାର କରିବା ତାହାଙ୍କ ଉଦ୍ଦେଶ୍ୟ ଥିଲା I ଖ୍ରୀଷ୍ଟଙ୍କ ପ୍ରତିଜ୍ଞା ଦ୍ୱାରା ବର୍ତ୍ତମାନ ଅଣଯିହୂଦୀମାନେ ଯିହୁଦୀମାନଙ୍କ ପରି ହିଁ ଉପକୃତ ହୋଇପାରୁଛନ୍ତି ଏହା ହେଉଛି ଗୁପ୍ତ ସତ୍ୟ ।

### ପରିତ୍ରାଣ ଓ ଧାର୍ମିକ ଜୀବନଯାପନ ବିଷୟରେ ପାଉଲ କ'ଣ କହିଥିଲେ?

ଏହି ପତ୍ରରେ ଏବଂ ତାହାଙ୍କର ଅନେକ ପତ୍ରରେ ପାଉଲ ପରିତ୍ରାଣ ଏବଂ ଧାର୍ମିକ ଜୀବନଯାପନ ବିଷୟରେ ଅନେକ ବିଷୟ କହିଛନ୍ତି I ସେ କହିଲେ ଯେ ଈଶ୍ଵର ଅତି ଦୟାଳୁ ହୋଇ ଖ୍ରୀଷ୍ଟିୟାନମାନଙ୍କୁ ପରିତ୍ରାଣ କରିଅଛନ୍ତି, କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ଵାସ କରିଅଛନ୍ତି I ଅତଏବ, ସେମାନେ ଖ୍ରୀଷ୍ଟିୟାନ ହେଲାପରେ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରୁଅଛନ୍ତି ବୋଲି ଦେଖାଇବାକୁ ଧାର୍ମିକ ଜୀବନଯାପନ କରିବା ଉଚିତ I  [[rc://en/tw/dict/bible/kt/righteous]]ଦେଖନ୍ତୁ)

## ଭାଗ 3: ଅନୁବାଦ ସମ୍ବନ୍ଧୀୟ ଗୁରୁତ୍ଵ ସମସ୍ୟାଗୁଡ଼ିକ

## “ତୁମ୍ଭେମାନେ”ର ଏକବଚନ ଓ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦଟି ପ୍ରାୟତଃ ବହୁବାଚକ ଏବଂ ଏହା ବିଶ୍ଵାସୀମାନଙ୍କୁ ବୁଝାଏ ଯେଉଁମାନେ ଏହି ପତ୍ର ପାଠ କରନ୍ତି I ଏଥିରେ ତିନୋଟି ବ୍ୟତିକ୍ରମ ରହିଛି: 5:14, 6:2 ଏବଂ 6:3 I ([[rc://en/ta/man/translate/figs-you]] ଦେଖନ୍ତୁ)

### ପାଉଲ କେଉଁ ଅର୍ଥରେ “ନୂତନ ସ୍ଵଅଭିବ୍ୟକ୍ତି  ” ବା “ନୂତନ ପୁରୁଷ” ବୋଲି କହନ୍ତି?

ଯେତେବେଳେ ପାଉଲ “ନୂତନ ସ୍ଵଅଭିବ୍ୟକ୍ତି  ” ବା “ନୂତନ ପୁରୁଷ” ବୋଲି କହନ୍ତି, ସେ ଜଣେ ବିଶ୍ଵାସୀ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ହୋଇଥିବା ନୂତନ ସ୍ଵଅଭିବ୍ୟକ୍ତି  କୁ ବୁଝାଉଛନ୍ତି I ଏହି ନୂତନ ସ୍ଵଅଭିବ୍ୟକ୍ତି   ଈଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟେ (4:24 ଦେଖନ୍ତୁ) I “ନୂତନ ପୁରୁଷ” ବାକ୍ୟାଂଶଟି ମଧ୍ୟ ଈଶ୍ଵର ଯିହୂଦୀ ଏବଂ ବିଜାତିମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରାଉଥିବା ବିଷୟରେ ବ୍ୟବହାର କରାଯାଇଛି I ଈଶ୍ଵର ସେମାନଙ୍କୁ ତାହାଙ୍କର ଏକ ଲୋକ ଅଭିବ୍ୟକ୍ତି  ରେ ଏକତ୍ର କରିଅଛନ୍ତି ( 2:15 ଦେଖନ୍ତୁ) I 

### ULTରେ ଏଫିସୀୟ ପୁସ୍ତକରେ କିପରି “ପବିତ୍ର” ଏବଂ “ପବିତୃକୃତ ହେବା” ଚିନ୍ତାଧାରାକୁ ପ୍ରକାଶ କରାଯାଇଛି?

ବିଭିନ୍ନ ଚିନ୍ତାଧାରା ମଧ୍ୟରୁ ଗୋଟିଏକୁ ସୂଚାଇବାପାଇଁ ଶାସ୍ତ୍ର ସେହିଭଳି ଶବ୍ଦଗୁଡ଼ିକୁ ବ୍ୟବହାର କରିଥାଏ I ଏହି କାରଣରୁ, ଅନୁବାଦକମାନଙ୍କପାଇଁ ସେମାନଙ୍କ ସଂସ୍କରଣଗୁଡ଼ିକରେ ତାହା ଭଲ ଅଭିବ୍ୟକ୍ତି  ରେ ପ୍ରକାଶ କରିବାକୁ କଷ୍ଟକର ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ନିମନ୍ତେ, ULT ନିମ୍ନଲିଖିତ ନିୟମଗୁଡ଼ିକୁ ବ୍ୟବହାର କରିଥାଏ:

* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ନୈତିକ ପବିତ୍ରତାକୁ ସୂଚାଇଥାଏ I ଈଶ୍ଵର ଖ୍ରୀଷ୍ଟିୟାନମାନଙ୍କୁ ପାପରହିତ ଅଭିବ୍ୟକ୍ତି  ରେ ଦେଖନ୍ତି ବୋଲି ପ୍ରକାଶ କରିବା ସକାଶେ, ବିଶେଷକରି ସୁସମାଚାର ବୁଝିବାପାଇଁ “ପବିତ୍ର” ଶବ୍ଦର ବ୍ୟବହାର ଗୁରୁତ୍ଵପୂର୍ଣ୍ଣ ଅଟେ, କାରଣ ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି I ଈଶ୍ଵର ସିଦ୍ଧ ଏବଂ ଦୋଷଶୂନ୍ୟ ବୋଲି ଚିନ୍ତାଧାରାକୁ  ପ୍ରକାଶ କରିବା ପାଇଁ “ପବିତ୍ର” ଶବ୍ଦକୁ ମଧ୍ୟ ବ୍ୟବହାର କରାଯାଏ I ତୃତୀୟ ବ୍ୟବହାର ହେଉଛି ଖ୍ରୀଷ୍ଟିୟାନମାନେ ଜୀବନରେ ନିର୍ଦ୍ଦୋଷ ଏବଂ ତୃଟିଶୂନ୍ୟହୋଇ ଆଚରଣ କରିବାର ଚିନ୍ତାଧାରାକୁ ପ୍ରକାଶ କରିବା I ଏହିସବୁ କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ଵର,” “ପବିତ୍ର ବ୍ୟକ୍ତି” ଏବଂ “ପବିତ୍ର ଲୋକ” ବୋଲି ବ୍ୟବହାର କରିଥାଏ I (1:1, 4 ଦେଖନ୍ତୁ)
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ସେମାନଙ୍କ  ଦ୍ଵାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ପୂରଣ ହେଉଥିବା ବିଷୟ ନ ସୂଚାଇ ସରଳ ଅଭିବ୍ୟକ୍ତି  ରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇଥାଏ I ଏହିସବୁ କ୍ଷେତ୍ରରେ, ULT “ବିଶ୍ଵାସୀ” କିମ୍ବା “ବିଶ୍ଵାସୀମାନେ” ବୋଲି ବ୍ୟବହାର କରିଥାଏ I
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଥିବା ଅର୍ଥ, କେବଳ ଈଶ୍ଵରଙ୍କ ନିମନ୍ତେ କେହି ଜଣେ କିମ୍ବା କେତେକ ବିଷୟ ପୃଥକ୍ ହୋଇଥିବା ଚିନ୍ତାଧାରାକୁ ସୂଚାଇଥାଏ I ଏହିସବୁ କ୍ଷେତ୍ରରେ, ULT “ପୃଥକୀକୃତ,” “ଉତ୍ସର୍ଗୀକୃତ” ଏବଂ “ସଂରକ୍ଷିତ” ଶବ୍ଦଗୁଡ଼ିକ ବ୍ୟବହାର କରିଥାଏ I (3:5 ଦେଖନ୍ତୁ)

ଯେପରି ଅନୁବାଦକଗଣ ସେମାନଙ୍କ ନିଜ ସଂସ୍କରଣଗୁଡ଼ିକରେ ଏହି ଚିନ୍ତାଧାରାଗୁଡ଼ିକ କିପରି ଉପସ୍ଥାପନ କରାଯିବ, ସେ ବିଷୟରେ ବିଚାର କରିବା ସମୟରେ UST ପ୍ରାୟତଃ ସାହାଯ୍ୟକାରୀ ହେବ I

### ଖ୍ରୀଷ୍ଟଙ୍କଠାରେ” ଏବଂ “ପ୍ରଭୁଙ୍କଠାରେ” ଇତ୍ୟାଦିର ଅଭିବ୍ୟକ୍ତିର ଅର୍ଥ କ’ଣ ବୋଲି ପାଉଲ ଭାବୁଥିଲେ?

ଏହି ପ୍ରକାର ଅଭିବ୍ୟକ୍ତି 1:1, 3, 4, 6, 7, 9, 10, 11, 12, 13, 15, 20; 2:6, 7, 10, 13, 15, 16, 18, 21, 22; 3:5, 6, 9, 11, 12, 21; 4:1, 17, 21, 32; 5:8, 18, 19; 6:1, 10, 18, 21 ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଏବଂ ବିଶ୍ଵାସୀମାନଙ୍କର ଏକ ଅତି ଘନିଷ୍ଠ ସମ୍ପର୍କର ଚିନ୍ତାଧାରାକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ଏହି ପ୍ରକାର ଅଭିବ୍ୟକ୍ତିର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଭାଗକୁ ଦୟାକରି ଦେଖନ୍ତୁ I

### ଏଫିସୀୟ ପୁସ୍ତକର ଶାସ୍ତ୍ରାଂଶରେ କ’ଣ ସବୁ ମୁଖ୍ୟ ସମସ୍ୟା ଅଛି?

* “ଏଫିସୀୟରେ"(1:1) କେତେକ ପ୍ରାରମ୍ଭିକ ପାଣ୍ଡୁଲିପିରେ ଏହି ବାକ୍ୟାଂଶ ଅନ୍ତର୍ଭୂକ୍ତ କରାଯାଇ ନାହିଁ I ଏହା ସମ୍ଭବତଃ ପାଉଲ ଏଫିସୀୟ ଏବଂ ଅନ୍ୟାନ୍ୟ ସହର ସମେତ ଅନେକ ମଣ୍ଡଳୀରେ ଏହି ପତ୍ର ପାଠକରାଯାଉ ବୋଲି ଇଚ୍ଛା କରିଥିଲେ I ଯେଉଁମାନେ ପତ୍ରକୁ ନକଲ କରି ବିଭିନ୍ନ ସହରକୁ ନେଉଥଲେ ସେମାନଙ୍କ ପାଇଁ ସେ ହୁଏତ ସହରର ନାମ ଲେଖିବା ପାଇଁ ଏକ ଖାଲି ସ୍ଥାନ ଛାଡି ଦେଇଥଲେ I କିନ୍ତୁ "ଏଫିସୀୟ" ହିଁ କେବଳ ନାମ ଯାହା ପାଣ୍ଡୁଲିପିରେ ଉଲ୍ଲେଖିତ ମିଳେ ଯାହା କି ଏକ ସହରର ନାମ ଅଟେ I ତେଣୁ, ଏହା ULT, UST ଏବଂ ଅନେକ ଆଧୁନିକ ସଂସ୍କରଣରେ ଅନ୍ତର୍ଭୁକ୍ତ ଅଟେ I
* "କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଟୁ” (5:30)I ULT ଏବଂ USTକୁ ମିଶାଇ, ଅଧିକାଂଶ ଆଧୁନିକ ସଂସ୍କରଣଗୁଡ଼ିକରେ ଏପରି ଉଲ୍ଲେଖିତ ଅଛି I କେତେକ ପ୍ରାଚୀନ ସଂସ୍କରଣରେ ଏହିପରି ଉଲ୍ଲେଖ କରେ,”କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଏବଂ ଅସ୍ଥି ଅଟୁ I” ଅନୁବାଦକମାନେ ଦ୍ଵିତୀୟ ଲେଖାଟିକୁ ମନୋନୀତ କରିପାରନ୍ତି, ଯଦି ସେମାନଙ୍କ ଅଞ୍ଚଳରେ ଥିବା ସଂସ୍କରଣଗୁଡ଼ିକରେ ସେପରି ଲେଖାଅଛି I ଯଦି ଅନୁବାଦକମାନେ ଦ୍ଵିତୀୟ ଲେଖାକୁ ମନୋନୀତ କରନ୍ତି, ତେବେ ଏଫିସୀୟ ପୁସ୍ତକର ମୂଳ ଲେଖାରେ ସମ୍ଭବତଃ ତାହା ଉଲ୍ଲେଖ ହୋଇନାହିଁ ବୋଲି ସୂଚାଇ ସେମାନେ ଅତିରିକ୍ତ ଶବ୍ଦଗୁଡ଼ିକ ବର୍ଗ ବନ୍ଧନୀ\[\]ରେ ଉଲ୍ଲେଖ କରିବା ଉଚିତ I [[rc://en/ta/man/translate/translate-textvariants]])ଦେଖନ୍ତୁ) -EPH 1 intro fg42 0 # ଏଫିସୀୟ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

### “ମୁଁ ପ୍ରାର୍ଥନା କରୁଅଛି”

ପାଉଲ ଏହି ଅଧ୍ୟାୟର କିଛି ଅଂଶକୁ ଈଶ୍ବରଙ୍କ ପ୍ରତି ପ୍ରଶଂସାର ପ୍ରାର୍ଥନା ଭାବରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ବରଙ୍କୁ କଥା କହୁନାହାନ୍ତି I ସେ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I ସେ ମଧ୍ୟ ଏଫିସୀୟମାନଙ୍କୁ କହୁଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ପ୍ରାର୍ଥନା କରୁଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣା

### ପୂର୍ବ ନିରୂପଣ
ଅନେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟ “ପୂର୍ବ ନିରୂପଣ” ବୋଲି କୁହାଯାଉଥିବା ବିଷୟ ଉପରେ ଶିକ୍ଷା ଦେଇଥାଏ I ଏହା ବାଇବଲ୍ ଭିତ୍ତିକ ଧାରଣା “ପୂର୍ବ ନିର୍ଦ୍ଧାରଣ” ସମ୍ବନ୍ଧିତ ଅଟେ I କେତେକ ପଣ୍ଡିତ ଏହାକୁ ନେଇ ସୂଚାଇଥାନ୍ତି ଯେ ଜଗତର ପତ୍ତନାବଧି କେତେକ ଲୋକଙ୍କୁ ଅନନ୍ତକାଳ ନିମନ୍ତେ ପରିତ୍ରାଣ ଦେବା ନିମନ୍ତେ ଈଶ୍ବର ମନୋନୀତ କରିସାରିଛନ୍ତି I ଏହି ବିଷୟ ଉପରେ ବାଇବଲ କଅଣ ଶିକ୍ଷା ଦିଏ, ସେ ସମ୍ବନ୍ଧରେ ଖ୍ରୀଷ୍ଟିୟାନମାନେ ବିଭିନ୍ନ ମତ ଦିଅନ୍ତି I ସେଥିପାଇଁ ଏହି ଅଧ୍ୟାୟକୁ ଅନୁବାଦ କରିବା ସମୟରେ ଅନୁବାଦକମାନେ ଅତିରିକ୍ତ ଯତ୍ନଶୀଳ ହେବା ଆବଶ୍ୟକ I (ଦେଖ: [[rc://en/tw/dict/bible/kt/predestine]])
-EPH 1 1 kx1g figs-you 0 General Information: ଏଫିସୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ଲେଖୁଥିବା ଏହି ପତ୍ରରେ ପାଉଲ ଆପଣାକୁ ଲେଖକ ବୋଲି କହୁଛନ୍ତି I ଟିପ୍ପଣୀ ଦିଆଯାଇଥିବା ସ୍ଥାନ ବ୍ୟତୀତ, ସବୁ “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କ” ବହୁବାଚକ ଶବ୍ଦଗୁଡିକ ଏଫିସୀୟ ବିଶ୍ବାସୀମାନଙ୍କୁ ଓ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I -EPH 1 1 ilf2 Παῦλος, ἀπόστολος Χριστοῦ Ἰησοῦ 1 Paul, an apostle ... to God's holy people in Ephesus ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ଓ ଏହାର ପ୍ରାପକମାନଙ୍କୁ ପରିଚୟ କରାଇବାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ ପାଉଲ, ଜଣେ ପ୍ରେରିତ …ତୁମ୍ଭମାନଙ୍କ ନିକଟକୁ, ଅର୍ଥାତ୍ ଏଫିସରେ ଥିବା ଈଶ୍ବରଙ୍କ ପବିତ୍ର ଲୋକମାନଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” -EPH 1 1 u73p figs-metaphor τοῖς οὖσιν καὶ πιστοῖς ἐν Χριστῷ Ἰησοῦ 1 who are faithful in Christ Jesus """**ଖ୍ରୀଷ୍ଟ ଯୀଶୁ**ଙ୍କଠାରେ"" ଓ ସେହି ପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଯଥାସମ୍ଭବ ଏକ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I (ଦେଖ: [[rc://en/ta/man/translate/figs-metaphor]]) -EPH 1 2 x9ey χάρις ὑμῖν καὶ εἰρήνη 1 Grace to you and peace ଏହା ଗୋଟିଏ ସାଧାରଣ ଅଭିବାଦନ ଓ ଆଶୀର୍ବାଦ ଯାହା ପାଉଲ ପ୍ରାୟତଃ ଆପଣା ପତ୍ର ଗୁଡିକରେ ବ୍ୟବହାର କରୁଛନ୍ତି I -EPH 1 3 lm67 figs-inclusive 0 General Information: ଏହି ପୁସ୍ତକରେ, ଅନ୍ୟପ୍ରକରେ କୁହାଯାଇ ନ ଥିବା ସ୍ଥଳେ, “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଏଫିସର ବିଶ୍ବାସୀମାନଙ୍କୁ, ତଥା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ, (ଦେଖ: [[rc://en/ta/man/translate/figs-inclusive]]) -EPH 1 3 zdh3 0 Connecting Statement: ପାଉଲ ଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କର ସ୍ଥିତି ଓ ସୁରକ୍ଷା ସମ୍ବନ୍ଧରେ କଥା କହି ଆପଣାର ପତ୍ର ଆରମ୍ଭ କରୁଛନ୍ତି I -EPH 1 3 g6sj figs-activepassive εὐλογητὸς ὁ Θεὸς καὶ Πατὴρ τοῦ Κυρίου ἡμῶν, Ἰησοῦ Χριστοῦ 1 May the God and Father of our Lord Jesus Christ be praised ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” (ଦେଖ: [[rc://en/ta/man/translate/figs-activepassive]]) +EPH 1 intro fg42 0 # ଏଫିସୀୟ 01 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

### “ମୁଁ ପ୍ରାର୍ଥନା କରେ”

ପାଉଲ ଏହି ଅଧ୍ୟାୟର କିଛି ଅଂଶକୁ ଈଶ୍ଵରଙ୍କ ପ୍ରତି ପ୍ରଶଂସାର ପ୍ରାର୍ଥନା ଅଭିବ୍ୟକ୍ତି  ରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ଵରଙ୍କୁ କଥା କହୁନାହାନ୍ତି I ସେ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I ସେ ମଧ୍ୟ ଏଫିସୀୟମାନଙ୍କୁ କହୁଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ପ୍ରାର୍ଥନା କରୁଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ପୂର୍ବ ନିରୂପଣ

ଅନେକ ଜ୍ଞାନୀବ୍ୟକ୍ତି ବିଶ୍ଵାସ କରନ୍ତି ଯେ ଏହି ଅଧ୍ୟାୟ “ପୂର୍ବ ନିରୂପଣ” ବୋଲି କୁହାଯାଉଥିବା ବିଷୟ ଉପରେ ଶିକ୍ଷା ଦେଇଥାଏ I ଏହା ବାଇବେଲଭିତ୍ତିକ ଧାରଣା “ପୂର୍ବ ନିର୍ଦ୍ଧାରଣ” ସମ୍ବନ୍ଧିତ ଅଟେ I କେତେକ ଜ୍ଞାନୀବ୍ୟକ୍ତି ଏହାକୁ ନେଇ ସୂଚାଇଥାନ୍ତି ଯେ ଜଗତର ପତ୍ତନାବଧି କେତେକ ଲୋକଙ୍କୁ ଅନନ୍ତକାଳ ନିମନ୍ତେ ପରିତ୍ରାଣ ଦେବା ନିମନ୍ତେ ଈଶ୍ଵର ମନୋନୀତ କରିସାରିଛନ୍ତି I ଏହି ବିଷୟ ଉପରେ ବାଇବେଲ କ’ଣ  ଶିକ୍ଷା ଦିଏ, ସେ ସମ୍ବନ୍ଧରେ ଖ୍ରୀଷ୍ଟିୟାନମାନେ ବିଭିନ୍ନ ମତ ଦିଅନ୍ତି I ସେଥିପାଇଁ ଏହି ଅଧ୍ୟାୟକୁ ଅନୁବାଦ କରିବା ସମୟରେ ଅନୁବାଦକମାନେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ I ([[rc://en/tw/dict/bible/kt/predestine]]ଦେଖନ୍ତୁ) +EPH 1 1 kx1g figs-you 0 General Information: ଏଫିସୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ଲେଖୁଥିବା ଏହି ପତ୍ରରେ ପାଉଲ ଆପଣାକୁ ଲେଖକ ବୋଲି ଉଲ୍ଲେଖ କରନ୍ତି I ଟିପ୍ପଣୀ ଦିଆଯାଇଥିବା ସ୍ଥାନ ବ୍ୟତୀତ, ସମସ୍ତ “ତୁମ୍ଭେମାନେ” ଏବଂ “ତୁମ୍ଭମାନଙ୍କ” ବହୁବାଚକ ଶବ୍ଦଗୁଡ଼ିକ ଏଫିସୀୟ ବିଶ୍ଵାସୀମାନଙ୍କୁ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ I[[rc://en/ta/man/translate/figs-you]])ଦେଖନ୍ତୁ) +EPH 1 1 ilf2 Παῦλος, ἀπόστολος Χριστοῦ Ἰησοῦ 1 Paul, an apostle ... to God's holy people in Ephesus ଆପଣଙ୍କ ଭାଷାରେ  ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ଏବଂ ଏହାର ପ୍ରାପକମାନଙ୍କୁ ପରିଚୟ କରାଇବାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ ପାଉଲ, ଜଣେ ପ୍ରେରିତ …ତୁମ୍ଭମାନଙ୍କ ନିକଟକୁ, ଅର୍ଥାତ୍ ଏଫିସରେ ଥିବା ଈଶ୍ଵରଙ୍କ ପବିତ୍ର ଲୋକମାନଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” +EPH 1 1 u73p figs-metaphor τοῖς οὖσιν καὶ πιστοῖς ἐν Χριστῷ Ἰησοῦ 1 who are faithful in Christ Jesus **ଖ୍ରୀଷ୍ଟ ଯୀଶୁ**ଙ୍କଠାରେ ଏବଂ ସେହି ପରି ଅଭିବ୍ୟକ୍ତିଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ରଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଯଥାସମ୍ଭବ ଏକ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ, ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ଦ୍ୱାରା ଘେରି ରହିଥିବା ଚିତ୍ରଣ କରେ I ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କ ଘନିଷ୍ଠ ସଂପର୍କରେ" ([[rc://en/ta/man/translate/figs-metaphor]]ଦେଖନ୍ତୁ) +EPH 1 2 x9ey χάρις ὑμῖν καὶ εἰρήνη 1 Grace to you and peace ଏହା ଗୋଟିଏ ସାଧାରଣ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ଯାହା ପାଉଲ ପ୍ରାୟତଃ ଆପଣା ପତ୍ରଗୁଡ଼ିକର ଆରମ୍ଭରେ ବ୍ୟବହାର କରନ୍ତି I ଆପଣଙ୍କ ଭାଷାରେ ଏକ ଗଠନ ବ୍ୟବହାର କରନ୍ତୁ ଯାହା ସ୍ପଷ୍ଟ କରେ ଯେ ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ I +EPH 1 3 lm67 figs-inclusive 0 General Information: ଏହି ପୁସ୍ତକରେ ଉଲ୍ଲେଖିତ “ଆମ୍ଭମାନଙ୍କୁ” ଏବଂ “ଆମ୍ଭେମାନେ” ଶବ୍ଦଗୁଡ଼ିକ ପାଉଲଙ୍କୁ, ଏଫିସର ବିଶ୍ଵାସୀମାନଙ୍କୁ, ତଥା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ I ([[rc://en/ta/man/translate/figs-inclusive]]ଦେଖନ୍ତୁ) +EPH 1 3 zdh3 0 Connecting Statement: ପାଉଲ ଈଶ୍ଵରଙ୍କ ସମ୍ମୁଖରେ ବିଶ୍ଵାସୀମାନଙ୍କର ସ୍ଥିତି ଏବଂ ସୁରକ୍ଷା ସମ୍ବନ୍ଧରେ ଉଲ୍ଲେଖ କରି ଆପଣା ପତ୍ର ଆରମ୍ଭ କରନ୍ତି I +EPH 1 3 g6sj figs-activepassive εὐλογητὸς ὁ Θεὸς καὶ Πατὴρ τοῦ Κυρίου ἡμῶν, Ἰησοῦ Χριστοῦ 1 May the God and Father of our Lord Jesus Christ be praised ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଆସ, ଆମ୍ଭେମାନେ ଈଶ୍ଵରଙ୍କ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” ([[rc://en/ta/man/translate/figs-activepassive]]ଦେଖନ୍ତୁ) EPH 1 3 cr9h ὁ εὐλογήσας ἡμᾶς 1 who has blessed us କାରଣ ଈଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି" EPH 1 3 m8qh πάσῃ εὐλογίᾳ πνευματικῇ 1 every spiritual blessing ସମସ୍ତ ଆଶୀର୍ବାଦ ଈଶ୍ବରଙ୍କ ଆତ୍ମାଙ୍କଠାରୁ ଆସୁଅଛି EPH 1 3 j2lk ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ଥିବା ସ୍ଥାନକୁ ବୁଝାଏ I