diff --git a/en_tn_43-LUK.tsv b/en_tn_43-LUK.tsv index 63c5575..82b2228 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -2846,7 +2846,7 @@ LUK 22 70 l4j7 guidelines-sonofgodprinciples ὁ Υἱὸς τοῦ Θεοῦ 1 LUK 22 70 jtr9 ὑμεῖς λέγετε ὅτι ἐγώ εἰμι 1 You are saying that I am ଏହା ଏକ ରୂଢ଼ି ଅଟେ । ପ୍ରାଚୀନମାନେ ଯାହା ପଚାରୁଛନ୍ତି ତାହା ସତ୍ୟ ବୋଲି ସ୍ୱୀକାର କରିବାକୁ ଯୀଶୁ ଏହାକୁ ବ୍ୟବହାର କରନ୍ତି
। ବିକଳ୍ପ ଅନୁବାଦ: “ହଁ, ଯେପରି ତୁମ୍ଭେମାନେ କହୁଛ ଏହା ସେହିପରି ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-idiom]]) LUK 22 71 u3m3 figs-rquestion τί ἔτι ἔχομεν μαρτυρίας χρείαν? 1 What further need do we have of a witness? ଏଠାରେ ପ୍ରାଚୀନମାନେ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ସେମାନଙ୍କ ବାକ୍ୟକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଆଉ ସାକ୍ଷ୍ୟର ଆବଶ୍ୟକତା ନାହିଁ!” (ଦେଖନ୍ତୁ: [[rc://or/ta/man/translate/figs-rquestion]]) LUK 22 71 lpm4 figs-metonymy ἠκούσαμεν ἀπὸ τοῦ στόματος αὐτοῦ 1 we have heard from his own mouth ପ୍ରାଚୀନମାନେ ଯୀଶୁ ମୁଖ ବ୍ୟବହାର କରି ଯାହା କହିଛନ୍ତି ତାହା ସୂଚାଇବା ପାଇଁ ସାଙ୍କେତିକ ଭାବରେ **ତାହାର ନିଜ ମୁଖରୁ** ଅଭିବ୍ୟକ୍ତି ବ୍ୟବହାର କରନ୍ତି । ବିକଳ୍ପ  ଅନୁବାଦ: “ଆମ୍ଭେମାନେ… ସେ ଯାହା କହିଛନ୍ତି ତାହା ଶୁଣିଅଛୁ” (ଦେଖନ୍ତୁ:
[[rc://or/ta/man/translate/figs-metonymy]]) -LUK 23 intro p6wq 0 # ଲୂକ 23 ସାଧାରଣ ଟିପ୍ପଣୀଗୁଡିକ
## ଗଠନ ଓ ଆକୃତି

ଏହି ଅଧ୍ୟାୟର ଶେଷ ଧାଡିକୁ ULT ପୃଥକ କରି ରଖେ କାରଣ ଏହା ଅଧ୍ୟାୟ 23 ଅପେକ୍ଷା ଅଧ୍ୟାୟ 24 ସହିତ ଅଧିକ ସଂଯୁକ୍ତ ଅଟେ I ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

### ଅଭିଯୋଗ କରିବା

ପ୍ରଧାନ ଯାଜକମାନେ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ଉପରେ ମନ୍ଦ କାର୍ଯ୍ୟ କରିବାର ଦୋଷାରୋପ କଲେ, କାରଣ ସେମାନେ ଇଚ୍ଛା କରୁଥିଲେ ଯେ ପିଲାତ ଯୀଶୁଙ୍କୁ ବଧ କରନ୍ତୁ I କିନ୍ତୁ ସେମାନେ ତାଙ୍କୁ ମିଥ୍ୟା କଥାରେ ଅଭିଯୋଗ କରୁଥିଲେ, କାରଣ ସେମାନେ ଯାହା ସବୁ ଦୋଷାରୋପ କରୁଥିଲେ ସେସବୁ ଯୀଶୁ କେବେ ବି କରି ନ ଥିଲେ I

### “ମନ୍ଦିରର ପରଦା ଦୁଇ ଭାଗ ହୋଇଗଲା”

ମନ୍ଦିରରେ ପରଦା ଏକ ମହତ୍ତ୍ଵପୂର୍ଣ୍ଣ ପ୍ରତୀକ ଥିଲା ଯାହା ଦର୍ଶାଉଥିଲା ଯେ ଲୋକମାନେ ଜଣକୁ ଆବଶ୍ୟକ କରନ୍ତି ଯିଏ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ କଥା କହିବ I ସେମାନେ ସିଧାସଳଖ ଭାବରେ ଈଶ୍ୱରଙ୍କ ନିକଟରେ କଥାବାର୍ତ୍ତା କରି ପାରୁ ନ ଥିଲେ କାରଣ ସମସ୍ତ ଲୋକମାନେ ପାପୀ ଥିଲେ ପୁଣି ଈଶ୍ୱର ପାପକୁ ଘୃଣା କରନ୍ତି I ଈଶ୍ୱର ପରଦାକୁ ଦୁଇଭାଗ କରିଦେଲେ ଏହା ଦର୍ଶାଇବା ପାଇଁ ଯେ ଯୀଶୁଙ୍କର ଲୋକମାନେ ବର୍ତ୍ତମାନ ଈଶ୍ୱରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ପାରିବେ କାରଣ ଯୀଶୁ ସେମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେଇଛନ୍ତି

### ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ ([ଲୂକ 23 : 53](../../ଲୂକ/23/53. ମଝି) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରଗୁଡିକ ସେମାନଙ୍କର ମୃତମାନଙ୍କୁ ସମାଧିସ୍ଥ କରୁଥିଲେ I ଏହା ଏକ ପ୍ରକୃତ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ବିଷୟ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ସେଠାରେ ଶରୀରକୁ ରଖାଯାଇ ପାରିବ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦେଉଥିଲେ ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

### “ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉନାହିଁ”

ପିଲାତ କହୁଥିଲେ ଯେ ସେ କୌଣସି କାରଣ ଜାଣନ୍ତି ନାହିଁ ଯାହା ପାଇଁ ସେ ଯୀଶୁଙ୍କୁ ଦଣ୍ଡ ଦେବେ କାରଣ ଯୀଶୁ କୌଣସି ନିୟମ ଉଲଂଘନ କରି ନ ଥିଲେ I ପିଲାତ କହୁନାହାନ୍ତି ଯେ ଯୀଶୁ ସିଦ୍ଧ ଥିଲେ I
+LUK 23 intro p6wq 0 # ଲୂକ ୨୩ ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଓ ଆକୃତି
1. ଯୀଶୁ ପୀଲାତ ଏବଂ ହେରୋଦଙ୍କ ସମ୍ମୁଖରେ ବିଚାର ନିମନ୍ତେ ଠିଆ ହେଲେ (୨୩:୧-୨୫)
2. ରୋମୀୟ ସୈନିକମାନେଯୀଶୁଙ୍କୁ କ୍ରୁଶରେ ଚଢ଼ାନ୍ତି (୨୩:୨୬-୪୯)
3. ହାରାମାଥୀୟା ଯୋଶେଫ ଯୀଶୁଙ୍କୁ ସମାଧି ଦିଅନ୍ତି ଏବଂ ସ୍ତ୍ରୀଲୋକମାନେ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କରନ୍ତି (୨୩:୫୦-୫୬)
## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ


### “ମନ୍ଦିରର ପରଦା ଦୁଇ ଭାଗରେ ବିଭକ୍ତ ହୋଥିଲା”

ମନ୍ଦିରର ପରଦା ଏକ  ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଥିଲା ଯାହା ଦର୍ଶାଏ ଯେ ଲୋକମାନେ ସେମାନଙ୍କ ପାଇଁ କେହି ଜଣେ ଈଶ୍ଵରଙ୍କ ସହ କଥା ହେବା ଆବଶ୍ୟକ ଅଟେ ।  ସେମାନେ ସିଧାସଳଖ ଈଶ୍ଵରଙ୍କ ସହ କଥା ହୋଇପାରିବେ ନାହିଁ କାରଣ ସମସ୍ତ ଲୋକ ପାପୀ ଅଟନ୍ତି ଏବଂ ଈଶ୍ଵର ପାପକୁ ଘୃଣା କରନ୍ତି ।  ଈଶ୍ଵର ପରଦାକୁ ଦୁଇଭାଗ କରି ଯୀଶୁଙ୍କ ଲୋକମାନେ ବର୍ତ୍ତମାନ ସିଧାସଳଖ ଈଶ୍ଵରରଙ୍କ ସହ କଥା ହୋଇପାରିବେ ବୋଲି ଦର୍ଶାଇଲେ କାରଣ ଯୀଶୁ ସେମାନଙ୍କ ପାପର ମୂଲ୍ୟ ଦେଇଛନ୍ତି ।  
### ସମାଧି


ଯେଉଁ ସମାଧିରେ ଯୀଶୁଙ୍କୁ ସମାଧି ଦିଆଯାଇଥିଲା (ଲୂକ ୨୩:୫୩) ଏକ ପ୍ରକାର ସମାଧି ଥିଲା ଯେଉଁଠାରେ ଧନୀ ଯିହୁଦୀ ପରିବାର ଲୋକମାନେ ସେମାନଙ୍କର ପରିବାରର ମୃତଦେହକୁ ସମାଧି ଦେଉଥିଲେ ।  ଏହା ଏକ ପ୍ରକୃତ କୋଠରୀ ଥିଲା ଯାହା ଏକ ପଥରରେ କଟାଯାଇଥିଲା ।  ଏହାର ଗୋଟିଏ ପାର୍ଶ୍ୱରେ ଏକ ସମତଳ ସ୍ଥାନ ଥିଲା ଯେଉଁଠାରେ ସେମାନେ ସୁଗନ୍ଧିଦ୍ରବ୍ୟ ଓ ତୈଳ ଲଗାଇ କପଡ଼ାରେ ଗୁଡ଼ାଇବା ପରେ ଶରୀରକୁ ରଖିପାରିବେ ।  ତା’ପରେ ସେମାନେ ସମାଧି ସାମ୍ନାରେ ଏକ ବଡ଼ ପଥର ଗଡ଼ାଇବେ ଯାହା ଦ୍ଵାରା ଭିତରକୁ କେହି ପ୍ରବେଶ
କରିପାରିବେ ନାହିଁ କିମ୍ବା ଦେଖିପାରିବେ ନାହିଁ ।   
## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
### “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଆଜି ତୁମ୍ଭେମାନେ ମୋ ସହ ଆଜି  ପାରଦୀଶରେ ଉପସ୍ଥିତ ରହିବ”
ଏହିବାକ୍ୟ ସହ ଜଡିତ ଦୁଇଟି ଅନୁବାଦ ପ୍ରସଙ୍ଗ ଅଛି, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଆଜି ତୁମ୍ଭେମାନେ ମୋ ସହ ପାରଦୀଶରେ ରହିବେ ” [୨୩:୪୨] (../23/42.md)ରେ



(୧) ଯେବେ ଯୀଶୁ ତାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିବା ଅପରାଧୀଙ୍କୁ ଏହା କହିଲେ, ସେ “ପାରଦୀଶ” ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର **ସ୍ୱର୍ଗ** କୁ ବୁଝାଉଥିଲେ ଯାହା  ସାନ୍ତ୍ୱନାର ସ୍ଥାନକୁ ବୁଝାଏ ।  କେତେକ ବିଶ୍ଵାସୀଙ୍କ ଗୋଷ୍ଠୀ ଏହାକୁ ସେହିପରି ବୁଝିପାରେ ।  ଅବଶ୍ୟ, ବିଶ୍ଵାସୀମାନଙ୍କ ଅନ୍ୟ ଗୋଷ୍ଠୀ କହନ୍ତି ଯେ ଯେଉଁମାନେ ଏହି ଅପରାଧୀଙ୍କ ପରି ଯୀଶୁଙ୍କ ଉପରେ ନିଜର ବିଶ୍ଵାସ ପ୍ରକାଶ କରନ୍ତି, ସେମାନେ ସ୍ୱର୍ଗକୁ ଯିବା ପୂର୍ବରୁ ଶେଷ ପୁନରୁତ୍ଥାନ ପର୍ଯ୍ୟନ୍ତ ଅପେକ୍ଷା କରିବେ, ତେଣୁ **ପାରଦୀଶ** ଏପରି ଏକ ସ୍ଥାନକୁ ବୁଝାଏ ଯେଉଁଠାରେ ଏହିପରି ଲୋକମାନେ ମରିବା ପରେ ଯାଆନ୍ତି ଏବଂ ଶେଷ ପୁନରୁତ୍ଥାନକୁ ଅପେକ୍ଷା କରନ୍ତି ।  ଆପଣ ଆପଣଙ୍କ ଅନୁବାଦରେ ଏହି ପାର୍ଥକ୍ୟ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ।  ଆପଣ ହୁଏତ **ପାରଦୀଶ** ଶବ୍ଦ ବ୍ୟବହାର କରି ଏହାର ଅର୍ଥକୁ ଏହିପରି ରଖି’ପାରନ୍ତି ।  (ଦେଖନ୍ତୁ: @ [[rc://en/ta/man/translate/figs-metonymy]]))

(୨) କେତେକ ଗୋଷ୍ଠୀ ଯାହା ଆପଣଙ୍କ ଅଞ୍ଚଳରେ ସକ୍ରିୟ ଥାଇପାରେ, ଯେପରି ଯିହୋବାଙ୍କ ସାକ୍ଷୀମାନେ (Jehovah’s Witnesses), ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ର ଭାବରେ ସମ୍ମାନ କରନ୍ତି ନାହିଁ, ତେଣୁ ସେମାନେ ବିଶ୍ଵାସ
କରନ୍ତି ନାହିଁ ସେଦିନ ସେ ସେହି ଦୁଇ ଆପରାଧିକୁ ପାରଦୀଶରେ ପ୍ରବେଶ କରିବାର ପ୍ରତିଜ୍ଞା ସ୍ଵୟଂ କରି ନ ଥିବେ ।  ଏବଂ ତେଣୁ ସେମାନେ ଏହାକୁ ଏହିପରି ଅନୁବାଦ କରନ୍ତି ଯାହା ଦ୍ଵାରା **ଆଜି** ଶବ୍ଦ ଅପରାଧୀମାନେ କେବେ ପାରଦୀଶରେ ରହିବେ ଅପେକ୍ଷା ଯୀଶୁଙ୍କ ବାକ୍ୟକୁ ବର୍ଣ୍ଣନା କରେ ।  ଯଦିଓ ଏହା ପ୍ରକୃତରେ ସେହିପରି ହୋଇଥାନ୍ତା, ଗ୍ରୀକ୍ ଶବ୍ଦ ଏବଂ ଶବ୍ଦ କ୍ରମ ଭିନ୍ନ ହୋଇଥାନ୍ତା ।  ବାକ୍ୟକୁ ଉପସ୍ଥାପନ କରୁଥିବା ଅଭିବ୍ୟକ୍ତି ଏହିପରି
ହୋଇଥାନ୍ତା, “ଆଜି, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି” କିମ୍ବା “ମୁଁ ଆଜି ତୁମ୍ଭମାନଙ୍କୁ ପ୍ରକୃତରେ କହୁଅଛି। ” ପ୍ରକୃତ ଅଭିବ୍ୟକ୍ତି, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି,” ବାକ୍ୟ ଲୂକ ପୁସ୍ତକରେ ଦଶଥର ଉଲ୍ଲେଖ ଅଛି, ଏବଂ ଏହା ସର୍ବଦା ଏକ ବାକ୍ୟର ପରିଚୟ ଭାବରେ ସ୍ଵୟଂ ଛିଡା ହୁଏ ।  ତେଣୁ **ଆଜି** ଶବ୍ଦ ବାକ୍ୟ ସହ ସମ୍ପ୍ରକ୍ତ ଅଛି, ବାକ୍ୟର ପରିଚୟ ସହ ନୁହେଁ ।  ଆପଣଙ୍କ ଭାଷାରେ ଏହାକୁ ସ୍ପଷ୍ଟ କରିବାର ଏକ ଉପାୟ ଥାଇପାରେ, ଉଦାହରଣ ସ୍ୱରୂପ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଆଜି ପାରାଦୀଶରେ ମୋ ସହ ରହିବ ।”




## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

### “ ଏବଂ ପ୍ରତ୍ୟେକ ପର୍ବରେ ସେ ସେମାନଙ୍କୁ ମୁକ୍ତ କରିବାକୁ ବାଧ୍ୟ ଥିଲେ” [୨୩:୧୭](../23/17.md)


ଏହି ପଦଟି ବାଇବେଲର ପ୍ରାଚୀନ ଏବଂ ସଠିକ ପାଣ୍ଡୁଲିପିରେ ଉଲ୍ଲେଖ ନାହିଁ ।  ଅଧିକାଂଶ ପଣ୍ଡିତ ଏହାକୁ ବ୍ୟାଖ୍ୟା ପାଇଁ ପରବର୍ତ୍ତୀ ଯୋଗ ବୋଲି ବିବେଚନା କରନ୍ତି ।  ବାଇବେଲର ଅନେକ ସାମ୍ପ୍ରତିକ ସଂସ୍କରଣ ଏଥିରେ ଏହାକୁ
ଅନ୍ତର୍ଭୂକ୍ତ କରେ ନାହିଁ ।  କିଛି ସଂସ୍କରଣ ଏହାକୁ ବର୍ଗ ବନ୍ଧନୀରେ ଉଲ୍ଲେଖ କରେ।  ଆପଣ ଏହି ପଦଟିକୁ ଅନୁବାଦ କରନ୍ତୁ ନାହିଁ ।  ଯଦିଓ ଆପଣଙ୍କ ଅଞ୍ଚଳରେ ବାଇବେଲର ପୁରାତନ ସଂସ୍କରଣ ଅଛି ଯାହା ଏହି ପଦକୁ ଅନ୍ତର୍ଭୁକ୍ତ କରେ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରି ପାରନ୍ତି ।  


### “ଯୀଶୁ କହିଲେ, ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ ଜାଣନ୍ତି ନାହିଁ ଯେ ସେମାନେ କ'ଣ କରୁଛନ୍ତି। [୨୩:୩୪](../୨୩/୩୪.md)

ଏହି ବାକ୍ୟଟି ବାଇବେଲର ପ୍ରାଚୀନ ଏବଂ ସଠିକ ପାଣ୍ଡୁଲିପିରେ ଉଲ୍ଲେଖ ନାହିଁ, ଏବଂ ଏହା ସମ୍ଭବତଃ ଲୂକଙ୍କର ସୁସମାଚାରର ମୂଳ ଅଂଶ ନୁହେଁ ।  ତଥାପି, ଅନେକ ପଣ୍ଡିତ ଏହାକୁ ଯୀଶୁଙ୍କ ଏକ ପ୍ରାମାଣିକ କଥା ବୋଲି ବିବେଚନା କରନ୍ତି ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ପୁସ୍ତକରେ ନକଲ କରାଯାଇଥିଲା ।  ULT ଏବଂ UST ଏହି ବାକ୍ୟରେ ଏହି ବାକ୍ୟକୁ ଅନ୍ତର୍ଭୁକ୍ତ କରେ, କିନ୍ତୁ ଅନ୍ୟ କେତେକ ସଂସ୍କରଣ କରେ ନାହିଁ ।  


ଯଦି ଆପଣ [୨୩:୧୭](../୨୩/୧୭.md) କିମ୍ବା ଅତିରିକ୍ତ ବାକ୍ୟ [୨୩:୩୪]../୨୩/୩୪.md) ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଅନ୍ତି । ଆପଣଙ୍କ ଅନୁବାଦରେ ଆପଣ ବିଷୟକୁ ବର୍ଗ ବନ୍ଧନୀରେ ଉଲ୍ଲେଖ କରି
ଏହା ବୋଧହୁଏ ଲୂକଙ୍କର ସୁସମାଚାରର ମୂଳ ଅଂଶ ନୁହେଁ ବୋଲି ଦର୍ଶାଇବା ଉଚିତ ଅଟେ।  (ଦେଖନ୍ତୁ: @ [[rc://en/ta/man/translate/translate-textvariants]]))










ଏହି ଅଧ୍ୟାୟର ଶେଷ ଧାଡିକୁ ULT ପୃଥକ କରି ରଖେ କାରଣ ଏହା ଅଧ୍ୟାୟ 23 ଅପେକ୍ଷା ଅଧ୍ୟାୟ 24 ସହିତ ଅଧିକ ସଂଯୁକ୍ତ ଅଟେ I ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

### ଅଭିଯୋଗ କରିବା

ପ୍ରଧାନ ଯାଜକମାନେ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ଉପରେ ମନ୍ଦ କାର୍ଯ୍ୟ କରିବାର ଦୋଷାରୋପ କଲେ, କାରଣ ସେମାନେ ଇଚ୍ଛା କରୁଥିଲେ ଯେ ପିଲାତ ଯୀଶୁଙ୍କୁ ବଧ କରନ୍ତୁ I କିନ୍ତୁ ସେମାନେ ତାଙ୍କୁ ମିଥ୍ୟା କଥାରେ ଅଭିଯୋଗ କରୁଥିଲେ, କାରଣ ସେମାନେ ଯାହା ସବୁ ଦୋଷାରୋପ କରୁଥିଲେ ସେସବୁ ଯୀଶୁ କେବେ ବି କରି ନ ଥିଲେ I

\### “ମନ୍ଦିରର ପରଦା ଦୁଇ ଭାଗ ହୋଇଗଲା”

ମନ୍ଦିରରେ ପରଦା ଏକ ମହତ୍ତ୍ଵପୂର୍ଣ୍ଣ ପ୍ରତୀକ ଥିଲା ଯାହା ଦର୍ଶାଉଥିଲା ଯେ ଲୋକମାନେ ଜଣକୁ ଆବଶ୍ୟକ କରନ୍ତି ଯିଏ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ କଥା କହିବ I ସେମାନେ ସିଧାସଳଖ ଭାବରେ ଈଶ୍ୱରଙ୍କ ନିକଟରେ କଥାବାର୍ତ୍ତା କରି ପାରୁ ନ ଥିଲେ କାରଣ ସମସ୍ତ ଲୋକମାନେ ପାପୀ ଥିଲେ ପୁଣି ଈଶ୍ୱର ପାପକୁ ଘୃଣା କରନ୍ତି I ଈଶ୍ୱର ପରଦାକୁ ଦୁଇଭାଗ କରିଦେଲେ ଏହା ଦର୍ଶାଇବା ପାଇଁ ଯେ ଯୀଶୁଙ୍କର ଲୋକମାନେ ବର୍ତ୍ତମାନ ଈଶ୍ୱରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ପାରିବେ କାରଣ ଯୀଶୁ ସେମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେଇଛନ୍ତି

### ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ (\[ଲୂକ 23 : 53\](../../ଲୂକ/23/53. ମଝି) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରଗୁଡିକ ସେମାନଙ୍କର ମୃତମାନଙ୍କୁ ସମାଧିସ୍ଥ କରୁଥିଲେ I ଏହା ଏକ ପ୍ରକୃତ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ବିଷୟ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ସେଠାରେ ଶରୀରକୁ ରଖାଯାଇ ପାରିବ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦେଉଥିଲେ ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

### “ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉନାହିଁ”

ପିଲାତ କହୁଥିଲେ ଯେ ସେ କୌଣସି କାରଣ ଜାଣନ୍ତି ନାହିଁ ଯାହା ପାଇଁ ସେ ଯୀଶୁଙ୍କୁ ଦଣ୍ଡ ଦେବେ କାରଣ ଯୀଶୁ କୌଣସି ନିୟମ ଉଲଂଘନ କରି ନ ଥିଲେ I ପିଲାତ କହୁନାହାନ୍ତି ଯେ ଯୀଶୁ ସିଦ୍ଧ ଥିଲେ I LUK 23 1 pi3d 0 General Information: ଯୀଶୁ ପିଲାତଙ୍କ ସମ୍ମୁଖକୁ ଅଣାଗଲେ I LUK 23 1 sgf1 ἅπαν τὸ πλῆθος αὐτῶν 1 The whole company of them ସମସ୍ତ ଯିହୁଦୀ ନେତାମାନେ କିମ୍ବା “ ମହାସଭାର ସମସ୍ତ ସଦସ୍ୟମାନେ” LUK 23 1 mvn9 ἀναστὰν 1 rose up ଠିଆହେଲେ କିମ୍ବା “ସେମାନଙ୍କ ପାଦରେ ଠିଆହେଲେ”