diff --git a/en_tn_62-2PE.tsv b/en_tn_62-2PE.tsv index 8e14f75..5ed8008 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -329,8 +329,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 7 x8vy grammar-connect-logic-result ὑπὸ τῆς τῶν ἀθέσμων ἐν ἀσελγείᾳ ἀναστροφῆς 1 ଏଠାରେ, **ଦ୍ବାରା** ହୋଇପାରେ: (୧) ULT ପରି ଲୋଟକୁ ଯାହା ଅଧିନ କରୁଥିଲା । (୨) ଲୋଟଙ୍କ ଉପରେ ଅତ୍ୟାଚାର ହେବାର କାରଣ । ବିକଳ୍ପ ଅନୁବାଦ: “ଦୂରାଚାରୀମାନଙ୍କ ଆଚରଣ ହେତୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]]) 2PE 2 7 wrba figs-abstractnouns ὑπὸ τῆς τῶν ἀθέσμων…ἀναστροφῆς 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆଚରଣ**  ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଦୂରାଚାରୀମାଣେ ଯାହା କଲେ” କିମ୍ବା “ଦୂରାଚାରୀମାଣେ କିପରି କାର୍ଯ୍ୟ କଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 2 7 wq2r ἐν ἀσελγείᾳ ἀναστροφῆς 1 ଏଠାରେ, **ରେ** ଦୂରାଚାରୀମାଣେ କ’ଣ କରୁଥିଲେ ତାହାର ବିଷୟବସ୍ତୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ବିଶେଷଣ ସହ **ଦୂରାଚାରୀ** ଶବ୍ଦକୁ ଅନୁବାଦ କରିପାରିବେ
। ବିକଳ୍ପ ଅନୁବାଦ: “କାମୁକତାପୂର୍ଣ୍ଣ ଆଚରଣ” -2PE 2 7 xnys figs-abstractnouns τῆς τῶν ἀθέσμων ἐν ἀσελγείᾳ ἀναστροφῆς 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏକ ବିଶେଷଣ ସହିତ ଗୁଣବାଚକ ବିଶେଷ୍ୟ **କାମୁକତାପୂର୍ଣ୍ଣ** ଶବ୍ଦକୁ ଅନୁବାଦ କରିପାରିବେ । ଦେଖନ୍ତୁ [୨:୨] (../୦୨/୦୨.md) ରେ ଆପଣ ଏହି ଶବ୍ଦର ବହୁବଚନକୁ କିପରି ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: “ଦୂରାଚାରୀ ବ୍ୟକ୍ତିମାନଙ୍କର ଲୋଭନୀୟ ଆଚରଣ” କିମ୍ବା “ଦୂରାଚାରୀ ବ୍ୟକ୍ତିଙ୍କ କାମୁକତା ଆଚରଣ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) -2PE 2 8 dvle writing-background γὰρ 1 ସଦୋମରେ ଲୋଟଙ୍କ ଜୀବନ ବିଷୟରେ
ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ପିତର ଏଠାରେ **ଯେଣୁ** ଶବ୍ଦ ବ୍ୟବହାର କରନ୍ତି


ପିତର କାହିଁକି ପୂର୍ବ ପଦରେ ଜଣେ ଧାର୍ମିକ ବ୍ୟକ୍ତି ବୋଲି କହିଥିଲେ
ତାହା ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ କରିବା ପାଇଁ ସେ ବ୍ୟବହାର କରିଥିଲେ


କାରଣ ସୂଚାଇବା ପାଇଁ ପିତର ଏଠାରେ **ପାଇଁ** ଶବ୍ଦ ବ୍ୟବହାର କରୁନାହାଁନ୍ତି



ପୃଷ୍ଠଭୂମି ସୂଚନା ଉପସ୍ଥାପନ
କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ


ବିକଳ୍ପ ଅନୁବାଦ: “ବର୍ତ୍ତମାନ” (ଦେଖନ୍ତୁ:
[[rc://en/ta/man/translate/writing-background]]) +2PE 2 7 xnys figs-abstractnouns τῆς τῶν ἀθέσμων ἐν ἀσελγείᾳ ἀναστροφῆς 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏକ ବିଶେଷଣ ସହିତ ଗୁଣବାଚକ ବିଶେଷ୍ୟ **କାମୁକତାପୂର୍ଣ୍ଣ** ଶବ୍ଦକୁ ଅନୁବାଦ କରିପାରିବେ । ଦେଖନ୍ତୁ [୨:୨](../୦୨/୦୨.md) ରେ ଆପଣ ଏହି ଶବ୍ଦର ବହୁବଚନକୁ କିପରି ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: “ଦୂରାଚାରୀ ବ୍ୟକ୍ତିମାନଙ୍କର ଲୋଭନୀୟ ଆଚରଣ” କିମ୍ବା “ଦୂରାଚାରୀ ବ୍ୟକ୍ତିଙ୍କ କାମୁକତା ଆଚରଣ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 2 8 dvle writing-background γὰρ 1 ସଦୋମରେ ଲୋଟଙ୍କ ଜୀବନ ବିଷୟରେ ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ପିତର ଏଠାରେ **ଯେଣୁ** ଶବ୍ଦ ବ୍ୟବହାର କରନ୍ତି । ପିତର କାହିଁକି ପୂର୍ବ ପଦରେ ଜଣେ ଧାର୍ମିକ ବ୍ୟକ୍ତି ବୋଲି କହିଥିଲେ ତାହା ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ କରିବା ପାଇଁ ସେ ବ୍ୟବହାର କରିଥିଲେ । କାରଣ ସୂଚାଇବା ପାଇଁ ପିତର ଏଠାରେ **ପାଇଁ** ଶବ୍ଦ ବ୍ୟବହାର କରୁନାହାଁନ୍ତି । ପୃଷ୍ଠଭୂମି ସୂଚନା ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବର୍ତ୍ତମାନ” (ଦେଖନ୍ତୁ:
[[rc://en/ta/man/translate/writing-background]]) 2PE 2 8 sn4w figs-abstractnouns βλέμματι γὰρ καὶ ἀκοῇ 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ
ହେବ
,
ତେବେ ଆପଣ ଗୁଣବାଚକ ବିଶେଷ୍ୟଗୁଡ଼ିକୁ **ଦେଖିବା** ଏବଂ **ଶୁଣିବା**
କୁ ମୌଖିକ ବାକ୍ୟାଂଶ ସହ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ସେ ଯାହା ଦେଖିଲେ ଏବଂ ଯାହା ଶୁଣିଲେ ସେଥିପାଇଁ”
(ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 2 8 xdlw ἐνκατοικῶν ἐν αὐτοῖς 1 ଯେତେବେଳେ ଲୋଟ ସଦୋମରେ ବାସ
କରିବା ସମୟକୁ ବୁଝାଏ


ବିକଳ୍ପ ଅନୁବାଦ: “ଯେତେବେଳେ ସେ ସେମାନଙ୍କ ମଧ୍ୟରେ ବାସ କରୁଥିଲେ” 2PE 2 8 xa7g writing-pronouns αὐτοῖς 1 ଏଠାରେ
,
ସର୍ବନାମ **ସେମାନେ** ସଦୋମର ବାସିନ୍ଦାମାନଙ୍କୁ ବୁଝାଏ


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ
,
ତେବେ ଆପଣ **ସେମାନେ** କାହାକୁ  ବୁଝାଏ ତାହା ସ୍ପଷ୍ଟ କରିପାରିବେ


ବିକଳ୍ପ ଅନୁବାଦ: “ସଦୋମର ଲୋକ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])