diff --git a/en_tn_63-1JN.tsv b/en_tn_63-1JN.tsv index b79d741..80eb777 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -494,7 +494,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 3 14 j190 figs-metaphor τοὺς ἀδελφούς 1 the brothers ଆପଣ [2:9](https://create.translationcore.com/02/09.md)ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଅନ୍ୟ ବିଶ୍ଵାସୀଗଣ" ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 3 14 gc6e ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 Be sure that your translation does not communicate that loving the brothers is what causes people to pass from death to life. Alternate translation: “The way that we know that we have relocated from death into life is because we love the brothers” 1JN 3 14 j189 grammar-connect-logic-result ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 We know that we have relocated from death into life, because we love the brothers ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ  । ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ  ଭାଇମାନଙ୍କୁ ପ୍ରେମ କରୁ, ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ମୃତ୍ୟୁରୁ ଜୀବନକୁ ଅଣାଯାଇଇଛୁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ) -1JN 3 13 j188 grammar-connect-logic-result μὴ θαυμάζετε 1 Do not wonder +1JN 3 13 j188 grammar-connect-logic-result μὴ θαυμάζετε 1 Do not wonder ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହି ବାକ୍ୟ ଏବଂ ପୂର୍ବ ଶବ୍ଦ ମଧ୍ୟରେ ସଂଯୋଗକୁ “ତେଣୁ” କିମ୍ବା “ତେଣୁକରି” ଶବ୍ଦ ବ୍ୟବହାର କରି ପ୍ରକାଶ କରିପାରିବେ । କୟିନଙ୍କ ଉଦାହରଣ ବ୍ୟବହାର କରି, ଯୋହନ ଦର୍ଶାନ୍ତି ଯେ ଦୁଷ୍ଟ ଲୋକମାନେ ଧାର୍ମିକମାନଙ୍କୁ ସ୍ୱାଭାବିକ ଘୃଣା କରନ୍ତି । ବିକଳ୍ପ ଅନୁବାଦ: "ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ" ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ) 1JN 3 14 j191 figs-ellipsis ὁ μὴ ἀγαπῶν 1 The one who does not love ଏହିପରି ବ୍ୟକ୍ତି କାହାକୁ ପ୍ରେମ କରନ୍ତି  ନାହିଁ ତାହା ଯୋହନ ନିର୍ଦ୍ଦିଷ୍ଟ ଭାବରେ କୁହନ୍ତି ନାହିଁ । ଏଠାରେ, ସେ ଅନ୍ୟ ବିଶ୍ଵାସୀମାନଙ୍କୁ ବୁଝାନ୍ତି । UST ମଧ୍ୟ ଏହିପରି ପ୍ରକାଶ କରେ । କିନ୍ତୁ ଯୋହନ  ଏହା ସାଧାରଣତ ଭାବେ  ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିଥାଇପାରନ୍ତି । ବିକଳ୍ପ ଅନୁବାଦ: “ଯିଏ ନିଜ ସହ ବିଶ୍ଵାସୀକୁ ପ୍ରେମ କରେ ନାହିଁ” କିମ୍ବା “ଯିଏ ଅନ୍ୟ ଲୋକମାନଙ୍କୁ  ପ୍ରେମକରେ  ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ) 1JN 3 15 j192 figs-metaphor τὸν ἀδελφὸν αὐτοῦ 1 his brother ଆପଣ ଏହି ଶବ୍ଦକୁ 2:9 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 3 15 j193 πᾶς ἀνθρωποκτόνος οὐκ ἔχει ζωὴν αἰώνιον 1 every murderer does not have eternal life ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ  ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ହତ୍ୟାକାରୀମାନଙ୍କର ଅନନ୍ତ ଜୀବନ ନାହିଁ”